Home Left

ସବ୍‌ରେଜିଷ୍ଟ୍ରି, ସବ୍‌ଟ୍ରେଜେରୀ ଖୋଲିବା ପାଇଁ ଦାବି ଜୋର୍‌ ଧରିଲା

ମୋରଡ଼ା,୨୮ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ସଦରମହକୁମା ଚିତ୍ରଡ଼ାରେ ସବ୍‌ରେଜିଷ୍ଟ୍ରି ଓ ସବ୍‌ ଟ୍ରେଜେରୀ ଅଫିସ ଖୋଲିବା ନିମନ୍ତେ ଦାବି ଜୋର୍‌ ଧରିଛି। ଏନେଇ ମୋରଡ଼ା ବିଧାୟକ ତଥା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ…

କିଏ ସେହି ମନୁ ଭାକର, ଯିଏ ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ପାଇଁ ଜିତିଲେ ପ୍ରଥମ ପଦକ

ନୂଆଦିଲ୍ଲୀ,୨୮।୭: ପ୍ୟାରିସ୍‌ ଅଲିମ୍ପିକ୍ସରେ ମନୁ ଭାକର ଇତିହାସ ରଚିଛନ୍ତି। ୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲରେ ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ଚଳିତ ଅଲିମ୍ପିକ୍ସରେ ଭାରତର ପ୍ରଥମ ପଦକ। ନିଜର ଚମତ୍କାର ପ୍ରଦର୍ଶନ…

କ’ଣ ଏହି ପିଏମ୍‌ ଶ୍ରୀ ସ୍କୁଲ ଯୋଜନା, ସାଧାରଣ ସ୍କୁଲଠାରୁ କାହିଁକି ଅଲଗା ଜାଣନ୍ତୁ…

ନୂଆଦିଲ୍ଲୀ,୨୮ା୭: ଦେଶର ନାଗରିକଙ୍କ ପାଇଁ ଭାରତ ସରକାରଙ୍କ ଦ୍ୱାରା ଅନେକ ପ୍ରକାରର ଯୋଜନା ପ୍ରଣୟନ କରାଯାଇଛି। କେତେକ ଯୋଜନା ଦେଶର ନାଗରିକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କରାଯାଇଛି। ତେଣୁ ଲୋକମାନଙ୍କୁ ସର୍ବୋତ୍ତମ ସୁବିଧା ଯୋଗାଇବା ପାଇଁ ଯୋଜନା ପରିଚାଳିତ ହେଉଛି। ଶିକ୍ଷା…

ଏହି ଗୁରୁତ୍ୱପୂର୍ଣ୍ଣ ଜିନିଷ ନେବାକୁ ଭୁଲିଗଲେ ରୋହିତ ଶର୍ମା: କୋହଲିଙ୍କୁ ମନେ ପକାଇଲେ ୟୁଜର୍ସ

ନୂଆଦିଲ୍ଲୀ,୨୮।୭: ପଡ଼ିଆରେ ଲମ୍ବା ଛକା ମାରିବା ବ୍ୟତୀତ ରୋହିତ ଶର୍ମା ନିଜ ଜିନିଷ ଭୁଲିଯିବା ପାଇଁ ଜଣାଶୁଣା। ରୋହିତ ଶର୍ମା ଭୁଲିଯିବାର ଅଭ୍ୟାସ ବିରାଟ କୋହଲି ବହୁ ବର୍ଷ ପୂର୍ବେ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ। ବର୍ତ୍ତମାନ ପ୍ରାୟତଃ ଲାଗୁଛି କୋହଲି…

Paris Olympic 2024: ସୁଟିଂରେ ୧୦ ମିଟର ଏୟାର ରାଇଫଲ୍ ଫାଇନାଲରେ ରମିତା ଜିନ୍ଦଲ

ନୂଆଦିଲ୍ଲୀ,୨୮ା୭: ଭାରତର ରମିତା ଜିନ୍ଦଲ ଇତିହାସ ସୃଷ୍ଟି କରି ପ୍ୟାରିସ ଅଲମ୍ପିକ୍ସ ସୁଟିଂ ୧୦ ମିଟର ଏୟାର ରାଇଫଲ୍ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ଗତ ୨୦ ବର୍ଷ ମଧ୍ୟରେ ମନୁ ଭାକରଙ୍କ ପରେ ରମିତା ଦ୍ୱିତୀୟ ମହିଳା ପ୍ରତିଯୋଗୀ ଭାବେ…

ଆମେ ଭାଗ୍ୟଶାଳୀ ଥିଲୁ…ଜାଣନ୍ତୁ କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୮।୭: ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ଟି-୨୦ରେ ଶ୍ରୀଲଙ୍କାକୁ ୪୩ ରନରେ ପରାସ୍ତ କରିଛି। ଏହା ଏକ ହାଇ ସ୍କୋରର ମ୍ୟାଚ ଥିଲା। ମ୍ୟାଚ୍‌ରେ ଏକ ସମୟରେ ଲାଗୁଥିଲା ଯେ ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ସହଜରେ ଜିତିବ।…

୪୦ ଜଣଙ୍କ ଜୀବନ ବଞ୍ଚାଇଲେଣି ଏହି ମୁସଲମାନ୍‌ ଯୁବକ

ହରିଦ଼୍ବାର, ୨୮।୦୭: ଶ୍ରାବଣ ମାସ କାରଣରୁ ମହାଦେବଙ୍କ ନିକଟରେ ଜଳଲାଗି କରିବା ପାଇଁ ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଗହଳି ଲାଗିରହିଛି । ହରିଦ଼୍ବାରରେ ପ୍ରବଳ ଗହଳି କାରଣରୁ ପ୍ରଶାସନ ଆଲର୍ଟ ଜାରି କରିଛି । ପୋଲିସ୍‌ ସମେତ ଏନ୍‌ଡିଆରଏଫ୍‌ ଟିମ୍‌ ମଧ୍ୟ…

ବିବାହ ପରେ ସୋନାକ୍ଷୀଙ୍କ ସହ ବିମାନବନ୍ଦରରେ ଘଟିଲା ଏଭଳି, ସୁରକ୍ଷାକର୍ମୀଙ୍କ ଆଚରଣ ଦେଖି…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜର ପ୍ରେମିକ ଜାହିର ଇକବାଲଙ୍କୁ ବିବାହ କରିଛନ୍ତି। ବିବାହ ପରେ ତାଙ୍କୁ ନିକଟରେ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ହେଲେ ଚେକିଂ ବେଳେ ସେଠାରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ନିଜର ଚଷମା ବାହାର କରିବାକୁ କହିଥିଲେ।…

୨୮ ବର୍ଷ ପରେ କ୍ରିକେଟ୍‌ରେ ଏମିତି କାରନାମା କଲେ ଏହି ବୋଲର୍‌

ନୂଆଦିଲ୍ଲୀ,୨୮।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ କାମିନ୍ଦୁ ମେଣ୍ଡିସଙ୍କ ଅନନ୍ୟ ବୋଲିଂ କରିଥିଲେ। ବୋଲିଂ ବେଳେ କାମିନ୍ଦୁ ମେଣ୍ଡିସ ଏପରି ପ୍ରଦର୍ଶନ କରିଥିଲେ ଯେ କ୍ରିକେଟ ଜଗତ ଆଶ୍ଚର୍ଯ୍ୟ ହୋଇଯାଇଥିଲା।…

ବନ୍ୟାକୁ ନେଇ ଏମିତି କହିଲେ ଅତିରିକ୍ତ ଏସ୍‌ଆରସି

ଭୁବନେଶ୍ୱର,୨୮।୭:ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି ଅତିରିକ୍ତ ଏସ୍‌ଆରସି କହିଛନ୍ତି। ୩୦ ସୁଦ୍ଧା ଖଇରମାଳ ଓ ମୁଣ୍ଡଳିରେ ସାଢ଼େ ୪ ଲକ୍ଷ କ୍ୟୁସେକ ପ୍ରବେଶ କରିବ। ଏ ନେଇ ବିଭିନ୍ନ ଜିଲାକୁ ଏସଆର୍‌ସିଙ୍କ ତରଫରୁ ସତର୍କ ରହିବାକୁ କୁହାଯାଇଛି। ସମ୍ବଲପୁର, ସୁବର୍ଣ୍ଣପୁର,…

ଓଡ଼ିଶା ଅଙ୍ଗନୱାଡ଼ିରେ ୨୫୪୫ ପଦବୀରେ ନିଯୁକ୍ତି ପାଇଁ ଚାଲିଛି ଆବେଦନ, ଜାଣନ୍ତୁ ଶେଷ ତାରିଖ

ଭୁବନେଶ୍ୱର,୨୮ା୭: ଓଡ଼ିଶାରେ ଥିବା ଅଙ୍ଗନୱାଡ଼ି ମାନଙ୍କରେ ନିଯୁକ୍ତି ପାଇଁ ଆବେଦନ ଜାରି ରହିଛି। ଏହି ପ୍ରକ୍ରିୟାରେ ଅଙ୍ଗନୱାଡ଼ି କର୍ମୀ ଓ ହେଲପର ନିଯୁକ୍ତ ହେବେ। ଯେଉଁ ଆଶାୟୀମାନେ ଖାଲି ପଦବୀରେ ନିଯୁକ୍ତି ପାଇଁ ଆଗ୍ରହୀ ଏବଂ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ…

ଆଜି ଏସିଆ କପ୍‌ ଫାଇନାଲ୍‌, ଭାରତ-ଶ୍ରୀଲଙ୍କା ମଧ୍ୟରେ ବଡ଼ ଲଢ଼େଇ

ନୂଆଦିଲ୍ଲୀ, ୨୮।୦୭: ମହିଳା ଏସିଆ କପ୍‌ ୨୦୨୪ ଫାଇନାଲ୍‌ ମ୍ୟାଚ୍‌ ଅଜି ଅର୍ଥାତ ରବିବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଭାରତୀୟ ମହିଳା କ୍ରିକେଟ ଦଳ ଏହାର ଅଷ୍ଟମ ଏସିଆ କପ ଟାଇଟଲ ହାସଲ କରିବା ଉପରେ ନଜର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri