Home Left

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ମୃତ

ମାଲକାନଗିରି,୧୧ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ବିଜାପୁର ଜିଲାରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମୁନଗା ଜଙ୍ଗଲରେ ଡିଭିସିଏମ୍‌ ଦିନେଶ ମୋଡିୟମ୍‌, ଆକାଶ ହେମଲା, କମ୍ପନୀ ନଂ ୨ କମାଣ୍ଡର ବେଲ୍ଲା, ମିଲିସିୟା ପ୍ଲାଟୁନ କମାଣ୍ଡର…

ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଯିବାବେଳେ ବାଟରେ ଓଲଟିଲା ପିକ୍‌ଅପ୍‌, ୪ ମୃତ, ୧୬ ଗୁରୁତର

ମୋହନା,୧୧ା୧୨(ମନ୍ମଥ ମିଶ୍ର): ଏକ ଶୁଦ୍ଧିକ୍ରିୟା ଭୋଜିରେ ଯୋଗଦେବାକୁ ପିକ୍‌ଅପ୍‌ ଭ୍ୟାନିରେ ପ୍ରାୟ ୪୦ ଜଣ ଯାତ୍ରୀ ରାମଗିରି ଥାନା ଅନ୍ତର୍ଗତ କେକେସିଂ ଗ୍ରାମରୁ ବାହାରି ମୋହନା ଥାନା ଅନ୍ତର୍ଗତ ଘାଇବାଲି ଗ୍ରାମକୁ ଆସୁଥିବା ବେଳେ ଚନ୍ଦ୍ରଗିରି ଫାଣ୍ଡି ନିକଟ ଚିଟିଙ୍ଗ ଘାଟିରେ…

ଜାତୀୟସ୍ତରରେ ଶ୍ରେଷ୍ଠ ଜିଲା ଭାବେ କୋରାପୁଟ ପୁରସ୍କୃତ

କୋରାପୁଟ,୧୧ା୧୨(ଅମିତାଭ ବେହେରା): ଜାତୀୟସ୍ତରରେ ଶ୍ରେଷ୍ଠ ଜିଲା ପଞ୍ଚାୟତ ଭାବେ କୋରାପୁଟ ପୁରସ୍କୃତ ହୋଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ବର୍ଗରେ କୋରାପୁଟ ଦ୍ବିତୀୟ ଶ୍ରେଷ୍ଠ ଜିଲା ପଞ୍ଚାୟତ ଭାବେ ପୁରସ୍କୃତ ହୋଇଛି। ବୁଧବାର ଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ମହାମହିମ…

ଦୀଘାରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ଝଡ଼

ଭୋଗରାଇ,୧୧ା୧୨(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ସୈକତ ସହରକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଦିନିଆ ତୋଫାନୀ ଗସ୍ତ କରି ନିଉ ଦୀଘାରେ ୨୦୧୯ରୁ ଗଢ଼ି ଉଠିଥିବା ୨୨ ଏକର ଜାଗାରେ ୨ ଶହ ୫୦ କୋଟି ଟଙ୍କାର…

ଦେଶରେ ଶ୍ରେଷ୍ଠ ବ୍ଲକ ଛତ୍ରପୁର, ପୁରସ୍କୃତ କଲେ ରାଷ୍ଟ୍ରପତି

ଛତ୍ରପୁର,୧୧ା୧୨(ଦିଲ୍ଲୀପ ସାମଲ): କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ୪୫ଟି ପଞ୍ଚାୟତିରାଜ ସଂସ୍ଥାକୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି। ଏହି…

ମଧ୍ୟାହ୍ନଭୋଜନ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ସ୍ବାଭାବିକ ହେଲା ବିଦ୍ୟାଳୟ, ପାଠପଢ଼ାକୁ ଫେରିଲେ ପିଲା

ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ମଧ୍ୟାହ୍ନଭୋଜନ ଖାଇ ୩୬ ଜଣ ଅସୁସ୍ଥ ଘଟଣା ପରେ ସୋମବାର ବିଦ୍ୟାଳୟ ଖୋଲିବା ପରେ ଏକ ପ୍ରକାର ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା। ଫଳରେ…

ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଖଲିଲ ହକାନୀ ମୃତ

କାବୁଲ,୧୧।୧୨: ଆଫଗାନିସ୍ତାନର ରାଜଧାନୀରେ ଏକ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ତାଲିବାନର ଶରଣାର୍ଥୀ ମନ୍ତ୍ରୀ ତଥା ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଖାଲିଲ ହକାନୀଙ୍କ ମୃତ୍ୟୁ ଘଟିଛି। ଆମେରିକା ତାଙ୍କ ଉପରେ ୫ନିୟୁତ ଡଲାର ପୁରସ୍କାର ଘୋଷଣା କରିଥିଲା। ତାଲିବାନ ଆଫଗାନିସ୍ତାନ…

‘ମହିଳା ସୁଇସାଇଡ କଲେ ବିନା ପ୍ରମାଣରେ ପୁରୁଷବନ୍ଧୁଙ୍କୁ କରାଯାଉଛି ଗିରଫ’, ଆଇନରେ ପରିବର୍ତ୍ତନ ପାଇଁ ଦାବି କଲେ ଅତୁଲଙ୍କ ଭାଇ

ବେଙ୍ଗାଲୁରୁ,୧୧।୧୨: ବର୍ତ୍ତମାନ ବେଙ୍ଗାଲୁରୁର ଏକ ଘରୋଇ ଆଇଟି କମ୍ପାନୀର ଡେପୁଟି ଜେନେରାଲ ମ୍ୟାନେଜର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ଉଭୟ ପକ୍ଷରୁ ଅଭିଯୋଗ ଏବଂ ପ୍ରତିବାଦ ଆରମ୍ଭ ହୋଇଛି। ଅତୁଲଙ୍କ ଭାଇ ଆଇନର କାର୍ଯ୍ୟକାରିତା ଉପରେ ଗୁରୁତର ପ୍ରଶ୍ନ ଚିହ୍ନ ସୃଷ୍ଟି…

ଗଞ୍ଜେଇ ଗଛ ନ କାଟିବାକୁ ଉତ୍କୋଚ ଦାବି, ଅଡ଼ିଓ ଭାଇରାଲ

ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗତ କିଛିଦିନ ହେଲା ଗଞ୍ଜେଇ ଗଛ କଟାଯାଉଛି। ଏଥିରେ ଦାରିଙ୍ଗବାଡ଼ି ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଗଞ୍ଜେଇ ଗଛ କଟାଚାଲିଛି। ଏକ ସପ୍ତାହ ମଧ୍ୟରେ ୩୪୫ ଏକର ଜମିରେ କରାଯାଉଥିବା…

କିଏ ସେହି ବେଟିନା ଆଣ୍ଡରସନ? ଜୁନିଅର ଟ୍ରମ୍ପଙ୍କ ସହ ଯାହାଙ୍କ ଫଟୋ ହେଉଛି ଭାଇରାଲ

ଓ୍ବାଶିଂଟନ,୧୧।୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଜୁନିଅର ଡୋନାଲ୍ଡଙ୍କ ଫ୍ଲୋରିଡା ସମାଜସେବୀ ବେଟିନା ଆଣ୍ଡରସନଙ୍କ ସହ ଫଟୋ ଭାଇରାଲ ହେବାରେ ଲାଗିଛି। ଜୁନିଅର ଟ୍ରମ୍ପ ବେଟିନା ଆଣ୍ଡରସନଙ୍କ ସହ ହାତ ଧରିଥିବାର ନଜର ଆସିଛନ୍ତି। ଜୁନିଅର ଡୋନାଲ୍ଡ…

ମାସେ ପୂର୍ବରୁ ମଦ ବନ୍ଦ ପାଇଁ ଅଭିଯୋଗ କରିଥିଲେ ଗ୍ରାମର ମହିଳା, ଫଳ ଶୂନ

ଫୁଲବାଣୀ/ଦାରିଙ୍ଗବାଡ଼ି,୧୧ା୧୨(ରାକେଶ କୁମାର ରାଉତ/ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଚୋରାମଦ କାରବାର ବୃଦ୍ଧି ପାଇଛି। ଅଞ୍ଚଳରେ ପୋଲିସ, ଅବକାରୀ ବିଭାଗ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ବିଶେଷକରି…

କଂଗ୍ରେସରୁ ଭରିଗଲା ମନ! ଏକାକି ବିଏମ୍‌ସି ନିର୍ବାଚନ ଲଢିବେ ଉଦ୍ଧବ ସେନା, କେଜରିଓ୍ବାଲ ବି ଫେରାଇଲେ ମୁହଁ

ନୂଆଦିଲ୍ଲୀ,୧୧।୧୨: ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପରେ ଇଣ୍ଡିଆ ମେଣ୍ଟରେ ସବୁକିଛି ଠିକ ଚାଲିନାହିଁ। ଏବେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି। ସର୍ବପ୍ରଥମେ, ମମତା ବାନାର୍ଜୀ ନେତୃତ୍ୱ ଗ୍ରହଣ କରିବାକୁ ସଙ୍କେତ ଦେଇଥିଲେ। ଏହା ପରେ ବିହାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?