ବେଦାନ୍ତ ଆଲୁମିନିୟମ୍ର ନୂଆ ମାଇଲଖୁଣ୍ଟ
ନୂଆଦିଲ୍ଲୀ,୧୪।୧୨: ବେଦାନ୍ତ ଲିମିଟେଡ୍ର ପ୍ରମୁଖ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମ୍କୁ ନିକଟରେ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ଏପରି କି ଶକ୍ତି ସଂରକ୍ଷଣ ଓ ଅକ୍ଷୟ ଶକ୍ତି ବ୍ୟବହାର ଏବଂ ଗ୍ରୀନ୍ ହାଉସ୍ ଗ୍ୟାସ୍ ବା ଜିଏଚ୍ଜି ନିର୍ଗମନକୁ ହ୍ରାସ…
ଖୋଲୁନି ଧାନ ମଣ୍ଡି: ଆନ୍ଧ୍ରକୁ ଯାଉଛି ଗାଁର ଧାନ
ପଞ୍ଚଲିଙ୍ଗେଶର,୧୪।୧୨(ଲେଲିନ କୁମାର ଦେ): କୁଇଣ୍ଟାଲ ପିଛା ସରକାରୀ ଫାଇନ (ଆରଏମସି ) ମାତ୍ର ୨୩ ଟଙ୍କାରେ ଆନ୍ଧ୍ରକୁ ଯାଉଛି ଓଡିଶାର ଧାନ। ଖୋଲୁନି ମଣ୍ଡି ବୋଲି ଚାଷୀ ହେଉଛନ୍ତି ହନ୍ତସନ୍ତ। ରାଜ୍ୟ ସରକାର ୩୧ ଶହ ଟଙ୍କାରେ ଧାନ କିଣିବା ପାଇଁ…
ଓ୍ବାଲ୍ଟନ୍ସ ବିଶ୍ୱର ଶ୍ରେଷ୍ଠ ଧନୀ ପରିବାର
ନୂଆଦିଲ୍ଲୀ,୧୪।୧୨ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତବର୍ଷର ଶେଷ ସମୟରେ ବିଶ୍ୱର ଶ୍ରେଷ୍ଠ ଧନୀ ପରିବାରର ତାଲିକା ରେଟିଂ ଏଜେନ୍ସି ତଥା ବ୍ଲୁମବର୍ଗସ୍ର ଓ୍ବାଲର୍ଡ ରିଚିଏଷ୍ଟ ଫ୍ୟାମିଲିଜ୍-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ତାଲିକା ଅନୁଯାୟୀ ଆମେରିକାର ବିଶିଷ୍ଟ ବ୍ୟବସାୟୀ ତଥା…
ରକ୍ତପ୍ରବାହରେ ବାୟୁ ପ୍ରଦୂଷଣ ବାଧକ
ନୂଆଦିଲ୍ଲୀ,୧୪ା୧୨(ପି.ଟି.): ଦୀର୍ଘଦିନ ବାୟୁ ପ୍ରଦୂଷଣ ସମସ୍ୟା ଲାଗିରହିଲେ, ଶରୀରର ଆଭ୍ୟନ୍ତରୀଣ ଶିରାପ୍ରଶିରାରେ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ୩୯ ବଢ଼ି ୧୦୦ ପ୍ରତିଶତ ଉପରକୁ ଯାଇପାରେ ବୋଲି ଆମେରିକାରେ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି। ୧୭ ବର୍ଷ ଧରି ୬,୬୫୦ ଜଣ…
ହାରିଯାଇଥିବା ଲୋକ
ହାରିଯାଇଥିବା ଲୋକର କି ଅଛି, ଜିଇଲେ ଜିଇଲା ନ ହେଲେ ନାହିଁ। ଗୋଟିଏ କାହାଣୀ କହିବାର ଥିଲା, କହିଲେ କହିଲା, ନ ହେଲା ନାହିଁ। ସୁଖ ତ ମିଳିଲା ଏମିତି ନକଲି, ଦୁଃଖ ବି ଦେଖିଲେ ଦେଉଛି ହସି। ଆଉ କୋଉଁ…
ଉପାସନା ସ୍ଥଳ ବିବାଦ
ଦେଶରେ ଉପାସନା ସ୍ଥଳକୁ ନେଇ ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ବର୍ଷ ତଳେ ବାରାଣସୀସ୍ଥିତ ଜ୍ଞାନବାପି ମସ୍ଜିଦକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ମଥୁରା, ସମ୍ଭଲ, ବାଦାୟୁଁ ଓ ଉତ୍ତରାଖଣ୍ଡର ଉତ୍ତର କାଶୀ ଦେଇ ରାଜସ୍ଥାନର ଆଜମେରରେ…
ନୂଆ ନେତୃତ୍ୱ
ସଞ୍ଜୟ ମାଲହୋତ୍ରାଙ୍କୁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆର୍ବିଆଇ)ର ଗଭର୍ନର ଭାବେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ସେ ରାଜସ୍ବ ସଚିବ ଥିଲେ। ମାଲହୋତ୍ରା ୩ ବର୍ଷ ପାଇଁ ଏହି ପଦବୀରେ ରହିବେ। ପୂର୍ବତନ ଗଭର୍ନର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଶେଷ…
ଲଞ୍ଚଘୋଲା ବେଳାଭୂମିରେ ମୃତ ଅଲିଭ୍ରିଡ୍ଲେ କଇଁଛ
ମହାକାଳପଡ଼ା, ୧୪ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ଶୀତ ଋତୁ ଆରମ୍ଭରୁ ଅଲିଭରିଡ୍ଲେ କଇଁଛ ସୁଦୂର ପ୍ରଶାନ୍ତ ମହାସାଗର, କୋଷ୍ଟାରିକା, ଶ୍ରୀଲଙ୍କା ଆଦି ଅଞ୍ଚଳରୁ ସମୁଦ୍ର ପଥ ଅତିକ୍ରମ କରି ଓଡ଼ିଶା ଉପକୂଳକୁ ଆସିଛନ୍ତି। ବିଶେଷ କରି ଗହୀରମଥା, ଋଷିକୁଲ୍ୟା ମୁହାଣ, ଜଟାଧାର ମୁହାଣ ବେଳାଭୂମିକୁ…
ରାଜ୍ୟ ସଭାରେ ମହାଭିଯୋଗ ନୋଟିସ ଆଣିଲେ ବିରୋଧୀ
ନୂଆଦିଲ୍ଲୀ,୧୪ା୧୨: ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି)ର ଏକ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଆଲ୍ଲାହାବାଦ ହାଇକୋର୍ଟର ବିଚାରପତି ଶେଖର କୁମାର ଯାଦବଙ୍କ ବିରୋଧରେ ରାଜ୍ୟ ସଭାରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ବିରୋଧୀ ସଦସ୍ୟମାନେ ଶୁକ୍ରବାର ନୋଟିସ୍ ଦେଇଛନ୍ତି। ସେମାନେ ରାଜ୍ୟ…
ଧ୍ୟାନ ଜୀବନକୁ ଶୃଙ୍ଖଳିତ, ରୋଗମୁକ୍ତ କରାଏ: ସର୍ବେଶ୍ୱର ଜୀ ମହାରାଜ
ଜୀବନରେ ଲୋଭ ରହିବା ଉଚିତ୍ ନୁହେଁ। ଶାନ୍ତି ଓ ମୋକ୍ଷ ଜୀବନର ମୂଳ ଲକ୍ଷ୍ୟ ରହିବା ଆବଶ୍ୟକ। ସଂସାର ମୋହମାୟାରେ ଛନ୍ଦି ହୋଇ ମଣିଷ ଆଦୌ ଧନସମ୍ପତ୍ତି ପ୍ରତି ପ୍ରଲୋଭିତ ନ ହୋଇ ସୁସ୍ଥ ଓ ଶାନ୍ତି ଜୀବନ ପାଇଁ ଆଧ୍ୟାତ୍ମିକ…
ଫେରିବା ନାଁ ଧରୁନି ଜିନ୍ନତ:୫ ଦିନ ପରେ ମଇଁଷି ବାଛୁରି ମାରି ଖାଇଲା
ବାରିପଦା,୧୪ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ଝାଡ଼ଖଣ୍ଡ ଜଙ୍ଗଲକୁ ପଳାଇଥିବା ମହାବଳ ବାଘୁଣୀ ଜିନ୍ନତ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ରବିବାର ରାତିରୁ ପଳାଇଯାଇ ଝାଡ଼ଖଣ୍ଡର ଚିଆବାନ୍ଧି ଗ୍ରାମ୍ୟ ଜଙ୍ଗଲରେ ଲୁଚି ରହିଥିବା ଜିନ୍ନତ ୫ ଦିନ ପରେ ବନ୍ଧାଯାଇଥିବା…
ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ
ନୂଆଦିଲ୍ଲୀ,୧୪।୧୨: ଥିଏଟରରେ ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଜେଲରୁ ମୁକ୍ତ କରାଯାଇଛି। ଗତକାଲି ଏହି ଅଭିନେତାଙ୍କୁ ପୋଲିସ ଗିରଫ କରିଥିଲା ଏବଂ ପରେ ତାଙ୍କୁ ୧୪ ଦିନିଆ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ପରେ ତେଲଙ୍ଗାନା କୋର୍ଟ ଅଲ୍ଲୁଙ୍କୁ ଜାମିନ ପ୍ରଦାନ…

