Home Left

୧୧ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୪ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ସୁକ୍‌ମା ଜିଲା ପୋଲିସ ନିକଟରେ ମାଓବାଦୀ ସଂଗଠନର ୧୧ ସକ୍ରିୟ ସଦସ୍ୟ ଶନିବାର ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଯୋଗେନ୍ଦ୍ର ଯାଦବ, ହେମଲା ଦେବା, ମାଡବୀ ଗଙ୍ଗା, ମଡକମ ନଙ୍ଗା, ମଡକମ ମୁକେଶ, ହେମଲା ଜଗା, ବାରସେ…

ବାପା, ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ କରି ବଡ଼ ଗଲେ ଜେଲ୍‌

ଦିଗପହଣ୍ଡି,୧୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ବୃନ୍ଦାବନ ଗୌଡ଼ ଏବଂ ତାଙ୍କ ସାନପୁଅ ଶଙ୍କର ଗୌଡ଼ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ବୃନ୍ଦାବନଙ୍କ ବଡ଼ପୁଅ ରାଜେନ୍ଦ୍ର ଗୌଡ଼ଙ୍କୁ ଶନିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ…

ଜେଲରେ କେମିତି କଟିଥିଲା ଅଲ୍ଲୁ ଅର୍ଜୁନଙ୍କ ରାତି

ନୂଆଦିଲ୍ଲୀ,୧୪।୧୨: ସାା ଥିଏଟରରେ ଦଳାଚକଟା ପରେ ଅଲୁ ଅର୍ଜୁନଙ୍କୁ ୧୪ ଦିନିଆ ରିମାଣ୍ଡରେ ଗିରଫ କରାଯାଇଥିଲା। ସାରା ରାତି ଜେଲରେ ରହିବା ପରେ ତାଙ୍କୁ ସକାଳେ ଜେଲରୁ ମୁକ୍ତ କରାଯାଇଥିଲା। ଚଞ୍ଚଲଗୁଡା ଜେଲ ଛାଡିବା ପରେ ମୁଁ ଅଫିସକୁ ଯାଇ ତା’ପରେ…

ସ୍ତ୍ରୀଙ୍କୁ ଜୀବନରୁ ମାରିଦେବକୁ ସଡଯନ୍ତ୍ର କରିଥିଲେ କନଷ୍ଚେବଳ ସ୍ବାମୀ, ଆଜିବି…

ବଲାଙ୍ଗୀର,୧୪।୧୨: ନୃଶଂସ ସ୍ବାମୀ, ସ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ କରିଥିଲେ ଉଦ୍ୟମ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ଜଣେ ପୋଲିସ କର୍ମଚାରୀଙ୍କ ବିରୋଧରେ । ନିଜ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ଫେରାର ଅଛନ୍ତି ସ୍ବାମୀ । ଗତ ସୋମବାର ବଲାଙ୍ଗୀର ସହରରେ…

ସୋଲାର ପ୍ଲେଟ୍‌ ଗୋଦାମରେ ଲାଗିଲା ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର ସୋଲାର ପ୍ଲେଟ୍‌

କେନ୍ଦୁଝର,୧୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ଅପରାହ୍ନରେ ଧରଣୀଧର ବିଶବିଦ୍ୟାଳୟ ପାଖରେ ଥିବା ଏକ ସୋଲାର ପ୍ଲେଟ୍‌ ଗୋଦାମରେ ନିଆଁ ଲାଗି ଯିବାରୁ ବ୍ୟାପକ ନଷ୍ଟ ହୋଇଛି। ଶଟ୍‌ସର୍କିଟ୍‌ରୁ ଏହି ଅଗ୍ନକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ବାହାରେ ଏକ ଅସ୍ଥାୟୀ ସେଡ୍‌ ଭିତରେ…

ଚାଇନାକୁ ବଡ଼ ଝଟ୍‌କା ଦେଲା ଭାରତ! ଏବେ ସାରା ବିଶ୍ୱ ରହିବ ହାତ ମୁଠାରେ

ନୂଆଦିଲ୍ଲୀ,୧୪।୧୨: ଭାରତର ବଢୁଥିବା ଶକ୍ତିକୁ ବିଶ୍ୱ ଅଭିବାଦନ ଜଣାଉଛି। ଭାରତର ଅର୍ଥନୈତିକ ଏବଂ ବୈଦେଶିକ ନୀତି ସବୁଆଡେ ସମାଲୋଚିତ ହେଉଛି। ବର୍ତ୍ତମାନ ଭାରତ ଇରାନ ଏବଂ ଆର୍ମେନିଆ ସହିମ୍ମିKଶଇଏକ ବଡ଼ ଗେମ୍‌ ଖେଳିଛି। ଇରାନ ଏବଂ ଆର୍ମେନିଆ ସହିତ ଭାରତ ବିଶ୍ୱ…

ମାଞ୍ଜା ସୂତାରେ ଗୁଡି ଉଡ଼ାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଡିସିପି

କଟକ,୧୪।୧୨: ଆଗକୁ ମକର ସଂକ୍ରାନ୍ତି। ଆରମ୍ଭ ହୋଇଯିବ ଗୁଡି ଉଡ଼ା। ଗୁଡି ଉଡ଼ା ସମୟରେ ଘଟୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି କଟକ କମିଶନରେଟ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି। ମାଞ୍ଜା ସୂତା ବିକ୍ରି କିମ୍ବା ସୂତାରେ ଗୁଡ଼ି ଉଡ଼ାଇଲେ ପୋଲିସ…

ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ: ଅସହାୟଙ୍କ ମୁହଁରେ ହସ ଫୁଟାଇବାକୁ ଲାୟନ୍ସ କ୍ଲବର ପ୍ରୟାସ 

ଦାରିଙ୍ଗବାଡି,୧୪।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତି ହେଉଛି। ଅସହ୍ୟ ଶୀତ ଯୋଗୁ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ନିଆଁ ଭରସା ତେବେ ଲୋକଙ୍କୁ ଶୀତ ଦାଉରୁ ରକ୍ଷା ପାଇଁ…

କମାଲ କଲେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ରାପଡାବଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏବିଇଓ ଗୋକୁଳା ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି…

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ: ବର୍ଷା ଧୋଇଦେଲା ପ୍ରଥମ ଦିନର ଖେଳ

ବ୍ରିସବେନ,୧୪।୧୨ ବ୍ରିସବେନର ଗାବା କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ବର୍ଷା ହେତୁ ପ୍ରଥମ ଦିନର ଖେଳ ବାତିଲ କରାଯାଇଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ କେବଳ…

ଜେରା ପରେ ବିଷ୍ଣୁପଦଙ୍କ ଡ୍ରାଇଭର କହିଲେ ଡ୍ୟୁଟି ପରେ ସାର୍‌ କେଉଁଆଡ଼େ…

ଭୁବନେଶ୍ୱର,୧୪ା୧୨: ରାଜଧାନୀ ଭୁବନେଶ୍ୱରରେ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ସିବିଆଇ ସମନ ପଠାଇଛି। ଗତ ୧୦ ତାରିଖରେ ସିବିଆଇର ନୂଆଦିଲ୍ଲୀ ଅଫିସରୁ ଏହି ସମନ ହୋଇଛି। ତଦନ୍ତରେ ସହଯୋଗ ପାଇଁ କୁହାଯିବା ସହ ୧୧…

ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ ପାଇଁ ଏହି ଉକ୍ତି ସତ୍ୟ ପ୍ରମାଣିତ ହୋଇଛି। ସେ ନିକଟରେ ବିଶ୍ୱର ସମସ୍ତ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?