Home Left

ଜୈଶ ଆତଙ୍କବାଦୀ ଆମିର ଦେଇଛନ୍ତି ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ!

ନୂଆଦିଲ୍ଲୀ,୧୪।୬: ପାକିସ୍ତାନରେ ଅବସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ (ଜେଏମ) ଅଯୋଧ୍ୟାରେ ରାମ ମନ୍ଦିରକୁ ବିସ୍ଫୋରଣ କରିବାକୁ ଧମକ ଦେଇଛନ୍ତି। ଅଡିଓ ମାଧ୍ୟମରେ ଏହି ଧମକ ଦିଆଯାଇଛି, ଯାହା ପରେ ମନ୍ଦିର ଚାରିପାଖରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ସୁରକ୍ଷା ଏଜେନ୍ସିଗୁଡିକ ବର୍ତ୍ତମାନ…

ଯୌନ ଉତ୍ପିଡନରେ ସବୁବେଳେ ପୁରୁଷ ଦୋଷୀ ନୁହେଁ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି

ଆହ୍ଲାବାଦ,୧୪।୬: ଆହ୍ଲାବାଦ ହାଇକୋର୍ଟ ଏକ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଥିବାବେଳେ କହିଛନ୍ତି ଯେ ମହିଳାଙ୍କ ଉପରେ ଯୌନ ଉତ୍ପୀଡ଼ନ ସହ ଜଡିତ ଆଇନ ମହିଳା-କେନ୍ଦ୍ରିକ। ମହିଳା ଏବଂ ବାଳିକାମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ, କିନ୍ତୁ ଏହାର ଅର୍ଥ ନୁହେଁ ଯେ…

ପୁଣି ଆୟୋଜିତ ହେବ ହକି ଇଣ୍ଡିଆ ଲିଗ୍‌: ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ, ୧୪ା୬: ଦୀର୍ଘ ୮ ବର୍ଷ ପରେ ଆୟୋଜିତ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍‌(ଏଚ୍‌ଆଇଏଲ୍‌)। ଏଥିରେ ୮ ପୁରୁଷ ଓ ୬ ମହିଳା ଦଳ ଅଂଶଗ୍ରହଣ କରିବେ। ପଞ୍ଜୀକରଣ ପାଇଁ ଅନ୍ତିମ ଦିବସ ଜୁନ୍‌ ୩୦ ରଖାଯାଇଛି। ଲିଗ୍‌ରେ ଭାଗ…

ମଣ୍ଡପକୁ ମାଡ଼ିଗଲା ଟ୍ରକ୍‌: ଚା’ ଦୋକାନୀ ମୃତ

ଧରାକୋଟ,୧୪ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ବାହାଡ଼ାଗୁଡା ଛକରେ ଶୁକ୍ରବାର ଏକ ଟ୍ରକ ଭାରସାମ୍ୟ ହରାଇ ଜଣେ ଚା’ ଦୋକାନୀଙ୍କୁ ଧକ୍କା ଦେଇ ନିକଟସ୍ଥ ମଣ୍ଡପକୁ ମାଡ଼ିଯାଇଛି। ଏଥିରେ ଚା’ ଦୋକାନୀ ବାହାଡାଗୁଡା ଗ୍ରାମର ମହେନ୍ଦ୍ର ବିଷୋୟୀ(୪୮)ଙ୍କ…

ଗଶେଶଙ୍କୁ ପୂଜାର୍ଚ୍ଚନା ପରେ ଦାୟିତ୍ୱ ନେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ନୂଆଦିଲ୍ଲୀ,୧୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩.୦ ସରକାରରେ ଶୁକ୍ରବାର କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବେ ଜୁଏଲ ଓରାମ ନିଜ ଦାୟିିତ୍ୱ ଗ୍ରହଣ କରିଛନ୍ତି। କାର୍ଯ୍ୟାଳୟରେ ଶ୍ରୀଗଣେଶଙ୍କୁ ଧୂପ, ଦୀପ ଲଗାଇ ପୂଜାର୍ଚ୍ଚନା ପରେ ତୃତୀୟ ଥର ପାଇଁ କେନ୍ଦ୍ର ଆଦିବାସୀ…

କୁଏଟ୍‌ ଦୁର୍ଘଟଣାରେ ଚାଲିଗଲା ୨ ଓଡ଼ିଆ ପୁଅଙ୍କ ଜୀବନ, କାହିଁକି ଏଠାକୁ ଖଟିବାକୁ ଯାଆନ୍ତି ଭାରତୀୟ, ଦରମା ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୧୪।୬: କୁଏଟ୍‌ର ଏକ ଦୁର୍ଘଟଣାରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରୁ ୪୫ଜଣ ଭାରତୀୟ। ସବୁଠାରୁ ବଡ଼ କଥା ହେଉଛି ସେମାନଙ୍କ ମଧ୍ୟରେ ଦୁଇ ଓଡ଼ିଆ ପୁଅ ମଧ୍ୟ ଅଛନ୍ତି। କୁଏଟ୍‌ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ…

‘ସଞ୍ଜୟ ରାଉତ ରାଜନୀତିର ଜୋକର’, ଭାଜପା ବିଧାୟକ ନିତେଶ ରାଣାଙ୍କ ଟାର୍ଗେଟ

ମୁମ୍ବାଇ,୧୪।୫: ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ ମହାରାଷ୍ଟ୍ରରେ ହୋଇଥିବା ଲୋକ ସଭା ନିର୍ବାଚନରେ ଖରାପ ପ୍ରଦର୍ଶନ କରି ଭାଜପାକୁ ସମାଲୋଚନା କରିଛନ୍ତି। ଦେବେନ୍ଦ୍ର ଫଡନାଭିସଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ଏହା ପରେ ମହାରାଷ୍ଟ୍ର ଭାଜପା ବିଧାୟକ ତଥା ମୁଖପାତ୍ର ନୀତୀଶ…

ପହିଲି ରଜରେ ବର୍ଷା, ଏସବୁ ଜିଲାରେ ଘଡଘଡି ସହ ପ୍ରବଳ ବର୍ଷା ଆଲର୍ଟ

ଭୁବନେଶ୍ୱର,୧୪।୬: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ରଜ ଉତ୍ସବ । ସବୁଠି ଉତ୍ସବର ମାହୋଲ । ଏହାରି ଭିତରେ ରାଜ୍ୟରେ କେଉଁଠି ରଜ ପାଗ ତ କେଉଁଠି ଟାଣ ଖରା ଦେଖିବାକୁ ମିଳିଛି। ଚଳିତ ମାସ ୧୭ ଓ ୧୮ରେ ଦକ୍ଷିଣ…

ବିଜୁଳି ଆଘାତରେ ନାବାଳିକାଙ୍କ ମୃତ, ପୋଲିସ ନିକଟରେ ଅଭିଯୋଗ କଲେ ବାପା

ପଟ୍ଟାଙ୍ଗି,୧୪।୬(ଶରତ ଧଳ): ଶୁକ୍ରବାର ରଜ ଉତ୍ସବ ପାଳନ ହେଉଥିବାବେଳେ ଏହାରି ଭିତରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଯାହାକୁ ନେଇ ବୁନ୍ଦୁଲପାଡୁ ଗ୍ରାମରେ ଗୋଟିଏ ପରିବାର ମଧ୍ୟରେ ଖେଳିଯାଇଛି ଶୋକାକୂଳ ପରିବେଶ । କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ…

ସେନାକୁ ମିଳିଲା ଆତ୍ମଘାତି ଡ୍ରୋନ ‘ନାଗାସ୍ତ୍ର-୧’

ନୂଆଦିଲ୍ଲୀ,୧୪।୬: ଆତ୍ମନିର୍ଭର ଦିଗରେ ଭାରତ ଆଉ ପାଦେ ଆଗେଇଛି। ସେନାକୁ ମିଳିଛି ପ୍ରଥମ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆତ୍ମଘାତି ଡ୍ରୋନ ‘ନାଗାସ୍ତ୍ର-୧’ । ଏହି ଡୋନ ସେନାର ବଳ ବଢାଇବାରେ ସହାୟକ ହେବ। ଏହାକୁ ଶତ୍ରୁ ପକ୍ଷର ରାଡାର ମଧ୍ୟ ଧରି…

ଆରଏସଏସର ୟୁଟର୍ନ, କହିଲା ଇନ୍ଦ୍ରେଶ କୁମାରଙ୍କ ବୟାନ ଅଫିସିୟାଲ ନୁହେଁ

ନୂଅଦେିଲ୍ଲୀ,୧୪।୬: ବରିଷ୍ଠ ଆରଏସଏସ ନେତା ଇନ୍ଦ୍ରେଶ କୁମାର ଲୋକ ସଭା ନିର୍ବାଚନରେ ଭାଜପାର ପରାଜୟର କାରଣ ‘ଅହଂକାର’ ବୋଲି କହିଛନ୍ତି। ସେ କହିଛନ୍ତି ଯେ କାହାର ନାମ ନ ନେଇ ପ୍ରଭୁ ରାମଙ୍କୁ ପୂଜା କରୁଥିବା ଦଳ ଅହଂକାରୀ ହୋଇଯାଇଥିଲା ତେଣୁ…

ଲୋକ ସଭାରେ ବିରୋଧୀ ଦଳ ନେତା ହେବାକୁ ଚାହୁଁ ନାହାନ୍ତି ରାହୁଲ! କ’ଣ ଏହାର କାରଣ

ନୂଆଦିଲ୍ଲୀ,୧୪।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭାରେ ବିରୋଧୀ ଦଳର ନେତା ହେବାକୁ ଚାହୁଁନାହାଁନ୍ତି। ବିଶେଷ ସୂତ୍ରର ଖବର ଅନୁଯାୟୀ, ଏକ ଘରେଶଇ ଟେଲିଭିଜନ ଚ୍ୟାନେଲ ପ୍ରକାଶ କରିଛି ଯେ ରାହୁଲ ଗାନ୍ଧୀ ବର୍ତ୍ତମାନ ଦଳର ସଂଗଠନକୁ ମଜବୁତ କରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri