ଆସନ୍ତା ସୋମବାର ହେବ ଅଭିଯୋଗ ଶୁଣାଣି
ଭୁବନେଶ୍ୱର,୨।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା ଅଗଷ୍ଟ ୫ ତାରିଖରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଭୁବନେଶ୍ୱର ୟୁନିଟ୍-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପୂର୍ବାହ୍ନ ୧୧ ଟାରୁ ଅଭିଯୋଗ ଶୁଣାଣି ହେବ। ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ ସେହିଦିନ…
ସରକାରୀ ଗାଡିରୁ ୪.୯୨ ଲକ୍ଷ ଜବତ: ଜେଲ୍ ଗଲେ ବିଡିଓ ମାଡାମ
ଭବାନୀପାଟଣା,୨।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ବିଭାଗ। ଏଥିସହ ଭିଜିଲାନ୍ସ ପକ୍ଷରୁ ତାଙ୍କ ନାଁରେ ମାମଲା ନଂ(୧୪/୨୦୨୪) ରୁଜୁ କରାଯାଇଛି। ଗୁରୁବାର ଅପରାହ୍ନରେ ବିଡିଓ…
୮ ଶ୍ରେଣୀ ପାଇଁ ଜଣେ ଶିକ୍ଷୟିତ୍ରୀ
କେସିଙ୍ଗା,୨ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତ ମହଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮ ଶ୍ରେଣୀରେ ଜଣେ ଶିକ୍ଷକ ରହିଛନ୍ତି। ଫଳରେ ଶିକ୍ଷାଦାନରେ ସମସ୍ୟା ହେଉଥିବା ନେଇ ଅଭିଭାବକମାନେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପର୍ବତାରୋହୀ ବିଭାରାଣୀ
ଭୁବନେଶ୍ୱର,୨।୮ (ଅସମାପିକା ସାହୁ): ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ବିଭାରାଣୀ ପାତ୍ର ଶୂୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟଛନ୍ତି। ତାଙ୍କର ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଆଗାମୀ ଅଗଷ୍ଟ ୬…
ପୁଣି ଆଉ ଏକ ଲଘୁଚାପ: ୬ରୁ ବଢ଼ିବ ବର୍ଷା
ଭୁବନେଶ୍ୱର,୨।୮ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୬ ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହି ଜିଲାଗୁଡ଼ିକ ହେଲା କେନ୍ଦୁଝର,…
ଭୂସ୍ଖଳନ ପୀଡିତଙ୍କୁ ଭେଟିବା ପରେ ରାହୁଲ କଲେ ବଡ଼ ଘୋଷଣା, ପୀଡିତଙ୍କ ପାଇଁ…
ଓ୍ବାୟନାଡ,୨।୮:କେରଳର ୱାୟାନାଡରେ ଭୂସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୩୦୮ରେ ପହଞ୍ଚିଥିବାବେଳେ ଶହ ଶହ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୱାୟାନାଡ ଗସ୍ତରେ…
ଘର ତାଲା ଭାଙ୍ଗି ଲୁଟିନେଲ ୮୦ ହଜାର ଟଙ୍କା: ସପ୍ତାହେ ନ ପୁରୁଣୁ ସମାନ ଢଙ୍ଗରେ ୩ ଚୋରି
ପାଟଣା,୨।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଏବଂ ତୁରୁମୁଙ୍ଗା ଥାନା ଅଞ୍ଚଳରେ ସପ୍ତାହେ ନ ପୁରୁଣୁ ଘରେ କେହି ନ ଥିବା ବେଳେ ୩ଟି ଚୋରି ସମାନ ଢଙ୍ଗରେ ହୋଇଛି। ଫଳରେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ପୋଲିସକୁ…
ଛାଡପତ୍ର ଆଲୋଚନା ଭିତରେ ପ୍ରଥମ ଥର ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା, କହିଦେଲେ ସବୁକଥା…
ମୁମ୍ବାଇ: ବଚ୍ଚନ ପରିବାର ବଲିଉଡର ଏକ ପ୍ରତିଷ୍ଠିତ ପରିବାର ମଧ୍ୟରୁ ଅନ୍ୟତମ। ଗତ କିଛି ଦିନ ହେବ ଖବର ଆସିଛି ଯେ, ବଚ୍ଚନ ପରିବାରରେ କିଛି ଭଲ ନାହିଁ। ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ ସହ ୧୫ ଦିନ ନ୍ୟୁୟର୍କରେ ଥିଲେ…
ମହାଭାରତ କହୁଥିଲେ ପ୍ରଦୀପ ପୁରୋହିତ, ଚିଡିଗଲେ ଓମ ବିର୍ଲା, କହିଦେଲେ ଏମିତି…
ନୂଆଦିଲ୍ଲୀ,୨।୮: ଲୋକ ସଭା ବାଚସ୍ପତି ଓମ ବିର୍ଲା ଶୁକ୍ରବାର ଗୃହ ପରିଚାଳନା ସମୟରେ ଜଣେ ଓଡ଼ିଆ ଭାଜପା ଏମପିଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ହିନ୍ଦୁ ମହାକାବ୍ୟ ମହାଭାରତର କାହାଣୀ ଗୃହରେ ବହୁତ କୁହାଯାଉଛି। ଏଠାରେ ଏସବୁର ଉଦାହରଣ ଦିଅନ୍ତୁ ନାହିଁ।…
କୋଣାର୍କ ସୂତା କଳରୁ ଚୋରି: ପୋଲିସର ତଦନ୍ତ ଆରମ୍ଭ
କେସିଙ୍ଗା,୨।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ କୋଣାର୍କ ସୂତା କଳର ଜିନିଙ୍ଗ ମିଲରୁ ଲକ୍ଷାଧିକ ଟଙ୍କାର ତମ୍ବା ତାର ଚୋରି ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ, ମିଲରେ କାର୍ଯ୍ୟରତ କର୍ମଚାରୀ ଗତ ଦୁଇମାସ ତଳେ ଜିନିଙ୍ଗର ସିଲ ଭିତରକୁ…
ବାଲୁକା କଳାରେ ସମବେଦନା ଜଣାଇଲେ ସୁଦର୍ଶନ
ପୁରୀ,୨।୮: କରଳର ଓ୍ବାୟନାଡ୍ରେ ମଙ୍ଗଳବାର ଘଟିଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ମୃତକ, ନିଖୋଜ ଏବଂ କ୍ଷତିଗ୍ରସ୍ତଙ୍କୁ ସମବେଦନା ଜଣାଇ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା ନିର୍ମାଣ କରିଛନ୍ତି। ଏପରିକି ବାଲୁକାକଳାରେ ଓ୍ବାୟନାଡର ବିଭୀଷିକାକୁ ଦେଖାଇଛନ୍ତି। ସୂଚନା ଯୋଗ୍ୟ, ଭୂସ୍ଖଳନରେ ମୃତ୍ୟୁସଂଖ୍ୟା…
ତୁର୍କୀରେ ଇନଷ୍ଟାଗ୍ରାମରେ ଲାଗିଲା ପ୍ରତିବନ୍ଧକ, ହାନିୟେଙ୍କ ହତ୍ୟା ବାର୍ତ୍ତାକୁ ମେଟା କରିଥିଲା ବ୍ଲକ
ଅଙ୍କାରା,୨।୮: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଇନଷ୍ଟାଗ୍ରାମ’କୁ ତୁର୍କୀ ନିଷେଧ କରିଛି। ଇନଷ୍ଟାଗ୍ରାମ ଉପରେ ପ୍ରତିବନ୍ଧକ ଲଗାଇବାର ନିଷ୍ପତ୍ତି ସମ୍ପର୍କରେ ତୁର୍କୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଆହୁରି ମଧ୍ୟ, ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଏହି ପ୍ରତିବନ୍ଧକ କେତେ…
Archives


