ଗିରଫ ହେଲେ ଲାଞ୍ଚୁଆ ବିଡିଓ, ୫ ଲକ୍ଷ ଟଙ୍କା ସହ ପଡ଼ିଥିଲେ ଧରା
ଭବାନୀପାଟଣା,୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ଶୁକ୍ରବାର ଗିରଫ ହୋଇଛନ୍ତି। ଗୁରୁବାର ଅପରାହ୍ନରେ ସରକାରୀ ଗାଡ଼ିରେ ସେ ପ୍ରାୟ ୫ ଲକ୍ଷ ଟଙ୍କା ନେଇ ଭବାନୀପାଟଣାରୁ ଗୋଲାମୁଣ୍ଡାକୁ ଆସୁଥିବା ବେଳେ ବାଟରେ କୋଣସି ସୂତ୍ରରୁ ଖବର…
ଐଶ୍ୱର୍ଯ୍ୟା ଭାରତ ଫେରିବା ପରେ ଏମିତି କହିଲେ ଅମିତାଭ ବଚ୍ଚନ, ହେଉଛି ଚର୍ଚ୍ଚା
ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ପରିବାର ଏହି କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ସବୁକିଛି ଠିକ ଅଛି ବୋଲି ଦର୍ଶାଇବାକୁ ପରିବାର ଲୋକେ ଚେଷ୍ଟା କରୁଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ପ୍ରକାଶ ପାଉଥିବା ଖବରକୁ ଦେଖିଲେ ଏହା ଜଣାପଡୁଛି ଯେ ଆଦୌ…
ସାଟେଲାଇଟ୍ ଫଟୋରେ ଭୂସ୍ଖଳନର ଭୟାବହ ଚିତ୍ର
ନୂଆଦିଲ୍ଲୀ,୨ା୮:ଭାରତୀୟ ସାଟେଲାଇଟ୍ର ହାଇରିଜଲ୍ୟୁଶନ ଫଟୋରୁ ଓ୍ବାୟନାଡ୍ ଭୂସ୍ଖଳନର ବ୍ୟାପକ ଧ୍ୱଂସଲୀଳା ସାମ୍ନାକୁ ଆସିଛି। ପ୍ରାୟ ୮୬,୦୦୦ ବର୍ଗମିଟର ଜମି ଧସିଯାଇଥିବାବେଳେ ଇରୁବାଇଫୁଝା ନଦୀର ଉଭୟ ପାର୍ଶ୍ୱରେ ୮ କିଲୋମିଟର ପର୍ଯ୍ୟନ୍ତ ମାଟି, ପଥର ଓ ଭଗ୍ନାବଶେଷ ମାଡ଼ିଯାଇଥିବା ଭସ୍ଖଳନର ପୂର୍ବ ଓ…
କେରଳରେ ପ୍ରକୃତିର କରାଳ ରୂପ, ମୃତ୍ୟୁସଂଖ୍ୟା ୩୦୦ ଟପିଲା
ଥିରୁଭାନନ୍ତପୁରମ୍,୨ା୮: କେରଳର ଓ୍ବାୟନାଡ୍ ଭୂସ୍ଖଳନ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୦୦ ଟପିଥିବା ବେଳେ ୧୯୦ଟି ମୃତଦେହ ଉଦ୍ଧାର କରାଯାଇଛି। ୨୦୦ରୁ ଅଧିକ ଏବେ ବି ନିଖୋଜ ଅଛନ୍ତି। ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ଘଟିଛି।…
ମୋଦି ସରକାରରେ ୧୦ରୁ ୭ ମନ୍ତ୍ରୀ ଆରଏସ୍ଏସ୍ର: ଚାଞ୍ଚଲ୍ୟକର ଖୁଲାସା କଲେ ଟିଏମସି ନେତା
ନୂଆଦିଲ୍ଲୀ,୨।୮: ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ଗୃହରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ)କୁ ପ୍ରଶଂସା କରିଥିଲେ। କଂଗ୍ରେସ ସମେତ ଅନେକ ଦଳ ଏ ସମ୍ପର୍କରେ ଆପତ୍ତି ଉଠାଇଛନ୍ତି। ଚେୟାରମ୍ୟାନ ଦେଇଥିବା ପ୍ରଶଂସା ପରେ ତୃଣମୂଳ କଂଗ୍ରେସ (ଟିଏମସି) ନେତା…
ଭାରତରେ ପଡ଼ିଲା ଇସ୍ରାଏଲ୍-ହମାସ ଯୁଦ୍ଧର ପ୍ରଭାବ, ଫ୍ଲାଇଟ୍ ବାତିଲ୍ କଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ, ୦୨।୦୮: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଧିରେ ଧିରେ ତେଜିବାରେ ଲାଗିଛି । ହମାସ ଗ୍ରୁପ୍ର ସୁପ୍ରିମୋ ଇସ୍ମାଇଲ ହାନିଆଙ୍କ ହତ୍ୟା ପରେ ଚିହିଁକି ଉଠିଛି ହମାସ୍ । ସୁରକ୍ଷାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ…
୫ ରାଜ୍ୟ, ୫୫ କୋଟି ଲୋକଙ୍କୁ ବଡ଼ ଫାଇଦା, ମୋଦି ସରକାର ଦେବାକୁ ଯାଉଛନ୍ତି ଗୁଡ୍ନ୍ୟୁଜ, ମମତା ବି ହୋଇଯିବେ ଖୁସି
ନୂଆଦିଲ୍ଲୀ,୨।୮: ମୋଦି ସରକାର ଆଉ ଏକ ଖୁସି ଖବର ଦେବାକୁ ଯାଉଛନ୍ତି। ମୋଦି କ୍ୟାବିନେଟ ଶୁକ୍ରବାର ପ୍ରାୟ ୫୦,୦୦୦ କୋଟି ଟଙ୍କା ମୂଲ୍ୟର ଆଠଟି ବଡ଼ ରାଜପଥ ବିକାଶ ପ୍ରସ୍ତାବକୁ ଅନୁମୋଦନ ପାଇଁ ବିଚାର କରିପାରନ୍ତି। ଏହି ପ୍ରକଳ୍ପରେ ଉତ୍ତରପ୍ରଦେଶ, ଆସାମ,…
ସାମ୍ବାଦିକ ବିଭାଗର ପୂର୍ବତନ ଏଚ୍ଓଡି ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ
ବ୍ରହ୍ମପୁର,୨ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକ ବିଭାଗର ପୂର୍ବତନ ଏଚ୍ଓଡି ତଥା ବରିଷ୍ଠ ସାମ୍ବାଦିକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। କିଛି ଦିନ ତଳେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବ୍ରହ୍ମପୁର…
ସ୍ବପ୍ନିଲଙ୍କୁ ରେଳ ବିଭାଗ ପକ୍ଷରୁ ବଡ଼ ଉପହାର ଘୋଷଣା
ଚାଟାରକ୍ସ, ୨।୮: ପ୍ୟାରିସ ଅଲିମ୍ପିକ୍ସରେ କରାମତି ଦେଖାଇଛନ୍ତି ଭାରତୀୟ ଶୁଟର ସ୍ବପ୍ନିଲ କୁସାଲେ। ଚାଟାରକ୍ସ ଶୁଟିଂ ରେଞ୍ଜ୍ରେ ଭାରତ ପାଇଁ ଜିତିଛନ୍ତି ତୃତୀୟ ବ୍ରୋଞ୍ଜ ପଦକ। ୫୦ ମିଟର ରାଇଫଲ ୩ ପୋଜିଶନ୍ସ ଇଭେଣ୍ଟରେ ସେ ପାଇଛନ୍ତି ଏହି ସଫଳତା। ପ୍ରଥମ…
ପରାଜୟ ପରେ ସିନ୍ଧୁଙ୍କ ପ୍ରଥମ ପ୍ରତିକ୍ରିୟା, ଆଗାମୀ ଅଲମ୍ପିକ୍ସ ଖେଳିବା ନେଇ ଦେଲେ ବଡ଼ ବୟାନ
ନୂଆଦିଲ୍ଲୀ,୨ା୮: ଅଲମ୍ପିକ୍ସରେ ଭାରତର ଆଶା ଓ ଭରସା ପିଭି ସିନ୍ଧୁ ରାଉଣ୍ଡ ୧୬ ରୁ ବିଦାୟ ନେଇଛନ୍ତି। ଗତ ଦୁଇ ସଂସ୍କରଣରେ ସେ ଭାରତ ପାଇଁ ପଦକ ଜିତିଥିବା ବେଳେ ଚଳିତ ଥର ନିରାଶ କରିଛନ୍ତି। ଭାରତ ପାଇଁ ସିନ୍ଧୁ ଜଣେ…
ଆଜିଠାରୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ: ଜାଣନ୍ତୁ କେଉଁଠି ଦେଖିପାରିବେ ମ୍ୟାଚ
କଲମ୍ବୋ, ୧ା୮: ସ୍ଥାନୀୟ ଆର୍. ପ୍ରେମଦାସା ଷ୍ଟାଡିୟମରେ ଶୁକ୍ରବାରଠାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ। ଅନ୍ତର୍ଜାତୀୟ ଟି୨୦ ସିରିଜରେ ସମସ୍ତ ମ୍ୟାଚ ହାରିଥିବା ଶ୍ରୀଲଙ୍କା ଏହି ସିରିଜରେ ପ୍ରତ୍ୟାବର୍ତ୍ତନ…
ଅଲମ୍ପିକ୍ସର ଷଷ୍ଠ ଦିନରେ ଭାରତକୁ ବଡ଼ ଝଟ୍କା
ନୂଆଦିଲ୍ଲୀ, ୦୨।୦୮: ପ୍ୟାରିସ ଅଲମ୍ପିକ୍ସ ୨୦୨୪ ର ଷଷ୍ଠ ଦିନରେ ଭାରତକୁ ବଡ଼ ଝଟ୍କା ଲାଗିଛି । ବ୍ୟାଡମିଣ୍ଟନ କ୍ଷେତ୍ରରେ ଭାରତର ୩ ମୁକାବିଲା ଥିବା ବେଳେ ନିରାଶ କରିଛନ୍ତି ଦୁଇଥରର ଅଲମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ । ପ୍ରଥମ…
Archives


