Home Left

ମିଆଁ ବାଇ ତନିସ୍କର ନୂତନ ଷ୍ଟୋର

ସମ୍ବଲପୁର,୩ା୮(ବି.ଶଙ୍କର): ମିଆଁ ବାଇ ତନିସ୍କର ନୂତନ ଷ୍ଟୋର ସମ୍ବଲପୁର ସହର ବୁଢ଼ାରଜା-ଅଇଁଠାପାଲି ରାସ୍ତାରେ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି ା ତନିସ୍କ ଫାଇନାନ୍ସ ମୁଖ୍ୟ ବିକ୍ରମ ରେଡ୍ଡୀ ଅତିଥି ଭାବେ ଯୋଗଦେଇ ସ୍ବତନ୍ତ୍ର ଷ୍ଟୋର୍‌କୁ ଶୁଭାରମ୍ଭ କରିଥିଲେ। ବ୍ୟବସାୟ ସହଯୋଗୀ ମଞ୍ଜିତ୍‌ ସିଂ ନୂତନ…

ଟାଟା ଷ୍ଟିଲ୍‌ର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୩।୮: ଟାଟା ଷ୍ଟିଲ୍‌ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମ୍ପାନୀର ଆଗାମୀ ଫଳାଫଳ ଓ କାରବାର ସହିତ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଏହି ସମୟ ମଧ୍ୟରେ…

‘ବିଗ୍‌ ବସ୍‌ ଓଟିଟି ୩’ର ବିଜେତା ହେଲେ ସନା ମକବୁଲ, ଟ୍ରଫି ସହ ମିଳିଲା ଏତିକି ଲକ୍ଷ ଟଙ୍କା

ମୁମ୍ବାଇ: ଶୁକ୍ରବାର ଅନୁଷ୍ଠିତ ‘ବିଗ୍‌ ବସ୍‌ ଓଟିଟି ୩’ର ଫାଇନାଲରେ ସନା ମକବୁଲ ଟ୍ରଫି ଜିତିଛନ୍ତି। ଫାଇନାଲରେ ଟପ୍‌-୫ ଫାଇନାଲିଷ୍ଟ ରଣବୀର ଶୋରି, ନାଜି, ସାଇ କେଟାନ ରାଓ, ସାନା ମାକବୁଲ ଏବଂ କ୍ରୁିତିକା ମଲିକ ଥିଲେ। ତେବେ ରାପର୍‌ ନାଜି…

ଓସୋମ୍‌ ବୋବାସ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୩।୮: ପ୍ରଥମ ଥର ପାଇଁ ଭୁବନେଶ୍ୱର (ଓଡ଼ିଶା) ବଜାରରେ ଅନ୍ତଃରାଷ୍ଟ୍ରୀୟ ଫୁଡ୍‌ ବ୍ରାଣ୍ଡ୍‌ ‘ବିଙ୍ଗସୁ’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶାରେ ଏହା ବିଙ୍ଗସୁର ପ୍ରଥମ ଆଉଟ୍‌ଲେଟ୍‌ ହୋଇଥିଲାବେଳେ ଏଠାରେ ସନି ମ୍ୟାଙ୍ଗୋ…

ଖାଦ୍ୟ ଅପମିଶ୍ରଣ ଜାଣିବା ପାଇଁ ପତଞ୍ଜଳିର ଗବେଷଣା

ଭୁବନେଶ୍ୱର,୩।୮ (ଅନୁରାଧା ମହାରଣା): ଖାଦ୍ୟ ପଦାର୍ଥରେ ଅପମିଶ୍ରଣ ତଥା କୃଷିକ୍ଷେତ୍ରରେ ମାତ୍ରାଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଦ୍ୱାରା ଖାଦ୍ୟପଦାର୍ଥରେ ପୌଷ୍ଟିକ ତତ୍ତ୍ୱ କମୁଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ତେବେ ଖାଦ୍ୟପଦାର୍ଥର ଶୁଦ୍ଧତା ପରୀକ୍ଷା କରିବା ପାଇଁ ପତଞ୍ଜଳି ପକ୍ଷରୁ…

ସେବାକୁ ସମ୍ମାନ ଜଣାଇଲା ଟାଲି ସଲ୍ୟୁଶନ

ଭୁବନେଶ୍ୱର,୩।୮: ଟାଲି ସଲ୍ୟୁଶନ ପ୍ରାଇଭେଟ୍‌ ଲିମିଟେଡ୍‌ (ଟାଲି ସଲ୍ୟୁଶନ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଟ୍ୟାକ୍ସ ଆଣ୍ଡ ଆକାଉଣ୍ଟିଂ ଟାଇଟନ୍ସ’ ଭୁବନେଶ୍ୱରର ଏକ ଘରୋଇ ହୋଟେଲଠାରେ ଆୟୋଜିତ ହୋଇଯାଇଛି। ଭୁବନେଶ୍ୱରର ଟ୍ୟାକ୍ସ ଆଣ୍ଡ ଆକାଉଣ୍ଟିିଂ କମ୍ୟୁନିଟିର ଦକ୍ଷ, ଅଭିଜ୍ଞ ଓ ଟେକ୍ନୋଲୋଜିରେ ବ୍ୟାପକ ପ୍ରସାର…

ବିଜିୟୁର ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର,୩।୮: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ), ଭୁବନେଶ୍ୱରର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ନବାଗତ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ବିବିଏ, ବି.କମ୍‌ ଓ ଏମ୍‌.କମ୍‌ର ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ବାଗତ ମଧ୍ୟ କରାଯାଇଛି। ଏହି ପରିପ୍ରେକ୍ଷୀରେ ଦୁଇଟି ଅଧିବେଶନ ଓ…

ଶେଷ ଦିନରେ ନିବେଶକ ହରାଇଲେ ୫ଲକ୍ଷ କୋଟି

ନୂଆଦିଲ୍ଲୀ,୩।୮: ଘରୋଇ ଶେୟାର ବଜାର କାରବାରର ଶେଷ ଦିନରେ ନିବେଶକ ୫ ଲକ୍ଷ କୋଟିରୁ ଅଧିକ ପରିମାଣର ନିବେଶ ହରାଇଛନ୍ତି। ଫଳରେ ପୁଞ୍ଜିବଜାରରେ କ୍ଷତି ପରିମାଣ ୪୫୬.୨୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଏହା ପୂର୍ବରୁ ପୁଞ୍ଜିବଜାରର ପରିମାଣ ବା ପୂର୍ବ କାର୍ଯ୍ୟ…

ଚାଇଲ୍ଡ ଶେଲ୍ଟରରେ ୧୩ ପିଲାଙ୍କ ମୃତ୍ୟୁ: ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩ା୮: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ଆଶା କିରଣ ଶେଲ୍ଟର ହୋମ୍‌ରେ ଗତ ୨୦ ଦିନ ମଧ୍ୟରେ ୧୩ ଜଣ ପିଲାଙ୍କର ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଲାଣି। ଏହାର ତଦନ୍ତ ଜଣେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଏମ୍‌)ଙ୍କ ରିପୋର୍ଟରୁ ଏହା ଜଣାପଡ଼ିଛି। ଦିଲ୍ଲୀ…

‘ଚକ୍ରବୂ୍ୟହ’ ବକ୍ତବ୍ୟରୁ ଇଡିର ଚଢ଼ାଉ ଯୋଜନା

ନୂଆଦିଲ୍ଲୀ,୩ା୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ‘ଚକ୍ରବୂ୍ୟହ’ ବକ୍ତବ୍ୟ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ବିରୋଧରେ ଚଢ଼ାଉ କରିବା ପାଇଁ ଯୋଜନା ଚଳାଇଛି। ରାହୁଲ ଶୁକ୍ରବାର ସକାଳେ ଏପରି ଦାବିକରି ଚହଳ ସୃଷ୍ଟି କରିଛନ୍ତି। ଅନ୍ୟପକ୍ଷେ…

୨୦ହଜାରରୁ ଊର୍ଦ୍ଧ୍ୱ ଯୁବତୀଯୁବକଙ୍କୁ ମିଳିବ ନିଯୁକ୍ତି

ଖୋର୍ଦ୍ଧା,୩ା୮(ପ୍ରଭାତ ପାଣିଗ୍ରାହୀ): ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଶୁକ୍ରବାର ଖୋର୍ଦ୍ଧା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଶିଳ୍ପ ସଂସ୍ଥା ପରିସରରେ ପ୍ରକୃତି ପାଇଁ ଚାରାଟିଏ ଆହ୍ବାନ ଦେଇ ଚାରାରୋପଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ସ୍ବାଇଁ ବରୁଣେଇ…

ଶିକ୍ଷକଙ୍କ ନାଁରେ ମାମଲା, ରାତି ୧୨ଟାରେ ଛାତ୍ରୀଙ୍କୁ କ୍ୱାର୍ଟର୍ସକୁ ଡାକି…

କାଲିମେଳା, ୩ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଜାତି ଓ ଜନଜାତି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଜନୈକ ଶିକ୍ଷକ ବଳାତ୍କାର କରିବା ସହ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri