Home Left

ଗଛକୁ ପିଟିଲା କାର୍‌: ଶିକ୍ଷୟିତ୍ରୀ ମୃତ, ୩ ଗୁରୁତର

ପାଟଣାଗଡ଼,୬।୮: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ମୁଣ୍ଡଦର୍ହ ଗାଁ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇଯାଇଛି। ଦୁର୍ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ…

ଶସ୍ତା ହୋଇ ଚାଲିଛି ଭାରତୀୟ ଟଙ୍କା; ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ, ୦୬।୦୮: ଆମେରିକୀୟ ଡଲାର ତୁଳନାରେ ଟଙ୍କା ୮୪.୦୯ ସ୍ତରକୁ ହ୍ରାସ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କେନ୍ଦ୍ରକୁ ନିନ୍ଦା କରି ଏହା ସରକାରଙ୍କ “ଅର୍ଥନୈତିକ ଅଜ୍ଞତା” ଏବଂ “ଅବ୍ୟବସ୍ଥା” ର ଏକ ସ୍ପଷ୍ଟ ସୂଚକ ବୋଲି କଂଗ୍ରେସ କହିଛି। ମଧ୍ୟ…

ପୋଲିସ ପିସ୍ତରୁ ଫୁଟିଲା ଗୁଳି: ଚାଲିଗଲା ୨ ଜୀବନ

ବିନକା,୬।୮: ସୁବର୍ଣ୍ଣପୁର ଜିଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲମାଲ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଳି ମାଡ଼ରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଜଣେ ପୋଲିସ କର୍ମଚାରୀଙ୍କ ସର୍ଭିସ ପିସ୍ତରୁ ଏହି ଗୁଳି ଫୁଟିଥିବା ଜଣାପଡିଛି। ଏପରିକି…

ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ବିଲରେ ଓଲଟିଲା ପିକଅପ୍‌ ଭ୍ୟାନ୍‌

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋରାପୁଟରୁ ଜୁନାଗଡ଼ ଆସୁ୍‌ଥିବା ଏକ ପିକଅପ୍‌ ଭ୍ୟାନ୍‌( ଓଡି ୧୦ ଏସ୍‌-୦୦୫୪) ୨୬ନମ୍ବର ଜାତୀୟ ରାଜପଥ କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ଗ୍ରାମ ଡୁମେର ବନ୍ଧ ନିକଟରେ ମଙ୍ଗଳବାର ଦୁର୍ଘଟଣା ଗ୍ରସ୍ତ ହୋଇ ଚାଷ ଜମିରେ…

ମଧ୍ୟାହ୍ନ ଭୋଜନରେ ଛାତ୍ରୀଛାତ୍ରଙ୍କୁ ଦିଆଗଲା ଭାତ ସହ ଲଙ୍କାଗୁଣ୍ଡ

ହାଇଦ୍ରାବାଦ,୬।୮: ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ନେଇ ବିଭିନ୍ନ ରାଜ୍ୟରେ ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଏହି ଯୋଜନା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଘଟଣା ସାମ୍‌ନାକୁ ଆସୁଛି। ତେଲଙ୍ଗାନାର ନିଜାମାବାଦ ଜିଲା କୋଥାପାଲି ଗ୍ରାମରେ ଥିବା…

ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ : ୩ ଗୁରୁତର

ମୋରଡା,୬।୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳରେ ମଙ୍ଗଳବାର ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଘଟିଛି। ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି l ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନରେ ମୋରଡା ବ୍ଲକ ଅଧୀନ…

ନିମାପଡ଼ା ମୁଖ୍ୟ କେନାଲରେ ୧୫ ଫୁଟର ଘାଇ

ନିମାପଡ଼ା,୬।୮: ପୁରୀ ଜିଲା ନିମାପଡ଼ା ମୁଖ୍ୟ କେନାଲର ମୁରାରିପୁରଠାରେ ମଙ୍ଗଳବାର ୧୫ ଫୁଟ ଓସାରର ଏକ ଘାଇ ସୃଷ୍ଟି ହୋଇଛି। ଫଳରେ କେନାଲ ପାଣି ମାଡିଯାଇ ୧୦ ଏକରରୁ ଅଧିକ ଚାଷ ଜମି ଜଳମଗ୍ନ ହୋଇଯାଇଛି। ବର୍ତ୍ତମାନ ଜମିରେ ଧାନ ରୁଆ…

ବିଶ୍ୱସ୍ତରୀୟ ହେବ ରାଜ୍ୟର ୭୫ ହଜାର କିଲୋମିଟର ରାସ୍ତା

ଭୁବନେଶ୍ୱର, ୦୬।୦୮: ରାଜ୍ୟର ୭୫ ହଜାର କିଲୋମିଟର ରାସ୍ତାକୁ ବିଶ୍ୱସ୍ତରୀୟ ରାସ୍ତାରେ ପରିଣତ କରିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏ ନେଇ ବିସ୍ତୃତ…

ଏବେ କେଉଁଠି ଶରଣ ନେବେ ଶେଖ ହସିନା ? ବଡ଼ ଝଟକା ଦେଲା ଇଂଲଣ୍ଡ

ନୂଆଦିଲ୍ଲୀ, ୦୬।୦୮: ବାଂଲାଦେଶରେ ହିଂସାତ୍ମକ ଛାତ୍ର ବିରୋଧ ପ୍ରଦର୍ଶନ ଦେଶବ୍ୟାପୀ ଅଶାନ୍ତି ଏବଂ ସେନା କ୍ଷମତା ନିଜ ହାତକୁ ନେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତରେ ଆସି ଶରଣ ପଶିଛନ୍ତି। ସୂଚନାନୁସାରେ, ଶେଖ ହସିନା ଆସନ୍ତା କିଛି ଦିନ…

କାରଖାନାରେ ଗ୍ୟାସ ଲିକ୍‌: ଜଣେ ଶ୍ରମିକ ମୃତ, ୫ ଅସୁସ୍ଥ

ଝାରସୁଗୁଡ଼ା,୬।୮: ଝାରସୁଗୁଡ଼ା ଜିଲା ବୁଢିପଦର ସ୍ଥିତ ଓଡ଼ିଶା ମେଟାଲିକ କାରଖାନାରେ ମଙ୍ଗଳବାର ଏକ ବଡ଼ ଧରଣର ଅଘଟଣ ଘଟିଛି। କାରଖାନାରେ ଗ୍ୟାସ୍‌ ଲିକ୍‌ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୫ଜଣ ଶ୍ରମିକ ଅସୁସ୍ଥ ହୋଇ ସ୍ଥାନୀୟ ଏକ ଘରୋଇ…

ବିପଦରେ ଫସିଛନ୍ତି କି? ଏହି ୫ କଥାରେ ଦୂର ହେବ ବଡ଼ ସମସ୍ୟା

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ କଲେ ସଫଳ ହେବାଠାରୁ କେହି ବି ରୋକି ପାରିବେ ନାହିଁ। ଚାଣକ୍ୟ କହିଛନ୍ତି ବିପଦ…

ବିଶ୍ୱ ଚମ୍ପିୟନଙ୍କୁ ହରାଇଲେ ଭିନେଶ ଫୋଗଟ; ୧୫ ସେକେଣ୍ଡରେ ପାଲଟାଇଦେଲେ ବାଜି

ନୂଆଦିଲ୍ଲୀ, ୦୬।୦୮: ପ୍ୟାରିସ ଅଲିମ୍ପିକ୍ସର ପ୍ରି-କ୍ୱାର୍ଟର ଫାଇନାଲରେ ଷ୍ଟାର ଇଣ୍ଡିଆନ୍ ରେସଲର ଭିନେଶ ଫୋଗାଟଙ୍କ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଲିମ୍ପିକ୍ ଚାମ୍ପିଅନ୍ ତଥା ଚାରିଥର ବିଶ୍ୱ ଚାମ୍ପିଅନ୍ ୟୁୟୁ ସୁସାକିଙ୍କୁ ୫୦ କେଜି ବର୍ଗରେ ୩-୨ ରେ ପରାସ୍ତ କରିଛନ୍ତି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri