Home Left

ୱାୟନାଡ୍‌ ଭୂସ୍ଖଳନ ପୀଡ଼ିତଙ୍କୁ ରିଲାଏନ୍ସ ଫାଉଣ୍ଡେଶନର ସହାୟତା

ମୁମ୍ବାଇ,୭।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିର ସାମାଜିକ ପ୍ରତିଷ୍ଠାନ ରିଲାଏନ୍ସ ଫାଉଣ୍ଡେଶନ ନିକଟରେ କେରଳର ୱାୟନାଡ୍‌ଠାରେ ହୋଇଥିବା ଭୂସ୍ଖଳନ କ୍ଷତିଗ୍ରସ୍ତ ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଘୋଷଣା କରିଛି। ଏପରିକି ସ୍ଥାନୀୟ ପ୍ରଶାସନର ସହଯୋଗରେ ରିଲାଏନ୍ସ ଫାଉଣ୍ଡେଶନ ଏହି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଲୋକଙ୍କୁ…

୫୦୦ କମ୍ପାନୀରେ ଇଣ୍ଟର୍ନଶିପ୍‌ ସୁଯୋଗ

ଭୁବନେଶ୍ୱର,୭।୮(ଅନୁରାଧା ମହାରଣା): କେନ୍ଦ୍ର ବଜେଟ ୨୦୨୪-୨୫ ଘୋଷଣା ପରେ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଅଧୀନରେ ଏକ ଇଣ୍ଟର୍ନଶିପ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ସିଏ) ଶିଳ୍ପସଂସ୍ଥା ସହ ଆଲୋଚନା କରୁଛି। ଏହି ଖବର ସରକାରୀ ସୂତ୍ରରୁ ଆସିଛି।…

ହୋଣ୍ଡା କାର୍‌ସର ନୂତନ ଅଭିଯାନ

ନୂଆଦିଲ୍ଲୀ,୭।୮: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌(ଏଚ୍‌ସିଆଇଏଲ୍‌)ର ନୂତନ ଅଭିଯାନ ‘ହୋଣ୍ଡା ଫ୍ରିଡମ ଫେଷ୍ଟ’ ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ ପ୍ରମୋସନାଲ କ୍ୟାମ୍ପେନିଂ ହୋଇଥିଲାବେଳେ ଏହି ଆକର୍ଷଣୀୟ ଅଫରିଂ ସୁବିଧା ନୂତନ ତଥା ପ୍ରିମିୟମ କାର୍‌ଗୁଡିକ ଉପରେ ପ୍ରଦାନ…

ବେଦାନ୍ତରେ ଯୋଗଦେଲେ ରବି ପାଲିୱାଲ

ନୂଆଦିଲ୍ଲୀ,୭।୮: ଭାରତର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ରବି ପାଲିୱାଲଙ୍କୁ ଆଶ୍‌ ମ୍ୟାନେଜମେଣ୍ଟଟର ସିଇଓ ଭାବେ ନିଯୁକ୍ତି ଘୋଷଣା କରିଛି। ରବି ମୁଖ୍ୟତଃ ପାଊଁଶ ପରିଚାଳନା କାର୍ଯ୍ୟର ତଦାରଖ କରିବେ,ଉତ୍ସ ଦକ୍ଷତା ବୃଦ୍ଧି ପାଇଁ ଟେକ୍ନୋଲୋଜି ଏବଂ ପ୍ରକ୍ରିୟା ଉପରେ…

୧୫ରେ ଇଣ୍ଡିଆନ ବ୍ୟାଙ୍କର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୭।୮: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଗଷ୍ଟ ୧୫ରେ ଇଣ୍ଡିଆନ ବ୍ୟାଙ୍କର ୧୧୮ତମ ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର ଚାରାରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏପରିକି ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ…

୫ ବର୍ଷରେ ୯.୯୦ ଟ୍ରିଲିଅନ ବ୍ୟାଙ୍କ ଋଣ ଛାଡ଼

ଭୁବନେଶ୍ୱର, ୭।୮(ଅନୁରାଧା ମହାରଣା): ଗତ ୫ ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡ଼ିକ ୯.୯୦ ଟ୍ରିଲିଅନ ଟଙ୍କା ମୂଲ୍ୟର ଋଣ ଛାଡ଼ କରିଛନ୍ତି। ମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟ ସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି, ୨୦୨୩-୨୪ ମଧ୍ୟରେ ବ୍ୟାଙ୍କଗୁଡିକ ଦ୍ୱାରା ଋଣ ଛାଡ଼…

‘ବ୍ୟବସ୍ଥା ଆଗରେ ହାରି ଯାଇଥିଲେ ଭିନେଶ’

ପ୍ୟାରିସ୍‌,୭ା୮(ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ୫୦ କିଗ୍ରା ମହିଳା କୁସ୍ତି ଇଭେଣ୍ଟର ସେମି ଫାଇନାଲରେ ପହଞ୍ଚିବା ପରେ ଭିନେଶ ଫୋଗଟଙ୍କୁ ନେଇ ଟୁଇଟ୍‌ କରିଛନ୍ତି ବଜରଙ୍ଗ ପୁନିଆ। ୨୯ ବର୍ଷୀୟ ଭିନେଶ ବିଶ୍ୱରେ ନିଜ ବିଜୟର ଧ୍ୱଜା ଉଡାଇଛନ୍ତି ସତ ମାତ୍ର…

ଗ୍ରୀକ୍‌ ଆଥ୍‌ଲେଟ ଡୋପ୍‌ ଟେଷ୍ଟରେ ପଜିଟିଭ

ଏଥେନ୍ସ, ୭ା୮(ଏପି): ପ୍ୟାରିସ ଗେମ୍ସରେ ଜଣେ ଗ୍ରୀକ୍‌ ଆଥଲେଟ୍‌ ଡୋପ୍‌ ଟେଷ୍ଟରେ ଧରାପଡ଼ିଛନ୍ତି। ତାଙ୍କୁ ଆଥଲେଟ ଭିଲେଜ ଛାଡ଼ିବାକୁ କୁହାଯାଇଛି। ଗ୍ରୀସ୍‌ ଅଲିମ୍ପିକ କମିଟି ଏକ ବିବୃତିରେ ପ୍ରକାଶ କରିଛି, ଗ୍ରୀସ୍‌ର ଆଣ୍ଟି-ଡୋପିଙ୍ଗ ଏଜେନ୍ସି ଦ୍ୱାରା ଡୋପ୍‌ ଟେଷ୍ଟ ହୋଇଥିଲା। ଫଳାଫଳ…

ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସରେ ଦୁଇ ଖେଳାଳି

ପ୍ୟାରିସ, ୭ା୮ (ଏପି): ଦୁଇ ଜଣ ମହିଳା ଟେବୁଲ ଟେନିସ ଖେଳାଳି ପ୍ୟାରିସ ଗେମ୍ସରେ ପୂରା ଅଭିଜ୍ଞତା ଲାଭ କରିବେ। ସେମାନେ ହେଲେ ବ୍ରାଜିଲର ବ୍ରୁନା ଆଲେଜାଣ୍ଡ୍ରେ ଓ ଅଷ୍ଟ୍ରେଲିଆର ମେଲିସା ଟାପର। ଦୁହେଁ ଅଲିମ୍ପିକ୍ସରେ ଭାଗ ନେଉଛନ୍ତି। ପରେ ସେମାନେ…

ଭୁଆଁବୁଲାଉଛି ବିଜେଡି: ଏମିତି କାହିଁକି କହିଲେ ଜୟନାରାୟଣ

ଭୁବନେଶ୍ୱର, ୭।୮(ସୁନିତ୍‌ ମିଶ୍ର): ଲୋକଙ୍କ ଭଲ ପାଇବା ପାଇଁ ଭାଜପା ରାଜ୍ୟରେ ଏକାକୀ ସରକାର ଗଠନ କରିଛି। ଓଡ଼ିଶାର ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୋଲାଭରମ ପ୍ରକଳ୍ପ ପାଇଁ ଭାଜପା ସରକାର ଉଚିତ ସମୟରେ ଠିକ୍‌ ପଦକ୍ଷେପ ନେବ। ମାତ୍ର ଏହି…

ଜିତିବା ଭୋଟ ଯେତିକି ନଡ଼ିଆ ଭଙ୍ଗାଗଲା ସେତିକି

ପାତ୍ରପୁର,୭ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁରସ୍ଥିତ ମା’ କୁଠାରୀଙ୍କ ପୀଠରେ ମଙ୍ଗଳବାର ଏକ ନିଆରା ମାନସିକ ପୂରଣ କରାଯାଇଛି। ଗତ ସାଧାରଣ ନିର୍ବାଚନରେ ଚିକିଟି ନିର୍ବାଚନମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ବିଜୟ ପାଇଁ ଜଣେ ସମର୍ଥକ…

ତେଜିଲା ପୋଲାଭରମ୍‌ ରାଜନୀତି

ମାଲକାନଗିରି,୭ା୮(ଦୁର୍ଯ୍ୟୋଧନ ପାତ୍ର): ଆନ୍ଧ୍ରପ୍ରଦେଶର ପୋଲାଭରମ୍‌ ପ୍ରକଳ୍ପକୁ ନେଇ ରାଜନୀତି ସରଗରମ୍‌ ହେବାରେ ଲାଗିଛି। ଏହି ପ୍ରକଳ୍ପ ପାଇଁ ମାଲକାନଗିରି ଜିଲାର ୧୦୦ରୁ ଊର୍ଦ୍ଧ୍ୱ ଗଁା ଜଳମଗ୍ନ ହେବାର ଆଶଙ୍କା କରାଯାଉଛି। ଏହାକୁ ଦେଖି ବିଭିନ୍ନ ସଙ୍ଗଠନ ପକ୍ଷରୁ ପୋଲାଭରମ୍‌ ପ୍ରକଳ୍ପ ଦ୍ବାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri