Home Left

୫ ଥର କ୍ଷମତାସୀନ, ନାଟକୀୟ ପଳାୟନ

ଢାକା/ନୂଆଦିଲ୍ଲୀ, ୬ା୮(ପି.ଟି.):ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆଓ୍ବାମି ଲିଗ୍‌ ଦଳର ନେତ୍ରୀ ଶେଖ୍‌ ହାସିନା କ୍ରମାଗତ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଥିବାବେଳେ ସେ ମୋଟ ୫ ଥର ସରକାର ଗଢ଼ିଥିଲେ। ଲୌହ ମାନବୀ କୁହାଯାଉଥିବା ହାସିନାଙ୍କୁ ସୋମବାର ନାଟକୀୟ ଭାବେ ନିଜ…

ମୋଦିହିଁ କେବଳ ବାଂଲାଦେଶ ସଂଖ୍ୟାଲଘୁଙ୍କୁ ବଞ୍ଚାଇ ପାରିବେ: ଭାଜପା ଏମପି

ନୂଆଦିଲ୍ଲୀ,୬।୮: ବାଂଲାଦେଶରେ ହୋଇଥିବା ହିଂସା ପରେ ଶେଖ ହସିନା ସୋମବାର ଭାରତରେ ଆଶ୍ରୟ ନେଇଥିଲେ। ଏହି ସମୟରେ ବାଂଲାଦେଶରେ ଚାଲିଥିବା ହିଂସା ସମ୍ପର୍କରେ ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ଜଗନ୍ନାଥ ସରକାର ବାଂଲାଦେଶୀ ସଂଖ୍ୟାଲଘୁ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ସେ…

ଦିନେ ନିଆଁରେ ଘିଅ ଢାଳିଥିଲେ ହାସିନା: ଆଉ ଆଜି….

ଢାକା,୬।୮:ଏକଦା ବାଂଲାଦେଶକୁ ସାମରିକ ଶାସନରୁ ରକ୍ଷା କରିଥିବା ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଗୋଟିଏ ମନ୍ତବ୍ୟ ସେନା ହାତକୁ କ୍ଷମତା ବଢ଼ାଇଦେଇଛି। ଦେଶରେ ସଂରକ୍ଷଣ ବିରୋଧୀ ହିଂସା ଥମି ଆସୁଥିବାବେଳେ ହାସିନା କହିଥିଲେ, ଯଦି ସ୍ବାଧୀନତା ସଂଗ୍ରାମୀଙ୍କ ନାତୁଣୀନାତି ସଂରକ୍ଷଣ ସୁବିଧା ନ…

ଆଇପିଏଲ ୨୦୨୫କୁ ନେଇ ବଡ଼ ଖବର: ଏହି ୬ ଦଳର ବଦଳିବେ ଅଧିନାୟକ, ରୋହିତ, କୋହଲି ଯିବେ…

ନୂଆଦିଲ୍ଲୀ୬।୮: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସିଜନ ଆରମ୍ଭ ହେବାକୁ ବହୁତ ସମୟ ବାକି ଅଛି, କିନ୍ତୁ ଏହା ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ଖବର ବାହାରକୁ ଆସୁଛି। ଆଇପିଏଲ ୨୦୨୫ ପୂର୍ବରୁ, ଚଳିତ ବର୍ଷ ଆଗାମୀ ସିଜନ ପାଇଁ ଏକ ମେଗା…

‘ଅମିତାଭ’ ନାଁ ଶୁଣି ରାଗିଗଲେ ଜୟା

ନୂଆଦିଲ୍ଲୀ,୬।୮: ସମାଜବାଦୀ ପାର୍ଟି ଏମପି ଜୟା ବଚ୍ଚନ ସଂସଦରେ ଦେଇଥିବା ବୟାନକୁ ନେଇ ଏବେ ଖବରରେ ଅଛନ୍ତି। ନିକଟରେ ରାଜ୍ୟ ସଭାର ଡେପୁଟି ଚେୟାରମ୍ୟାନ ହରିବଂଶ ନାରାୟଣ ସିଂ ତାଙ୍କୁ ଜୟା ଅମିତାଭ ବଚ୍ଚନ ବୋଲି ସମ୍ବୋଧନ କରିଥିଲେ, ଯେଉଁଥିରେ ସେ…

ହସିନାଙ୍କୁ ନେଇ ୮ ମାସ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ! ନୂଆ ପରିସ୍ଥିତିରେ ବାଂଲାଦେଶ ସହ ସମ୍ପର୍କକୁ ନେଇ କହିଲେ…

ଢାକା,୬।୮: ପଡୋଶୀ ଦେଶ ବାଂଲାଦେଶରେ ଅଗଷ୍ଟ ୫ସୋମବାର ଶେଖ ହସିନାଙ୍କ ଇସ୍ତଫା ପରେ ସେନା କମାଣ ସମ୍ଭାଳିଛି। ସଂରକ୍ଷଣ ପାଇଁ ହିଂସାତ୍ମକ ବିରୋଧକୁ ଦୃଷ୍ଟିରେ ରଖି ଶେଖ ହସିନା ଇସ୍ତଫା ଦେଇଛନ୍ତି। ଶେଖ ହସିନା ବାଂଲାଦେଶ ଛାଡି ଭାରତ ଆସିଛନ୍ତି, ବର୍ତ୍ତମାନ…

ଗିଲ୍‌ଙ୍କୁ ନେଇ ବଡ଼ ଭବିଷ୍ୟବାଣୀ: ୨୦୨୭ ବିଶ୍ୱକପ୍‌ ପରେ….

ନୂଆଦିଲ୍ଲୀ,୬।୮: ଟି-୨୦ ବିଶ୍ୱକପ ୨୦୨୪ ପରେ ଟିମ ଇଣ୍ଡିଆର ଅଧିନାୟକତ୍ୱରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏହି ପରିବର୍ତ୍ତନ ପରେ ଶୁଭମନ ଗିଲ ପରବର୍ତ୍ତୀ ଭାରତୀୟ ଅଧିନାୟକ ହେବା ବିଷୟରେ ଆଲୋଚନା ତୀବ୍ର ହେଲା। ରୋହିତ ଶର୍ମା ଟି-୨୦ ବିଶ୍ୱକପ…

ଗାନ୍ଧୀ ମାର୍ଗରେ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ

ଭୁବନେଶ୍ୱର,୬।୮(ଅନିଲ ଦାସ):ଚଳିତବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ। ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ସହିତ ସୋମବାର ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ…

ବାଂଲାଦେଶରେ ହୋଇଛି ବିଦେଶୀ ଷଡ଼ଯନ୍ତ୍ର! ରାହୁଲଙ୍କ ପ୍ରଶ୍ନରେ ଏମିତି ଜବାବ ଦେଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୬।୮: ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ମଙ୍ଗଳବାର କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ କେନ୍ଦ୍ର ସରକାର ବାଂଲାଦେଶ ଏବଂ ଶେଖ ହସିନାଙ୍କ ଉପରେ ଭାରତର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ବିରୋଧୀମାନେ ମଧ୍ୟ କେନ୍ଦ୍ର…

ବାଂଲାଦେଶରେ ରାଜନୈତିକ ଅସ୍ଥିରତାକୁ ନେଇ ଚିନ୍ତା ପ୍ରକଟ କଲା ବ୍ରିଟେନ, ଶାନ୍ତି ସ୍ଥାପନ ପାଇଁ କଲା ଅପିଲ

ଲଣ୍ଡନ,୬।୮: ବାଂଲାଦେଶରେ ସାମ୍ପ୍ରତିକ ରାଜନୈତିକ ଘଟଣା ଯୋଗୁଁ ସୃଷ୍ଟି ହୋଇଥିବା ସଙ୍କଟ ଉପରେ ବ୍ରିଟେନ ଗଭୀର ଚିନ୍ତା ପ୍ରକଟ କରିଛି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଦେଶ ଛାଡିବା ଏବଂ ପରବର୍ତ୍ତୀ ହିଂସାକୁ ନେଇ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡେଭିଡ ଲାମି ସମସ୍ତ…

ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ବୟାନ: ମ୍ୟୁନିସିପାଲିଟ, ଏନ୍‌ଏସିକୁ ନେଇ କହିଲେ…

ଭୁବନେଶ୍ୱର,୬।୮: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ମଙ୍ଗଳବାର ବଡ଼ ବୟାନ ଦେଇଛନ୍ତି। ବିଧାନସଭା ଶେଷ ହେବା ପରେ ନୂଆ ମ୍ୟୁନିସିପାଲିଟି ଓ ଏନ୍‌ଏସି ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ବିଜେଡି ସରକାର କେବଳ ନିର୍ବାଚନକୁ ଦେଖି…

ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ଭୁବନେଶ୍ୱର,୬।୮: ବଲାଙ୍ଗୀର ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଛି। ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସେପ୍ଟେମ୍ବର ୮ତାରିଖ ସକାଳ ୯ଟା ୩୫ରୁ ୧୦ଟା ୭ଭିତରେ ନବାନ୍ନ ଲାଗି ହେବ। ପାଟଣେଶ୍ବରୀ ଓ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହେବ। ମା’ଙ୍କ ପାଖେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri