ପାର୍ଲାମେଣ୍ଟ ଭଙ୍ଗକଲେ ବାଂଲାଦେଶ ରାଷ୍ଟ୍ରପତି
ଢାକା,୭ା୮(ପି.ଟି.): ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଇସ୍ତଫା ଦେଇ ଦେଶ ଛାଡ଼ିବାର ଦିନକ ପରେ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ମଙ୍ଗଳବାର ଦେଶର ପାର୍ଲାମେଣ୍ଟକୁ ଭଙ୍ଗ କରିଛନ୍ତି। ଫଳରେ ସେଠାରେ ସାନି ନିର୍ବାଚନ ଲାଗି ପଥ ପରିଷ୍କାର ହୋଇଯାଇଛି। ସରକାର ବିରୋଧୀ ଆନ୍ଦୋଳନ…
ରାଷ୍ଟ୍ରପତି ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ନାଗରିକ ସମ୍ମାନ
ସୁବା, ୭।୮: ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଫିଜିର ସର୍ବୋଚ୍ଚ ନାଗରିକ ସମ୍ମାନ ‘କମ୍ପାନିଅନ୍ ଅଫ୍ ଦି ଅର୍ଡର ଅଫ୍ ଫିଜି’ରେ ସମ୍ମାନିତ ହୋଇଛନ୍ତି। ଫିଜି ରାଷ୍ଟ୍ରପତି ରାତୁ ୟୁଲିୟମ ମେବ୍ଲିଲି କଟୋନିବେରେ ମଙ୍ଗଳବାର ଭାରତର ରାଷ୍ଟ୍ରପତିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।…
ବାଂଲାଦେଶରେ ସଂଖ୍ୟାଲଘୁ ଅସୁରକ୍ଷିତ
ଢାକା,୭ା୮: ବାଂଲାଦେଶରେ ଶେଖ୍ ହାସିନାଙ୍କ ସରକାରର ପତନ ପରେ ସେଠାରେ ଦଙ୍ଗା ଓ ଲୁଟ୍ପାଟ ଜୋର୍ଦାର ହୋଇଛି। ସେଠାରେ ଥିବା ସଂଖ୍ୟାଲଘୁ ହିନ୍ଦୁ ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି। ଆନ୍ଦୋଳନକାରୀମାନେ ୨୭ଟି ଜିଲାରେ ଥିବା ବହୁ ମନ୍ଦିର ଏବଂ ହିନ୍ଦୁମାନଙ୍କ ଘର ଓ…
ପୁଣି ୫୦ ଟପିଲା ଆଳୁ
କଟକ,(କାର୍ତ୍ତିକ ସାହୁ)/ ଭୁବନେଶ୍ୱର,(ଅନିଲ ଦାସ), ୭ା୮: ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଛି। ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଓଡ଼ିଶାକୁ ଆସିବା ବନ୍ଦ ହେବା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇଯାଇଛି। ଭୁବନେଶ୍ୱର ଉପକଣ୍ଠ ଆଇଗିଣିଆର ଆଳୁ ଗଦି ଖାଁ ଖାଁ ପଡ଼ିଛି।…
କିଛିଦିନ ଭାରତରେ ରହିବେ ହାସିନା
ନୂଆଦିଲ୍ଲୀ/ଢାକା,୭ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ବ୍ରିଟେନ୍ ଶରଣ ଦେବା ବିଳମ୍ବିତ ହୋଇପାରେ। ତେଣୁ ବ୍ରିଟେନ୍ର ମଞ୍ଜୁରୀ ନ ମିଳିବା ଯାଏ ହାସିନା ଭାରତରେ ଅବସ୍ଥାନ କରିପାରନ୍ତି। ଅନ୍ୟପକ୍ଷେ ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସା ଯୋଗୁ ହାସିନା ଦେଶ ଛାଡ଼ି…
ଏଇ ଭାରତରେ
ବହୁ ସମୟରେ କୌଣସି ପରିସ୍ଥିତି ଜଣେ ବ୍ୟକ୍ତିଙ୍କୁ ତାହାର ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ କରିଥାଏ, ଯାହା ଘଟିଛି ହିରେଶା ବର୍ମାଙ୍କ ଜୀବନରେ। ହିରେଶା ଦିଲ୍ଲୀରେ ଆଇଟି ସେକ୍ଟରରେ କାର୍ଯ୍ୟ କରୁଥିଲେ। କିନ୍ତୁ ୨୦୧୩ରେ ଘଟିଥିବା କେଦାରନାଥ ଫ୍ଲାଶ୍ ଫ୍ଲଡ୍ ପରେ ସେ…
ବିବେକ ହିଁ ଅନୁସରଣୀୟ
ଏ ନିଜ ଭିତରର ଶତ୍ରୁମାନଙ୍କ ଦ୍ୱାରା ପୀଡ଼ିତ, ସେ ବାହାର ଶତ୍ରୁମାନଙ୍କର ସମ୍ମୁଖୀନ ହେବ କିପରି? ଯିଏ ଆଧ୍ୟାତ୍ମିକ ମୂଲ୍ୟବୋଧ କ’ଣ ବୁଝେ ସେ କେବଳ ମୁକ୍ତି ପାଏ। ସକାଳୁ ଉଠି, ପୁଣି ରାତିରେ ଶୋଇବା ପର୍ଯ୍ୟନ୍ତ ଆମର ସମସ୍ତ ଶକ୍ତି…
ଅଙ୍ଗାରକ-ମିତ୍ର ପାଲଟିଛି ଶତ୍ରୁ
ବହୁବିଧ ଅଣୁ ଓ ପରମାଣୁଙ୍କ ନିର୍ଦ୍ଧାରିତ ସମଷ୍ଟିରେ ସଜୀବଙ୍କ ଶରୀରରେ କୋଷ ସୃଷ୍ଟିହୁଏ। ପୁନଶ୍ଚ ବିବିଧ ପ୍ରକାର କୋଷର ସମ୍ମିଶ୍ରଣରେଏକ ଜୀବନ୍ତ ପ୍ରାଣୀ ବା ଉଦ୍ଭିଦର ଉଦ୍ଭବ ଘଟେ। ଅଙ୍ଗାରକ(କାର୍ବନ) ହେଉଛି ଏପରି ଏକ ପରମାଣୁ ଯାହା ସମସ୍ତ ଜୀବଜନ୍ତୁଙ୍କ ଶରୀର…
ବଜ୍ରପାତରୁ ରକ୍ଷା
ପାଖାପାଖି ଦୁଇ ତିନି ଦଶନ୍ଧି ପୂର୍ବେ ବର୍ଷାକୁ ଲୋକେ ଚାହଁି ରହୁଥିଲେ। ସେତେବେଳେ ବଜ୍ରପାତ ଅଧିକ ହେଉ ନ ଥିଲା। କୃଷକମାନେ ବିଲରେ କାମ କରୁଥିବାବେଳେ କାଁ ଭାଁ ବଜ୍ରପାତରେ ମୃତ୍ୟୁମୁଖରେ ପଡ଼ୁଥିଲେ। ସେହି ସମୟରେ ତାଳ, ନଡ଼ିଆ ଭଳି ଉଚ୍ଚ…
ଟୁରୀ ନଦୀ ପୋଲ ଉପରେ ପାଣି
ପାପଡ଼ାହାଣ୍ଡି,୬।୮(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡିରେ ବର୍ଷା ଲାଗି ରହିଛି। ମଙ୍ଗଳବାର ଶହୀଦ ମିନାର ନିକଟରେ ଥିବା ଟୁରୀ ନଦୀର ଅସ୍ଥାୟୀ ପୋଲ ଉପରେ ପାଣି ପ୍ରବାହିତ ହେବା ଯୋଗୁ ଏହି ରାସ୍ତା ଦେଇ ନବରଙ୍ଗପୁରରୁ ଉମରକୋଟକୁ ଯୋଗାଯୋଗ ବନ୍ଦ ରହିଛି।…
ଅନୁପସ୍ଥିତ ଥିଲେ ୬ ଶିକ୍ଷକ: ସ୍କୁଲରେ ପହଞ୍ଚି ତଦନ୍ତ କଲେ ବିଇଓ
ଦାରିଙ୍ଗବାଡ଼ି,୬।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ପଞ୍ଚାୟତ ଗୁମିକିଆର ଅଲିମାହା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସୋମବାର ୬ଜଣ ଶିକ୍ଷକ ଅନୁପସ୍ଥିତି ରହିଥିଲେ। ଏପରିକି ଉପସ୍ଥିତ ଥିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ପାଇଁ ମଧ୍ୟାନ୍ନ ଭୋଜନ ରୋଷେଇରେ ସ୍ବତନ୍ତ୍ର…
ମାଓବାଦୀଙ୍କ ସହ ଲଢ଼େଇ କରି ବାପାଙ୍କ ଜୀବନ ବଞ୍ଚାଇଲେ ଝିଅ
ମାଲକାନଗିରି,୬ା୮(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀଙ୍କ ସହ ଲଢି ବାପାଙ୍କ ଜୀବନ ବଞ୍ଚାଇଛନ୍ତି ଝିଅ। ଏପରି ଏକ ଘଟଣା ଛତିଶଗଡ଼ ନାରାୟଣପୁରସ୍ଥିତ ଝାରଗାଁରେ ଦେଖିବାକୁ ମିଳିଛି। ସୋମବାର ରାତିରେ ୪ଟି ବାଇକ୍ରେ ୮ଜଣ ମାଓବାଦୀ ଗାଁରେ ପହଞ୍ଚି ସମୋଧର କୋରାମ୍ ନାମକ ବ୍ୟକ୍ତିଙ୍କୁ ଧାରୁଆ…
Archives


