Home Left

ସଂସଦରେ ବାଂଲାଦେଶ ଝଡ଼: କେଉଁ ଫଳ ଭୋଗୁଛନ୍ତି ହାସିନା ଏମିତି କହିଲେ…

ନୂଆଦିଲ୍ଲୀ, ୬।୮: ଚାରିଆଡେ ପୋଡାଜଳା, ହିଂସା ଅରାଜକତାରେ ଜଳୁଛି ବାଂଲାଦେଶ। ଦେଶରେ ଅସମ୍ଭାଳ ସ୍ଥିତି। ପ୍ରଧାନମନ୍ତ୍ରୀ ପଦରୁ ଶେଖ୍‌ ହାସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଭଙ୍ଗ ଘୋଷଣା କରିଛନ୍ତି । ଏହା…

ଅଲମ୍ପିକ୍ସରେ ନିରାଶ କଲେ ଓଡ଼ିଆ ପୁଅ, ପ୍ୟାରିସ୍‌ ଅଲମ୍ପିକ୍ସ ଯାତ୍ରାର ଅନ୍ତ

ନୂଆଦିଲ୍ଲୀ, ୦୬।୦୮: ଚଳିତ ପ୍ୟାରିସ୍‌ ଅଲମ୍ପିକ୍ସରେ ନିରାଶ କରିଛନ୍ତି ଓଡ଼ିଶାର ପୁଅ କିଶୋର ଜେନା । ପୁରୀ ଜିଲାରୁ ଅଲମ୍ପିକ୍ସ ଯାତ୍ରା କରିଥିବା ଜାଭେଲିନ୍‌ ଷ୍ଟାର କିଶୋର ଜେନା ଅଲମ୍ପିକ୍ସରେ ସେତେଟା ଭଲ ପ୍ରଦର୍ଶନ କରିପାରିନାହାନ୍ତି । ଏସିଆନ୍‌ ଗେମ୍ସରେ ସିଲଭର…

ବଜାରରେ ନାହିଁ ଆଳୁ: ପୁଣି ବଢ଼ିଲା ଦର

ଭୁବନେଶ୍ୱର,୬।୮: ପୁଣି ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଇଛି। ଆଳୁ ଦର ଆକାଶ ଛୁଆଁ ହୋଇଛି। ଆଳୁକୁ ନେଇ ଏବେ ମଧ୍ୟ ଟେନ୍‌ସନ ଲାଗି ରହିଥିବା ବେଳେ କଟକ ଓ ଭୁବନେଶ୍ୱରରେ ଆଳୁ ଗୋଦାମ ଆଳୁ ନାହିଁ। ଫଳରେ ଟୁଇନ୍‌ ସିଟିରେ ଆଳୁ…

ଫାଇନାଲ୍‌ରେ ସ୍ଥାନ ପକ୍କାକଲେ ନୀରଜ, ପ୍ରଥମ ଥ୍ରୋରେ ବଡ଼ ସଫଳତା

ନୂଆଦିଲ୍ଲୀ, ୦୬।୦୮: ଟୋକିଓ ଅଲମ୍ପିକ୍ସରେ ସ଼୍ବର୍ଣ୍ଣ ବିଜେତା ତଥା ଭାରତୀୟ ଜାଭେଲିନ୍‌ ଷ୍ଟାର ନୀରଜ ଚୋପ୍ରାଙ୍କୁ ବଡ଼ ସଫଳତା ମିଳିଛି । ପ୍ୟାରିସ୍‌ ଅଲମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାରୁ ହିଁ ତାଙ୍କୁ ଫାଇନାଲ୍‌ରେ ସ୍ଥାନ ମିଳିଛି । ପ୍ରଥମ ରାଉଣ୍ଡରେ ସେ ୮୯.୩୪…

ବିଜେଡିର ବରିଷ୍ଠ ନେତା ତଥା ନୟାଗଡ଼ ବିଧାୟକଙ୍କୁ ବଡ଼ ଝଟ୍‌କା, ନୋଟିସ୍‌ ପଠାଇଲେ ହାଇକୋର୍ଟ

ନୟାଗଡ଼, ୦୬।୦୮: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ବଡ଼ ଝଟ୍‌କା ଲାଗିଛି । ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ରୁଜୁ ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଚଳିତ…

ବ୍ରହ୍ମପୁରରୁ ଚୋରି ଖମ୍ବେଶ୍ବରୀ ବସ ଗଞ୍ଜାମରୁ ଉଦ୍ଧାର

ଗଞ୍ଜାମ,୬।୮(ବିଦ୍ୟାଧର ସାହୁ): ବ୍ରହ୍ମପୁରରୁ ଚୋରି ହୋଇଥିବା ଖମ୍ବେଶ୍ବରୀ ବସ ମଙ୍ଗଳବାର ଗଞ୍ଜାମରୁ ଉଦ୍ଧାର ହୋଇଥିବା ଜଣାପଡିଛି l କେହି ଦୁର୍ବୃତ୍ତ ଏଠାରେ ଛାଡି ଚମ୍ପଟ ମାରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l ମିଳିଥିବା ସୂଚନା ଅନୁଯାୟୀ, ଖମ୍ବେଶ୍ବରୀ…

କାହିଁକି ଲଣ୍ଡନରେ ଶରଣ ନେଉଛନ୍ତି ନେତା, ହସିନାଙ୍କ ପୂର୍ବରୁ ଯାଇ ସାରିଛନ୍ତି ନଓ୍ବାଜ-ମୁଶରଫ

ନୂଆଦିଲ୍ଲୀ,୬।୮: ବାଂଲାଦେଶରେ ସଂରକ୍ଷଣ ଉପରେ ଆରମ୍ଭ ହୋଇଥିବା ହିଂସା ପରିସ୍ଥିତିକୁ ଓଲଟାଇ ଦେଇଛି। ଇସ୍ତଫା ଦେବା ପରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡିଛନ୍ତି। ବର୍ତ୍ତମାନ ଶେଖ ହସିନା ଭାରତରେ ଅଛନ୍ତି କିନ୍ତୁ ଏଠାରୁ ସେ ଲଣ୍ଡନ ଯିବାକୁ ପ୍ରସ୍ତୁତ…

ଭାରତ ଆସିବା ପରେ କେଉଁଠି ଅଛନ୍ତି ହସିନା? ସୋମବାର ପହଞ୍ଚିଥିଲେ ହିଣ୍ଡନ ଏୟାରବେସ

ନୂଆଦିଲ୍ଲୀ,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସୋମବାର (୫ ଅଗଷ୍ଟ ୨୦୨୪)ରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେ ବାଂଲାଦେଶ ବାୟୁସେନା ବିମାନରେ ଭାରତ ଆସିଥିଲେ। ଯେଉଁଠାରେ ତାଙ୍କ ବିମାନ ଦିଲ୍ଲୀ ନିକଟସ୍ଥ ଗାଜିଆବାଦର ହିଣ୍ଡନ ଏୟାରବେସରେ…

ଇତିହାସ ରଚିଲେ ଅବିନାଶ ସାବଲେ: ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ କଲେ ଏମିତି କାରନାମା

ପ୍ୟାରିସ,୬।୮: ପ୍ୟାରିସ୍‌ରେ ଚାଲିଥିବା ଅଲିମ୍ପିକ୍ସ ୨୦୨୪ରେ ଏପର୍ଯ୍ୟନ୍ତ ଭାରତୀୟ ଆଥଲେଟ୍‌ମାନଙ୍କ ଠାରୁ ଅନେକ ଐତିହାସିକ ସଫଳତା ଦେଖିବାକୁ ମିଳିଛି। ବର୍ତ୍ତମାନ ପୁରୁଷ ୩୦୦୦ ମିଟର ଷ୍ଟିପ୍ଲେଚେଜ୍‌ ମଧ୍ୟ ଏକ ଏତିହାସିକ କୀର୍ତ୍ତିମାନ ଦେଖିବାକୁ ମିଳିଥିଲା। ଭାରତର ଅବିନାଶ ସାବଲେ ଇଭେଣ୍ଟ ଫାଇନାଲରେ…

କିଏ ସେହି ନାହିଦ ଇସଲାମ, ଯାହାଙ୍କ ପାଇଁ ବାଂଲାଦେଶରେ ବ୍ୟାପୁଛି ହିଂସା!

ଢାକା,୬।୮: ବାଂଲାଦେଶରେ ଏକ ମାସର ନିରନ୍ତର ସଂରକ୍ଷଣ ଏବଂ ସରକାର ବିରୋଧୀ ବିରୋଧ ପରେ ଶେଖ ହସିନାଙ୍କୁ କେବଳ କ୍ଷମତା ନୁହେଁ ଦେଶ ମଧ୍ୟ ଛାଡି ପଳାଇବାକୁ ପଡିଲା। ନାହିଦ ଇସଲାମ ନାମକ ଜଣେ ବ୍ୟକ୍ତିଙ୍କ ନେତୃତ୍ୱରେ ଦେଶବ୍ୟାପୀ ବିରୋଧ ଯୋଗୁଁ…

ଶେଖ ହାସିନାଙ୍କ ଚାକର ୨୮୪ କୋଟିର ମାଲିକ, ହେଲେ ନିଜ ପାଖରେ ରହିଛି ମାତ୍ର…

ଢାକା,୬।୮: : ବାଂଲାଦେଶ ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିଜ ପଦ ଛାଡିବା ଦହ ଦେଶ ଛାଡି ପଳାଇବାକୁ ବାଧ୍ୟ ହୋଇଛନ୍ତି। ବାଂଲାଦେଶରେ ହୋଇଥିବା ଆକ୍ରମଣ ପରେ ଶେଖ ହାସିନାଙ୍କ ବିଷୟରେ ସାରା ବିଶ୍ୱରେ ଅନେକ ଆଲୋଚନା ଆରମ୍ଭ ହୋଇଛି।…

ଜଗନ୍ନାଥଙ୍କୁ ବି ଛାଡ଼ିଲେନି, ହିନ୍ଦୁ ମନ୍ଦିର ଭାଙ୍ଗାରୁଜା ସହ ଜାଳିଦେଲେ

ନୂଆଦିଲ୍ଲୀ, ୦୬।୦୮: ବାଂଲାଦେଶର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି । ହିଂସା ଏବଂ ଅରାଜକତା ମଧ୍ୟରେ ଆନ୍ଦୋଳନକାରୀ ବିଂଲାଦେଶରେ ରହୁଥିବା ଅଳ୍ପ ସଂଖ୍ୟକ ହିନ୍ଦୁଙ୍କୁ ଟାର୍ଗେଟ୍‌ କରିବା ଆରମ୍ଭ କରିଦେଇଛନ୍ତି । ଖୋଜି ଖୋଜି ହିନ୍ଦୁଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri