ବରିଷ୍ଠ ଆଇଏଏସ୍ ଅଧିକାରୀ ଯାମିନୀ ଷଢଙ୍ଗୀଙ୍କୁ ବଡ଼ ଦାୟିତ୍ୱ
ଭୁବନେଶ୍ୱର,୨୨।୬: ବରିଷ୍ଠ ଆଇଏଏସ୍ ଅଧିକାରୀ ଯାମିନୀ ଷଢଙ୍ଗୀଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏକ ବିଜ୍ଞପ୍ତି…
ରୋଷେଇ ଘରୁ ଉଭାନ ହେଲାଣି ପରିବା, ବର୍ଷକରେ ଖାଦ୍ୟ ପଦାର୍ଥରେ ୬୫ ପ୍ରତିଶତ ବୃଦ୍ଧି
ନୂଆଦିଲ୍ଲୀ,୨୨।୬: ପ୍ରବଳ ଉତ୍ତାପ ମଧ୍ୟରେ ମୁଦ୍ରାସ୍ଫୀତି ପୁଣିଥରେ ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରିଛି। ଗତ ଏକ ବର୍ଷ ମଧ୍ୟରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ୬୫ ପ୍ରତିଶତ ବୃଦ୍ଧି ପାଇଛି। ପନିପରିବାର ମୂଲ୍ୟ ଏତେ ବୃଦ୍ଧି ପାଇଛି ଯେ ସେମାନେ…
ସାନ୍ତାଳୀ ଭାଷାରେ ଶପଥ ନେବେ ମୟୂରଭଞ୍ଜ ଏମ୍ପି ନବଚରଣ ମାଝି, ଜାଣନ୍ତୁ କାହିଁକି…
ଭୁବନେଶ୍ୱର,୨୨।୬: ନବନିର୍ବାଚିତ ଏମ୍ପି ମାନେ ଆସନ୍ତା ୨୪ ତାରିଖରେ ସଂସଦରେ ଶପଥ ଗ୍ରହଣ କରିବେ । ଓଡ଼ିଶାର ୨୧ ଏମ୍ପି ମଧ୍ୟ ଶପଥ ଗ୍ରହଣ କରିବେ । ତେବେ ଏମ୍ପିମାନେ ଶପଥଗ୍ରହଣ କରିବାକୁ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ମୟୂରଭଞ୍ଜରୁ…
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟରେ ମୁଖ୍ୟ ପୂଜାରୀ ରହିଥିବା ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ
ନୂଆଦିଲ୍ଲୀ,୨୨।୬: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ରହି ୧୨୧ ବୈଦିକ ବ୍ରାହ୍ମଣଙ୍କ ନେତୃତ୍ୱ ନେଇଥିବା ମୁଖ୍ୟ ପୂଜାରୀ ତଥା କାଶୀ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ ହୋଇଛି। ଏହି ସୂଚନା ପାଇବା ପରେ କାଶୀ ଲୋକଙ୍କ ମଧ୍ୟରେ ଶୋକର ଲହରୀ…
ନିଆଁ ଲିଭା ମେଶିନ୍ ପ୍ରସ୍ତୁତକାରୀ କମ୍ପାନୀରେ ନିଆଁ, ୮ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୨୨।୬: ଗୁରୁଗ୍ରାମର ଦୌଲତାବାଦ ବ୍ୟବସାୟିକ ଅଞ୍ଚଳରେ ଥିବା ନିଆଁ ଲିଭା ମେଶିନ୍ ପ୍ରସ୍ତୁତକାରୀ କମ୍ପାନୀରେ ନିଆଁ ଲାଗିଛି । ଏହି କମ୍ପାନୀରେ ଶୁକ୍ରବାର ମଧ୍ୟ ରାତ୍ରିରେ ନିଆଁ ଲାଗିବା କାରଣରୁ ୮ ଜଣ ଶ୍ରମିକଙ୍କର ପ୍ରାଣ ଯାଇଥିବା ବେଳେ ୬…
୫ କୋଟି ଦିଅ, ନାହିଁତ କରିବୁ ଯୌନ ଉତ୍ପୀଡନ ମାମଲା, ପ୍ରଜ୍ୱଳ ରେଭାନ୍ନାଙ୍କ ଭାଇ ଲଗାଇଲେ ବ୍ଲାକମେଲ ଅଭିଯୋଗ
ନୂଆଦିଲ୍ଲୀ,୨୨।୬: ମିଥ୍ୟା ଯୌନ ଉତ୍ପୀଡ଼ନ ଅଭିଯୋଗରେ ପ୍ରଜ୍ୱଲ ରେଭାନ୍ନାଙ୍କ ଭାଇ ତଥା ଜେଡିଏସ ଏମଏଲସି ସୁରଜ ରେଭାନ୍ନାଙ୍କୁ ବ୍ଲାକମେଲ କରିବା ମାମଲା ସାମ୍ନାକୁ ଆସିଛି। କର୍ନାଟକର ହାସନ ଜିଲା ପୋଲିସ ଉଭୟ ବ୍ଲାକମେଲିଂ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି। ଏଫଆଇଆର…
ଟ୍ରକ ତଳେ ଶୋଇଥିଲେ: ଚାଲିଗଲା ଡ୍ରାଇଭରଙ୍କ ଜୀବନ
ବାଲିଗୁଡ଼ା:୨୨।୬:(ସଞ୍ଜୟ କୁମାର ପାଣିଗ୍ରାହୀ): ଟ୍ରକ ତଳେ ଶୋଇଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ । କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ବୁଢ଼ାନଈ ନିକଟରେ ଘଟିଛି ଏଭଳି ଏକ ଅଘଟଣ । ଟ୍ରକର ଯାନ୍ତ୍ରିକ ତ୍ରୁଟି ଯୋଗୁ ୫ଦିନ ହେଲା ରାସ୍ତା କଡ଼ରେ…
ୟୁସୁଫ ପଠାନଙ୍କ ଗମ୍ଭୀର ଅଭିଯୋଗ: ‘ମୋତେ ପ୍ରତାରଣା ଦେଉଛନ୍ତି ଗୁଜରାଟ ସରକାର…’
ନୂଆଦିଲ୍ଲୀ,୨୨।୬: ଟିଏମସି ଏମପି ତଥା ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ଗୁଜରାଟ ସରକାର ହଇରାଣ କରୁଥିବା ସେ ନିଜେ ଅଭିଯୋଗ କରିଛନ୍ତି। ୟୁସୁଫ ପଠାନଙ୍କୁ ଭଦୋଦରା ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଏନକାଉଣ୍ଟର ନୋଟିସ ମିଳିଥିଲା, ଏହା ପରେ ସେ ଅଭିଯୋଗ କରିଛନ୍ତି।…
ଟି୨୦ ବିଶ୍ୱକପ୍ରେ ପ୍ୟାଟ୍ କୁମିନ୍ସଙ୍କ ପ୍ରଥମ ହ୍ୟାଟ୍ରିକ
ଆଣ୍ଟିଗୁଆ, ୨୨।୬: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍ର ଶୁକ୍ରବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ସୁପର-୮ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଏହି ମ୍ୟାଚରେ ବାଂଲାଦେଶ ୨୦ ଓଭରରେ ୮ ଉଇକେଟ ହରାଇ ୧୪୦ ରନ କରିଥିଲା। ଅଷ୍ଟ୍ରେଲିଆ ୧୧.୨…
ଅଣ୍ଡର ଓ୍ବାର୍ଲଡ ଡନ ଛୋଟା ଶକିଲଙ୍କ ଶଳା ଆରିଫ ଶେଖଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୨୨।୬: ଅଣ୍ଡରୱାର୍ଲଡ ଡନ ଛୋଟା ଶକିଲଙ୍କ ସମ୍ପର୍କୀୟ ଶଳା ଆରିଫ ଶେଖ ଓରଫ ଆରିଫ ଭାଇଜାନଙ୍କର ମୁମ୍ବାଇରେ ହୃଦଘାତରେ ମୃତ୍ୟୁ ଘଟିଛି। ଟେରର ପଣ୍ଡିଂ ମାମଲାରେ ଗିରଫ ହୋଇଥିବା ଆରିଫ ଶେଖ ହେଉଛନ୍ତି ଛୋଟା ଶକିଲଙ୍କ ଶଳା। ଗିରଫ ପରଠାରୁ ସେ…
ଟି-୨୦ ବିଶ଼୍ବକପ୍: ଆମେରିକାକୁ ହରାଇ ୱେଷ୍ଟ ଇଣ୍ଡିଜ୍ର ଜବରଦସ୍ତ ବିଜୟ
ନୂଆଦିଲ୍ଲୀ, ୨୨।୬: ଟି-୨୦ ବିଶ଼୍ବକପ୍ ୨୦୨୪ର ସୁପର ୮ ଗ୍ରୁପ୍ ୨ ମ୍ୟାଚ୍ରେ ଆମେରିକାକୁ ୯ ୱିକେଟ୍ରେ ହରାଇଛି ୱେଷ୍ଟ ଇଣ୍ଡିଜ୍ । ଏହି ମ୍ୟାଚ୍ରେ ୱେଷ୍ଟ ଇଣ୍ଡିଜ ଖେଳାଳି ହୋପ୍ ଟି-୨୦ ଇଣ୍ଟରନ୍ୟାଶନାଲ୍ର ସବୁଠାରୁ ବଡ଼ ପାଳି ଖେଳିଛନ୍ତି ।…
ବାରିପଦା ବସଷ୍ଟାଣ୍ଡରୁ ବନ୍ଦ ରହିଛି ବସ୍ ଚଳାଚଳ
ବାରିପଦା,୨୨।୬: ବାରିପଦା ବସଷ୍ଟାଣ୍ଡରେ ୨ ଗୋଷ୍ଠୀ ମାରପିଟ ଘଟଣାରେ ଆଜି ବସଷ୍ଟାଣ୍ଡରୁ ବସ୍ ଚଳାଚଳ ବନ୍ଦ ରହିଛି। ତେବେ ମାରପିଟ ଘଟଣାରେ ୧୦ ଜଣଙ୍କୁ ଅଟକ ରଖିବା ସହ ବାରିପଦା ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରୁଛି। ଘରୋଇ ବସ…
Archives


