ଆତଙ୍କବାଦକୁ ନେଇ ଚିନ୍ତାରେ ପାକିସ୍ତାନ
ଇସଲାମାବାଦ,୨୧।୬: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ପାକିସ୍ତାନ ଆଜିକାଲି ନିଜେ ଅସୁବିଧାରେ ପଡିଛି। ବର୍ତ୍ତମାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକର ଦକ୍ଷତା ବୃଦ୍ଧି କରିବାକୁ ଏବଂ ଆତଙ୍କବାଦ ତଥା ଉଗ୍ରବାଦ ସମସ୍ୟାର ମୁକାବିଲା ପାଇଁ ପ୍ରବର୍ତ୍ତନ ବ୍ୟବସ୍ଥାରେ ଉନ୍ନତି…
ଜାତୀୟ ସନ୍ତରଣରେ ଓଡ଼ିଶାର ଚମକ
କଳିଙ୍ଗ ଷ୍ଟାଡିୟମରେ ଜାତୀୟ ସନ୍ତରଣ ର଼୍ୟାଙ୍କିଙ୍ଗ୍ ଚାମ୍ପିୟନଶିପ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ପ୍ରତିଯୋଗୀମାନେ ୧୭ ପଦକ ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି। ସ୍ବର୍ଣ୍ଣିମ ସଫଳତା ଦୃଷ୍ଟିରୁ ସୃଷ୍ଟି ଉପାଧ୍ୟାୟ ଆଗରେ ରହିଥିବାବେଳେ ସଂଖ୍ୟା ଦୃଷ୍ଟିରୁ ୫ ପଦକ ଜିତି ଉଜ୍ଜ୍ୱଳ…
୫ ହଜାର ଟଙ୍କାରେ ମିଳୁଥିଲା ୟୁଜିସି ନେଟ୍ ପ୍ରଶ୍ନପତ୍ର
ନୂଆଦିଲ୍ଲୀ,୨୧।୦୬: ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ୟୁଜିସି ନେଟ୍ ପ୍ରଶ୍ନ ପତ୍ର ଲିକ୍ ହୋଇଛି । ଯାହାକୁ ନେଇ ପରୀକ୍ଷା ଆୟୋଜନ କରୁଥିବା ନ୍ୟାଶନାଲ୍ ଟେଷ୍ଟିଂ ଏଜେନ୍ସିର ସ଼୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି ।…
ସରିନି ଧାନବିକ୍ରି, ବର୍ଷା ସାଜିଲା କାଳ
ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଚାଷୀଙ୍କ ଦୁଃଖ ସରୁନି। ଜିଲାରେ ବର୍ତ୍ତମାନ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଏବେ ମଧ୍ୟ ଜିଲାର ବିଭିନ୍ନ ମଣ୍ଡିରେ ବିକ୍ରି ଅପେକ୍ଷାରେ ବହୁ ପରିମାଣରେ…
ସରକାରଙ୍କ ବଡ଼ ନିଷ୍ପତ୍ତି, ମହିଳାଙ୍କୁ ପ୍ରତି ମାସରେ ମିଳିବ ୧ ହଜାର ଟଙ୍କା
ରାଞ୍ଚି,୨୧।୦୬: ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଝାଡ଼ଖଣ୍ଡ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଝାଡ଼ଖଣ୍ଡର ମହିଳାମାନଙ୍କ ଆକାଉଣ୍ଟକୁ ପ୍ରତି ମାସରେ ୧ ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର କରାଯିବ । ସରକାରଙ୍କ ଏହି ଯୋଜନା ମାଧ୍ୟମରେ…
VIDEO:ସୂର୍ଯ୍ୟକୁମାର ଲଗାତର ଚୌକା ମାରୁଥିବା ଦେଖି ରାଗିଗଲେ ରଶିଦ: ଦେଲେ ଏମିତି ଧମକ
ନୂଆଦିଲ୍ଲୀ,୨୧।୯: ଟି-୨୦ ବିଶ୍ୱକପ ୨୦୨୪ରେ ଗୁରୁବାର ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ସୁପର-୮ ରାଉଣ୍ଡରେ ୪୭ ରନରେ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆ ପାଇଁ ମ୍ୟାଚ ବିଜେତା ସୂର୍ଯ୍ୟକୁମାର ଯାଦବ ପ୍ରମାଣିତ ହୋଇଥିଲେ।…
ଯୋଗ ଦିବସରେ ଏଭଳି ବାର୍ତ୍ତା ଦେଲେ ଏନ୍ଏସି ଅଧ୍ୟକ୍ଷ
କେସିଙ୍ଗା୨୧।୬(ତୁମେଶର ସାହୁ): କେସିଙ୍ଗା ବ୍ଲକ ପ୍ରଶାସନ ଏବଂ ଏନ୍ଏସିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଖେଳ ଭବନଠାରେ ଶୁକ୍ରବାର ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ସକାଳ ୬.୩୦ରୁ ଲୋକେ ଖେଳ ଭବନରେ ପହଞ୍ଚି ଥିଲେ। ନାମ ପଞ୍ଜୀକରଣ ପରେ…
ଭାଜପାର ବଢିଲା ଟେନ୍ସନ୍: ମେଣ୍ଟରେ ଫାଟ!
ପୁଣେ,୨୧।୮: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଏନଡିଏ ନେତୃତ୍ୱାଧୀନ ମହାୟୁଟି ମିଳିତ ମେଣ୍ଟରେ କିଛି ଠିକ ମନେ ହେଉନାହିଁ। ଆସନ ବଣ୍ଟନ ସଂପର୍କରେ ଲଢେଇ ଆରମ୍ଭ ହୋଇଛି। ଏହି ସମୟରେ ଶିବସେନାର ୫୮ତମ ଫାଉଣ୍ଡେସନ ଦିବସ ପାଳନ ଅବସରରେ ରାମଦାସ କଦମ…
ମହିଳାଙ୍କୁ ଅପହରଣ ମାମଲାର ପର୍ଦ୍ଦାଫାଶ: ଭାଇଙ୍କଠାରୁ କୋଟିଏ ଟଙ୍କା ଝଡ଼ାଇବାକୁ ନିଜେ ରଚିଥିଲେ ନାଟକ
ଭୁବନେଶ୍ୱର,୨୧ା୬: ଭୁବନେଶ୍ବରରୁ ମହିଳା ଅପହରଣ ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ। ନିଜ ଭାଇଙ୍କଠାରୁ ୧ କୋଟି ଟଙ୍କା ଝଡ଼ାଇବାକୁ ମହିଳା ଜଣକ ତାଙ୍କର ଦୁଇ ବନ୍ଧୁଙ୍କ ସହ ମିଶି ଅପହରଣ ନାଟକ ରଚିଥିଲେ। ସମ୍ପୃକ୍ତ ମହିଳାଙ୍କୁ ଅପହରଣକାରୀଙ୍କ ସହିତ ନୟାଗଡ଼ରୁ ଉଦ୍ଧାର…
୧୫ ମିନିଟ୍ରେ ଡେଲିଭରି କରିବ ଫ୍ଲିପ୍କାର୍ଟ, ଲଞ୍ଚ କରିବ ନୂଆ ଆପ୍
ମୁମ୍ବାଇ,୨୧।୬: ଇକମର୍ସ ସଂସ୍ଥା ଫ୍ଲିପକାର୍ଟ ଏହାର ତ୍ୱରିତ ଡେଲିଭରି ଆପ୍ ‘ଫ୍ଲିପକାର୍ଟ ମିନିଟ୍ସ’ ଜୁଲାଇରେ ଆରମ୍ଭ କରିବାକୁ ଯାଉଛି। ଗତ କିଛି ବର୍ଷ ମଧ୍ୟରେ ଦ୍ରୁତ ବାଣିଜ୍ୟ ସ୍ଥାନକୁ ପ୍ରବେଶ କରିବାକୁ ଦୁଇଥର ବିଫଳ ପ୍ରୟାସ ପରେ ଫ୍ଲିପକାର୍ଟର ଏହାର ତୃତୀୟ…
ମହମ୍ମଦ ସାମିଙ୍କୁ ବିବାହ କରିବେ କି ସାନିଆ ମିର୍ଜା: ଭାଇରାଲ ହେଉଛି ଫଟୋ
ନୂଆଦିଲ୍ଲୀ,୨୧।୬: ଭାରତୀୟ ଦ୍ରୁତ ବୋଲର୍ ମହମ୍ମଦ ଶାମି ଏବଂ ପୂର୍ବତନ ଟେନିସ ଖେଳାଳି ସାନିଆ ମିର୍ଜା ଖୁବ୍ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଏପରିକି ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ସରିଥିବା କୁହାଯାଉଛି। ଯଦିଓ ଉଭୟଙ୍କ ମଧ୍ୟରେ ବିବାହ ସମ୍ବନ୍ଧରେ କୌଣସି…
ଦାରିଙ୍ଗବାଡ଼ିରେ ପ୍ରାକ୍ ମୌସମୀ ବର୍ଷା
ଦାରିଙ୍ଗବାଡି,୨୧।୬(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପ୍ରାକ୍ ମୌସମୀ ବର୍ଷା ହୋଇଛି। ବର୍ଷା ଯୋଗୁ ଲୋକଙ୍କୁ ଗରମ, ଗୁଳୁଗୁଳିରୁ ସାମାନ୍ୟ ନିସ୍ତାର ମିଳିଛି। ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ବ୍ଲକ ଅଞ୍ଚଳର ପ୍ରାୟ ବିଭିନ୍ନ ଗାଁରେ ପ୍ରାକ୍…
Archives


