Home Left

ଭାରତୀୟ ହକି ଦଳକୁ ବ୍ରୋଞ୍ଜ: କ୍ୟାରିୟରର ଶେଷ ମ୍ୟାଚ ଖେଳି ବିଦାୟ ନେଲେ ଏହି ଖେଳାଳି…

ପ୍ୟାରିସ,୮।୮: ଭାରତୀୟ ହକି ଦଳ ଇତିହାସ ସୃଷ୍ଟି କରିଛି। ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତିଛି। ଟିମ ଇଣ୍ଡିଆ ସ୍ପେନକୁ ୨-୧ରେ ପରାସ୍ତ କରିଛି। ଭାରତ ପାଇଁ ହରମନପ୍ରୀତ ସିଂ ଉଭୟ ଗୋଲ…

‘ମୋ ଜୀବନ ଅଧିକ କଷ୍ଟସାଧ୍ୟ ହୋଇପଡିଛି’ , ଏମିତି କାହିଁକି କହିଲେ ରାହୁଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୮: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଗୁରୁବାର ସଂସଦ ଗୃହର ରିସେପ୍ସନ ଏରିଆକୁ ଯାଇ ଖାଦ୍ୟ ଅଧିକାର ପ୍ରତିନିଧୀଙ୍କୁ ଭେଟଛନ୍ତି। କଂଗ୍ରେସ ଏହାକୁ ନେଇ ଅଭିଯୋଗ କରିଛି ଯେ ରାହୁଲ ଗାନ୍ଧୀ ସଂସଦ ଭିତରେ ମତ୍ସ୍ୟଜୀବୀଙ୍କ ପ୍ରତିନିଧୀଙ୍କୁ ଭେଟିବା ଉଚିତ,…

ମଧ୍ୟାହ୍ନ ଭୋଜନ ଖାଇ ୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରୀ ଅସୁସ୍ଥ

ସୋର,୮।୮: ବାଲେଶ୍ୱର ଜିଲା ସାଜନପୁର ପଞ୍ଚାୟତ ଉଦୟନାରାୟଣ ବିଦ୍ୟାପୀଠରେ ଗୁରୁବାର ଏକ ଅଘଟଣ ଘଟିଛି। ବିଦ୍ୟାଳୟରେ ଦିଆଯାଇଥିବା ମଧ୍ୟାହ୍ନ ଭୋଜନ ଖାଇବା ପରେ ୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି। ସେମାନଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଏହି…

ଶେଖ ହାସିନା ଭାରତରେ ରହିବେ ନା ଆଉ କେଉଁଠି କି ଯିବେ…, ବୈଦେଶିକ ମନ୍ତ୍ରଣାଳୟ ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୮।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଭାରତରେ ରହିବେ ନା ସେ ଅନ୍ୟତ୍ର ଯିବାକୁ ଯୋଜନା କରୁଛନ୍ତି? ଏ ବାବଦରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବଡ଼ ଅପଡେଟ୍‌ ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି , ବର୍ତ୍ତମାନ…

ଯେତେ ଖୋଳିଲେ ସେତେ ବାହାରୁଛି, ଯନ୍ତ୍ରୀଙ୍କର ଆଉ ୨୦ଟି ପ୍ଳଟ୍‌ ଠାବ, ଏଯାବତ୍‌ ଠାବ ହେଲାଣି ଏତିକି…

ଭୁବନେଶ୍ୱର,୮।୮: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା କେନ୍ଦୁଝର ଜିଲା ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କର ଆଉ ୨୦ଟି ପ୍ଳଟ୍‌ ଠାବ କରାଯାଇଛି। ଏହା ପୂର୍ବରୁ ୧୦୫ ପ୍ଳଟ୍‌…

୭୮ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କଲେ ମନ୍ତ୍ରୀ

ମୋରଡ଼ା,୮ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ାସ୍ଥିତ ତହସିଲ କାର୍ଯ୍ୟାଳୟରେ ‘ମୋ ଜଙ୍ଗଲ ମୋ ଜମି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନ୍ତର୍ଜାତୀୟ ବିଶ୍ୱ ଜନଜାତି ଦିବସ ଅବସରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୋରଡ଼ା ବିଧାୟକ ତଥା ଗୃହ ଓ଼…

ଦେଶର ୭୭ ପ୍ରତିଶତ ଗ୍ରାମାଞ୍ଚଳରେ ପାଇପ୍‍ ପାଣିର ସୁବିଧା ଅଛି; ରାଜ୍ୟସଭାରେ ଉତ୍ତର ରଖିଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ

ନୂଆଦିଲ୍ଲୀ, ୮ା୮: ଦେଶର ଗ୍ରାମାଞ୍ଚଳରେ ୭୭ ପ୍ରତିଶତ ପରିବାରକୁ ଜଳ ଜୀବନ ମିଶନ ଅଭିଯାନରେ ପାଇପ୍‍ ଯୋଗେ ପାନୀୟ ଜଳ ଉପଳବ୍ଧ କରାଯାଇଛି । ଲୋକସଭାରେ ଆଜି ଏ ସଂକ୍ରାନ୍ତ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଜଳଶକ୍ତି ମନ୍ତ୍ରୀ ସି.ଆର୍‍.ପାଟିଲ କହିଛନ୍ତି,…

ଭିନେଶଙ୍କ ପାଇଁ ଖୁସିଖବର, ମିଳିପାରେ ପଦକ!

ନୂଆଦିଲ୍ଲୀ,୮।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ ସ୍ବର୍ଣ୍ଣ ପଦକ ମ୍ୟାଚ ପୂର୍ବରୁ ଭାରତୀୟ ମହିଳା ରେସଲର ଭିନେଶ ଫୋଗଟଙ୍କୁ ନିର୍ଦ୍ଦିଷ୍ଟ ଓଜନଠାରୁ ୧୦୦ ଗ୍ରାମ ଅଧିକ ଥିବାରୁ ଅଯୋଗ୍ୟ କରାଯାଇଥିଲା। ଏହି ନିଷ୍ପତ୍ତି ପରେ ଭାରତୀୟ ଅଲିମ୍ପିକ ଆସୋସିଏସନ…

ପ୍ୟାରିସ ଅଲିମ୍ପିକ୍ସ: ସେମିଫାଇନାଲରେ ସ୍ଥାନ ପକ୍କା କଲେ ଭାରତୀୟ ରେସଲର ଅମନ ସେହରାୱତ

ନୂଆଦିଲ୍ଲୀ,୮।୮: ଭାରତୀୟ ରେସଲର ଅମନ ସେହରାୱତ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେ ଗୁରୁବାର ୫୭ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ଆଲବେନିଆର ଜେଲିମଖାନ ଏବକୋରଭଙ୍କୁ ପରାସ୍ତ କରିଛନ୍ତି। ଗୁରୁବାର ଭାରତର ଅଂଶୁ ମଲିକ ମଧ୍ୟ ପ୍ରତିଯୋଗିତାରେ…

ଚକିତ ହୋଇଯାଇଥିଲା ବ୍ରିଟିଶ୍‌ ଶାସନ

ଭାରତର ସ୍ବାଧୀନତା ସହ ଜଡ଼ିତ ଏମିତି କେତେକ ଘଟଣା ରହିଛି, ଯାହା ଅବିସ୍ମରଣୀୟ ଇତିହାସରେ ପରିଣତ ହୋଇଛି। ସେଥିମଧ୍ୟରୁ ଅନ୍ୟତମ ହେଉଛି ଭାରତ ଛାଡ଼ ଆନ୍ଦୋଳନ। ୧୯୪୨ ମସିହା ଆଜିର ଦିନ ଅର୍ଥାତ୍‌ ୮ ଅଗଷ୍ଟରେ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା।…

ବଡ଼ ହୃଦୟ ଦେଖାଇଲେ ଅକ୍ଷୟ କୁମାର: ଏତିକି ଟଙ୍କା କଲେ ଦାନ

ଜଣେ ଭଲ ଅଭିନେତା ହେବା ବ୍ୟତୀତ ଅକ୍ଷୟ କୁମାର ତାଙ୍କର ଉଦାରତା ପାଇଁ ଜଣାଶୁଣା। ଅକ୍ଷୟ କୁମାର ଲୋକଙ୍କୁ ସାହାଯ୍ୟ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ନିକଟରେ ଅକ୍ଷୟ କୁମାର ମୁମ୍ବାଇର ହାଜିଅଲି ଦର୍‌ଘା ପରିଦର୍ଶନ କରିଥିଲେ। ଅକ୍ଷୟ କୁମାରଙ୍କ…

ସିରିଜ୍‌ ହାରିବା ପରେ ବି ୱାନ୍‌ଡେରେ କମାଲ୍‌ କରିଛନ୍ତି ରୋହିତ୍‌, ଏହି ଲିଷ୍ଟ୍‌ରେ ସବୁଠାରୁ ଆଗରେ…

ନୂଆଦିଲ୍ଲୀ, ୦୮।୦୮: ଶ୍ରୀଲଙ୍କାରେ ଖେଳାଯାଇଥିବା ୱାନ୍‌ଡେ ସିରିଜ୍‌ରେ ଭାରତର ଶୋଚନୀୟ ପରାଜୟ ହୋଇଛି । ଶ୍ରୀଲଙ୍କା ଏହି ସିରିଜ୍‌କୁ ୨-୦ ରେ ପୋଛି ନେଇଛି । ପ୍ରଥମ ମ୍ୟାଚ୍‌ ଟାଇ ରହିଥିବା ବେଳେ ଦ଼୍ବିତୀୟ ମ୍ୟାଚ୍‌ ୩୨ ରନ୍‌ରେ ଏବଂ ତୃତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri