ଜମ୍ମୁକଶ୍ମୀରରେ ଭୂକମ୍ପ: ଘରୁ ଦୌଡ଼ି ଆସିଲେ ଲୋକେ
ଜମ୍ମୁକଶ୍ମୀର,୨୦।୮: ଜମ୍ମୁକଶ୍ମୀରରେ ମଙ୍ଗଳବାର ସକାଳେ ଲଗାତାର ଗୋଟିଏ ପରେ ଗୋଟିଏ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଛି। ବାରାମୁଲ୍ଲା ଏବଂ କୁପୱାରାରେ ଏହି ଭୂମିକମ୍ପ ଝଟକା ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୯ ଏବଂ ୪.୮ ରହିଥିଲା। ଏନେଇ ଜାତୀୟ ଭୂକମ୍ପ…
୨୧ ଅଗଷ୍ଟରେ ଭାରତ ବନ୍ଦ ଡାକରା, ଜାଣନ୍ତୁ କଣ ରହିବ ବନ୍ଦ ଏବଂ କଣ ରହିବ ଖୋଲା
ନୂଆଦିଲ୍ଲୀ, ୨୦।୦୮: ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ କ୍ରିମି ଲେୟାର ଲାଗୁ କରିବା ନେଇ ସୁପ୍ରିମ୍କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ନିଷ୍ପତ୍ତିକୁ ବିରୋଧକରି ଆରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି ୨୧ ଅଗଷ୍ଟ ଅର୍ଥାତ କାଲି ଭାରତ ବନ୍ଦ ଡାକରା…
ସୁଭଦ୍ରା ଯୋଜନା ଏସ୍ଓପିକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ, ବାହିନୀପତି କହିଲେ…
ଭୁବନେଶ୍ୱର,୨୦।୮(ଅନିଲଦାସ): ଅଗଷ୍ଟ ୧୫ ତାରିଖ ସୁଦ୍ଧା ‘ସୁଭଦ୍ରା’ ଯୋଜନାର ଏସ୍ଓପି ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସ୍ବାଧୀନତା ଦିବସ ଯାଇ ରାଖୀ ଆସିଲାଣି। ହେଲେ ‘ସୁଭଦ୍ରା’ ଯୋଜନାର ଏସ୍ଓପି ଆସିଲା ନାହିଁ। କୁଆଡ଼େ ଗଲା ‘ସୁଭଦ୍ରା’…
୧ କୋଟି ସଦସ୍ୟ ସଂଗ୍ରହ କରିବ ଭାଜପା: ମନମୋହନ
ଭୁବନେଶ୍ୱର,୨୦।୮(ଅନିଲଦାସ): ଭାଜପା ସେପ୍ଟେମ୍ବର ୧ ତାରିଖରୁ ରାଷ୍ଟ୍ରୀୟ ସ୍ତରରେ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବ। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ସଦସ୍ୟତା ଗ୍ରହଣ କରିବା ପରେ ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଆରମ୍ଭ ହେବ। ଓଡ଼ିଶାରେ ୧…
ବିଜେଡି ଛାଡ଼ିଥିଲେ : ଏବେ ଫେରାଇ ଆଣିବାକୁ…
ବରୀ,୨୦।୮(ମହେନ୍ଦ୍ର ସ୍ବାଇଁ): ବରୀ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ ପଞ୍ଚାୟତ ନିର୍ବାଚନରେ ତତ୍କାଳୀନ ବିଧାୟିକା ସୁନନ୍ଦା ଦାସ ଓ ବିଶ୍ୱରଞ୍ଜନ ମଲିକ ବିଜେଡିରେ ଥିଲେ ବି ସମାନ୍ତରଳ ଭାବେ ନିଜର ପ୍ରାର୍ଥୀ ଦେଇଥିଲେ। ମାତ୍ର ମଲିକଙ୍କ ସାଙ୍ଗଠନିକ ଦକ୍ଷତା ଯୋଗୁ…
ଘରକୁ ପୋକ ଆସୁଛନ୍ତି କି? ଜାଣନ୍ତୁ କେମିତି ଦୂରକରିବେ ଏହି ସମସ୍ୟା
ବର୍ଷାଦିନେ ସାଧାରଣତଃ କୀଟପତଙ୍ଗଙ୍କ ସଂଖ୍ୟା ବହୁ ଅଧିକ ହୋଇଯାଇଥାଏ। ତେବେ ଘର ଭିତରେ ଏମାନଙ୍କ ପ୍ରବେଶ ରୋକିବାକୁ ଚାହୁଁଥିଲେ ଜାଣିରଖନ୍ତୁ କିଛି ଘରୋଇ ଉପାୟ। କୀଟପତଙ୍ଗଙ୍କ ପ୍ରବେଶ ବନ୍ଦ କରିବାକୁ ଚାହୁଁଥିଲେ କର୍ପୂର ଜଳାଇ ରଖନ୍ତୁ। କର୍ପୂର ଗନ୍ଧରେ କୀଟପତଙ୍ଗମାନେ ରହି…
ଆଇପିଏଲ ୨୦୨୩ ବିସିସିଆଇକୁ କଲା ମାଲାମାଲ, ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା
ନୂଆଦିଲ୍ଲୀ,୨୦।୮: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଭାରତୀୟ କ୍ରିକେଟ ପାଇଁ ଏକ ବଡ଼ ବରଦାନ ସଦୃଶ। ଆଇପିଏଲରୁ ବିସିସିଆଇକୁ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ହେବାକୁ ସାହାଯ୍ୟ ମିଳିଛି। ୧୯୮୩ରେ ବିସିସିଆଇର ବିଶ୍ୱକପ ବିଜେତା ଦଳକୁ ଦେବାକୁ ଟଙ୍କା ମଧ୍ୟ…
ଦିଗବିଜୟ ସିଂ କରୋନା ପଜିଟିଭ
ଭୋପାଳ,୨୦।୮: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ଦେଇଛନ୍ତି। ରାଜ୍ୟ ସଭା ଏମପି ଶ୍ରୀ…
ବାଂଲାଦେଶୀଙ୍କୁ ବିତାଡ଼ିତ କରିବାକୁ…
ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରୁ ରୋହିଙ୍ଗ୍ୟା ବାଂଲାଦେଶୀଙ୍କୁ ବିତାଡ଼ିତ କରିବାକୁ ସ୍ଥାନୀୟ ଜଏଣ୍ଟ ଆକ୍ସନ କମିଟି ଦାବି କରିଛି। ଏହି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ କମିଟି ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ରରେ…
ସଂରକ୍ଷିତ ହେବ ‘ରାମୁ’ ହାତୀର କଙ୍କାଳ
ଭୁବନେଶ୍ୱର, ୨୦।୮(ଅସମାପିକା ସାହୁ)- ଚନ୍ଦକା-ଡମପଡା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ସୋମବାର ବିଦ୍ୟୁତ ତାର ଆଘାତ ମୃତ୍ୟୁ ଘଟିଥିବା ‘ରାମୁ’ ହାତୀ କଙ୍କାଳକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରାଯିବ। ତାହାକୁ ଚନ୍ଦକା ସ୍ଥିତ ଗୋଡ଼ିବାରୀଠାରେ ଦର୍ଶକଙ୍କ ପାଇଁ ରଖାଯିବ। ଏନେଇ ଖୋର୍ଦ୍ଧା…
ଆଳୁ ପରେ ପରେ ଗ୍ରାହକଙ୍କୁ ପିଆଜ ଚିନ୍ତା, ହୁ ହୁ ହୋଇ ବଢୁଛି ଦର
ଭୁବନେଶ୍ୱର, ୨୦।୮: ଆଳୁ ପରେ ପରେ ଗ୍ରାହକଙ୍କୁ ଏବେ ଆଉ ଏକ ଝଟକା। ଆଳୁ ଦର କମୁନଥିବା ବେଳେ ଏବେ ପିଆଜ ରେଟ ହୁ ହୁ ହୋଇ ବଢିବାରେ ଲାଗିଛି। ପିଆଜ କିଲୋ ପିଛା ୫୦ ଟଙ୍କା ଛୁଇଁଲାଣି। ଫଳରେ ଗ୍ରାହକଙ୍କ…
ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ଯୋଗୁ ୧୨ ଜଣଙ୍କର ହେଲାଣି ମୃତ୍ୟୁ, ପପୁ ଯାଦବଙ୍କ ବିବାଦୀୟ ବୟାନ
ପାଟନା,୨୦।୮: କୋଲକାତା ଡାକ୍ତର ହତ୍ୟା ମାମଲା ବିରୋଧରେ ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ସେମାନଙ୍କ ସହକର୍ମୀଙ୍କୁ ନ୍ୟାୟ ଦୋବକୁ ଏବଂ ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଗତ ୮ ଦିନ ଧରି ସାରା ଦେଶରେ ଡାକ୍ତରମାନେ ବିରୋଧ ପ୍ରଦର୍ଶନ…
Archives


