ଅଭିଯୁକ୍ତ ସଞ୍ଜୟଙ୍କ ଭଉଣୀ ଦେଲେ ବଡ଼ ବୟାନ, ଯଦି ସେ ଭୁଲ କରିଛନ୍ତି…
କୋଲକାତା,୨୪।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ନିର୍ଦ୍ଦୟ ବଳାତ୍କାର ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ସିବିଆଇ କଡା ନଜର ରଖିଛି। ଆଜି ତାଙ୍କର ପଲିଗ୍ରାଫ ଟେଷ୍ଟ ହେଉଛି। ତେବେ ଏସବୁ…
ଲ୍ୟାମ୍ପସ ଏମ୍ଡିଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା
ଜମନକିରା,୨୪ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଫାସିମାଲ ଲ୍ୟାମ୍ପସ ଏମ୍ଡି ହରେକୃଷ୍ଣ ରାଉତ (୪୦)ଙ୍କୁ ଗାଳିଗୁଲଜ କରି ମାଡ଼ ମାରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବିଞ୍ଜିପାଲି ଗାଁର ସଞ୍ଜୟ ପଟେଲ (୪୫)। ଶନିବାର…
କାହିଁକି ହୋଇଥିଲା ଶିଖର ଧାୱନଙ୍କ ଛାଡପତ୍ର? ଜଣାପଡିଲା ବଡ଼ କାରଣ
ନୂଆଦିଲ୍ଲୀ,୨୪।୮: ଶିଖର ଧାୱନ ଆଜି କ୍ରିକେଟରୁ ଅବସର ନେଇଛନ୍ତି। ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କ୍ରିକେଟ ଜଗତକୁ ବିଦାୟ ଦେଇଛନ୍ତି । ତାଙ୍କର ଅବସର ପ୍ରଶଂସକଙ୍କୁ ତାଜୁବ କରି ଦେଇଛି। ଧାୱନ ଦୀର୍ଘ ସମୟ ଧରି ଟିମ…
ମୋଦି, ଯୋଗୀଙ୍କୁ ପ୍ରଶଂସା କରିବାରୁ ସ୍ତ୍ରୀଙ୍କୁ ତିନି ତଲାକ୍ ଦେଲେ ସ୍ବାମୀ
ବହରାଇଚ,୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବା ଉତ୍ତରପ୍ରଦେଶ ବହରାଇଚ ଜିଲା ମହୋଲ୍ଲା ସରାୟରେ ରହୁଥିବା ମରିୟମ ନାମ୍ନୀ ଜଣେ ମୁସଲମାନ ମହିଳାଙ୍କୁ ଭାରି ପଡ଼ିଛି। ମରିୟମଙ୍କ ଉପରେ ତାଙ୍କ ସ୍ବାମୀ ଅର୍ସଦ ଗରମ…
ଡିଅର ପ୍ରଫେସର ଘୋଷ…ଆରଜିକର ପୂର୍ବ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମମତା! ଭାଇରାଲ ହେଉଛି ଚିଠି
କୋଲକାତା,୨୪।୮: କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଦ୍ୱନ୍ଦ୍ୱରୁ ପରଦା ହଟୁଛି। ସିବିଆଇ ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି। ଏହି ସମୟରେ, ସିଏମ ମମତା ବାନାର୍ଜୀଙ୍କର ଏକ ସ୍ବତନ୍ତ୍ର ଚିଠି ଭାଇରାଲ…
ବଡ଼ ଧରଣର ଅବକାରୀ ଚଢାଉ
ମୋରଡ଼ା,୨୪।୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଅବକାରୀ ବିଭାଗ ଶନିବାର ବିଭିନ୍ନ ଗାଁରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ଜବତ କରି ନଷ୍ଟ କରିଛି l ମୋରଡ଼ା ଅବକାରୀ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ସୂଚନା ଅନୁଯାୟୀ, ମୋରଡ଼ା ଅବକାରୀ…
ସଞ୍ଜୟଙ୍କ ମନରେ ନାହିଁ ପଶ୍ଚାତାପ: ଜେଲ୍ର କାଳକୋଠରୀ ଭିତରେ ହସୁଛନ୍ତି ରାକ୍ଷାସ ହସ
କୋଲକାତା,୨୪।୮: କୋଲକାତାର ଆରଜି କର ମେଡିକାଲ କଲେଜର ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଚରିତ୍ର ପଦାରେ ପଡ଼ିଲାଣି ସିବିଆଇ ଅଧିକାରୀଙ୍କ କହିବା ଅନୁସାରେ, ସଞ୍ଜୟ ଜଣେ ବିକୃତ ମାନସିକତାର ବ୍ୟକ୍ତି ।…
ମୋଦିଙ୍କ ଗସ୍ତର ୨୪ଘଣ୍ଟା ମଧ୍ୟରେ ଆସିଲା ଖବର, ଋଷିଆ-ୟୁକ୍ରେନ ମଧ୍ୟରେ ବଡ଼ ବୁଝାମଣା
କିଭ୍/ମସ୍କୋ,୨୪।୮: ଋଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ ଖବର ସାମ୍ନାକୁ ଆସୁଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁକ୍ରେନ ଗସ୍ତର ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ଦୁଇ ଦେଶ ଏକ ବଡ଼ ବୁଝାମଣା କରିଛନ୍ତି । ଏହି ଚୁକ୍ତି ପରେ…
ଝିରିପାଣିରେ ଝାଡ଼ାବାନ୍ତି ଆତଙ୍କ: ୩ ଦିନରେ ୪ ମୃତ, ଶତାଧିକ ଆକ୍ରାନ୍ତ
ବାଲିଗୁଡ଼ା,୨୪।୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ପ୍ରାୟ ସପ୍ତାହ ହେଲା ଝାଡାବାନ୍ତି ଲାଗି ରହିଛି। ବର୍ତ୍ତମାନ ଏହା ବ୍ୟାପକ ରୂପ ନେଇ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। । ବର୍ତ୍ତମାନ ୩ ଦିନ…
ଜେଲେନସ୍କିଙ୍କ କାନ୍ଧରେ ହାତ ରଖି ମୋଦି କରିଦେଲେ ବଡ଼ ଘୋଷଣା! କାବା ହୋଇଗଲା ଋଷିଆ-ଆମେରିକା
କିଭ୍,୨୪।୮: ୟୁକ୍ରେନ ଏବଂ ପୋଲାଣ୍ଡ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ସବୁଠାରୁ ବଡ଼ କଥା ହେଉଛି ଋଷିଆର ଦୁଇଟି ଶତ୍ରୁ ଦେଶକୁ ଏକକାଳୀନ ଗସ୍ତ କରି ମୋଦି…
ବଢୁଛି ଜଳସ୍ତର: ହୀରାକୁଦ ଡ୍ୟାମ୍ର ଆଉ ୮ ଗେଟ୍ ଖୋଲିଲା
ସମ୍ବଲପୁର,୪।୮: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍ ଜଳସ୍ତର ବଢିବାରେ ଲାଗିଛି। ଫଳରେ ଶନିବାର ହୀରାକୁଦ ଡ୍ୟାମ୍ର ଆଉ ୮ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ଡ୍ୟାମ୍ର ୧୪ଟି ଗେଟ୍ରୁ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଏନେଇ ତଳିଆ ଅଞ୍ଚଳର ଲୋକଙ୍କୁ…
ଘୋଷଣା ହେଉ ହେଉ ଜମ୍ମୁ କଶ୍ମୀରରେ ଭାଙ୍ଗିଯିବ କି ମେଣ୍ଟ! ତେଜିଲା ବିବାଦ
ଶ୍ରୀନଗର,୨୪।୮: ଜମ୍ମୁ କଶ୍ମୀର ଗସ୍ତରେ ଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନ୍ୟାଶନାଲ ପ୍ରୋଗେସିଭ ଏବଂ କଂଗ୍ରେସ ମେଣ୍ଟ କରିବା ନେଇ ବଡ଼ ଘୋଷଣା କରିଥିଲେ। ତେବେ ଘୋଷଣା କରିବାର ୨ଦିନ ନ ଜାଉଣୁ ଏନସି ମଧ୍ୟରେ ଦଳୀୟ କନ୍ଦଳ ଦେଖା…
Archives


