Posted inଜାତୀୟ

ସାମ୍ନାକୁ ଆସିଲା ସୁନ୍ଦରୀ ସ୍ବାଧୀ ହର୍ଷାଙ୍କ ସତ! ଏହି କାମ କରି ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୧୫।୧: ମହାକୁମ୍ଭ ୨୦୨୫ରେ କୋଟି କୋଟି ଭକ୍ତଙ୍କ ଭିଡ଼ରେ, ବାବା ଓ ନାଗାସାଧୁଙ୍କ ମଧ୍ୟରେ ଯିଏ ଅଧିକ ଭାଇରାଲ ହେଛନ୍ତି ସେ ହେଲେ ସ୍ବାଧୀ ହର୍ଷାରିଚାରିଆ। ମହାକୁମ୍ଭରେ ପହଞ୍ଚିବା ପରେ ସୁନ୍ଦରୀ ହର୍ଷାଙ୍କ ଲୁକ ବହୁତ ପସନ୍ଦ କରାଯାଉଛି, ଏହି କାରଣରୁ ସୋସିଆଲ ମିଡିଆରେ ତାଙ୍କ ଫଲୋଅର୍ସ ମିଲିୟନରେ ବୃଦ୍ଧି ପାଇଛି। ହର୍ଷା ସାଧ୍ୱୀଙ୍କ ପୋଷାକ ପିନ୍ଧି, କପାଳରେ ତିଳକ ପିନ୍ଧି ଏବଂ ଫୁଲର ମାଳ ପିନ୍ଧି ରଥ ଉପରେ ଚଢ଼ି ମହାକୁମ୍ଭରେ ପହଞ୍ଚିଛନ୍ତି। ତେବେ ତାଙ୍କ ସୋସିଆଲ ମିଡିଆ ବାୟୋ ଅନୁସାରେ ସେ ଜଣେ ସମାଜସେବୀ ଓ ଇନଫ୍ଲୁଏନସର ହୋଇଥିବାବେଳେ ବର୍ତ୍ତମାନ ସେ ସ୍ବାଧୀ ବେଶ ଧରି କୁମ୍ଭମେଳାରେ ପହଞ୍ଚିଛନ୍ତି। କିନ୍ତୁ ନିଜକୁ ସ୍ବାଧୀ ଆଖ୍ୟା ଦେବାକୁ ମନା କରିଦେଇଛନ୍ତି।

ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ସୁନ୍ଦରୀ ସ୍ବାଧୀଙ୍କ ପଛର ସତ। ଆଉ ସେ କେତେ ଟଙ୍କା ରୋଜଗାର କରୁଛନ୍ତି। ହର୍ଷା ୨ବର୍ଷ ହେଲା ସ୍ବାଧୀଙ୍କ ଜୀବନ ଅତିବାହିତ କରୁଛନ୍ତି। ତାଙ୍କ ସୋସିଆଲ ମିଡିଆ ବାୟୋ ଅନୁସାରେ ସେ ଜଣେ ସମାଜସେବୀ ଓ ଇନଫ୍ଲୁଏନସର ହୋଇଥିବାବେଳେ ବର୍ତ୍ତମାନ ସେ ସ୍ବାଧୀ ବେଶ ଧରି କୁମ୍ଭମେଳାରେ ପହଞ୍ଚିଛନ୍ତି। ତେବେ ଏହା କେତେ ସତ ଏନେଇ ସେ ନିଜେ ଖୁଲାସା କରିଛନ୍ତି। ସେ କହିଛନ୍ତି, ମୁଁ କେଉଁଠି ବି କହିନି କି ମୁଁ ପିଲାଟିବେଳୁ ସ୍ବାଧୀ ହୋଇଛି କିମ୍ବା ଏବେ ବି ମୁଁ ସ୍ବାଧୀ ନୁହେଁ। ମୁଁ କେବଳ ଦୀକ୍ଷା ନେଇଛି। ଅଭିନୟ, ଆଙ୍କରିଂ ଓ ମଡେଲିଂ ଫିଲ୍ଡରୁ ଏହି ଫିଲ୍ଡକୁ ଆସିଛି ତେବେ ଏଥିରେ ଖରାପ କ’ଣ? ଯିଏ ହେଲେ ବି ନିଜ ଭାଗ୍ୟ ଅନୁସାରେ ଯେକୌଣସି ସ୍ଥାନକୁ ବି ଆସିପାରିବ।

ତେବେ ହର୍ଷାଙ୍କ ରୋଜଗାର ବିଷୟରେ କହିଲେ ସେ ଡେଷ୍ଟିନେଶନ ଓ୍ବେଡିଂ, ଇନଷ୍ଟାଗ୍ରାମ ଓ ଆଙ୍କରିଂ ଜରିଆରେ ରୋଜଗାର କରୁଛନ୍ତି। ମିଡିଆ ରିପୋର୍ଟସ ଅନୁସାରେ, ତାଙ୍କ ପାଖରେ ୪କୋଟି ଟଙ୍କାର ସମ୍ପତ୍ତି ରହିଛି। ହର୍ଷାଙ୍କୁ ବହୁ ଆଧ୍ୟାତ୍ମିକ ଭିଡିଓରେ ମଧ୍ୟ ଦେଖାଯାଇଛି, ଯାହା ପାଇଁ ସେ ଲକ୍ଷାଧିକ ଟଙ୍କା ଚାର୍ଜ ନିଅନ୍ତି। ହର୍ଷାଙ୍କ ଇନଷ୍ଟାଙ୍କ ୧ମିଲିଅନ ଫର୍ଲୋସ ଅଛନ୍ତି। ଏହାକୁ ଦେଖିଲେ ଜଣାପଡୁଛି ଯେ ସେ ଏଥିରେ ବିପୁଳ ପରିମାଣରେ ରୋଜଗାର କରୁଛନ୍ତି। କହିରଖୁଛୁ କି, ରିଚାରିଆ ଆଇଫୋନ ୧୬ ସିରିଜର ନୂଆ ମଡେଲ, ଆଇଫୋନ ୧୬ ପ୍ରୋ କିମ୍ବା ଆଇଫୋନ ୧୬ ପ୍ରୋ ମ୍ୟାକ୍ସ ବ୍ୟବହାର କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ଆଜି ୨ ଶକ୍ତିଶାଳୀ ଗ୍ରହଙ୍କ ଗୋଚର; ୫ ରାଶି ହଠାତ୍‌ ବନିଯିବେ ଧନୀ!

ଗୁରୁବାର ୬ ଅଗଷ୍ଟ ୨୦୨୬ ଦିନଟି ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଟେ।…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

ଟି-୨୦ର ନୂଆ ‘ରେକର୍ଡ କିଙ୍ଗ୍‌’ ହେବେ ବୈଭବ ସୂର୍ଯ୍ୟବଂଶୀ! ଖେଳାଳିଙ୍କ ବିସ୍ଫୋରକ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ, ୬।୮: ଜୋସ ବଟଲର ଟି-୨୦ କ୍ରିକେଟ ଇତିହାସର ସବୁଠାରୁ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ୱେଲ୍ସ ଫାୟାର ବିପକ୍ଷ ମ୍ୟାଚରେ ମାଞ୍ଚେଷ୍ଟର ସୁପର ଜାୟାଣ୍ଟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri