Posted inଫୁରସତ

ଭାରତର ଏଭଳି ଭାଷା, ଯାହାକୁ ସିଧା କି ଓଲଟା ପଢ଼ିଲେ ବଦଳେ ନାହିଁ ନାମ; ଜାଣନ୍ତୁ…

ଭାରତ ଏହାର ଧର୍ମ, ସଂସ୍କୃତି ଏବଂ ଭାଷାକୁ ନେଇ ପରିଚିତ। ହେଲେ କେବଳ ଗୋଟିଏ ଭାଷା ଏଭଳି ରହିଛି ଯାହାକୁ ଓଲଟା ପଢ଼ କିମ୍ବା ସିଧା ଏହାର ନାମ ବଦଳି ନ ଥାଏ। ଏହା ୫ ଅକ୍ଷର ବିଶିଷ୍ଟ। ଏହାକୁ ଆଗରୁ ପଢ଼ନ୍ତୁ ନଚେତ ପଛରୁ , ଏହାର ନାମ ବଦଳି ନ ଥାଏ, ଅର୍ଥାତ ଉଚ୍ଚାରଣ ବଦଳି ନ ଥାଏ। କୁହନ୍ତୁ ତ…

ଚାଲନ୍ତୁ ଆମେ ଆପଣଙ୍କୁ ଏହାର ଉତ୍ତର କ’ଣ କହିଦେଉଛୁ। ଏହାର ଉତ୍ତର ହେଉଛି ‘ମଲୟାଲମ’। ତାମିଲ ଭଳି ମଲୟାଲମକୁ ମଧ୍ୟ ଭାରତରେ ଶାସ୍ତ୍ରୀୟ ଭାଷା ଭାବେ ବ୍ୟବହାର କରାଯାଏ।

ଏହା ଭାରତର କେରଳ ରାଜ୍ୟରେ କୁହାଯାଉଥିବା ପ୍ରମୁଖ ଭାଷା। ଏହା ଦ୍ରାବିଡ ଭାଷାରୁ ଆସିଛି। କେରଳ ବ୍ୟତିତ ତାମିଲନାଡ଼ୁର କନ୍ୟାକୁମାରୀ ତଥା ଉତ୍ତରରେ କର୍ନାଟକର ଦକ୍ଷିଣ କର୍ନଡ ଜିଲା, ଲାକ୍ଷାଦ୍ୱିପରେ ଏହି ଭାଷାକୁ କୁହାଯାଇଥାଏ।

ମଲୟାଲମ ଦୁଇଟି ଶବ୍ଦରୁ ସୃଷ୍ଟ, ଯାହାର ଅର୍ଥ ମାଲା(ପର୍ବତ) ଏବଂ ଆଲମ୍‌(ସ୍ଥାନ)।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ବ୍ୟବହାର ଯେତିକି କ୍ଷତିକାରକ ଏହାର ବାସ୍ତବତା ତା’ଠାରୁ ବି ଭୟଙ୍କର, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗଞ୍ଜେଇ ନାଁ ପ୍ରାୟ ସମସ୍ତେ ଊଣା ଅଧିକେ ଜାଣିଥିବେ। ଏହା ଏକ ନିଶାଦ୍ରବ୍ୟ ଏବଂ ପ୍ରଭୁ ମହାଦେବଙ୍କ ପୂଜାରେ ଲାଗେ ବୋଲି ସମସ୍ତେ ଜାଣନ୍ତି। ମାତ୍ର...

ନିଜର ସୌକ ପୂରା କରିବାକୁ ମା’ଙ୍କ କୋଟିଏ ଟଙ୍କାର ସୁନାଗହଣାକୁ ଏତିକି ଟଙ୍କାରେ ବିକିଦେଲେ ଝିଅ, ଜାଣିଲେ…

ଆଜିର ସମୟରେ ପିଲାମାନେ ବଡ଼ ହେଉଥିବାରୁ ସମୟ ବିତିବା ସହିତ ସେମାନଙ୍କ ଲାଳନପାଳନ ଏବଂ ବ୍ୟକ୍ତିତ୍ୱ ବିକାଶ ସମ୍ପର୍କରେ ମାତାପିତାଙ୍କ ସମ୍ମୁଖରେ ପ୍ରଶ୍ନ ଉଠାଯାଉଛି। ପିଲାଟିର...

ଅଳିଆ ବିକି ମାସିକ ୯ ଲକ୍ଷ ରୋଜଗାର

ଡଲାସ: ଆମେରିକାର ଟେକ୍ସାସ ବାସିନ୍ଦା ଏଲା ରୋଜ୍‌(୨୩) ଗତ ୧୦ ବର୍ଷ ହେଲା ଅଳିଆ ଗଦା ମଧ୍ୟରୁ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଏବଂ ଜିନିଷ ଖୋଜିବା...

ଅପରେଶନ ଥିଏଟରରେ ଡାକ୍ତର କାହିଁକି ପିନ୍ଧିଥାନ୍ତି ସବୁଜ ରଙ୍ଗର ପୋଷାକ? ଜାଣି ନିଅନ୍ତୁ…

ଅପରେଶନ ସମୟରେ ଡାକ୍ତରମାନେ ପ୍ରାୟତଃ ସବୁଜ ରଙ୍ଗର ପୋଷାକ ପିନ୍ଧିଥାନ୍ତି। ହେଲେ ଏହା ପଛରେ କାରଣ କ’ଣ ଜାଣନ୍ତି କି? ଆଜି ଆମେ ଆପଣଙ୍କୁ ସେ...

Viral Video: ବଧୂଙ୍କ ପରେ ଶାଳିମାନଙ୍କ ମଥାରେ ସିନ୍ଦୂର ଭରିବାକୁ ଲାଗିଲେ ବର, ପରେ ଯାହା ହେଲା ଦେଖିଲେ…

ଆଜିକାଲି ଚାଲିଛି ବିବାହ ଋତୁ। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଘୁରିବୁଲୁଛି। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ଚକିତ କରୁଛି।...

ହାତରୁ କାହିଁକି ଶୀଘ୍ର ଲିଭେନି ନିର୍ବାଚନୀ ସ୍ୟାହି: ପଛରେ ରହିଛି ବଡ଼ କାରଣ

ନୂଆଦିଲ୍ଲୀ,୫।୨: ଆଜି ସକାଳ ୭ଟାରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ମତଦାନ ଆରମ୍ଭ ହୋଇଛି। ଦିଲ୍ଲୀର ସମସ୍ତ ୭୦ଟି ଆସନରେ ମୋଟ ୧.୫୬ କୋଟି...

Video Viral: ରାହୁଲ ଦ୍ରାବିଡଙ୍କ କାର୍‌କୁ ଧକ୍କା ଦେଲା ଅଟୋ, ମଝି ରାସ୍ତାରେ ଯାହା ଘଟିଲା…

ନୂଆଦିଲ୍ଲୀ,୫।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ବହୁତ ଶାନ୍ତ ସ୍ବଭାବର ବୋଲି ବିବେଚନା କରାଯାଏ। ଏହି ଦକ୍ଷ ବ୍ୟକ୍ତିଙ୍କ ଏକ ଭିଡିଓ...

ମତଦାନବେଳେ ଇଭିଏମ୍‌ରୁ ଉଡିଯାଇପାରେ କି ଡାଟା: କ’ଣ ରହିଛି ବ୍ୟାକ୍‌ଅପ୍‌ ପ୍ଲାନ୍‌, ସମ୍ପୂର୍ଣ୍ଣ ତଥ୍ୟ ଜାଣନ୍ତୁ

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ମତଦାନ ଚାଲିଛି। ଦିଲ୍ଲୀ ନିର୍ବାଚନରେ ଭୋଟରମାନେ ଇଭିଏମ ଜରିଆରେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଯେହେତୁ ଇଭିଏମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri