Home Left

ବାଳିକା ହଷ୍ଟେଲ ଓ୍ବାଶରୁମରେ କ୍ୟାମେରା, ଅଭିଯୁକ୍ତଙ୍କ ଲ୍ୟାପଟପରେ ୩୦୦ରୁ ଅଧିକ ଭିଡିଓ

ଅଭରାବତୀ,୩୦।୮: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାର ଏକ ଇଞ୍ଜିନିୟରିଂ କଲେଜର ବାଳିକା ହଷ୍ଟେଲର ୱାଶରୁମରେ ଲୁଚି ରହିଥିବା କ୍ୟାମେରା ମିଳିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଏହା ପରେ ଛାତ୍ରୀମାନେ ହଙ୍ଗାମା କରିଥିଲେ। ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାର…

୩ଦିନ ତଳେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଜିଲାପରିଷଦ ସଭ୍ୟା:  ଆଉ ଏବେ ବାନ୍ଧିଲା…

ମାଲକାନଗିରି,୩୦।୮: କାର୍ତ୍ତିକ ପାଣ୍ଡିଆନଙ୍କ ନାଁ ନେଇ ଚାକିରି କରାଇ ଦେବା ନାଁରେ ଏକାଧିକ ଲୋକଙ୍କଠାରୁ ଠକେଇ ମାମଲାରେ ଯୋଡିହୋଇଥିବା ମାଲକାନଗିରି ମାଥିଲି ବ୍ଲକ ୩ ନମ୍ବର ଜୋନର ଜିଲାପରିଷଦ ସଭ୍ୟା ସସ୍ମିତା ମାଝିଙ୍କୁ ଶୁକ୍ରବାର  ଗିରଫ କରାଯାଇଛି।  ଜଗତସିଂହପୁରରୁ ପୋଲିସ  ସସ୍ମିତାଙ୍କୁ…

କୋଲକାତା କାଣ୍ଡ ଉପରେ ସୋସିଆଲ ମିଡିଆରେ କବିତା ଶେୟାର କରିବା ପାକିସ୍ତାନୀ ମହିଳା ବ୍ଲଗର୍‌ଙ୍କୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ ,୩୦।୮: କୋଲକାତା ବଳାତ୍କାର ମାମଲା ପରେ ପାକିସ୍ତାନୀ ମହିଳା ବ୍ଲଗର୍‌ ସୋସିଆଲ ମିଡିଆରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ବିଷୟରେ କବିତା ଲେଖିବା ମହଙ୍ଗା ପଡିଛି। ନିନ୍ଦା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ପାକିସ୍ତାନ ଦଖଲ କରିଥିବା କଶ୍ମୀର ପିଓକେରେ…

ପାଣିପାଗ ପରିବର୍ତ୍ତନର ଆଉ ଏକ ରୂପ, ଆମେରିକାରେ ଭିଷଣ ଗରମ, ଆଲର୍ଟ ଜାରି

ଲସ ଆଞ୍ଜେଲସ,୩୦।୮: ଚଳିତ ସପ୍ତାହରେ ପ୍ରବଳ ଉତ୍ତାପ ଯୋଗୁଁ ଆମେରିକାର ମଧ୍ୟ-ପଶ୍ଚିମ ରାଜ୍ୟଗୁଡିକରେ ରେକର୍ଡ ଭାଙ୍ଗିଛି ତାପମାତ୍ରା। ପ୍ରବଲ ଗରମକୁ ଦୃଷ୍ଟିରେ ରଖି ୬୦ ମିଲିୟନରୁ ଅଧିକ ଲୋକଙ୍କ ପାଇଁ ଆମେରିକାର ଜାତୀୟ ପାଣିପାଗ ସେବା ଏକ ସତର୍କ ସୂଚନା ଜାରି…

ସଚିନଙ୍କ ପୁଅ କଲେ କମାଲ୍‌:ଚୌକା-ଛକା ବର୍ଷା କରି…ଦେଖନ୍ତୁ ଭିଡିଓ

ମୁମ୍ବାଇ,୩୦।୮:କ୍ରିକେଟରେ ସଚିନ ତେନ୍ଦୁଲକରଙ୍କ କାରନାମା ବିଷୟରେ ସମସ୍ତେ ଅବଗତ। ତାଙ୍କ କ୍ୟାରିୟରରେ କେତେ ଥର ସେ ଚମତ୍କାର ଇନିଂସ ସହ ଦଳକୁ ବଞ୍ଚାଇଥିଲେ। ବର୍ତ୍ତମାନ ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ସମାନ ପଦାଙ୍କ ଅନୁସରଣ କରିଛନ୍ତି ଏବଂ ନିଜର ପ୍ରତିଭା…

ଶିନ୍ଦେ ଗୋଷ୍ଠୀ ନେତାଙ୍କ ବିବାଦୀୟ ବୟାନ, ଅଜିତ ପାଓ୍ବାରଙ୍କ ପାଖରେ ବସିଲେ ମୋତେ ବାନ୍ତି ଲାଗେ…

ମୁମ୍ବାଇ,୩୦।୮: ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ମହାରାଷ୍ଟ୍ର ରାଜନୀତି ସରଗରମ ରହିଛି। ମହାୟୁତି ବିଧାନସଭା ନିର୍ବାଚନକୁ ନେଇ ଅଣ୍ଟା ଭିଡିଥିବାବେଳେ ଅଜିତ ପାଓ୍ବାରଙ୍କ କିଛି ବୟାନ ଏବେ ମେଣ୍ଟର ମୁଣ୍ଡବିନ୍ଧାର କାରଣ ସାଜିଛି। ଅଜିତଙ୍କ ଦଳ ବିରୋଧୀ ବୟାନ ଏବେ ଭାଜପାର…

ମୁଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବହୁତ ଭଲ ପାଏ: ଖୋଲାଖୋଲି କହିଦେଲେ ଏହି ଅଭିନେତ୍ରୀ

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୂର୍ବତନ ସ୍ତ୍ରୀ ନତାଶା ଷ୍ଟାନକୋଭିକଙ୍କ ଜୁଲାଇରେ ଛାଡପତ୍ର ଦେଇଥିଲେ। ମାତ୍ର ଦେଢ଼ ମାସ ମଧ୍ୟରେ ତାଙ୍କ ନାମ ୩ ଅଭିନେତ୍ରୀଙ୍କ ସହ ଯୋଡି ହେଲାଣି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ…

ହୁରୁନ୍‌ ଇଣ୍ଡିଆ ରିଚ୍‌ ତାଲିକାରେ ଫାଲ୍‌କନ୍‌: ଏହି ର଼୍ୟାଙ୍କ୍‌ରେ ତାରାରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩୦।୮(ଅନୁରାଧା ମହାରଣା): ଫାଲ୍‌କନ୍‌ ମେରାଇନ୍‌ ଏକ୍ସପୋର୍ଟସ୍‌ର ତାରାରଞ୍ଜନ ପଟ୍ଟନାୟକ ହୁରୁନ୍‌ ଇଣ୍ଡିଆ ରିଚ୍‌ ତାଲିକା ୨୦୨୪ରେ ୫୪୦ତମ ସ୍ଥାନରେ ରହିଛନ୍ତି। ୪୯୦୦ କୋଟି ଟଙ୍କା ମୂଲ୍ୟ ସହ ର଼୍ୟାଙ୍କ୍‌ ହାସଲ କରିବାରେ ଫାଲ୍‌କନ୍‌ ସଫଳ ହୋଇଛି। ଫାଲ୍‌କନ୍‌ ଗ୍ରୁପ୍‌ ୪୦ ବର୍ଷ…

ତନିସ୍କର ନୂତନ ଶୋ’ରୁମ୍‌ ଉଦ୍‌ଘାଟିତ

ଭବାନୀପାଟଣା,୩୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବାହାଦୁର ବଗିଚାପଡ଼ା ହନୁମାନ ମନ୍ଦିର ସମ୍ମୁଖରେ ଗୁରୁବାର ଭାରତର ସର୍ବବୃହତ୍‌ ଅଳଙ୍କାର ରିଟେଲ ବ୍ରାଣ୍ଡ ତନିସ୍କର ନୂତନ ଶୋ’ରୁମ ଉଦ୍‌ଘାଟିତ ହୋଇଯାଇଛି। ତନିସ୍କର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ, ଟାଇଟାନ କମ୍ପାନୀ…

ନରାକାସ୍‌ ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି (ନରାକାସ୍‌/ବ୍ୟାଙ୍କ) ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ ଗୁରୁବାର ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ପ୍ରଧାନ କାର୍ଯ୍ୟାଳୟ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଦିନେଶ ପୃଥ୍ବୀ ଅଧ୍ୟକ୍ଷ…

ନାଲ୍‌କୋକୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌(ନାଲ୍‌କୋ)କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ପୁରସ୍କାର ମିଳିଛି। କ୍ରୀଡ଼ା ଏବଂ କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଯୋଗଦାନ ପାଇଁ ୨୦୨୩ ବର୍ଷ ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ନାଲ୍‌କୋକୁ ବିଜୁ ପଟ୍ଟନାୟକ…

ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର ଅଧ୍ୟକ୍ଷ ତଥା କୁରୁକ୍ଷେତ୍ର ସାଂସଦ ନବୀନ ଜିନ୍ଦଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଗୁରୁବାର ଲୋକସେବା ଭବନଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri