Home Left

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଲାଗିଲା ନିଆଁ

କୋରାପୁଟ,୩୦।୮(ଅମିତାଭ ବେହେରା ): କୋରପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ମାତୃ ଓ ଶିଶୁ ୟୁନିଟ ଏସଏନ୍‌ସିୟୁ ଗୃହରେ ଥିବା ପ୍ୟାନେଲ ବୋର୍ଡରେ ବିଦ୍ୟୁତ୍‌ ଶଟ୍‌ ସର୍କିଟ ଯୋଗୁ ନିଆଁ…

ସ୍ୱାମୀ-ସ୍ତ୍ରୀ ଭିନ୍ନ ଭିନ୍ନ ବିଭାଗରେ ଚାକିରି କରିଥିଲେ ଗୋଟିଏ ଜିଲାରେ ମିଳିବ କି ନିଯୁକ୍ତି ? ବିଧାନସଭାରେ ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର:୩୦।୮: ଓଡ଼ିଶାରେ ଉଭୟେ ସ୍ୱାମୀ ସ୍ତ୍ରୀ ସରକାରୀ ଚାକିରି କରୁଥିଲେ ସେମାନଙ୍କ ପାଇଁ ଖୁସି ଖବର। ଶୁକ୍ରବାର ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବଡ଼ କଥା କହିଛନ୍ତି। ସ୍ୱାମୀ ଓ ସ୍ତ୍ରୀ ୨ଜଣ ଭିନ୍ନ ଭିନ୍ନ ବିଭାଗରେ…

ଦେବେନ୍ଦ୍ର ଫଡନଭିସ ହେବେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ? ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୩୦।୮: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଗୁରୁବାର କହିଛନ୍ତି ଯେ ସେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ଖବର କେବଳ ଗୁଜବ ଏବଂ ଏଭଳି ଖବର ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ନାହିଁ, ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ…

ଓଲଟିଲା ସ୍କୁଲ ଭ୍ୟାନ: ୧୦ ଛାତ୍ରୀଛାତ୍ର ଆହତ

ଚାନ୍ଦବାଲି:୮।୩୦: ଭଦ୍ରକ ଜିଲା ଚାନ୍ଦବାଲି-ଭଦ୍ରକ ରାସ୍ତାର ନାଲୁଗୁଣ୍ଡା ନିକଟରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ସ୍କୁଲ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଛି। ଦୁର୍ଘଟଣାରେ ୧୦ଜଣ ଛାତ୍ରୀଛାତ୍ର ଆହତ ହୋଇଛି। ଆହତ ଛାତ୍ରୀଛାତ୍ରଙ୍କୁ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି…

ମହିଳାଙ୍କୁ ସମ୍ମାନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର:୩୦।୮: ମହିଳାଙ୍କୁ ସମ୍ମାନ ପାଇଁ ରାଜ୍ୟ ସରକାର ଶୁକ୍ରବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଏବଂ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କକ୍ଷ ପ୍ରତିଷ୍ଠା ହେବ। ଏ ନେଇ ସବୁ ଜିଲାପାଳ ଏବଂ ବିଭାଗକୁ…

ଗେରୁଆ ରଙ୍ଗରେ ରଙ୍ଗେଇ ହେଲେ ‘କୋହ୍ଲାନ ଟାଇଗର’ ଚମ୍ପାଇ ସୋରେନ, ଜାଣନ୍ତୁ କ’ଣ ରହିଛି ତାଙ୍କର ପରବର୍ତ୍ତି ଟାର୍ଗେଟ

ନୂଆଦିଲ୍ଲୀ,୩୦।୮: ଚମ୍ପାଇ ସୋରେନ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଭାଜପାର ହୋଇଯାଇଛନ୍ତି। ସରକାରୀ ଭାବେ ସେ ଶୁକ୍ରବାର ଭାଜପାରେ ଯୋଗ ଦେଇଛନ୍ତି। ବାବୁଲାଲ ମାରାଣ୍ଡି ଚମ୍ପାଇଙ୍କୁ ମାଳ ପିନ୍ଧାଇ ଭାଜପାରେ ସାମିଲ କରିଥିଲେ। ସୂଚନାଯୋଗ୍ୟ, ଶ୍ରମିକମାନଙ୍କ ସ୍ବାର୍ଥରେ କୋଲହାନ ଟାଇଗର ଚମ୍ପାଇ ସୋରେନ…

E-KYCକୁ ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ: ଏତିକି ଦିନ ଯାଏ ରହିଛି ଅପଡେଟ୍‌ କରିବାର ସମୟ, ଶୀଘ୍ର କରିନିଅନ୍ତୁ…

ଭୁବନେଶ୍ୱର,୩୦।୮: E-KYC ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ, ପର୍ଯ୍ୟାପ୍ତ ସମୟ ମିଳିବ। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶୁକ୍ରବାର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଚିନ୍ତା କରିବା ଆବଶ୍ୟକ ନାହିଁ, ସର୍ଭେ କେବଳ ମୃତ ଓ ଅଯୋଗ୍ୟଙ୍କ…

ଝିଅକୁ ବିବାହ କରିବାକୁ ଚାହୁଁଥିଲେ ବ୍ୟକ୍ତି, ଶେଷ ଲକ୍ଷ୍ୟ ଥିଲା ସ୍ତ୍ରୀଙ୍କୁ ହତ୍ୟା

ଓ୍ବାଶିଂଟନ,୩୦।୮: ଆମେରିକାର ଇଣ୍ଡିଆନାରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ସାବତ ଝିଇକୁ ବିବାହ କରିବାକୁ ଚାହୁଁଥିଲେ, ଏଥିପାଇଁ ସେ ତାଙ୍କ ସ୍ତ୍ରଙ୍କୁ ବିଷ ଦେଇ ହତ୍ୟା କରିବାକୁ ଚେଷ୍ଟା କରିଥିଲେ, କାରଣ ସେ…

ମୁଣ୍ଡ ନୁଆଁଇଁ କାହିଁକି କ୍ଷମା ମାଗିଲେ ମୋଦି

ସିନ୍ଧୁଦୁର୍ଗ,୩୦।୮: ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯେତେବେଳେ ଭାଜପା ମୋତେ ୨୦୧୩ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ନିଶ୍ଚିତ କରିଥିଲା, ସେତେବେଳେ ମୁଁ ରାୟଗଡ…

ପୋଲିଓ ଟିକାକରଣ ପାଇଁ ବନ୍ଦ ରହିବ ଯୁଦ୍ଧ

ଜେରୁଜେଲମ,୩୦।୮: ଇସ୍ରାଏଲ ଗାଜାର ଓ୍ବେଷ୍ଟ ବ୍ୟାଙ୍କରେ ଲଗାତାର ସାମରିକ ଅପରେସନ ଜାରି ରଖିଛି, ଦୁଇ ଦିନରେ ପ୍ରାୟ ୧୬ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି। ଏଥିମଧ୍ୟରେ ପାଲେଷ୍ଟାଇନ ଇସଲାମିକ ଜିହାଦର ସାମରିକ ଗୁପ୍ତଚର କମାଣ୍ଡରମାନଙ୍କ ମଧ୍ୟରୁ ଓସାମା ଗଦାଲ୍ଲା ସାମିଲ ରହିଥିଲେ।…

ଶେଖ ହାସିନା ଦେଶ ଛାଡି ଯିବା ପରେ ବାଂଲାଦେଶ ହେଲା ମାଲାମାଲ, ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ୟୁନୁସ ସରକାର

ଢାକା,୩୦।୮: ବାଂଲାଦେଶରେ ବ୍ୟାପକ ବିରୋଧ ପରେ ଶେଖ ହାସିନାଙ୍କୁ ଇସ୍ତଫା ଦେଇ ଦେଶ ଛାଡି ପଳାଇବାକୁ ପଡିଲା। ଏହା ପରେ ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେଲା। ୟୁନୁସ ସରକାର ଗଠନ ହେବା ମାତ୍ରେ ପଡୋଶୀ ଦେଶରେ ଯେପରି ଏକ…

କଙ୍ଗନାଙ୍କୁ ବଳାତ୍କାରରେ ଅନେକ ଅଭିଜ୍ଞତା ରହିଛି…ଶିମରନଞ୍ଜିତ ସିଂ ମାନଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୩୦।୮: ବଲିଉଡ ବିବାଦୀୟ ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରଣାଓ୍ବତ ସବୁବେଳେ ବିବାଦରେ ରହି ଆସୁଛନ୍ତି। ନିକଟରେ କୃଷକ ଆନ୍ଦୋଳନକୁ ନେଇ ଦେଇଥିବା ବୟାନକୁ ନେଇ ତାଙ୍କ ବିରୋଧରେ ବିବାଦ ତେଜିଛି। ସେ କହିଛନ୍ତି, କୃଷକ ଆନ୍ଦୋଳନ ଆଳରେ ହିଂସା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri