କଙ୍ଗନାଙ୍କୁ ବଳାତ୍କାରରେ ଅନେକ ଅଭିଜ୍ଞତା ରହିଛି…ଶିମରନଞ୍ଜିତ ସିଂ ମାନଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ,୩୦।୮: ବଲିଉଡ ବିବାଦୀୟ ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରଣାଓ୍ବତ ସବୁବେଳେ ବିବାଦରେ ରହି ଆସୁଛନ୍ତି। ନିକଟରେ କୃଷକ ଆନ୍ଦୋଳନକୁ ନେଇ ଦେଇଥିବା ବୟାନକୁ ନେଇ ତାଙ୍କ ବିରୋଧରେ ବିବାଦ ତେଜିଛି। ସେ କହିଛନ୍ତି, କୃଷକ ଆନ୍ଦୋଳନ ଆଳରେ ହିଂସା…
ବିଭିନ୍ନ ଦାବି ନେଇ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଉପଭୋକ୍ତା
ନିରାକାରପୁର,୩୦।୮(ମାନସ ଚନ୍ଦ୍ର ପଟ୍ଟନାୟକ ): ବିଭିନ୍ନ ଦାବି ନେଇ ୭/୮ ଟି ପଞ୍ଚାୟତର ସହ ସହ ଉପଭୋକ୍ତା ମାନେ ନିରାକାରପୁର ବିଦ୍ୟୁତ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମାନରେ ଆଜି ଧାରଣା ଦେଇଛନ୍ତି। ଧାରଣା କରି ଉପଭୋକ୍ତାମାନେ ଅଭିଯୋଗ କରୁଛନ୍ତି, ଟାଟା କମ୍ପାନୀ…
କୋରାପୁଟ ମେଡିକାଲ କଲେଜରେ ଲାଗିଲା ନିଆଁ
କୋରାପୁଟ,୩୦ା୮(ଅମିତାଭ ବେହେରା): କୋରାପୁଟ ମେଡିକାଲ କଲେଜରେ ଶୁକ୍ରବାର ଅପରାହ୍ନରେ ନିଆଁ ଲାଗିଯାଇଛି। ଫଳରେ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଚାଇଲ୍ଡ କେୟାର ୟୁନିଟ୍ରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ତେବେ ଶଟ୍ସର୍କିଟ୍ରୁ ଏହି ନିଆଁ ବ୍ୟାପିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ…
ମୋଦିଙ୍କୁ ପୁଣି ଚିଠି ଲେଖିଲେ ମମତା, ଭାଜପା କହିଲା ମମତା ଜଣେ…
କୋଲକାତା,୩୦।୮: କୋଲକାତା ବଳାତ୍କାର-ହତ୍ୟା ମାମଲାକୁ ନେଇ ଚାଲିଥିବା ବିରୋଧ ମଧ୍ୟରେ ଚିଠି ଉପରେ ରାଜନୀତି ଚାଲିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଚିଠି…
ମେଣ୍ଟରୁ ବାହାରିଯିବା ଭଲ… ଶିନ୍ଦେ ଗୋଷ୍ଠୀ ନେତାଙ୍କୁ କଡ଼ା ଜବାବ ଦେଲେଏନସିପି ନେତା
ମୁମ୍ବାଇ,୩୦।୮: ମହାରାଷ୍ଟ୍ରରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ଦଳ ସେମାନଙ୍କ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ, ମହାୟୁତି ସହଯୋଗୀ ଦଳର ନେତା ତାନାଜୀ ସାୱନ୍ତ ନିଜର ସହଯୋଗୀ ଅଜିତ ପାଓ୍ବାରଙ୍କ ଏନସିପି ଦଳ ଉପରେ କଡ଼ା ଆକ୍ରମଣ…
Z+ ସୁରକ୍ଷା ନେବାକୁ ମନା କଲେ ଶରଦ ପାଓ୍ବାର: CRPF ଅଧିକାରୀଙ୍କୁ ଫେରାଇ ଦେଲେ
ନୂଆଦିଲ୍ଲୀ,୩୦।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର) ମୁଖ୍ୟ ଶରଦ ପାୱାର Z+ ସୁରକ୍ଷା ନେବାକୁ ମନା କରି ଦେଇଛନ୍ତି। କେବଳ ଏତିକି ନୁହେଁ, ପାୱାର CRPF ଅଧିକାରୀଙ୍କୁ ଫେରାଇ ଦେଇଛନ୍ତି। ଶରଦ ପାୱାରଙ୍କୁ କେନ୍ଦ୍ର Z+ ସୁରକ୍ଷା ଦେଇଛି। ସେଣ୍ଟ୍ରାଲ…
ଚିଠିର କୌଣସି ଉତ୍ତର ନ ପାଇ ପୁଣି ମୋଦିଙ୍କୁ ପତ୍ର ଲେଖିଲେ ଦିଦି
କୋଲକାତା,୩୦।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ଉତ୍ତେଜନା ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ସେ ପ୍ରଥମେ…
ଅଫିସରେ ସହକର୍ମୀଙ୍କୁ ପ୍ରଭାବିତ କରିବାକୁ ଚାହୁଁଥିଲେ କେବେ ବି କରନ୍ତୁନି ଏହି ଭୁଲ୍, ନଚେତ୍…
ଯଦି ଆପଣ ଅଫିସରେ ଆପଣଙ୍କ ସହକର୍ମୀଙ୍କୁ ପସନ୍ଦ କରୁଛନ୍ତି ତେବେ ଏହି ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ଜାଣି ରଖନ୍ତୁ। ଅନେକ ଥର ଅଫିସ ସହକର୍ମୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବାବେଳେ ଲୋକେ ଅନେକ ଭୁଲ କରି ବସିଥାନ୍ତି। ଫଳରେ ପରେ…
ବିନା କଣ୍ଡମରେ ଯୌନ ସମ୍ପର୍କ ରଖିବାକୁ ନେଇ ଆସିଲା ବଡ଼ ଖବର: ଡବ୍ଲ୍ୟୁଏଚ୍ଓ ଦେଲା ଏହି ଚେତାବନୀ
ଜେନେଭା,୩୦।୮: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ନୂଆ ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଯୁବତୀଯୁବକମାନଙ୍କ ମଧ୍ୟରେ କଣ୍ଡମ ଏବଂ ଗର୍ଭନିରୋଧକ ଔଷଧର ବ୍ୟବହାର ହ୍ରାସ ପାଉଛି, ଯାହା ଚିନ୍ତାର ବିଷୟ ବୋଲି ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି। ଏହି ରିପୋର୍ଟରେ…
ଭାରତ ଯୋଡୋ ଯାତ୍ରା ପରେ ରାହୁଲଙ୍କ ଜାପାନି ଫର୍ମୁଲା
ନୂଆଦିଲ୍ଲୀ,୩୦।୮: ୨୦୨୪ ଲୋକ ସଭା ନିର୍ବାଚନରେ ନିଜର ରାଜନୈତିକ କ୍ୟାରିୟରର ଚମତ୍କାର ପ୍ରଦର୍ଶନ କରି କଂଗ୍ରେସର ସ୍ଥିତିକୁ ଦ୍ୱିଗୁଣିତ କରିଥିବା ରାହୁଲ ଗାନ୍ଧୀ ହରିୟାଣା ବିଧାନସଭା ନିର୍ବାଚନରେ ଏବଂ ଜମ୍ମୁ କଶ୍ମୀର ନିର୍ବାଚନରେ ଭାଜପାକୁ ପରାସ୍ତ କରିବାକୁ ଏକ ଦୃଢ ଯୋଜନା…
ହଠାତ୍ କଙ୍ଗନାଙ୍କ କୁଶ ପୁତ୍ତଳିକା ଧରି ଦୌଡିବାକୁ ଲାଗିଲା ପୋଲିସ, ପଛରେ…ଭିଡିଓ ଭାଇରାଲ
ଲକ୍ଷ୍ନୌ,୩୦।୮: କୃଷକ ଆନ୍ଦୋଳନ ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଇ ଭାଜପା ଏମପି ଏବେ ଅଡୁଆରେ। ଏମପି କଙ୍ଗନା ରଣାଓ୍ବତଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ରାଜନୈତିକ ପାରା ଏବେ ଉପରମୁହାଁ ହୋଇଛି। ସାରା ଦେଶରେ ଏହାକୁ କଡା ସମାଲୋଚନା କରାଯାଉଥିବାବେଳେ ଭାଜପା ଏଥିରୁ…
ଚମ୍ପାଇ ସୋରେନଙ୍କ ପାଇଁ କ’ଣ ଚମକିମ ଭାଜପାର ଭାଗ୍ୟ? ନିର୍ବାଚନରେ କେତେ ଲାଭଦାୟକ ହେବ ଜାଣନ୍ତୁ …
ରାଞ୍ଚି,୩୦।୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଶୁକ୍ରବାର ଭାଜପାରେ ଯୋଗଦେବାକୁ ଯାଉଛନ୍ତି। ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି ଚମ୍ପାଇ ସୋରେନ ଭାଜପାକୁ ଜେଏମଏମ ଏବଂ ଏହାର ସହଯୋଗୀଙ୍କୁ ଆଗାମୀ ରାଜ୍ୟ ନିର୍ବାଚନରେ ପରାସ୍ତ କରିବାରେ ସାହାଯ୍ୟ କରିବେ କି…
Archives


