ଖଣିରୁ ଟିକସ ଆଦାୟ କରିପାରିବନି ଓଡ଼ିଶା, ଖଣିମନ୍ତ୍ରୀଙ୍କ ବଡ଼ ସୂଚନା
ଭୁବନେଶ୍ୱର,୩।୯: ଖଣିରୁ ନିଜସ୍ବ ଟିକସ ଆଦାୟ କରିପାରିବେନି ଓଡ଼ିଶା ସରକାର। ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନାରେ ଖଣି ମନ୍ତ୍ରୀଙ୍କ ବଡ଼ ସୂଚନା। ମନ୍ତ୍ରୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଆଉ କେହି ଟିକସ ଆଦାୟ କରିପାରିବେନି। ନିଜସ୍ବ ଟିକସ ଆଦାୟ ନେଇ…
ରେଭେନ୍ସା ନାଁ ପରିବର୍ତନ ଚର୍ଚ୍ଚା ମଧ୍ୟରେ ନିୟମରେ ବଡ଼ ପରିବର୍ତନ ଆଣିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ
ଭୁବନେଶ୍ୱର, ୩।୯: ଓଡ଼ିଶାର ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତନ ଚର୍ଚ୍ଚା ମଧ୍ୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟକର୍ତ୍ତୃପକ୍ଷ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସନ୍ଧ୍ୟା 6 ଟା ପରେ ବିଶ୍ୱବିଦ୍ୟାଳୟ ପରିସରରେ ବାହାର…
ଆମକୁ ମାସିକ ୨୬ ହଜାର ଦରମା ଦିଅନ୍ତୁ
ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ନେତୃତ୍ୱରେ ଆଜି ଭୁବନେଶ୍ୱର ଲୋୟର ପିଏମଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଆଧାର ସହ ଆକାଉଣ୍ଟ ଲିଙ୍କ୍ ନଥିଲେ ଆବେଦନ ହେବନି
ସୁଭଦ୍ରା ଯୋଜନାରେ କିଭଳି ଆବେଦନ କରିହେବ । କେଉଁଠାରୁ ଫର୍ମ ମିଳିବ , ଏସବୁ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ।
ହଠାତ୍ ଏ କ’ଣ…ହାତରେ ହାତୁଡି ଓ ମୁଣ୍ଡରେ ଟୋପି ପିନ୍ଧି ରେଳଟ୍ରାକ୍ରେ କାମ କଲେ ରାହୁଲ
ନୂଆଦିଲ୍ଲୀ,୩।୯: ହାତରେ ହାତୁଡି ଓ ମୁଣ୍ଡରେ ଟୋପି ପିନ୍ଧି ହଠାତ୍ ଷ୍ଟେଶନରେ ପହଞ୍ଚିଲେ ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ପହଞ୍ଚିବା ପରେ ସେ ରେଳ ଟ୍ରାକମ୍ୟାନଙ୍କୁ ଭେଟିଥିଲେ। ତେବେ ରାହୁଲଙ୍କ ଏପରି ଲୁକ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ…
୬୫ ବର୍ଷରେ ଆଖିବୁଜିଲା ‘ଖେର୍ସେଲ’
ସମ୍ବଲପୁର,୩।୯(ପ୍ରମୋଦ ବହିଦାର): ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟରେ କେଭଟିଭ ହାତୀ ‘ଖେର୍ସେଲ’ର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ବୁର୍ଲା ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସାଧୀନ ଅବସ୍ଥାରେ ଗତ ସେପ୍ଟେମ୍ବର ୨ ତାରିଖ ଅପରାହ୍ନ ୪ଟା…
ପୁଣି କଙ୍ଗନାଙ୍କ ବାଣ, ଏଥର ନିଜ ଦଳକୁ କଲେ ଟାର୍ଗେଟ
ନୂଆଦିଲ୍ଲୀ,୩।୯: କଙ୍ଗନାଙ୍କ ଫିଲ୍ମ ଏମରଜେନ୍ସି ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି ସେନ୍ସର ବୋର୍ଡ। ତେବେ ନିଷେଧାଦେଶ ଉପରେ ରାଗିଯାଇ ଏମପି ତଥା ଅଭିନେତ୍ରୀ କଙ୍ଗନା ରଣାୱତ ନିଜ ଅସନ୍ତାଷ ଝାଡିବା ସହ ଭାଜପାକୁ ମଧ୍ୟ ସିଧା ଶୁଣେଇ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ…
ନୀତୀଶ କୁମାରଙ୍କୁ ଭେଟିଲେ ତେଜସ୍ବୀ ଯାଦବ: ରାଜନୀତି ହଲ୍ଚଲ୍
ପାଟନା,୩।୯: ଦୀର୍ଘ ୮ ମାସ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଙ୍ଗଳବାର ଭେଟିଛନ୍ତି ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ। ମୁଖ୍ୟମନ୍ତ୍ରୀ ସଚିବାଳୟରେ ନୀତୀଶ ପହଞ୍ଚିବା ପରେ ତେଜସ୍ବୀ ତାଙ୍କୁ ସାକ୍ଷାତ କରିଥିଲେ। ସୂଚନା କମିଶନର ପଦରେ ନିଯୁକ୍ତି ସମ୍ପର୍କରେ…
ଟିଫିନ୍ ଧୋଇବାକୁ ପୋଖରୀକୁ ଯାଇଥିଲେ ବଳରାମ, ଅସାବଧାନତା କାରଣରୁ….
ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ଗ୍ରାମର ସାଗର ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଗଡ଼ଗୋବିନ୍ଦପୁର ଗ୍ରାମର ବଳରାମ ପ୍ରଧାନ। ସେ ସୋମବାର ଅପରାହ୍ନରେ…
୧୫୦ କେଜି ଗଞ୍ଜେଇ ଜବତ: ୩ ଚାଲାଣକାରୀ ଗିରଫ
ବ୍ରହ୍ମପୁର, ୩।୯(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁରରୁ ୧୫୦ କିଲୋର ଗଞ୍ଜେଇ ଜବତ ହୋଇଛି। ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦେଶ କ୍ରମେ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ବ୍ରହ୍ମପୁରରେ ଥିବା ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଡିଏସପି ସ୍ନେହଲତା…
ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୩।୯: ଓଡ଼ିଶା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ମଙ୍ଗଳବାର ଗୃହରେ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ଅଛି ଏବଂ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବାରେ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ…
ଗ୍ୟାସ୍ ଫାଟି କ୍ଷୟକ୍ଷତି ହେଲେ ଏଣିକି ମିଳିବ କ୍ଷତିପୂରଣ, ହାଇକୋର୍ଟଙ୍କ ବଡ଼ ରାୟ
ଭୁବନେଶ୍ୱର,୩।୯: ଗ୍ୟାସ୍ ଫାଟି କ୍ଷୟକ୍ଷତି ହେଲେ ଏଣିକି ମିଳିବ କ୍ଷତିପୂରଣ। ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ। ନୟାଗଡ଼ ସିଲିଣ୍ଡର ବିସ୍ଫୋରଣ ମାମଲାରେ ଶୁଣାଣି କରି କୋର୍ଟ ରାୟ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି, ଗ୍ୟାସ ଫାଟି କ୍ଷୟକ୍ଷତି…
Archives


