Home Left

ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ତାଲା

ଭବାନୀପାଟଣା,୪ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ପୂର୍ତ୍ତବିଭାଗ ଅଧୀନରେ ଥିବା ୪ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ୨ମାସ ହେଲା ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଫଳରେ ଯାତ୍ରୀମାନେ ସେବା ନ ପାଇ ହନ୍ତସନ୍ତ ହୋଇଛନ୍ତି। ଏହାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।…

ଚଷମା ଆବଶ୍ୟକତା ଦୂର କରିବ ନୂଆ ଆଇଡ୍ରପ୍‌

ନୂଆଦିଲ୍ଲୀ,୪ା୯: ଚଷମା ଆବଶ୍ୟକତାକୁ ଦୂର କରିବ ନୂଆ ଆଇଡ୍ରପ୍‌। ଭାରତର ଔଷଧ ନିୟାମକ ସଂସ୍ଥା ଡିସିଜିଆଇ ଉକ୍ତ ଆଇଡ୍ରପ୍‌କୁ ଅନୁମୋଦନ କରିଛି। ଅକ୍ଟୋବରରୁ ଏହା ୩୫୦ ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି। ମୁମ୍ବାଇର ଏଣ୍ଟୋଡ୍‌ ଫାର୍ମାସ୍ୟୁଟିକାଲ୍ସ ପ୍ରସ୍ତୁତ କରିଥିବା ପ୍ରେସ୍‌ଭୁ ଆଇଡ୍ରପ୍‌ସ…

ନାବାଳିକାଙ୍କୁ ଅପହରଣ, ଗଣବଳାତ୍କାର

ଗୟା,୩ା୯ (ପି.ଟି.): ବିହାରର ଗୟା ଜିଲାରେ ଏକ ଜଘନ୍ୟ ଅପରାଧ ଘଟଣା ସାମନାକୁ ଆସିଛି। ୬ ବର୍ଷର ବାଳିକାଙ୍କୁ ୨ ଜଣ ଯୁବକ ଅପହରଣ କରିନେଇ ବଳାତ୍କାର କରିବା ପରେ ହତ୍ୟା କରିଛନ୍ତି। ପୀଡ଼ିତାଙ୍କୁ ହତ୍ୟା କରିବା ପରେ ୨ ଅଭିଯୁକ୍ତ…

ଦୁର୍ନୀତି ମାମଲାରେ ସନ୍ଦୀପ୍‌ ଘୋଷ ନିଲମ୍ବିତ

କୋଲକାତା,୪ା୯: ଆର୍‌.ଜି. କର ମେଡିକାଲ କଲେଜ ଆର୍ଥତ୍କ ଅନିୟମିତତା ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କୁ ସିବିଆଇ ଗିରଫ କରିବାର ଦିନକ ପରେ ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗ ତାଙ୍କୁ ନିଲମ୍ବନ କରିଛି। ତାଙ୍କ ବିରୋଧରେ ଆପରାଧିକ ତଦନ୍ତ ଚାଲିଥିବାରୁ ପଶ୍ଚିମବଙ୍ଗ ସର୍ଭିସେସ୍‌…

ଶ୍ରୀଜୀଉଙ୍କ ଦାନ୍ତକାଠି ସେବାରେ ୧୬ ବର୍ଷ

ନୟାଗଡ଼,୪।୯(ଲୋକନାଥ ମିଶ୍ର):ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଲୀଳା ଯେପରି ଅପାର ସେପରି ନୀତି ଖଞ୍ଜ(ବ୍ୟବସ୍ଥା) ମଧ୍ୟ ନିଆରା। ଶ୍ରୀଜୀଉଙ୍କ ସେବାରେ ବହୁ ଭକ୍ତ ନିଜକୁ ସମର୍ପି ଅପାର କରୁଣା ଲାଭ କରୁଛନ୍ତି। ସେଭଳି ଜଣେ ଭକ୍ତ ଦାନ୍ତକାଠି ସେବା ପାଇ ନିଜକୁ ଧନ୍ୟ…

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ ବଳୟ ଦେଖିବାକୁ ମିଳିଥାଏ ଯାହା ସାଧାରଣତଃ ଅନେକ କୋଟି ବରଫ କଣିକା ଏବଂ କ୍ଷୁଦ୍ର…

ସ୍କୁଲରେ ତାଲା, ରାସ୍ତାରେ ପଢ଼ିଲେ ପିଲା

ବଇଣ୍ଡା,୪ା୯ (ପରିକ୍ଷିତ ସାହୁ): ସରକାରୀ ସ୍କୁଲ ପାଇଁ ଜମି ଦେଇଥିଲେ ମଧ୍ୟ ଜମି ମାଲିକଙ୍କ ସମ୍ପର୍କୀୟଙ୍କୁ ରୋଷେୟା ଭାବେ ନିଯୁକ୍ତି ମିଳିଲା ନାହିଁ। ଏଥିରେ ଖପ୍ପା ହୋଇ ଜମି ଉପରେ ମାଲିକାନା ଦାବି କରୁଥିବା ବ୍ୟକ୍ତି ଜଣକ ଜମି ବାବଦ କ୍ଷତିପୂରଣ…

ବଳାତ୍କାର, ହତ୍ୟାର ଶିକାର ଯୁବତୀଙ୍କୁ ଗାଁ ମଶାଣିରେ ଜାଗା ମିଳିଲାନି

ନାକଟୀଦେଉଳ, ୪ା୯(ବୈକୁଣ୍ଠନାଥ ସାହୁ): ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜଣେ ଯୁବତୀଙ୍କ ମୃତଦେହକୁ ନିଜ ଗାଁ ଶ୍ମଶାନରେ ସତ୍କାର ପାଇଁ ସ୍ଥାନ ମିଳିଲାନାହିଁ। ଗାଁର କେତେଜଣ ଲୋକ ବିରୋଧ କରିବାରୁ ମୃତାଙ୍କ ଶବ ସତ୍କାର ପାଇଁ ଉଭୟ ପୋଲିସ ଏବଂ…

ଜାତିପ୍ରୀତି: ରକ୍ତରେ ଆହୁତି

ଜୟୀ ରାଜଗୁରୁଙ୍କ ବଳିଦାନ ସମ୍ବନ୍ଧେ ପ୍ରାୟତଃ ସମସ୍ତେ ଅବଗତ ଥିଲାବେଳେ ଓଡ଼ିଶାର ବିସ୍ମୟବୀର ବାହୁବଳେନ୍ଦ୍ରଙ୍କ ବଳିଦାନର ଗୌରବମୟ କଥା ଓ ଗାଥା ରହିଯାଇଛି ଆଲୋଚନାର ଆଢୁଆଳରେ। ୧୭୬୮ରେ ଜନ୍ମ ନିଅନ୍ତି ଖୋର୍ଦ୍ଧା କିଲା ଅନ୍ତର୍ଗତ ଦାଣ୍ଡିମାଳ ଜିଲାର ଗଡ଼ ଦାରୁଠେଙ୍ଗଠାରେ (ନନ୍ଦନକାନନ…

ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ପୁନରୁଦ୍ଧାର ଲୋଡ଼ା

ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ପୁନରୁଦ୍ଧାର ବିଷୟ ଆଲୋଚନା ପୂର୍ବରୁ ଆମେ ଜାଣିବା ଦରକାର ଯେ ଏ ପୁଷ୍ପଗିରି ବିଶ୍ବବିଦ୍ୟାଳୟ କ’ଣ? କେଉଁଠି ଥିଲା ଓ କେବେ ଥିଲା? ପୁଷ୍ପଗିରି ବିଶ୍ବବିଦ୍ୟାଳୟ ହେଉଛି ଆଧୁନିକ ଭାରତର ସର୍ବପ୍ରାଚୀନ ବିଶ୍ବବିଦ୍ୟାଳୟ। ଅର୍ଥାତ୍‌ ବର୍ତ୍ତମାନ ସୁଦ୍ଧା ଆମ…

ମହିଳା ବିରୋଧୀ ଭାବନା

ବିଶ୍ୱର ପ୍ରାୟ ସବୁ ଦେଶରେ ମହିଳା ଅଧିକାର ଓ ସୁରକ୍ଷା ବିଷୟକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଆଫଗାନିସ୍ତାନ ଏହାର ଏକ ବ୍ୟତିକ୍ରମ । କେନ୍ଦ୍ର ଓ ଦକ୍ଷିଣ ଏସିଆର ମଧ୍ୟଭାଗରେ ଥିବା ଏହି ଦେଶରେ ତାଲିବାନ୍‌ ୨୦୨୧ରେ ଦ୍ୱିତୀୟ ଥର କ୍ଷମତା ଦଖଲ…

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅବସରରେ ‍‍ବ୍ଲକ୍ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା

ବାଲିଗୁଡା,୩ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ-୨୦୨୪ ଅବସରରେ ବ୍ଲକ୍ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri