କାହିଁକି ଛତ୍ରପୁର ଉପକାରାଗାରରେ କାଚରେ ବେକ କାଟିଲେ ବିଚରାଧୀନ କଏଦୀ, କ’ଣ ରହିଛି ବଡ଼ କାରଣ
ଛତ୍ରପୁର,୧୧।୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପକାରାଗାରରେ ବିଚରାଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କଏଦି ଜଣକ ରମ୍ଭା ଅଞ୍ଚଳର ଆଶୁତୋଷ ନାହାକ। ତିନିମାସ ତଳେ ସେ କୋଦଳା ଜେଲ୍ରୁ ଛତ୍ରପୁର ଉପକାରାଗାରକୁ ଆସିଥିଲେ । ତେବେ ବୁଧବାର ସକାଳୁ କୌଣସି…
ଓଡ଼ିଆ ଅସ୍ମିତାକୁ ନେଇ ଏମିତି ଟୁଇଟ୍ କରିଥିଲେ ନବୀନ, ଜବାବ ଦେଇ ରୋକଠୋକ ଶୁଣାଇଦେଲେ ଜୟନାରାୟଣ
ଭୁବନେଶ୍ୱର,୧୧।୯: ଓଡ଼ିଆ ଅସ୍ମିତାକୁ ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ମୁହାଁମୁହିଁ ହୋଇଛନ୍ତି। ନବୀନ ମଙ୍ଗଳବାର ଟୁଇଟ୍ କରି ଓଡ଼ିଆ ଅସ୍ମିତା ବିଷୟରେ କହିଥିଲେ। ଯାହାକୁ ଜୟନାରାୟଣ କାଉଣ୍ଟର କରିଛନ୍ତି।…
ବଢ଼ୁଛି ଭୟ : ବରଗଡ଼ରେ ବ୍ୟାପୁଛି ସ୍କ୍ରବ ଟାଇଫସ୍
ବରଗଡ଼,୧୧।୯(ପ୍ରେମାନନ୍ଦ ଖମାରୀ): ବରଗଡରେ ସ୍କ୍ରବ ଟାଇଫସ୍ ରୋଗ ବ୍ୟାପୁଛି। ସୋମବାର ସୁଦ୍ଧା ଜିଲାରେ ୩ଜଣ ସେଥିରେ ଆକ୍ରାନ୍ତ ହୋଇଛନ୍ତି ଏବଂ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ଡିପିଏସଓ) ଡା. ସୁଶାନ୍ତ କର କହିଛନ୍ତି। ଅନ୍ୟପଟେ ଅମ୍ବାଭୋନା ବ୍ଲକ…
ଆଜି ଶୁଣାଣି, ରାୟ ଉପରେ ରହିଛି…
ବରଗଡ଼,୧୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଦିଗହରା ହୋଇପଡ଼ିଛି। ସହରବାସୀଙ୍କ ଦୀର୍ଘଦିନର ଏହି ଦାବି ଅସମାହିତ ରହିଛି। ଗୋଟିଏ ପଟେ ରାଜନୈତିକ, ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଏବଂ ଅନ୍ୟପଟେ…
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ
ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ଭିଜିଲାନ୍ସ ଚଢାଉ କରିଛି। ବ୍ରହ୍ମପୁର ଭିଜିଲାନ୍ସ ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ…
ଏମିତି କ’ଣ ହେଲା ଚେୟାର ଛାଡ଼ି ଉଠି ଆସିଲେ ଉପଜିଲାପାଳ, ଜାଣନ୍ତୁ….
ଚମ୍ପୁଆ,୧୧।୯(ମହେଶ୍ୱର ଦାସ): ଅଭିଯୋଗ କରିବାକୁ ଆସିଥିବା ଜଣେ ବୃଦ୍ଧାଙ୍କ ଅଭିଯୋଗ ଶୁଣିବାକୁ ଚମ୍ପୁଆ ଉପଜିଲାପାଳ ଉମାକନ୍ତ ପରିଡ଼ା ନିଜ ଚେୟାର ଛାଡ଼ି ଉଠି ଆସିବା ଚର୍ଚ୍ଚାର ବିଷୟ ହୋଇଛି। ଉପଜିଲାପାଳ ବୃଦ୍ଧାଙ୍କୁ ଧରି ନେଇ ପାଖରେ ବସାଇବା ସହିତ ତାଙ୍କ ଆଖିର…
ସୁଭଦ୍ରା ଫର୍ମ ଫେରସ୍ତ ମାଗିବାରୁ ଅଙ୍ଗନୱାଡି ଦିଦିଙ୍କୁ ପିଟିଲେ, ଆଉ ଏବେ….
ଚାନ୍ଦବାଲି,୧୧।୯(କିଷାନ ପାତ୍ର): ସୁଭଦ୍ରା ଫର୍ମ ଫେରସ୍ତ ମାଗିବା ଘଟଣାକୁ କେନ୍ଦ୍ରକରି ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ପଞ୍ଚାୟତର ବ୍ରହ୍ମଟିକ୍ରି ଅଙ୍ଗନୱାଡି କର୍ମୀ ପ୍ରୀତିରେଖା ବଳଙ୍କୁ ମାଡ଼ ଘଟଣାରେ ମଙ୍ଗଳବାର ଶତାଧିକ ଅଙ୍ଗନୱାଡି କର୍ମୀ ପ୍ରତିବାଦ ଜଣାଇଛନ୍ତି। ସେମାନେ ବିଡିଓଙ୍କୁ ଭେଟି ସମ୍ପୃକ୍ତ…
ଆମେରିକାରେ ବଡ଼ ଘୋଷଣା କଲେ ରାହୁଲ, କଂଗ୍ରେସ ସରକାର ଆସିଲେ ମିଳିବ…
ନୂଆଦିଲ୍ଲୀ,୧୧।୯: ଆମେରିକୀୟ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂରକ୍ଷଣ ସମ୍ପର୍କ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ସେ ସଂରକ୍ଷଣ ବିରୋଧରେ ନାହାନ୍ତି ଏବଂ କଂଗ୍ରେସ ପାର୍ଟି ଏହାକୁ ୫୦ ପ୍ରତିଶତକୁ ନେବାକୁ ଲକ୍ଷ୍ୟ ରଖିଛି। ସୋସିଆଲ…
ଜାଣନ୍ତୁ ସୁଭଦ୍ରା ପାଇଁ ଆବେଦନ କଲେଣି କେତେ ମହିଳା
ରାୟଗଡ଼ା,୧୧।୯(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ସରକାର ମହିଳା ସଶକ୍ତୀକରଣ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ୨୧ରୁ ୬୦ବର୍ଷ ମଧ୍ୟରେ ମହିଳାମାନେ ୫ ବର୍ଷରେ ୫୦ହଜାର ଟଙ୍କା ପାଇବେ।ଏହି ଟଙ୍କାର ସୁବିନିଯୋଗକରି ମହିଳାମାନେ ସ୍ବାବଲମ୍ବୀ ହେବା ରାଜ୍ୟ ସରକାରଙ୍କ…
ରାଜ୍ୟ ପାଇଁ ବଡ଼ ଖୁସିଖବର: ଏଣିକି ଚାଲିବ ୩ ନୂଆ
ଭୁବନେଶ୍ୱର,୧୧।୯(ଅନିଲ ଦାସ): ପୂର୍ବତଟ ରେଲଓ୍ବେର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ମଙ୍ଗଳବାର ବିଧାନସଭା କାର୍ଯ୍ୟାଳୟରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେଉଥିବା ବନ୍ଦେ ଭାରତ ଟ୍ରେନ୍ ଶୁଭାରମ୍ଭ ସମାରୋହରେ ଯୋଗଦେବା…
କାହିଁକି ଏନ୍ଏସି ଘୋଷଣା କରିଥିଲେ ନବୀନ ସରକାର, ଏମିତି କହିଲେ ମନ୍ତ୍ରୀ
ଭୁବନେଶ୍ୱର,୧୧।୯(ଅନିଲ ଦାସ): ନୂତନ ଏନ୍ଏସି ଗଠନକୁ ନେଇ ବିଧାନସଭାରେ ଦାବି ଜୋର୍ ଉଠିଛି। ଗତ ସରକାର ସମୟରେ ୫୭ଟି ଏନଏସି ପ୍ରସ୍ତାବ ଆସିଥିବା କୁହାଯାଉଥିବା ବେଳେ ଭାଜପା ସରକାରଙ୍କ ପାଖରେ ସେମିତି କିଛି ପ୍ରସ୍ତାବ ନାହିଁ ବୋଲି ନଗର ଉନ୍ନୟନ ମନ୍ତ୍ରୀ…
ପଦକ ବିଜେତାଙ୍କ ପାଇଁ ପୁରସ୍କାର ଘୋଷଣା
ନୂଆଦିଲ୍ଲୀ,୧୧ା୯(ପି.ଟି.): ପ୍ୟାରିସ୍ ପାରାଲିମ୍ପିକ୍ସରେ ପଦକ ଜିତିଥିବା ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ। କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ସ୍ବର୍ଣ୍ଣ ବିଜେତାଙ୍କୁ ୭୫ ଲକ୍ଷ, ରୌପ୍ୟ ବିଜେତାଙ୍କୁ…
Archives


