ବିଜୁଳିକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ୨୦୨୫ ସୁଦ୍ଧା…
ଭୁବନେଶ୍ୱର,୧୧।୯: ଗୃହରେ କୃଷି ଓ ବିଦ୍ୟୁତ୍ ବିଭାଗର ଆଲୋଚନା ହୋଇଛି । ୨୦୨୫ ସୁଦ୍ଧା ସମସ୍ତ ରାଜସ୍ବ ଗ୍ରାମକୁ ବିଜୁଳି ପହଞ୍ଚାଇବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ଗୃହରେ ବିଜେଡି ବିଧାୟକ ବଦ୍ରି ପାତ୍ର ପ୍ରଶ୍ନ କରିଥିଲେ ଯେ କେବେ ସୁଦ୍ଧା ସବୁ…
ଆମେରିକାରୁ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ, ମୋଦିଜୀ ମାନସିକ ସ୍ତରରେ…
ନୂଆଦିଲ୍ଲୀ,୧୧।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କର ତିନି ଦିନିଆ ଆମେରିକା ଗସ୍ତ ସମୟରେ କ୍ରମାଗତ ଭାବରେ ଭାରତୀୟ ମୂଳ ଲୋକଙ୍କୁ ଭେଟିଛନ୍ତି। ଏହି କ୍ରମରେ ସେ ଜର୍ଜେଟାଉନ ୟୁନିଭରସିଟିର ଛାତ୍ରମାନଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତ୍ତା ମଧ୍ୟ କରିଛନ୍ତି। ଏହି…
ଗଞ୍ଜାମବାସୀଙ୍କ ମଙ୍ଗଳକାମନା କଲେ ଜିଲାପାଳ: ମା’ ତାରାତାରିଣୀଙ୍କୁ ଚଢ଼ାଇଲେ ଲକ୍ଷେ ୮ ବେଲପତ୍ର
ପୁରୁଷୋତ୍ତମପୁର,୧୧।୯ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରଶିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ବିଶ୍ୱର କଲ୍ୟାଣ ଲାଗି ବିଶ୍ବଶାନ୍ତି ମହାଯଜ୍ଞ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ରାତିରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ପହଞ୍ଚି ପୂର୍ଣ୍ଣାହୁତିରେ ଯୋଗଦେଇ ମା’ ତାରାତାରିଣୀ ଦୁଇ…
ଭସାଣି ବେଳେ ପଶିଆସିଲା ପୋଲିସ: ଗଣେଶଙ୍କୁ ଏକୁଟିଆ ଛାଡି ଯିଏ ଯୁଆଡେ ପାରିଲେ ଦୌଡ଼ିଲେ ପରେ…
ଭୁବନେଶ୍ୱର:୧୧।୯: ଭସାଣି ବେଳେ ପଶିଆସିଲା ପୋଲିସ: ଗଣେଶଙ୍କୁ ଏକୁଟିଆ ଛାଡି ଯିଏ ଯୁଆଡେ ପାରିଲେ ଦୌଡ଼ିଲେ । କିଟିକିଟି ଅନ୍ଧାର ରାତିରେ ରାସ୍ତା କଡ଼ରେ ଟ୍ରକ ଡାଲାରେ ଏକାକୀ ବସିଛନ୍ତି ଗଜାନନ । ହନୁମାନ ବେଶଧାରୀ ଗଣେଶଙ୍କ ପାଖରେ ନାହାନ୍ତି ଭକ୍ତ।…
ଆମେରିକାରେ ଏ କେଉଁ ମହିଳାଙ୍କୁ ଭେଟିଲେ ରାହୁଲ, ଭାରତରେ ପଡିଲାଣି ଚହଳ
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୧୧।୯: ଆମେରିକା ଗସ୍ତରେ ଥିବା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକାର କଂଗ୍ରେସ ସଦସ୍ୟ ଓ ବାଇଡେନ ପ୍ରଶାସନର ଅଧିକାରୀଙ୍କୁ ଭେଟିଛନ୍ତି। ରାହୁଲଙ୍କ ଏହି ବୈଠକ ୱାଶିଂଟନ ଡିସିରେ ଅନୁଷ୍ଠିତ ହୋଇଥିଲା। ଏହି ସମୟ ମଧ୍ୟରେ ରାହୁଲ ଏପରି ଜଣେ ମହିଳାଙ୍କୁ…
ଇସ୍ତଫା ଦେଲେ ଜିଲା ଯୁବ ବିଜେଡି ସମ୍ପାଦକ
କର୍ଲାମୁଣ୍ଡା,୧୧।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜେଡି ଶିବିରରେ ଦେଖା ଦେଇଛି ଇସ୍ତଫାର ସୁଅ । ରାଜ୍ୟ ସଭା ଏମ୍ପି ସୁଜିତ କୁମାର ଦଳ ଓ ପଦବୀରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହେବା ପରେ ବିଭିନ୍ନ ବ୍ଲକର ବିଶେଷ କରି…
କାହିଁକି ଛତ୍ରପୁର ଉପକାରାଗାରରେ କାଚରେ ବେକ କାଟିଲେ ବିଚରାଧୀନ କଏଦୀ, କ’ଣ ରହିଛି ବଡ଼ କାରଣ
ଛତ୍ରପୁର,୧୧।୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପକାରାଗାରରେ ବିଚରାଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କଏଦି ଜଣକ ରମ୍ଭା ଅଞ୍ଚଳର ଆଶୁତୋଷ ନାହାକ। ତିନିମାସ ତଳେ ସେ କୋଦଳା ଜେଲ୍ରୁ ଛତ୍ରପୁର ଉପକାରାଗାରକୁ ଆସିଥିଲେ । ତେବେ ବୁଧବାର ସକାଳୁ କୌଣସି…
ଓଡ଼ିଆ ଅସ୍ମିତାକୁ ନେଇ ଏମିତି ଟୁଇଟ୍ କରିଥିଲେ ନବୀନ, ଜବାବ ଦେଇ ରୋକଠୋକ ଶୁଣାଇଦେଲେ ଜୟନାରାୟଣ
ଭୁବନେଶ୍ୱର,୧୧।୯: ଓଡ଼ିଆ ଅସ୍ମିତାକୁ ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ମୁହାଁମୁହିଁ ହୋଇଛନ୍ତି। ନବୀନ ମଙ୍ଗଳବାର ଟୁଇଟ୍ କରି ଓଡ଼ିଆ ଅସ୍ମିତା ବିଷୟରେ କହିଥିଲେ। ଯାହାକୁ ଜୟନାରାୟଣ କାଉଣ୍ଟର କରିଛନ୍ତି।…
ବଢ଼ୁଛି ଭୟ : ବରଗଡ଼ରେ ବ୍ୟାପୁଛି ସ୍କ୍ରବ ଟାଇଫସ୍
ବରଗଡ଼,୧୧।୯(ପ୍ରେମାନନ୍ଦ ଖମାରୀ): ବରଗଡରେ ସ୍କ୍ରବ ଟାଇଫସ୍ ରୋଗ ବ୍ୟାପୁଛି। ସୋମବାର ସୁଦ୍ଧା ଜିଲାରେ ୩ଜଣ ସେଥିରେ ଆକ୍ରାନ୍ତ ହୋଇଛନ୍ତି ଏବଂ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ଡିପିଏସଓ) ଡା. ସୁଶାନ୍ତ କର କହିଛନ୍ତି। ଅନ୍ୟପଟେ ଅମ୍ବାଭୋନା ବ୍ଲକ…
ଆଜି ଶୁଣାଣି, ରାୟ ଉପରେ ରହିଛି…
ବରଗଡ଼,୧୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଦିଗହରା ହୋଇପଡ଼ିଛି। ସହରବାସୀଙ୍କ ଦୀର୍ଘଦିନର ଏହି ଦାବି ଅସମାହିତ ରହିଛି। ଗୋଟିଏ ପଟେ ରାଜନୈତିକ, ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଏବଂ ଅନ୍ୟପଟେ…
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ
ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ଭିଜିଲାନ୍ସ ଚଢାଉ କରିଛି। ବ୍ରହ୍ମପୁର ଭିଜିଲାନ୍ସ ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ…
ଏମିତି କ’ଣ ହେଲା ଚେୟାର ଛାଡ଼ି ଉଠି ଆସିଲେ ଉପଜିଲାପାଳ, ଜାଣନ୍ତୁ….
ଚମ୍ପୁଆ,୧୧।୯(ମହେଶ୍ୱର ଦାସ): ଅଭିଯୋଗ କରିବାକୁ ଆସିଥିବା ଜଣେ ବୃଦ୍ଧାଙ୍କ ଅଭିଯୋଗ ଶୁଣିବାକୁ ଚମ୍ପୁଆ ଉପଜିଲାପାଳ ଉମାକନ୍ତ ପରିଡ଼ା ନିଜ ଚେୟାର ଛାଡ଼ି ଉଠି ଆସିବା ଚର୍ଚ୍ଚାର ବିଷୟ ହୋଇଛି। ଉପଜିଲାପାଳ ବୃଦ୍ଧାଙ୍କୁ ଧରି ନେଇ ପାଖରେ ବସାଇବା ସହିତ ତାଙ୍କ ଆଖିର…
Archives


