Home Left

Video Viral: ପୁଣି ଭାଙ୍ଗିଲା ରାଖୀ ସାଓ୍ବନ୍ତଙ୍କ ଦୃଦୟ, ବିବାହ କରିବାକୁ ଯାଉଥିବା ପାକିସ୍ତାନୀ ଅଭିନେତା କଲେ ଏମିତି…

ମୁମ୍ବାଇ: ଏଣ୍ଟରଟେନମେଣ୍ଟ କୁଇନ ରାଖୀ ସାୱନ୍ତ ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ନିକଟରେ କହିଥିଲେ ଯେ ସେ ତୃତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି। ରାଖୀ ପାକିସ୍ତାନୀ ଅଭିନେତା ଡୋଡି ଖାନଙ୍କୁ ବିବାହ କରିବା…

ବଦଳିଯିବ UPI ନିୟମ, ଏହି ପରିବର୍ତନ ନ କଲେ ବନ୍ଦ ହୋଇଯିବ ସର୍ଭିସ

ନୂଆଦିଲ୍ଲୀ,୩୧।୧: ଭାରତରେ ଅନେକ ଲୋକ Paytm, PhonePe ଏବଂ Google Pay ସାହାଯ୍ୟରେ UPI ବ୍ୟବହାର କରିଥାନ୍ତି। ଫେବୃଆରୀ ୧ ରୁ UPI(ୟୂନିଫଏଡ ପେମେଣ୍ଟ ସିଷ୍ଟମ) ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(NPCI) ଏ ସଂକ୍ରାନ୍ତରେ…

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ୪୪୦ ଭୋଲ୍ଟର ଝଟ୍‌କା

ନୂଆଦିଲ୍ଲୀ,୩୧।୧: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌କୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଭୟଙ୍କର ଅଲରାଉଣ୍ଡର ମିଚେଲ ମାର୍ଶ ପିଠି ଆଘାତ ଯୋଗୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି। ଏହା ସହିତ, ଏବେ ତାଙ୍କ ପାଇଁ ଆଇପିଏଲ୍‌…

ବାଇକ୍‌ରେ ଯାଉଥିଲେ ଓକିଲ, ଉପରେ ପଡ଼ିଲା ଶୁଖିଲା ଗଛ, ଆଉ ତା’ ପରେ…

ବାଲିଗୁଡ଼ା,୩୧ା୧((ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସହର ମଧ୍ୟରେ ରହିଥିବା କୋର୍ଟ ମାର୍କେଟରେ ଶୁଖିଲା ଆମ୍ବ ଗଛ ପଡ଼ି ଜଣେ ବରିଷ୍ଠ ଓକିଲ ଗୁରୁତର ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଘଟଣାରୁ ପ୍ରକାଶ ଯେ, ପଣସପଡ଼ି ସାହିରୁ…

କ୍ଲିନ୍‌ବୋଲ୍ଡ ହେଲେ ବିରାଟ କୋହଲି: ଷ୍ଟାଡିୟମରେ ଖେଳିଗଲା ନିରାଶା

ନୂଆଦିଲ୍ଲୀ,୩୧।୧: ରଣଜୀ ଟ୍ରଫିରେ ମଧ୍ୟ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି। ରେଲୱେ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଇନିଂସରେ କୋହଲି ମାତ୍ର ୬ ରନ କରି ଆଉଟ ହୋଇଥିଲେ। ତାଙ୍କୁ ହିମାଂଶୁ ସାଙ୍ଗୱାନ କ୍ଲିନ ବୋଲ୍ଡ କରିଛନ୍ତି। ବିରାଟ ଗତ…

Budget 2025: ସମ୍ବୋଧନରେ ରାଷ୍ଟ୍ରପତି କହିଲେ, ଗରିବଙ୍କ ବିକାଶ ପାଇଁ ଆମ ସରକାର ପ୍ରତିବଦ୍ଧ

ନୂଆଦିଲ୍ଲୀ,୩୧।୧: ସଂସଦର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି। ଏହି ଅଧିବେଶନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହିତ ଆରମ୍ଭ ହୋଇଛି। ମହାକୁମ୍ଭରେ ମୌନୀ ଅମାବାସ୍ୟାରେ ଘଟିଥିବା ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣ…

ବନ୍ଧୁକ ଦେଖାଇ ମଦଭାଟିରୁ ଦୁର୍ବୃତ୍ତ ଲୁଟିନେଲେ ୭ ଲକ୍ଷରୁ ଅଧିକ ଟଙ୍କା

ଧର୍ମଗଡ଼,୩୧ା୧(ଆକାଶ କୁମାର ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଭୀମଖୋଜପଡ଼ାସ୍ଥିତ ଦେଶୀ ମଦଭାଟିରୁ ଗୁରୁବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତ ହୋଇଛି। ୧୦ରୁ ଊର୍ଦ୍ଧ୍ୱ ଡକାୟତ ଭାଟି କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ପ୍ରାୟ ୭ ଲକ୍ଷଙ୍ରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ କରିଥିବା…

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଉଦଘାଟନୀ ଉତ୍ସବରେ ଯୋଗଦେବେ ନାହିଁ ରୋହିତ ଶର୍ମା: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୩୧।୧: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଉଦଘାଟନୀ ଉତ୍ସବର ତାରିଖ ଘୋଷଣା କରାଯାଇଛି। ଟୁର୍ନାମେଣ୍ଟର ଉଦଘାଟନୀ ଉତ୍ସବ ଲାହୋରରେ ଅନୁଷ୍ଠିତ ହେବ। ଏଥିପାଇଁ ତାରିଖ ୧୬ ଫେବୃଆରୀ ସ୍ଥିର କରାଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପାକିସ୍ତାନ ରାଷ୍ଟ୍ରପତି…

ଦାୟିତ୍ୱ ନେଲେ ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର,୩୧ା୧: ରାଜ୍ୟ ନିର୍ବାଚନ କମିଶନର ଭାବେ ଶୁକ୍ରବାର ଦାୟିତ୍ୱ ନେଇଛନ୍ତି ମଧୁସୂଦନ ପାଢ଼ୀ। ତୋଷାଳୀ ଭବନରେ ବିଧିବଦ୍ଧ ଭାବେ ସେ ଦାୟିତ୍ୱ ନେଇଛନ୍ତି। ଆଦିତ୍ୟ ପାଢ଼ୀଙ୍କ ଅବସର ପରେ କମିଶନର ପଦ ଖାଲି ପଡ଼ିଥିଲା । ଏବେ ଦାୟିତ୍ୱର ଭାର ମଧୁସୂଦନ…

ଟନ୍‌ ଟନ୍‌ ମାଛ: ଓଜନ ସମ୍ଭାଳି ନ ପାରି ୨ ଡଙ୍ଗା ଟଳମଳ

ମହାକାଳପଡ଼ା, ୩୧ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ଲକ୍‌ ମତ୍ସ୍ୟ ଅବତରଣ କେନ୍ଦ୍ର ବା ଜେଠିରେ ୨ଟି ଡଙ୍ଗାରୁ ୨ ଟନ୍‌ ୨୦ କେଜି ମାଛ ଧରା ପଡ଼ିଛନ୍ତି। ଏତେ ସଂଖ୍ୟକ ମାଛ ଜାଲରେ ପଡ଼ିବାରୁ ଡଙ୍ଗା ସମୁଦ୍ରରେ…

Budget 2025: ବଜେଟ ଅଧିବେଶନର ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୧।୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ। ଏହା ସହିତ ବଜେଟ ଅଧିବେଶନ ଆରମ୍ଭ ହେବ। ରାଷ୍ଟ୍ରପତି ସକାଳ ୧୧ଟାରେ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ତାଙ୍କ ଅଭିଭାଷଣ ପରେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ…

ତେରଗାଁ ବ୍ରହ୍ମ ଅମଣିଆ ମଠ, ୩ ପଥରରେ ପୂଜା ପାଆନ୍ତି ଠାକୁର

ମହାକାଳପଡ଼ା, ୩୧ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):ଉତ୍କଳୀୟ କଳାକୃତିର ଅନନ୍ୟ ଧର୍ମାନୁଷ୍ଠାନ, ମଠ ମନ୍ଦିରଗୁଡ଼ିକୁ ବିଧର୍ମୀ କଳାପାହାଡ଼ ଭାଙ୍ଗିରୁଜି ଦେଇଥିଲା। ପୁରୁଷୋତ୍ତମ ଶ୍ରୀକ୍ଷେତ୍ର ପୁରୀରୁ ଚତୁର୍ଦ୍ଧା ମୂର୍ତ୍ତି ଦାରୁଦିଅଁଙ୍କୁ ଉଠାଇ ନେଇ କଳାପାହାଡ଼ ପଶ୍ଚିମବଙ୍ଗକୁ ପଳାଇଥିଲା। ସେଠାରେ ଗଙ୍ଗାନଦୀ କୂଳରେ ଦାରୁଦିଅଁଙ୍କୁ ପୋଡ଼ି ଦେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?