‘ସୁବିଧାବାଦୀ ନେତାମାନେ ବିଜେଡି ଛାଡୁଛନ୍ତି, ଏହା ଆମକୁ ଅଧିକ ଶକ୍ତିଶାଳୀ କରିବ’: ନବୀନ
ଭୁବନେଶ୍ୱର,୧୧।୯: ବୁଧବାର ଅନୁଷ୍ଠିତ ବିଜୁ ଜନତା ଯୁବ ଦଳର ବୈଠକରେ ଦଳ ଛାଡୁଥିବା ନେତାମାନଙ୍କୁ କଟାକ୍ଷ କରିଛନ୍ତି ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ। ନିକଟରେ ଦଳର ଦୁଇ ରାଜ୍ୟ ସଭା ଏମପି ମମତା ମହାନ୍ତ ଏବଂ ସୁଜିତ କୁମାର ଦଳ ଛାଡିବା…
ପିତାଙ୍କ ଶେଷ ଦର୍ଶନ ପାଇଁ ପୁଣେରୁ ମୁମ୍ବାଇରେ ପହଞ୍ଚିଲେ ମଲାଇକା, ନଜର ଆସିଲେ ଏକ୍ସ-ହଜ୍ବ୍ୟାଣ୍ଡ, ଭାଇରାଲ ଭିଡିଓରେ…
ମୁମ୍ବାଇ,୧୧ା୯: ଅଭିନେତ୍ରୀ ମଲାଇକା ଆରୋରାଙ୍କ ପାଇଁ ଆଜି ଅର୍ଥାତ୍ ବୁଧବାର ହେଉଛି ସବୁଠୁ ଦୁଃଖର ଦିନ। ଆଜି ତାଙ୍କ ପିତା ଅନିଲ ଆରୋରା ସବୁଦିନ ପାଇଁ ଆଖି ବୁଜିଛନ୍ତି। ମୁମ୍ବାଇର ବାନ୍ଦ୍ରାସ୍ଥିତ ଘରର ତୃତୀୟ ମହଲାରୁ ଅନିଲ ଡେଇଁ ଆତ୍ମହତ୍ୟା କରିଥିବା…
ବିଧାନସଭାରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ରାସନ କାର୍ଡରୁ କଟାଗଲାଣି ୧୬ଲକ୍ଷରୁ ଅଧିକ ନାଁ, କରୁଛନ୍ତି କି ଏହି ଭୁଲ…
ଭୁବନେଶ୍ୱର,୧୧।୯: ରାସନ କାର୍ଡକୁ ନେଇ ବଡ଼ ସୂଚନା। ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କଷ୍ଣଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା। ବିଧାନସଭାରେ ବିଧାୟିକା ସୋଫିଆ ଫିରର୍ଦ୍ଦୋସଙ୍କ ପ୍ରଶ୍ନରେ ଉତ୍ତର ରଖି କୃଷ୍ଣ ପାତ୍ର କହିଛନ୍ତି, ୨୦୧୬-୧୭ରୁ ଏବେ ଯାଏଁ…
ମାଡ଼ି ଆସିଲେ ମହିଳା, ଭୁବନେଶ୍ବରରେ ଚହଳ ! କଲେ ବଡ଼ ଦାବି
ଭୁବନେଶ୍ୱର,୧୧।୯: ଗାନ୍ଧୀମାର୍ଗରେ ନିଖିଳ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟାମାନଙ୍କର ବଡ଼ ଆନ୍ଦୋଳନ। ବିଧାନସଭା ସମ୍ମୁଖରେ ଏକାଠି ହୋଇ କରିଛନ୍ତି ଗର୍ଜନ। ହଜାର ହଜାର ମହିଳା ଏକାଠି ହୋଇ ୬ମାସର ବକେୟା ଦରମା ପାଇବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।…
ଭାଜପାରେ ବଡ଼ ହଲଚଲ, ଦିଲ୍ଲୀ ଗଲେ ମନମୋହନ ସାମଲ
ଭୁବନେଶ୍ୱର,୧୧।୯: ସୁଜିତ କୁମାର ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ଭାଜପାରେ ସାମିଲ୍ ହୋଇଛନ୍ତି। ଏବେ ସବୁଠି ଗୋଟିଏ ଚର୍ଚ୍ଚା ଭାଜପା ସୁଜିତଙ୍କୁ ପୁଣିଥରେ ରାଜ୍ୟ ସଭା ପଠାଇବ କି? ତେବେ ଏନେଇ ଭାଜପା ସଭାପତି ମନମୋହନ ସାମଲ ବୁଧବାର ଦିଲ୍ଲୀ…
କଟିଲା ୪୦ହଜାର ରାସନ କାର୍ଡ, ଆପଣଙ୍କ ନାଁ ନାହିଁ ତ? ଜାଣନ୍ତୁ…
ନୂଆଦିଲ୍ଲୀ,୧୧।୯: ରାସନ କାର୍ଡଧାରୀଙ୍କ ପାଇଁ ଜରୁରୀ ଖବର । ପ୍ରାୟ ୪୦ ହଜାର କାର୍ଡ଼ ରଦ୍ଦ କଲେ ସରକାର, ଆଉ ମିଳିବନି ମାଗଣା ଡାଲି ଚାଉଳ । ରାସନ କାର୍ଡଧାରୀଙ୍କ ସହ ଜଡିତ ବଡ ଖବର ସାମ୍ନାକୁ ଆସିଛି । ଗୋଟିଏ…
ସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ମାଳ ମାଳ କୋଠା ଦେଖି ତାଜୁବ ହୋଇଗଲା ଭିଜିଲାନ୍ସ
ଭୁବନେଶ୍ୱର,୧୧।୯: ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ କରିଛି। ଚଢାଉ ବେଳେ ଯନ୍ତ୍ରୀଙ୍କ ୬ଟି ବହୁତଳ କୋଠା ଭିଜିଲାନ୍ସ ଟିମ ଠାବ କରିଛି। ୨ଟି ୪ ମହଲା, ୨ଟି ୩ ମହଲା ଓ…
ତିନି ଦୁର୍ବୁତ୍ତ ବାଇକରେ ଆସି ଯୁବକଙ୍କ ଠାରୁ ଛଡ଼ାଇ ନେଲେ ମୋବାଇଲ
ବାଲିଗୁଡ଼ା:୧୧।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହର ସମେତ ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ, ଡକାୟତି, ଚୋରି ବଢ଼ିବାରେ ଲାଗିଛି । ଘଟଣାକୁ ନେଇ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ପୁଣି ଏକ ଲୁଟ…
ଠକୁଛନ୍ତି ସୁନା ଦୋକାନୀ! ଏସବୁ ଜିଲାରେ ବେଶୀ ଠକେଇ, କିଣୁଛନ୍ତି କି…
ଭୁବନେଶ୍ୱର,୧୧।୯: ବିଧାନସଭା ଚାଲିଥିବା ବେଳେ ଗୃହରେ ଗ୍ରାହକଙ୍କୁ ସୁନା ମାନ, ମାପ ଓଜନରେ ଠକୁଛନ୍ତି ସୁନା ଦୋକାନୀ ବୋଲି ରଣେନ୍ଦ୍ର ସ୍ବାଇଁ ପ୍ରଶ୍ନ କରିଥିଲେ। ତାଙ୍କ ପ୍ରଶ୍ନରେ ଖାଉଟି କଲ୍ୟାଣ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ୫ ମାସରେ ୧୧୬ ସୁନା…
ପ୍ରେମିକଙ୍କ ସହ ଫେରାର ଥିଲେ ଝିଅ, ବାହାକରିବାକୁ ଡାକି ଟାଙ୍ଗିଆରେ ହାଣିଦେଲେ ବାପା , ପରେ….
ରାୟଗଡ଼ା,୧୧।୯(ଆଶିଷ ରଞ୍ଜନ ପଣ୍ଡା): ପ୍ରେମିକଙ୍କୁ ଟାଙ୍ଗିଆରେ ହାଣି ମାରିଲେ ପ୍ରେମିକାଙ୍କ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ଥାନା ଅଞ୍ଚଳରେ। ମୃତ ଯୁବକ ଜଣଙ୍କ ହେଲେ କାଶୀପୁର ବ୍ଲକ ଅଡାଯୋର୍ ପଞ୍ଚାୟତ ଅଡାଟାକିରି ଗାଁର ମଙ୍ଗଲସିଂ ମାଝୀ…
ଛାତରୁ ଡେଇଁ ଆତ୍ମହତ୍ୟା କଲେ ମଲାଇକାଙ୍କ ବାପା
ମୁମ୍ବାଇ,୧୧।୯: ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଦୁଃଖର ପାହାଡ ଛିଡିପଡ଼ିଛି। ଅଭିନେତ୍ରୀଙ୍କ ବାପା ଅନିଲ ଆରୋରା ଏହି ଦୁନିଆରୁ ବିଦାୟ ନେଇଛନ୍ତି। କୁହାଯାଉଛି ଯେ ମଲାଇକାଙ୍କ ବାପା ବାନ୍ଦ୍ରାସ୍ଥିତ ତାଙ୍କ ଘରର ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଖବର…
ଧରା ପଡିଯିବା ଭୟରେ ଦମ୍ପତିଙ୍କୁ ହାଣିଲେ
ବ୍ରହ୍ମପୁର,୧୧।୯(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ଗୌଡ଼ ସାହିରେ ଜଣେ ଦୁର୍ବୃତ୍ତ ବ୍ୟବସାୟୀଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ଉଭୟ ସ୍ତ୍ରୀ ଓ ସ୍ବାମୀ ଗୁରୁତର ହୋଇଛନ୍ତି। ଗୌଡ଼ ସାହିରେ ରହୁଥିବା କେ.ସତୀଶ କୁମାର…
Archives


