ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଅଜିତ ପାଓ୍ବାରଙ୍କୁ ଶକ୍ତ ଝଟ୍କା, ଦଳ ଛାଡିଲେ ୪ ତୁଙ୍ଗ ନେତା
ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାଓ୍ବାରଙ୍କୁ ଲାଗିଛି ଶକ୍ତ ଝଟ୍କା। ତାଙ୍କ ଦଳର ୪ ତୁଙ୍ଗ ନେତା ଇସ୍ତଫା ଦେଇଦେଇଛନ୍ତି। ସେମାନେ ଖୁବ ଶୀଘ୍ର ଶରଦ ପାୱାରଙ୍କ ଏନସିପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି। ଇସ୍ତଫା…
ଛାଡ଼ପତ୍ର ଖବର ମଧ୍ୟରେ ଘର ଛାଡିଲେ ନତାଶା! ପୁଅ ଅଗସ୍ତ୍ୟଙ୍କ ସହ ବିମାନବନ୍ଦରରେ ଆସିଲେ ନଜର, ଭିଡ଼ିଓ ଭାଇରାଲ
ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ ଛାଡ଼ପତ୍ରର ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଦୀର୍ଘ ଦିନ ଧରି କଳ୍ପନା ଜଳ୍ପନା ଚାଲିଥିଲା ଯେ ଉଭୟଙ୍କ ମଧ୍ୟରେ କିଛି ଭୁଲ ବୁଝାମଣା ହୋଇଛି ଏବଂ ସେଥିପାଇଁ…
ଏଣିକି କଲେଜ କ୍ୟାଣ୍ଟିନ କିମ୍ବା ହଷ୍ଟେଲରେ ମିଳିବନି ଜଙ୍କଫୁଡ୍, ଲାଗିଲା ରୋକ୍
ଭୁବନେଶ୍ୱର,୧୭।୭: ସରକାରୀ ହେଉ ଅଥବା ବେସରକାରୀ ବିଶ୍ବବିଦ୍ୟାଳୟ କିମ୍ବା ଏହା ଅଧୀନସ୍ଥ ମହାବିଦ୍ୟାଳୟ; ଏବେ କେଉଁଠି ବି ବିକ୍ରି ହୋଇପାରିବନି ଜଙ୍କ୍ଫୁଡ୍ ବା ଫାଷ୍ଟଫୁଡ୍। ଉଚ୍ଚଶିକ୍ଷାନୁଷ୍ଠାନର କ୍ୟାମ୍ପସ, ହଷ୍ଟେଲ, କ୍ୟାଣ୍ଟିନରେ ଜଙ୍କପୁଡ କିମ୍ବା କୌଣସି ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ ଲଗାଯାଇଛି…
ରାତିରେ ଶୋଇଥିଲେ କ୍ରିକେଟର, ହଠାତ୍ ନିଦ ଭାଙ୍ଗିଲା ପରେ ଯାହା ଦେଖିଲେ ପାଦ ତଳୁ ମାଟି ଖସିଗଲା
ନୂଆଦିଲ୍ଲୀ,୧୭।୭: ଇଂଲଣ୍ଡ କ୍ରିକେଟର ଜେମ୍ସ ଭିନ୍ସଙ୍କ ପରିବାର ଉପରେ କାହାର ଖରାପ ନଜର ଲାଗିଯାଇଛି। ଗତ ଚାରିମାସ ଧରି ତାଙ୍କ ଜୀବନର ସମସ୍ତ ସୁଖ ଏବଂ ଶାନ୍ତି ସବୁ ଚାଲିଯାଇଛି। ପରିସ୍ଥିତି ଏତେ ଖରାପ ହୋଇଛି ଯେ ସେ ନିଜ ସହର…
ଟ୍ରମ୍ପଙ୍କ ଉପରୁ ଟଳୁନି ବିପଦ, ପୁଣି ଜଣକୁ ଗୁଳି ମାରିଲା ପୋଲିସ୍
ୱାଶିଂଟନ,୧୭ା୭: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବିପଦ ବଢ଼ିବାରେ ଲାଗିଛି । ନିକଟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ବେଳେ ରିପବ୍ଲିକାନ ନ୍ୟାଶନାଲ କନଭେନସନ (ଆରଏନ୍ସି) ପାଖାପାଖି ଛୁରୀ ଧରି ବୁଲୁଥିବା ଜଣେ ଯୁବକକୁ ପୋଲିସ ଗୁଳି କରିଛି…
ବିବାହ ଦିନ ଗିରଫ, ହାଜତରେ ଆଦିବାସୀ ଯୁବକଙ୍କ ମୃତ୍ୟୁ
ଭୋପାଳ,୧୭ା୭: ମଧ୍ୟପ୍ରଦେଶର ଗୁନା ଜିଲାରେ ପାରଧି ଜନଜାତିର ଜଣେ ୨୫ ବର୍ଷୀୟ ଯୁବକଙ୍କର ପୋଲିସ ହାଜତରେ ମୃତ୍ୟୁ ଘଟିଛି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ଯୁବକଙ୍କ ପରିବାରକୁ ନ୍ୟାୟ ଦାବିରେ ବିକ୍ଷୋଭ ଜୋର୍ଦାର ହୋଇଛି। ମୃତକ ଦେବ…
ଆଉଥରେ ଆଇଏଏସ୍ ଟ୍ରେନିଂ ନେବେ ପୂଜା
ନୂଆଦିଲ୍ଲୀ, ୧୭।୭: ୟୁପିଏସ୍ସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଜାଲିଆତି ଦିବ୍ୟାଙ୍ଗ ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗ ଆସିବା ପରେ ପ୍ରୋବେଶନାରି ଆଇଏଏସ୍ ଅଧିକାରୀ ପୂଜା ଖେଡ୍କରଙ୍କ ଟ୍ରେନିଂକୁ ରଦ୍ଦ କରିଦିଆଯାଇଛି। ତାଙ୍କୁ ମହାରାଷ୍ଟ୍ରର ଡିଷ୍ଟ୍ରିକ୍ଟ…
ଫାଇଲ ଭିତରେ ବିଧାୟକଙ୍କ ଦାବିପତ୍ର
ଯାଜପୁର,୧୭।୭(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାରେ ଲଘୁ ଖଣିଜ ଦ୍ରବ୍ୟ ହରିଲୁଟ ଓ ପୂର୍ବରୁ ନିର୍ଦ୍ଧାରିତ ଜରିମାନା ଆଦାୟ କ୍ଷେତ୍ରରେ ପଦକ୍ଷେପ ଆଶାନୁରୂପ ହେଉ ନ ଥିବା ଚର୍ଚ୍ଚା ହେଉଛି। ଏହାବାଦ୍ ଷ୍ଟୋନ କ୍ରଶରଗୁଡିକୁ ଅନୁମୋଦନଠାରୁ ବହୁ ଗୁଣ ଅଧିକ ଜମି…
ଉଦ୍ଘାଟନହେବ ଅଧାପନ୍ତରିଆ ପ୍ରକଳ୍ପ
ଯାଜପୁର,୧୭।୭(ହର୍ଷବର୍ଦ୍ଧନ ବେହେରା): ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ଯାଜପୁର ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବରର ସୌନ୍ଦର୍ଯ୍ୟକରଣ ଏବଂ ଜଙ୍ଗଲ ସୃଷ୍ଟି ଲକ୍ଷ୍ୟ ନେଇ ଜିଲା ଖଣିଜ ନ୍ୟାସ ପ୍ରତିଷ୍ଠାନ ପାଣ୍ଠି(ଡିଏମ୍ଏଫ୍)ରୁ ୬୯.୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଅଧାପନ୍ତରିଆ କାର୍ଯ୍ୟ…
୫୧% ପିଏମ୍ କେୟାର୍ସ ଆବେଦନ ଖାରଜ
ନୂଆଦିଲ୍ଲୀ,୧୬ା୭(ପି.ଟି.) : କୋଭିଡ୍ ମହାମାରୀରେ ମାଆବାପାଙ୍କୁ ହରାଇ ଅନାଥ ହୋଇଥିବା ପିଲାମାନଙ୍କୁ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ପିଏମ୍ କେୟାର୍ସ ଯୋଜନାରେ ଆସିଥିବା ଅର୍ଦ୍ଧାଧିକ ଆବେଦନପତ୍ର ଖାରଜ ହୋଇଯାଇଛି। ଭାରତରେ କୋଭିଡ୍ ମହାମାରୀ ଉଗ୍ର ରୂପ ନେଇଥିବାବେଳେ ୨୦୨୧ ମେ’ ୨୯ରେ…
ଛାତ ଉପରେ ଖତ ଖାଉଛି ଟିଏମ୍ସି ସାମଗ୍ରୀ
ପଟ୍ଟାମୁଣ୍ଡାଇ,୧୭।୭ (କଳ୍ପତରୁ ନାୟକ): ୨୦୨୦ରେ ଆସିଥିବା ମହାମାରୀ କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରତି ପଞ୍ଚାୟତ ଓ ପୌରାଞ୍ଚଳରେ ଡେଡିକେଟେଡ୍ କୋଭିଡ୍ ହସ୍ପିଟାଲ, ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର(ଟିଏମ୍ସି) ଖୋଲିଥିଲେ। ଏଥିନେଇ ଖଟିଆ, ଗଦି, ବେଡଶିଟ୍, ତକିଆ, ଫ୍ୟାନ୍, ଆକ୍ୱାଗାର୍ଡ, ବାଲ୍ଟି,…
ବିପଦରେ ପରିବେଶ ସମ୍ବେଦନଶୀଳ ୧୪୭ ଗାଁ
କେନ୍ଦ୍ରାପଡ଼ା,୧୭।୭(ଜଗନ୍ନାଥ ଧଳ): ଭାରତ ସରକାରଙ୍କ ପକ୍ଷରୁ ଜୁନ୍ ମାସରେ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲାର ୨୦୫ ଗ୍ରାମକୁ ପରିବେଶ ସମ୍ବେଦନଶୀଳ ଗ୍ରାମ ଭାବେ ଘୋଷଣା କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଗ୍ରାମଗୁଡିକ ବର୍ଦ୍ଧିତ ଚିଙ୍ଗୁଡ଼ି ଘେରି ପାଇଁ ବିପଦରେ ପଡ଼ିଛି।…
Archives


