Home Left

Budget 2025: ବୟସ୍କଙ୍କୁ ଖୁସି କରିବେ ସରକାର, ଜାଣନ୍ତୁ କ’ଣ ସବୁ ମିଳିପାରେ ଲାଭ

ନୂଆଦିଲ୍ଲୀ,୩୧।୧: ଶନିବାର ଆସିବାକୁ ଥିବା ଦେଶର ବଜେଟକୁ ନେଇ ଲୋକଙ୍କ ମନରେ ଆଗ୍ରହ ରହିଛି। ଏପରି ପରିସ୍ଥିତିରେ ବୟସ୍କମାନେ ଭାବୁଛନ୍ତି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟରେ ଏପରି କିଛି କରିବା ଉଚିତ୍‌, ଯାହା ଦ୍ୱାରା ଆତ୍ମବିଶ୍ୱାସ ମିଳିବ ଯେ ବୃଦ୍ଧାବସ୍ଥା…

୭୦ କୋଟି ଟଙ୍କା ରଖି କର୍ମଚାରୀଙ୍କୁ କମ୍ପାନୀ କହିଲା ୧୫ ମିନିଟ୍‌ରେ ଯିଏ ଯେତେ ଗଣିବ ସେ ଟଙ୍କା ତା’ର, ଭାଇରାଲ ହେଉଛି ଭିଡିଓ…

ଚାଇନାର ଏକ କମ୍ପାନୀକୁ ଏବେ କର୍ମଚାରୀମାନେ ପ୍ରଶଂସା କରୁଛନ୍ତି। ସମସ୍ତେ କହୁଛନ୍ତି, କମ୍ପାନୀ ହେବ ତ ଏମିତି। ପ୍ରକୃତ କଥା ହେଲା ଚାଇନାର ଏକ କ୍ରେନ୍‌ କମ୍ପାନୀ କର୍ମଚାରୀଙ୍କୁ ବୋନସ ଦେବା ପାଇଁ ଏକ ଅନନ୍ୟ ଉପାୟ ପାଞ୍ଚି ହୃଦୟ ଜିଣିଛି।…

ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେଲେ ମନ୍ତ୍ରୀ

ତୁଣ୍ଡଲା,୩୧ା୧(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟର ଦୁଇ ଦିନିଆ ରୌପ୍ୟ ଜୟନ୍ତୀ ସମାରୋହ ଆରମ୍ଭ ହୋଇଯାଇଛି। ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ସ୍ବତନ୍ତ୍ର ଶାସନ ସଚିବ ନିହାର ରଞ୍ଜନ…

Ganjam: ୧୦୮୦ ଚାଷୀଙ୍କ ଟୋକନ ଅବଧି ବଢ଼ିଲା, ଗୁଜବକୁ ବିଶ୍ବାସ କରନ୍ତୁନି କହିଲେ ଜିଲାପାଳ

ଛତ୍ରପୁର,୩୧।୧(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର କୌଣସି ଚାଷୀଙ୍କ ଟୋକେନ କ୍ଷତି ହେବାକୁ ଦିଆଯିବ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଚାଷୀଙ୍କ ଟୋକେନ ଅବଧି ବୃଦ୍ଧି କରିବା ନେଇ ରଜ୍ୟ ସରକାର ଜିଲାପାଳମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି।…

ହୃଦଘାତ ଦୂର କରିବ ବ୍ରୋକଲି

ତଦିନେ ବ୍ରୋକଲି ଅତି ସହଜରେ ବଜାରରେ ମିଳିଯାଇଥାଏ। କେହି କେହି ଏହାକୁ ଗ୍ରୀନ କୋବି ବୋଲି ମଧ୍ୟ କହି ଥାଆନ୍ତି। ଏହା ଆମ ଶରୀର ପାଇଁ ଅନେକ ଲାଭଦାୟକ। *ଏଥିରେ ରହିଛି ଭିଟାମିନ୍ସ, ମିନେରାଲ୍ସ ଓ ଆଣ୍ଟି ଅକ୍ସିଡାଣ୍ଟସ୍‌। *ଏଥିରେ ଫାଇବରର…

କିଏ ସେହି ହିମାଂଶୁ ସାଙ୍ଗୱାନ, ଯିଏ କୋହଲିଙ୍କୁ କଲେ କ୍ଲିନ୍‌ବୋଲ୍ଡ

ନୂଆଦିଲ୍ଲୀ,୩୧।୧: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରଣଜୀ ଟ୍ରଫି ମ୍ୟାଚ ଖେଳୁଛନ୍ତି। ସେ ଶେଷ ଥର ପାଇଁ ୧୨ ବର୍ଷ ପୂର୍ବେ ରଣଜୀ ମ୍ୟାଚ ଖେଳିଥିଲେ। ସେବେଠାରୁ ବହୁତ କିଛି ବଦଳି ଯାଇଛି। ବିରାଟ ରଣଜୀ ଟ୍ରଫିରେ ରେଲୱେ…

Barabati Stadium: ଫେବୃଆରୀ ୯ରେ ବାରବାଟୀ ଲଢ଼େଇ: ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

କଟକ,୩୧।୧: ଫେବୃଆରୀ ୯ରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଇଣ୍ଡିଆ-ଇଂଲଣ୍ଡ ଏକଦିବସୀୟ କ୍ରିକେଟ ମ୍ୟାଚ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବାରବାଟୀ ଷ୍ଟାଡିୟମରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତି ସନ୍ତୋଷଜନକ ରହିଥିବା…

ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଭାରତ ପ୍ରସ୍ତୁତ କରିବ ଆଉଟ ଅଫ ସିଲାବସ ଷ୍ଟ୍ରାଟେଜି, ଖୁଲାସା କଲେ ଏସ. ଜୟଶଙ୍କର

ନୂଆଦିଲ୍ଲୀ,୩୧।୧: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ “ଆମେରିକୀୟ ରାଷ୍ଟ୍ରବାଦୀ” ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ସହିତ ମୁକାବିଲା କରିବା ପାଇଁ ଭାରତକୁ “ପାଠ୍ୟକ୍ରମ ବାହାରେ(ଆଉଟ ଅଫ ସିଲାବସ)” ବୈଦେଶିକ ନୀତି…

କରୋନା ଭଳି ଭୟଙ୍କର ହେଲାଣି GBS! ମହାରାଷ୍ଟ୍ରରେ ଆଉ ୨ ମୃତ

ନୂଆଦିଲ୍ଲୀ,୩୧।୧: GBS ଅର୍ଥାତ ଗୁଇଲେନ ବାରେ ସିଣ୍ଡ୍ରୋମର ଆତଙ୍କ ଏବେ ବୃଦ୍ଧି ପାଇବାରେ ଲାଗିଛି। ଜିବିଏସ୍‌ ଭାଇରସ ଏବେ କରୋନା ପରି ଏକ ମହାମାରୀ ପାଲଟିଛି ବୋଲି କୁହାଯାଉଛି। ମହାରାଷ୍ଟ୍ରରେ କେବଳ ନୂଆ ସଂକ୍ରମିତ ମିଳୁନାହିଁ, ବରଂ ଏହା ଯୋଗୁଁ ମୃତ୍ୟୁ…

‘ଛାତ୍ରୀମାନେ ଆଗେଇଲେ ଦେଶ ଆଗେଇବ’

କେସିଙ୍ଗା,୩୧ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରର ୫୦ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ନେତୃତ୍ୱରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧକାରୀ ଆନନ୍ଦ କୁମାର…

ବାଂଲାଦେଶ ପାଲଟିଲା ଆଫଗାନିସ୍ତାନ! ମହିଳା ଫୁଟବଲ ଖେଳିବା ଇସଲାମ ବିରୋଧି

ଢାକା,୩୧।୧: ବାଂଲାଦେଶ ଏବେ ଧୀରେ ଧୀରେ ତାଲିବାନର ଆଫଗାନିସ୍ତାନରେ ପରିଣତ ହେବାକୁ ଯାଉଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବଶାଳୀ ହୋଇଛନ୍ତି। ହିନ୍ଦୁମାନଙ୍କ କଥା ଛାଡିଦିଅନ୍ତୁ। ଏବେ ମୁସଲିମ ମହିଳାମାନଙ୍କ ପାଇଁ ମଧ୍ୟ ବଞ୍ଚିବା କଷ୍ଟକର ହୋଇଗଲାଣି। ହଁ, ଏବେ ବାଂଲାଦେଶରେ…

Gajapati: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ

ମୋହନା,୩୧।୧(ମନ୍ମଥ ମିଶ୍ର): ଗଜପତି ଜିଲା ଚାନ୍ଦିପୁଟ ଥାନା ଯୋଡ଼ାପଦର ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତାରେ ଯାଇଥିବା ୧୧କେଭି ବିଦ୍ୟୁତ୍‌ ତାର ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ସହ ଗ୍ରାମବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?