Home Left

ପ୍ରତିଭା ବଞ୍ଚିରହୁ

ଏହା ସତ୍ୟ ଯେ ପ୍ରତ୍ୟେକ ଶିଶୁ କିଛି ନା କିଛି ସ୍ବତନ୍ତ୍ର ପ୍ରତିଭାର ଅଧିକାରୀ। ଏହାର ଉନ୍ମେଷ ହେବା ଜରୁରୀ। ସମ୍ପ୍ରତି ସମାଜ ଏ ଦିଗରେ ବେଶ୍‌ ସଚେତନ ଏବଂ ତପତ୍ର ମଧ୍ୟ। ଅତୀତରେ ଏହା ଅତ୍ୟନ୍ତ ସୀମିତ ଥିଲା। ଅଳିଆରୁ…

ଖୁଣ୍ଟପାଲି ଶାଖା କେନାଲରେ ଘାଇ, ଚାଷଜମି ପ୍ରଭାବିତ

ବରଗଡ଼,୧୨।୨(ପ୍ରେମାନନ୍ଦ ଖମାରୀ):କେନାଲ ଉନ୍ନତିକରଣ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଏହାର ସୁଫଳ ମିଳୁ ନାହିଁ। ଶାଖା କେନାଲ ଗୁଡ଼ିକରୁ ଆରମ୍ଭ କରି ମୁଖ୍ୟ କେନାଲ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଘାଇ ସୃଷ୍ଟି ହେଉଛି। ଏଥିରୁ କେନାଲ ଉନ୍ନତିକରଣ…

ତେଲଙ୍ଗାନାରେ ନିଲାମ ହେଉଛି ସରପଞ୍ଚ ପଦ

ହାଇଦ୍ରାବାଦ: ତେଲଙ୍ଗାନା ରାଜ୍ୟ ନିର୍ବାଚନ ଆୟୋଗ (ଟିଜିଏସ୍‌ଇସି) ଦ୍ୱାରା ଖୁବ୍‌ଶୀଘ୍ର ରାଜ୍ୟର ଗ୍ରାମ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା କରାଯିବ। ତେବେ ଗ୍ରାମଗୁଡ଼ିକରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସହ ନିର୍ବାଚନ ଖର୍ଚ୍ଚ ବଞ୍ଚାଇବା ଉଦ୍ଦେଶ୍ୟରେ ସରପଞ୍ଚ ପଦ ପାଇଁ ସର୍ବସମ୍ମତି ନିର୍ବାଚନକୁ ତେଲଙ୍ଗାନା…

ରଣବୀର, ସମୟଙ୍କୁ ଏନ୍‌ସିଡବ୍ଲ୍ୟୁ ସମନ

ନୂଆଦିଲ୍ଲୀ/ମୁମ୍ବାଇ, ୧୨।୨: ୟୁଟ୍ୟୁବ୍‌ ରିଆଲିଟି ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ’ର ଏକ ଏପିଶୋଡ୍‌ରେ ଲୋକପ୍ରିୟ ୟୁଟ୍ୟୁବର୍‌ ରଣବୀର ଆହ୍ଲାବାଦିଆ ଗେଷ୍ଟ ପାନେଲିଷ୍ଟ ଭାବେ ଯୋଗଦେଇ ମା’ବାପାଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଘଟଣାକୁ ନେଇ…

ଏଆଇରେ ସ୍ବଚ୍ଛତା ବଢ଼ାଇବା ପାଇଁ ବୈଶ୍ୱିକ ଢାଞ୍ଚା ପ୍ରସ୍ତୁତ ହେଉ: ମୋଦି

ପ୍ୟାରିସ୍‌,୧୨।୨: ମୁକ୍ତ ଉତ୍ସ ଆଧାରରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପାଇଁ ଏକ ବୈଶ୍ୱିକ ଢାଞ୍ଚା ପ୍ରସ୍ତୁତ କରିବା ଦିଗରେ ସାମୂହିକ ଉଦ୍ୟମ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାବି କରିଛନ୍ତି। ଏହା ଏଆଇରେ ବିଶ୍ୱାସ ଏବଂ ସ୍ବଚ୍ଛତା ବଢ଼ାଇବା…

ଇସ୍ପାତ, ଆଲୁମିନିୟମ ଟାରିଫ୍‌ ବଢ଼ାଇଲେ ଟ୍ରମ୍ପ୍‌

ଓ୍ବାଶିଂଟନ/ବ୍ରସେଲ୍ସ,୧୨।୨: ବିଦେଶରୁ ଆମଦାନୀ ହେଉଥିବା ଇସ୍ପାତ ଓ ଆଲୁମିନିୟମ୍‌ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଛନ୍ତି। ମାର୍ଚ୍ଚ ୧୨ରୁ ଏହି ନୂଆ ଟାରିଫ୍‌ ଲାଗୁ ହେବାକୁ ଯାଉଛି। ୟୁରୋପ…

BCCIର ବଡ଼ ଘୋଷଣା, ଟିମ୍‌ ଇଣ୍ଡିଆକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୧।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍‌କା। ଟିମ ଇଣ୍ଡିଆର ଷ୍ଟାର ଫାଷ୍ଟ ବୋଲର ଜସପ୍ରିତ ବୁମରାହ ଏହି ଟୁର୍ନାମେଣ୍ଟରେ ଖେଳିପାରିବେ କି ନାହିଁ ସେନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆ ଗସ୍ତର ଶେଷ…

ବିବାହର ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ , ଗର୍ଭପାତ ପାଇଁ ଚାପ ପକାଇ ବନ୍ଧାହେଲେ ପ୍ରେମିକ

ରାଜକନିକା,୧୧ା୨(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ଦିନକୁ ଦିନ ପ୍ରେମ ଓ ପ୍ରତାରଣା ମାମଲା ବଢ଼ିବାରେ ଲାଗିଛି। ଏ ନେଇ ଥାନା ଅଞ୍ଚଳରେ ସୋମବାର ଏମିତି ଏକ ପ୍ରେମ, ବିବାହ ପ୍ରତିଶ୍ରୁତି ପରେ ଗର୍ଭବତୀ ଓ ଧୋକା…

ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ

ନୂଆଦିଲ୍ଲୀ/ଇମ୍ଫାଲ,୧୧।୨: ମଣିପୁରରେ ଜାତିଆଣ ହିଂସା ଆରମ୍ଭ ହେବାର ପ୍ରାୟ ୨ ବର୍ଷ ପରେ ଗତ ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌. ବୀରେନ୍‌ ସିଂ ଇସ୍ତଫା ଦେଇଥିଲେ। ଇତିମଧ୍ୟରେ ୨ ଦିନ ବିତିଥିଲେ ମଧ୍ୟ ଭାଜପା କେନ୍ଦ୍ରୀୟ ନେତୃତ୍ୱ ନୂଆ ମୁଖ୍ୟମନ୍ତ୍ରୀ ଚୟନ…

ଜାମଝୋରରେ ଲାଗିଲା ମାଓବାଦୀ ପୋଷ୍ଟର, ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା,୧୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ)-କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଜାମଝୋର ରାସ୍ତା କଡ଼ରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର। ଜାମଝୋର ଗାଁ ଛକ ରାଜ୍ୟ ରାଜପଥ- ୫ ର ମୁଖ୍ୟ ରାସ୍ତା କଡ଼ରେ ଗାଁ କଲ୍ୟାଣ ସମିତିର ହୋର୍ଡିଂ…

ଓଡ଼ିଶା ‘ଏକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମର ଷ୍ଟେଟ ଆକ୍ସନ ପ୍ଲାନ ଉନ୍ମୋଚିତ

ଭୁବନେଶ୍ୱର,୧୧।୨: ରାଜ୍ୟରେ ଜନସ୍ୱାସ୍ଥ୍ୟକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଆଜି ଲୋକସଭା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ‘ଏକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମର ଷ୍ଟେଟ ଆକ୍ସନ ପ୍ଲାନ ଏବଂ ଆଇଡିଏସପି-ଆଇଏଚ୍ଆଇପିର…

କୋଳଶୂନ୍ୟ ହୋଇଗଲା ମାଆ: ପାଳ କୁଡ଼ିଆରେ ନିଆଁଲାଗି ୨ ଝିଅପୁଅ ଜୀବନ୍ତ ଦଗ୍ଧ

ଲାଞ୍ଜିଗଡ଼, ୧୧/୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ ମଙ୍ଗଳବାର ସକାଳେ ଘଟିଛି ଏକ ଅଭାବନୀୟ ଘଟଣା I କାନ୍ଦୁଲ ଗୁଡିଆ (ଚାଷ କରିଥିବା ଭଟା ଜମି) ଚାଷ ଜମିରେ ତିଆରି କରିଥିବା ପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?