ଓଡ଼ିଶାରେ ବିବାହ ବିଚ୍ଛେଦ ରୋକିବେ ରାଜ୍ୟ ସରକାର: ଲାଗୁ କରିବେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ଭୁବନେଶ୍ୱର,୧୧।୨: ଓଡିଶାରେ ଛାଡପତ୍ରର ସଂଖ୍ୟାକୁ ରୋକିବା ଉଦ୍ଦେଶ୍ୟରେ ଦମ୍ପତିଙ୍କ ପାଇଁ ବୈବାହିକ ପରାମର୍ଶ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସରକାର ଶୀଘ୍ର ମାନସିକ…
Cash Withdrawal Limit: ଦୈନିକ ATMରୁ ଉଠାଇପାରିବେ କେତେ ଟଙ୍କା? କ୍ଷତିରେ ପଡ଼ିବାକୁ ଚାହୁଁ ନ ଥିଲେ ଜାଣିନିଅନ୍ତୁ ଏହି ନିୟମ
ନୂଆଦିଲ୍ଲୀ,୧୧।୨: ଭାରତରେ ଅନଲାଇନ୍ ପେମେଣ୍ଟ ଯୁଗରେ ମଧ୍ୟ, ଆମକୁ ନଗଦ ଟଙ୍କା ଆବଶ୍ୟକତା ପଡ଼ୁଛି। କିନ୍ତୁ ପ୍ରତିଦିନ ATMରୁ ଟଙ୍କା ଉଠାଇବାର ଏକ ସୀମା ଅଛି। ଏହା ବ୍ୟତୀତ ବ୍ୟାଙ୍କଗୁଡ଼ିକ ATM ରୁ ଟଙ୍କା ଉଠାଇବା ପାଇଁ ଅନେକ ନିୟମ ଏବଂ…
କାଲି ବ୍ୟାଙ୍କ ବନ୍ଦ ନା ଖୋଲା? ଆପଣଙ୍କ ସହରରେ କ’ଣ ରହିବ, ଘରୁ ବାହାରିବା ପୂର୍ବରୁ ଜାଣି ନିଅନ୍ତୁ…
କୌଣସି ପର୍ବପର୍ବାଣୀ ଯୋଗୁ ବ୍ୟାଙ୍କ ବନ୍ଦ ରହିଥାଏ। ଆଉ ଏ ସମ୍ପର୍କରେ ଆମେ ସୂଚନା ନ ପାଇଲେ ଅଯଥାରେ ବ୍ୟାଙ୍କ ଯା ହଇରାଣ ହେଉ। ତେବେ ଜାଣି ନିଅନ୍ତୁ ଏହି ମାସରେ କେଉଁଦିନ ବ୍ୟାଙ୍କ ଖୋଲା ଓ ବନ୍ଦ ରହୁଛି। ଆସନ୍ତାକାଲି,…
ମୁଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ….କାହିଁକି ଏଭଳି କହିଲେ ଚର୍ଚ୍ଚାରେ ଥିବା ଏହି କ୍ରିକେଟର
ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳରେ ସୁଯୋଗ ମିଳୁନାହିଁ। ତଥାପି ଜାତୀୟ ଦଳରୁ ଖେଳିବା ଲାଗି ଆଶାବାଦୀ ଅଛନ୍ତି ଭାରତୀୟ କ୍ରିକେଟର ଶାର୍ଦ୍ଦୁଳ ଠାକୁର। ରଣଜୀ ଟ୍ରଫିର କ୍ୱାଟର ଫାଇନାଲରେ ମୁମ୍ବାଇ ପକ୍ଷରୁ ଦମ୍ଦାର ପ୍ରଦର୍ଶନ କରିବା ପରେ ସେ ସର୍ବଦା ରେସ୍ରେ ଥିବା…
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ହାତୀ ଆକ୍ରମଣରେ ଘର ଭାଙ୍ଗିଲେ କିମ୍ବା ସାପ କାମୁଡାରେ ମୃତ୍ୟୁ ହେଲେ ମିଳିବ ୪ଲକ୍ଷ ଟଙ୍କା
ଥିରୁଭାନନ୍ତପୁରମ,୧୧।୨: ଏଣିକି ସାପ କାମୁଡିଲେ ମିଳିବ ୪ଲକ୍ଷ ଟଙ୍କା କ୍ଷତିପୂରଣ। ଏନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାର ମାନବ ଏବଂ ବନ୍ୟପ୍ରାଣୀ ସଂଘର୍ଷ ସମ୍ବନ୍ଧୀୟ କ୍ଷତିପୂରଣ ପ୍ରଦାନ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନୂଆ…
JEE Main Result 2025: ପ୍ରକାଶ ପାଇଲା ଜେଇଇ ମେନ୍ ସେଶନ ୧ ରେଜଲ୍ଟ, ଏଭଳି କରନ୍ତୁ ଯାଞ୍ଚ
ନୂଆଦିଲ୍ଲୀ,୧୧।୨: ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଆଡମିଶନ୍ ପାଇଁ ଅନୁଷ୍ଠିତ JEE ମେନ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି। ଏହି ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ JEE ମୁଖ୍ୟ ୱେବସାଇଟ୍ – jeemain.nta.nic.in ରେ ନିଜର ଫଳାଫଳ ଦେଖିପାରିବେ। ଫଳାଫଳ…
ପିସିସି ସଭାପତି ହେବାପରେ ଜାଣନ୍ତୁ କ’ଣ କହିଲେ ଭକ୍ତ ଚରଣ ଦାସ
ଭୁବନେଶ୍ୱର,୧୧।୨: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ କଂଗ୍ରେସ ହାଇକମାଣ୍ଡ ଓଡିଶାରେ ଦଳର ମୁଖିଆ ନିଯୁକ୍ତ କରିଛନ୍ତି। ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଛି। ମଙ୍ଗଳବାର ଏଆଇସିସି ପକ୍ଷରୁ ବିଜ୍ଞପ୍ତି…
ପୁଣି ବିଜେଡିକୁ ଝଟ୍କା: ଭାଜପାରେ ମିଶିଲେ ୩ ୱାର୍ଡମେମ୍ବର
ଭଞ୍ଜନଗର,୧୧ା୨(ବାବୁଲା ପ୍ରଧାନ): ଭଞ୍ଜନଗର ବ୍ଲକ ଦୋମୁହାଣୀ ପଞ୍ଚୟତର ବିଜେଡି ସମର୍ଥିତ ୩ ଜଣ ୱାର୍ଡମେମ୍ବର ମଙ୍ଗଳବାର ଦଳ ଛାଡି ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ସେମାନେ ହେଲେ ତ୍ରିପତି ଜାନି, ମୁରଲୀ ନାୟକ ଓ ରମା ଜାନି। ସ୍ଥାନୀୟ ବନ ବିଭାଗ…
୨୩ ମାସ ପରେ ବସିଲା ପଞ୍ଚାୟତ ସମିତି ବୈଠକ: ସମସ୍ତଙ୍କୁ ସାଥିରେ ନେଇ ଭଞ୍ଜନଗରର କରାଯିବ ବିକାଶ
ଭଞ୍ଜନଗର,୧୧ା୨(ବାବୁଲା ପ୍ରଧାନ): ଭଞ୍ଜନଗର ପଞ୍ଚାୟତ ସମିତି ବୈଠକ ୨୩ ମାସ ପରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଦୀର୍ଘମାସ ପରେ ବୈଠକ ବସିବା ନେଇ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଣିକି ପ୍ରତି ୩ ମାସରେ ଥରେ ବୈଠକ…
ଭାରତୀୟ ଖେଳାଳିଙ୍କ କ୍ୟାରିୟରର ଦୁଃଖଦ ଅନ୍ତ, ମାରିଥିଲେ ୩୧ ଶତକ
ନୂଆଦିଲ୍ଲୀ,୧୧।୨: ୨୦୨୪ ମସିହାରେ ଅନେକ ଲୋକପ୍ରିୟ କ୍ରିକେଟର ନିଜର କ୍ୟାରିୟରରେ ବ୍ରେକ୍ ଲଗାଇଥିଲେ। ଏବେ ଆଉ ଜଣେ ଭାରତୀୟ କ୍ରିକେଟରଙ୍କ କ୍ୟାରିୟରର ଅନ୍ତ ହୋଇଛି। ଏହି ଖେଳାଳି ତାଙ୍କ କ୍ୟାରିୟରରେ ୩୧ଟି ଶତକ ମାରିଥିଲେ। କିନ୍ତୁ ତାଙ୍କୁ ସେପରି ବିଦାୟ ମିଳି…
ବ୍ରାହ୍ମଣୀଗାଁରେ ମା’ ଲୁର୍ଦ୍ଧୁମେରୀଙ୍କ ପର୍ବ: ମେରୀଙ୍କ ପୀଠରେ ମିଳିତ ଦିବ୍ୟ ଯଜ୍ଞ
ବ୍ରାହ୍ମଣୀଗାଁ,୧୧ା୨(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁସ୍ଥିତ କ୍ୟାଥେଲିକ ମଣ୍ଡଳୀ ପକ୍ଷରୁ ମା ’ ଲୁର୍ଦ୍ଧୁମେରୀଙ୍କ ପର୍ବ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ମା’ ମେରୀଙ୍କ ପୀଠରେ ମିଳିତ ଦିବ୍ୟ ଯଜ୍ଞ ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ…
ଭୁବନେଶ୍ୱରରେ ନୂଆ IT ପାର୍କ ପାଇଁ ଜମି ଖୋଜୁଛି ବିଭାଗ, ବିଳମ୍ବ ହେଲେ ଅନ୍ୟ ରାଜ୍ୟକୁ ଚାଲିଯିବେ କମ୍ପାନୀ
ଭୁବନେଶ୍ୱର,୧୧।୨: ସଦ୍ୟ ସମାପ୍ତ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ ସମୟରେ ଆଇଟି ବିକାଶ ଏବଂ ବିପୁଳ ନିବେଶ ସହିତ ଓଡ଼ିଶା ଦ୍ରୁତ ପ୍ରଗତି ଆଶା ରଖିଥିବା ବେଳେ, ଏଥିର ପ୍ରତିବନ୍ଧକ ସାଜିପାରେ ଜମି ଉପଲବ୍ଧତା। ଏହାର ସମାଧାନ…

