Home Left

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବେ ନା ନାହିଁ? ଜାଣନ୍ତୁ ସୋନମ ଓ୍ବାଙ୍ଗଚୁକଙ୍କୁ କ’ଣ ପ୍ରତିଶ୍ରୁତି ଦେଲେ ସରକାର

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ ବିରୋଧରେ ଅନଶନରେ ବସିଥିବା କର୍ମୀ ସୋନମ ୱାଙ୍ଗଚୁକ ଗୁରୁବାର ରାତିରେ ତାଙ୍କର ଅନଶନ ଶେଷ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ପ୍ରାୟ 12:30 AM ଗୁରୁଗ୍ରାମର ମେଦାନ୍ତ…

ପ୍ରଶ୍ନପତ୍ର ଲିକ୍‌ ମାମଲାରେ ହଠାତ୍‌ ସକ୍ରିୟ ହେଲେ ରାଘବ ଚଢ଼ା, ଶେୟାର କଲେ ଖାସ୍‌ ସନ୍ଦେଶ…ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୪।୭: ଛଅ ଜଣ ରାଜ୍ୟ ସଭା ସାଂସଦଙ୍କ ସହିତ ଆମ ଆଦମୀ ପାର୍ଟି (AAP) ଛାଡ଼ି ଭାଜପାରେ ଯୋଗଦେବା ପରେ ରାଘବ ଚଢ଼ାଙ୍କୁ ନେଇ ଗଣମାଧ୍ୟମଠାରୁ ଦୂରେଇ ରହିବାର ଅଭିଯୋଗ ହୋଇଆସୁଛି। ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ ମଧ୍ୟ ଚାଲିଛି,…

ରାତି ଅଧରେ ଭିଡିଓ ଛାଡ଼ିବା ପରେ ଦିଲ୍ଲୀ ପୋଲିସକୁ କଡ଼ା ନିର୍ଦ୍ଦେଶ ଦେଲେ ମୋଦି ସରକାର, ଜନ୍ତରମନ୍ତରରେ ଆରେଷ୍ଟ ହେବେ…

ନୂଆଦିଲ୍ଲୀ,୨୪।୭: ଗତ କିଛି ଦିନ ଧରି ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରମାନେ ପ୍ରତିବାଦ କରୁଛନ୍ତି। ଏହା ମଧ୍ୟରେ, ଆଜି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ରାଜଧାନୀର ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ…

ଅମିତ ଶାହାଙ୍କ ବୈଠକ, ନଡ୍ଡାଙ୍କ ଚିଠି, ସୋନମଙ୍କ ପତ୍ନୀଙ୍କୁ ଫୋନ…, ଜାଣନ୍ତୁ ୱାଙ୍ଗଚୁକଙ୍କ ଅନଶନ ଶେଷ ପଛର ଇନସାଇଡ଼ ଷ୍ଟୋରୀ

ନୂଆଦିଲ୍ଲୀ,୨୪।୭: NEET ପେପର୍‌ ଲିକ ମାମଲାକୁ ନେଇ ଦିଲ୍ଲୀର ଜନ୍ତରମନ୍ତରରେ ଛାତ୍ରଙ୍କ ପ୍ରତିବାଦ ଏବଂ ୨୬ ଦିନ ଧରି ଅନଶନରେ ଥିବା ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ଏହା ପ୍ରଶାସନ ପାଇଁ…

ପ୍ରଥମଥର ପୁରୁଷୋତ୍ତମପୁର ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ଏନ୍‌କାଉଣ୍ଟର

ପୁରୁଷୋତ୍ତମପୁର,୨୪।୭(ସବିତା ମିଶ୍ର): ଗଞ୍ଜାମ ଜିଲାରେ ପୁଣି ଏନକାଉଣ୍ଟର । ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ପ୍ରଥମଥର ଏନକାଉଣ୍ଟର କରାଯାଇଥିଲା । ପୁରୁଷୋତ୍ତମପୁର ନଦୀତଟ ସାହିର କୁକ୍ଷାତ ଅପରାଧି କାଳିଆ ଓରଫ ଘନଶ୍ଯାମବେହେରାଙ୍କୁ ପୋଲିସ ଏନକାଉଣ୍ଟର କରିଛି । କାଳିର ଗ୍ଯାଙ୍ଗ ଦିର୍ଘଦିନହେଲା ପୁରୁଷୋତ୍ତମରପୁର…

୫ ଦିନରେ ଏତେ କୋଟି କ୍ଷତି, CJP ଧାରଣା ଶେଷ କରିବାକୁ ମୋଦିଙ୍କୁ ଚିଠି ଲେଖିଲେ…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀରେ ଚାଲିଥିବା ବଡ଼ ଧରଣର ପ୍ରତିବାଦ ଏବଂ ପ୍ରଦର୍ଶନ ଯୋଗୁଁ ବାଣିଜ୍ୟ ଏବଂ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିବା ସମ୍ପର୍କରେ ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (CTI) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ସିଟିଆଇ ଅଧ୍ୟକ୍ଷ…

ବତିଘର ପଞ୍ଚାୟତକୁ ମିଳିଲା ମୋବାଇଲ ଆମ୍ବୁଲାନ୍ସ: ଡୋର୍‌ ଟୁ ଡୋର୍‌ ସ୍କ୍ରିନ୍‌ ଟେଷ୍ଟ କରିବେ ସ୍ବାସ୍ଥ୍ୟ କର୍ମଚାରୀ

ମହାକାଳପଡ଼ା,୨୪ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନଦୀନାଳ ଘେରା ଆଇଲାଣ୍ଡ ବତିଘର ପଞ୍ଚାୟତକୁ ନାହିଁ ଯାତାୟାତ ବ୍ୟବସ୍ଥା। ଫଳରେ ପଞ୍ଚାୟତ ଅଧୀନ ୧୦ଟି ଗାଁରେ ବସବାସ କରୁଥିବା ୧୨ହଜାରରୁ ଊର୍ଦ୍ଧ୍ୱ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ସୋନମ ଓ୍ବାଙ୍ଗ୍‌ଚୁକ୍‌ ଅନଶନ ଭାଙ୍ଗିବା ପରେ ଏହି ବଡ଼ କଥା କହିଦେଲେ ରେଖା ଗୁପ୍ତା, ଛାତ୍ରଙ୍କ ସମସ୍ୟା…

ନୂଆଦିଲ୍ଲୀ,୨୪ା୭: NEET ପେପର ଲିକ୍‌ ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିବା ପରିବେଶବିତ୍‌ ତଥା ସମାଜସେବୀ ସୋନମ ଓ୍ବାଙ୍ଗ୍‌ଚୁକ୍‌ ସରକାରଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ତାଙ୍କର ଅନଶନ ଭାଙ୍ଗିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ମେଦାନ୍ତ ହସ୍ପିଟାଲରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା…

ମୋଦିଙ୍କ ମଧ୍ୟରାତ୍ରି ଭିଡିଓକୁ ନେଇ CJPର କଟାକ୍ଷ! ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କହିଦେଲା ଏହି କଥା

ନୂଆଦିଲ୍ଲୀ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ପରେ ‘କକ୍ରୋଚ୍ ଜନତା ପାର୍ଟି’ (CJP) ଏକ ବିବୃତ୍ତି ଜାରି କରିଛି । NEET ପେପର୍ ଲିକ୍ ବିରୋଧରେ କଠୋର ବ୍ୟବସ୍ଥା ସମ୍ବଳିତ ଏକ ବିଲ୍ ସଂସଦରେ ଆଗତ କରାଯିବ। ତେବେ ସିଜେପିର ଯୁକ୍ତି…

ଅଭିଶପ୍ତ ଜୀବନ ବିତାଉଛନ୍ତି କୁମିଆପାଲିର ଉମାଙ୍କ ପରିବାର: କବାଟ ବନ୍ଦ କରି ରହିବାକୁ ପଡୁଛି

ବଲାଙ୍ଗୀର,୨୪ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁମିଆପାଲି ଗଁା ଏବେ ଚର୍ଚ୍ଚାରେ ରହିଛି। ଲୋୟର ସୁକ୍‌ତେଲ ଡ୍ୟାମ୍‌ର ଠେଲା ପାଣିରେ ଆଉ ଅଳ୍ପ କିଛି ଦିନ ପରେ ଏଇ ଗଁା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯିବା କୁହାଯାଉଛି। ଏହି ଗଁାର…

ଅଞ୍ଚଳରେ ଚାଞ୍ଚଲ୍ୟ: ଗ୍ୟାସ୍‌ କଟରରେ କାଟି ଏଟିଏମ୍‌ରୁ ଟଙ୍କା ନେଇ ଫେରାର୍‌

ଉମରକୋଟ,୨୪।୭(ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହରର କୋଣ୍ଡାଗା ରୋଡ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ଏକ ଏଟିଏମ୍‌କୁ ଦୁର୍ବୃତ୍ତମାନେ ଗ୍ୟାସ୍‌ କଟରରେ କାଟି ଲୁଟ୍‌ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ପିକଅପ୍‌ ଭ୍ୟାନ୍‌ ଧକ୍କାରେ ହାତୀ ଆହତ: ବନ ବିଭାଗ ଦ୍ୱାରା କରାଯାଉଛି ଚିକିତ୍ସା

କେନ୍ଦୁଝର,୨୪।୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜର ନରଣପୁର ସେକ୍ସନ ଅନ୍ତର୍ଗତ ବଡ଼ପଷି, ଗୋପୀନାଥପୁର ଗ୍ରାମ ନିକଟରେ ଆଜି ସକାଳେ ଏକ ୧୫ ବର୍ଷ ଅଣ୍ଡିରା ହାତୀକୁ ଏକ ପିକ-ଅପ ଗାଡ଼ି ଧକ୍କା ଦେବା ଫଳରେ ଆହତ ହୋଇଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?