Home Left

NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର, ପୁରୁଷବନ୍ଧୁଙ୍କୁ ବନ୍ଧୁଙ୍କୁ ମାଡ଼ ମାରି ବୁଦାରେ ଫିଙ୍ଗିଦେଲେ

ନୂଆଦିଲ୍ଲୀ,୨୪ା୭: ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ସୀମାନ୍ତରେ ଅବସ୍ଥିତ ଏକ ପବିତ୍ର ସହର ଚିତ୍ରକୂଟର ଦେବାଙ୍ଗନା ଉପତ୍ୟକା ଅଞ୍ଚଳରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ମଧ୍ୟପ୍ରଦେଶର ସତନାର ଜଣେ ୨୦ ବର୍ଷୀୟା ଛାତ୍ରୀଙ୍କୁ ତିନି ଜଣ ଯୁବକ ଗଣବଳାତ୍କାର କରିଥିବା ନେଇ…

ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଉପରେ ଜାରି ରହିବ କଡ଼ା ଆଭିମୁଖ୍ୟ: ଏସ୍‌ପି

ଛତ୍ରପୁର,୨୪ା୭(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଚୋରି, ଡକାୟତି, ଦାଦାବଟି ଭଳି ୧୨ଟି ଆପରାଧିକ ମାମଲାରେ ସଂଶ୍ଳିଷ୍ଟ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଘନଶ୍ୟାମ ବେହେରା ଓରଫ କାଳିଆକୁ ପୁରୁଷୋତ୍ତମପୁର ଥାନା କୋଦଳା ଥାନା ଅନ୍ତର୍ଗତ କନିଆରି-ଛୁଞ୍ଚିପଡ଼ା ରାସ୍ତାରେ ଏନ୍‌କାଉଣ୍ଟର କରିଛନ୍ତି। କାଳିଆଙ୍କ ଧରିବା ପାଇଁ…

ଚାଷଜମିକୁ ଯାଇଥିଲେ ଚାଷୀ, ଚୋଟ ମାରିଲା ସାପ, ଘରକୁ ଫେରିବା ପରେ…

ବଞ୍ଚୋ,୨୪ା୭(ପ୍ରଦୋଷ ବିଶ୍ୱାଳ): ଜଣେ ଚାଷୀ ଚାଷଜମିକୁ ଯାଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଥିବା ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତି। ଆନନ୍ଦପୁର ଥାନା ବଞ୍ଚୋ ଗାଁର ଅନାମ ଚରଣ ରାଉତ ନାମକ ଜଣେ ଚାଷୀ ଗୁରୁବାର ଚାଷଜମିକୁ ଯାଇ ଫେରିବା ପରେ…

‘ଆଜି ରାତିରେ CJP ନେତାମାନଙ୍କୁ ଗିରଫ କରାଯିବ’ – ଜନ୍ତର ମନ୍ତରରୁ ଅଭିଜିତ ଦୀପକେଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୨୪।୭: ଶୁକ୍ରବାର କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଜନ୍ତର ମନ୍ତରରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସାମ୍ବାଦିକ ସମ୍ମିଳନୀ ସମୟରେ ଅଭିଜିତ ଦୀପକେ କହିଥିଲେ, ‘ଆଜି ରାତିରେ CJP ନେତାମାନଙ୍କୁ ଗିରଫ କରାଯାଇପାରେ ବୋଲି ଆଲୋଚନା ହେଉଛି,…

ପେପର ଲିକ୍‌: କେନ୍ଦ୍ର, NTAକୁ ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୪।୩: NEET UG ପେପର ଲିକ୍‌ ମାମଲାରେ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଓ NTAକୁ ସତ୍ୟପାଠ ଦାଖଲ ପାଇଁ କୋର୍ଟ କହିଛନ୍ତି। ପେପର ଲିକ୍‌ ପରେ କ’ଣ ସଂସ୍କାର ଲାଗୁ ହୋଇଛି ଏହାର ତଥ୍ୟ ଦେବାକୁ କେନ୍ଦ୍ର ଓ…

Social Media Ban: ୧୫ ବର୍ଷରୁ କମ ବୟସର ପିଲାମାନେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ, ସଂସଦରେ ବିଲ ଗୃହୀତ

ପ୍ୟାରିସ,୨୪।୭: ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ନେତୃତ୍ୱରେ, ବିଶ୍ୱର ସବୁଠାରୁ ଆଧୁନିକ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ଫ୍ରାନ୍ସର ସଂସଦ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସଂସଦ ୧୫ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ…

ମୋଦି କ୍ୟାବିନେଟରେ ହେବ ବଡ଼ ନିଷ୍ପତ୍ତି; କ’ଣ ଧର୍ମେନ୍ଦ୍ରଙ୍କ ଇସ୍ତଫାକୁ ନେଇ ହେବ ଘୋଷଣା?

ନୂଆଦିଲ୍ଲୀ,୨୪।୭: ପେପର ଲିକ୍ ପ୍ରସଙ୍ଗକୁ ନେଇ ଦେଶର ରାଜନୀତି ଗରମ ହେବାରେ ଲାଗିଛି। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ପର୍ଯ୍ୟନ୍ତ ସମସ୍ତେ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ କେନ୍ଦ୍ର ସରକାର ଘେରି ହୋଇପଡ଼ିଛନ୍ତି। ଏହି ବିବାଦକୁ ପ୍ରଶମିତ କରିବା ପାଇଁ ପ୍ରଧାନମନ୍ତ୍ରୀ…

ବଲାଙ୍ଗୀରରେ ଚାଞ୍ଚଲ୍ୟ! ନିଜ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣିଲେ ସ୍ବାମୀ, ଏହି କାରଣକୁ ନେଇ….

ବଲାଙ୍ଗୀର,୨୪।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନକା ମାଝିପଡାରେ ଗୁରୁବାର ଏକ ହୃଦୟବିଦାରକ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଛନ୍ତି । ଏହି…

ଦିବ୍ୟାଙ୍ଗ ସ୍ବାମୀଙ୍କୁ କାନ୍ଧରେ ବସାଇ ୧୮୦ କିଲୋମିଟର ଚାଲିଲେ ସ୍ତ୍ରୀ: ପ୍ରେମ-ବିଶ୍ୱାସର ଅନନ୍ୟ ଉଦାହରଣ

ଲକ୍ଷ୍ନୌ,୨୪।୭: କାଉଡି ଯାତ୍ରାକୁ କେବଳ ଧାର୍ମିକ ବିଶ୍ୱାସର ପର୍ବ ଭାବରେ ବର୍ଣ୍ଣନା କରାଯାଏ। ଏହି ତୀର୍ଥଯାତ୍ରା ବିଶ୍ୱାସ, ତ୍ୟାଗ, ଧୈର୍ଯ୍ୟ ଏବଂ ମାନବୀୟ ସମ୍ପର୍କର ଗଭୀରତାକୁ ମଧ୍ୟ ଆଲୋକିତ କରେ। ଆଜିକାଲି ଲକ୍ଷ ଲକ୍ଷ ଶିବ ଭକ୍ତ ଗଙ୍ଗାରୁ ପବିତ୍ର ଜଳ…

ନଇଁଲେ ମୋଦି ସରକାର! ଅଧରାତିରେ କାହିଁକି କଲେ ଭିଡିଓ, କଣ ରହିଛି ବଡ଼ ଚାଲ୍ ଜାଣନ୍ତୁ

ନୂଆଦିଲ୍ଲୀ,୨୪।୭: ୨୩ ଜୁଲାଇ, ୨୦୨୬ ରାତି ୧୧:୫୨ ସମୟରେ… NEET ପେପର୍ ଲିକ୍ ବିରୋଧରେ CJP ଦେଶବ୍ୟାପୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିଲା। ସେହି ମୁହୂର୍ତ୍ତରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ପୋଷ୍ଟ କରିଥିଲେ। ଏହା କୌଣସି ସାଧାରଣ ଭିଡିଓ…

ମେଡିକାଲରେ ପଶି ଭଙ୍ଗାରୁଜା, ମୁଖ୍ୟ ଅଭିଯୁକ୍ତ ଗିରଫ, ପୂର୍ବରୁ ରହିଛି ଏସବୁ କେସ୍‌…

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ): ଗଞ୍ଜାମ ବଡ଼ ବଜାରସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଅସାମାଜିକ ଯୁବକ ମେଡିକାଲ ଭିତରେ ପଶି ମେଡିକାଲ ଅଫିସର ଏବଂ ଆୟୁଷ ଡାକ୍ତରଙ୍କ ଚାମ୍ବର ଗ୍ଲାସ ଭାଙ୍ଗି ଦେଇଥିଲେ। ଏନେଇ ମେଡିକାଲରେ କାର୍ଯ୍ୟରତ ଡାକ୍ତରଙ୍କ ଏତଲା ପରେ…

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବେ ନା ନାହିଁ? ଜାଣନ୍ତୁ ସୋନମ ଓ୍ବାଙ୍ଗଚୁକଙ୍କୁ କ’ଣ ପ୍ରତିଶ୍ରୁତି ଦେଲେ ସରକାର

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ ବିରୋଧରେ ଅନଶନରେ ବସିଥିବା କର୍ମୀ ସୋନମ ୱାଙ୍ଗଚୁକ ଗୁରୁବାର ରାତିରେ ତାଙ୍କର ଅନଶନ ଶେଷ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ପ୍ରାୟ 12:30 AM ଗୁରୁଗ୍ରାମର ମେଦାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?