Home Left

‘ଅର୍ଣ୍ଣବ’ ଉଜାଡ଼ିଥିଲା ଫସଲ, ଏବେ ‘ମୁରାସୁ’କୁ ନେଇ ଚିନ୍ତାରେ ଉଦ୍ୟାନ କୃଷକ

ଦାରିଙ୍ଗବାଡ଼ି, ୨।୧୧ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ ଆଣିଥିଲା ଦୁଃଖ। ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୁରାସୁ’କୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଦାରିଙ୍ଗବାଡ଼ି ଅଞ୍ଚଳର ଉଦ୍ୟାନ କୃଷକ। ପୂର୍ବ ବାତ୍ୟାରେ ଲକ୍ଷାଧିକ ଟଙ୍କାର ପନିପରିବା ଫସଲ ନଷ୍ଟ ହୋଇଥିବା ବେଳେ…

ଭାରତ ବିପକ୍ଷ ସିରିଜ ପୂର୍ବରୁ ନ୍ୟୁଜିଲାଣ୍ଡ ଟିମ୍‌ରେ ବଡ଼ ହଲଚଲ: ଦଳରୁ ବାଦ୍‌ ପଡ଼ିଲେ ଦୁଇ ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ, ୨।୧୧: ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡକୁ ଲାଗିଛି ଦୁଇଟି ବଡ଼ ଝଟ୍‌କା। ଦଳର ଷ୍ଟାର ବ୍ୟାଟର୍‌ ମାର୍କ ଚାପମ୍ୟାନ ଏବଂ ସ୍ପିନ ଅଲରାଉଣ୍ଡର୍‌ ରଚିନ ରବୀନ୍ଦ୍ର ୫ଟି ଯାକ ଦିନିକିଆ…

ବଡ଼ଟୁବି ନଦୀ ଉପରେ ସେତୁ ନିର୍ମାଣ ଦାବି: ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗ୍ରାମବାସୀ

ମହାକାଳପଡ଼ା,୨।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ର ନଦୀନାଳ ଘେରା ବତୀଘର ଦ୍ୱୀପାଞ୍ଚଳକୁ ସେତୁ ନିର୍ମାଣ ଦାବି ନେଇ ଦୀର୍ଘ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି ଅଞ୍ଚଳବାସୀ। ସରକାର ବଦଳିଛି, କିନ୍ତୁ ବଦଳିନି ବତୀଘର ଦ୍ୱୀପବାସୀଙ୍କ ଦୁଃଖ। ପ୍ରତିଦିନ ଡଙ୍ଗାରେ…

କଲେଜ ଛାତ୍ରୀ ହତ୍ୟା ମାମଲା: ସିନ ରିକ୍ରିଏସନବେଳେ ପୋଲିସ ଗାଡ଼ି ଉପରେ ଆକ୍ରମଣ

ମାର୍ଶାଘାଇ,୨।୧୧ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର (ବନ୍ଧସାହି) ଗ୍ରାମରେ ଗତ ୩୧ ତାରିଖ ରାତିରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାକୁ ନେଇ ଆଜି ପ୍ରବଳ ଉତ୍ତେଜନା ଦେଖାଦେଇଛି। ଘଟଣାରେ ଅଭିଯୁକ୍ତ ଅରଜିତ…

ବହୁ ବର୍ଷ ପରେ ଦୀପାବଳିରେ ଘଟୁଛି ଦୁର୍ଲଭ ସଂଯୋଗ, ମେଷ ସମେତ ୪ ରାଶିଙ୍କୁ ପ୍ରବଳ ଧନ ଲାଭ! ଚାକିରିରେ ବଡ଼ ପଦୋନ୍ନତି

ପ୍ରତିବର୍ଷ କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଏ ଆଲୋକର ପର୍ବ ଦୀପାବଳି। ଚଳିତ ବର୍ଷ ୨୦୨୬ ନଭେମ୍ବର ୮ ତାରିଖ, ରବିବାର ଦିନ ଦୀପାବଳି ପାଳନ କରାଯିବ। ଏହି ବିଶେଷ ଅବସରରେ ସ୍ବାତୀ ନକ୍ଷତ୍ର ସହ ଆୟୁଷ୍ମାନ ଓ…

ଆଇସିସି ଦିନିକିଆ ରାଙ୍କିଂରେ ଶ୍ରୀଲଙ୍କାକୁ ପଛରେ ପକାଇଲା ଆଫଗାନିସ୍ତାନ, ଜାଣନ୍ତୁ ଭାରତ-ପାକିସ୍ତାନ କେଉଁ ସ୍ଥାନରେ…

ନୂଆଦିଲ୍ଲୀ, ୨।୧୧: ଆଇସିସି ପୁରୁଷ ଦିନିକିଆ ଟିମ ରାଙ୍କିଂରେ ଷଷ୍ଠ ସ୍ଥାନକୁ ଉଠିଛି ଅଫଗାନିସ୍ତାନ କ୍ରିକେଟ ଦଳ। ଶ୍ରୀଲଙ୍କାକୁ ପଛରେ ପକାଇ ଏହି ସଫଳତା ହାସଲ କରିଛି ଦଳ। ଏହା ଅଫଗାନିସ୍ତାନର ଦିନିକିଆ କ୍ରିକେଟ ଇତିହାସରେ ସର୍ବୋଚ୍ଚ ରାଙ୍କିଂ। ଅନ୍ୟପଟେ ଭାରତୀୟ…

ଏକମାତ୍ର ପୁଅକୁ ବଳି ଦେଇ ମୃତଦେହ ପାଖରେ ଶୋଇପଡ଼ିଲେ ବାପା: ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅହମ୍ମଦାବାଦ୍‌,୨।୧୧: ଗୁଜରାଟର ଅହମ୍ମଦାବାଦ ଜିଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜର ୧୦ ବର୍ଷୀୟ ପୁଅକୁ ଘରେ ଥିବା ଦେବୀଙ୍କ ବେଦୀ ସାମ୍ନାରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରିକି ହତ୍ୟା ପରେ ସେ ପୁଅର…

୫୦ ଦିନ ପର୍ଯ୍ୟନ୍ତ ବ୍ଲୁ ଜର୍ସିରେ ନଜର ଆସିବେନି ବୈଭବ ସୂର୍ଯ୍ୟବଂଶୀ: ମିଳିଲା ବଡ଼ ଦାୟିତ୍ୱ, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୨।୧୧: ଭାରତୀୟ କ୍ରିକେଟ ଦଳ ଆସନ୍ତା ୨୨ ଡିସେମ୍ବରରୁ ପରବର୍ତ୍ତୀ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏଭଳି ସ୍ଥିତିରେ ପ୍ରାୟ ୫୦ ଦିନ ପର୍ଯ୍ୟନ୍ତ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ଲୁ ଜର୍ସିରେ ଦେଖିବାକୁ ମିଳିବ ନାହିଁ। ଏବେ ପ୍ରଶଂସକଙ୍କ ମନରେ ସବୁଠାରୁ…

ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ବାଇକ୍‌, ଜଣେ ମୃତ ଓ ଜଣେ ଗୁରୁତର

ରିଆମାଳ, ୨/୧୧ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ ଅନ୍ତର୍ଗତ କୁଣ୍ଢେଇଗୋଳା ଥାନା ଅଧୀନ ସଂଘାପଶି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେବାରୁ…

ଜନ୍ମଦିନରେ ବଡ଼ ଘୋଷଣା କଲେ ନୀତା ଅମ୍ବାନୀ: ଅସହାୟଙ୍କୁ ମିଳିବ ନୂଆ ଜୀବନ

ମୁମ୍ବାଇ,୨।୧୧: ନିଜ ଜନ୍ମଦିନକୁ ସ୍ମରଣୀୟ କରିବା ସହ ହଜାର ହଜାର ଅସହାୟଙ୍କ ଜୀବନରେ ଖୁସି ଭରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ। ନଭେମ୍ବର ୧ ତାରିଖରେ ନିଜ ଜନ୍ମଦିନ ଅବସରରେ ସେ ୫…

ବିଶ୍ୱାସୀ ପ୍ରାଣୀ ପ୍ରତି ବିଶ୍ୱାସଘାତ: ୧୫ ଦିନ ହେଲା ଭୋକ ଉପାସରେ ପଡ଼ିରହିଛି ଜର୍ମାନ ସେଫାର୍ଡ, ମାଲିକଙ୍କ ବାଟ ଚାହିଁ ଝାଟିମାଟି କୁଡ଼ିଆରେ…

ବଡ଼ଗାଁ, ୨/୧୧ (ଅଶୋକ ଷଡ଼ଙ୍ଗୀ): ପ୍ରାଣୀଙ୍କ ପ୍ରତି କ୍ରୁରତାର ଅନେକ ଘଟଣା ସାମ୍ନାକୁ ଆସୁଛି। ଏଭଳି କାର୍ଯ୍ୟ ଆଇନ ଅନୁଯାୟୀ ଅପରାଧ। କୁକୁର ଏକ ବିଶ୍ୱସ୍ତ ଓ ଗୃହପାଳିତ ପ୍ରାଣୀ। ନିଜ ଜୀବନକୁ ବିପଦରେ ପକାଇ ମାଲିକ ଓ ତାଙ୍କ ପରିବାରର…

୨ ଅଧିନାୟକ, ୨ଟି ଟିମ! ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ କେମିତି ରହିଛି ଟିମ ଇଣ୍ଡିଆର ଦଳ, ଦେଖନ୍ତୁ …

ନୂଆଦିଲ୍ଲୀ, ୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବାକୁ ଆଉ ମାତ୍ର ୨ ଦିନ ବାକି ରହିଛି। ଟିମ ଇଣ୍ଡିଆ ଟି-୨୦ ସିରିଜକୁ ନିଜ ନାମରେ କରିଥିବା ବେଳେ ଏବେ ଦିନିକିଆ ସିରିଜରେ ମଧ୍ୟ ସମାନ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?