ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ବାଇକ୍‌, ଜଣେ ମୃତ ଓ ଜଣେ ଗୁରୁତର

ରିଆମାଳ, ୨/୧୧ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ ଅନ୍ତର୍ଗତ କୁଣ୍ଢେଇଗୋଳା ଥାନା ଅଧୀନ ସଂଘାପଶି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେବାରୁ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।

ମୃତ ଯୁବକ ହେଲେ ଚଢ଼େଇମରା ଗ୍ରାମର ବୁଦ୍ଧୁରାମ ତପନଙ୍କ ପୁଅ ସମଲ ତପନ। ସେହିପରି ଗୁରୁତର ଆହତ ଯୁବକ ହେଲେ ସେହି ଗ୍ରାମର ଶମ୍ଭୁ ଘଟୁଆଳଙ୍କ ପୁଅ ମିଲୁ ଘଟୁଆଳ।

ସୂଚନା ଅନୁଯାୟୀ, ଉଭୟ ଯୁବକ ସୋମବାର କୌଣସି କାମରେ ଯାଇ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ଦିନ ପ୍ରାୟ ୧ଟା ୩୦ ମିନିଟ୍‌ ସମୟରେ ସଂଘାପଶି ଗାଁ ନିକଟରେ ସେମାନେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇଥିଲେ। ଫଳରେ ସମଲ ତପନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତର ମିଲୁ ଘଟୁଆଳଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲେ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେବାରୁ କୁଣ୍ଢେଇଗୋଳା ଥାନା ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲା। ଏହି ଦୁର୍ଘଟଣାକୁ ନେଇ ଚଢ଼େଇମରା ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଇସିସି ଦିନିକିଆ ରାଙ୍କିଂରେ ଶ୍ରୀଲଙ୍କାକୁ ପଛରେ ପକାଇଲା ଆଫଗାନିସ୍ତାନ, ଜାଣନ୍ତୁ ଭାରତ-ପାକିସ୍ତାନ କେଉଁ ସ୍ଥାନରେ…

ନୂଆଦିଲ୍ଲୀ, ୨।୧୧: ଆଇସିସି ପୁରୁଷ ଦିନିକିଆ ଟିମ ରାଙ୍କିଂରେ ଷଷ୍ଠ ସ୍ଥାନକୁ ଉଠିଛି ଅଫଗାନିସ୍ତାନ କ୍ରିକେଟ ଦଳ। ଶ୍ରୀଲଙ୍କାକୁ ପଛରେ ପକାଇ ଏହି ସଫଳତା ହାସଲ କରିଛି…

ଏକମାତ୍ର ପୁଅକୁ ବଳି ଦେଇ ମୃତଦେହ ପାଖରେ ଶୋଇପଡ଼ିଲେ ବାପା: ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅହମ୍ମଦାବାଦ୍‌,୨।୧୧: ଗୁଜରାଟର ଅହମ୍ମଦାବାଦ ଜିଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜର ୧୦ ବର୍ଷୀୟ ପୁଅକୁ ଘରେ ଥିବା ଦେବୀଙ୍କ ବେଦୀ ସାମ୍ନାରେ…

୫୦ ଦିନ ପର୍ଯ୍ୟନ୍ତ ବ୍ଲୁ ଜର୍ସିରେ ନଜର ଆସିବେନି ବୈଭବ ସୂର୍ଯ୍ୟବଂଶୀ: ମିଳିଲା ବଡ଼ ଦାୟିତ୍ୱ, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୨।୧୧: ଭାରତୀୟ କ୍ରିକେଟ ଦଳ ଆସନ୍ତା ୨୨ ଡିସେମ୍ବରରୁ ପରବର୍ତ୍ତୀ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏଭଳି ସ୍ଥିତିରେ ପ୍ରାୟ ୫୦ ଦିନ ପର୍ଯ୍ୟନ୍ତ ବୈଭବ…

ଜନ୍ମଦିନରେ ବଡ଼ ଘୋଷଣା କଲେ ନୀତା ଅମ୍ବାନୀ: ଅସହାୟଙ୍କୁ ମିଳିବ ନୂଆ ଜୀବନ

ମୁମ୍ବାଇ,୨।୧୧: ନିଜ ଜନ୍ମଦିନକୁ ସ୍ମରଣୀୟ କରିବା ସହ ହଜାର ହଜାର ଅସହାୟଙ୍କ ଜୀବନରେ ଖୁସି ଭରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା…

ବିଶ୍ୱାସୀ ପ୍ରାଣୀ ପ୍ରତି ବିଶ୍ୱାସଘାତ: ୧୫ ଦିନ ହେଲା ଭୋକ ଉପାସରେ ପଡ଼ିରହିଛି ଜର୍ମାନ ସେଫାର୍ଡ, ମାଲିକଙ୍କ ବାଟ ଚାହିଁ ଝାଟିମାଟି କୁଡ଼ିଆରେ…

ବଡ଼ଗାଁ, ୨/୧୧ (ଅଶୋକ ଷଡ଼ଙ୍ଗୀ): ପ୍ରାଣୀଙ୍କ ପ୍ରତି କ୍ରୁରତାର ଅନେକ ଘଟଣା ସାମ୍ନାକୁ ଆସୁଛି। ଏଭଳି କାର୍ଯ୍ୟ ଆଇନ ଅନୁଯାୟୀ ଅପରାଧ। କୁକୁର ଏକ ବିଶ୍ୱସ୍ତ ଓ…

୨ ଅଧିନାୟକ, ୨ଟି ଟିମ! ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ କେମିତି ରହିଛି ଟିମ ଇଣ୍ଡିଆର ଦଳ, ଦେଖନ୍ତୁ …

ନୂଆଦିଲ୍ଲୀ, ୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବାକୁ ଆଉ ମାତ୍ର ୨ ଦିନ ବାକି ରହିଛି। ଟିମ ଇଣ୍ଡିଆ ଟି-୨୦ ସିରିଜକୁ…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଜେଲ୍‌ ଗଲେ ବିଦ୍ୟାଭାରତୀ

ପାରଳାଖେମୁଣ୍ଡି,୨ା୧୧(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଜେଲ୍‌ ଯାଇଛନ୍ତି। ଆଗୁଆ ଜାମିନ୍‌ ଆବେଦନ ଖାରଜ ହେବା ପରେ…

ଭିଜିଲାନ୍ସ ଜାଲରେ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ: ୩.୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଗିରଫ

ସମ୍ବଲପୁର, ୨।୧୧ (ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସମ୍ବଲପୁର-ତାଳଚେର ଦୋହରୀକରଣ ରେଳ ପ୍ରକଳ୍ପର ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ (ଏସ୍‌ଏଲ୍‌ଏଓ) ଅଜୟ କୁମାର ଗଡ଼ନାଏକ। ରେଳପଥ ଦୋହରୀକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?