ଭୁଲ ନିଷ୍ପତ୍ତି ନେଇ ଜୈସଓ୍ବାଲଙ୍କୁ ଦିଆଗଲା ଆଉଟ୍, ରାଗରେ ନିଆଁବାଣ ହୋଇ ଗାଭାସ୍କର କହିଦେଲେ ଏମିତି
ମେଲବୋର୍ନ,୩୦।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମେଲବୋର୍ନ ଟେଷ୍ଟରେ ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୈସଓ୍ବାଲଙ୍କ ଆଉଟ୍ ହେବାକୁ ନେଇ ବିବାଦ ଦେଖାଦେଇଛି। ଏହି ଖେଳାଳିଙ୍କୁ କ୍ୟାଚ୍ ଆଉଟ୍ ଦେବାକୁ ନେଇ ସୁନୀଲ ଗାଭାସ୍କର ରାଗରେ ନିଆଁବାଣ ହୋଇଛନ୍ତି। ସେ ଅମ୍ପାୟାରମାନଙ୍କ…
ପୁଣି ତେଜିଲା ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀଙ୍କ ଆନ୍ଦୋଳନ
ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ବିଭିନ୍ନ ଦାବି ନେଇ ସୋମବାର ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ, ଗ୍ରାମାଞ୍ଚଳର ତୃଣମୂଳସ୍ତରରେ ଲୋକଙ୍କ…
ପୁଣି ଆଫଗାନିସ୍ତାନରେ ପଶି ଆକ୍ରମଣ କଲା ପାକିସ୍ତାନ: ମସଜିଦରେ କଲା ରକେଟ ମାଡ, ଦୃଢ଼ ଜବାବ ଦେଲା ତାଲିବାନ
ନୂଆଦିଲ୍ଲୀ,୩୦ା୧୨: ପାକିସ୍ତାନ ନିକଟରେ ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିବା ପରେ ଦୁଇ ଦେଶ ରକ୍ତର ଖେଳ ଖେଳୁଛନ୍ତି। ଦୁଇଆ ପକ୍ଷରୁ ଉଭୟ ପକ୍ଷର ସୀମାରେ ପ୍ରବେଶ କରି ଲୋକଙ୍କୁ ହତ୍ୟା କରୁଛନ୍ତି। ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଗତ କିଛି…
ରାସ୍ତାରେ ହାଇଓ୍ବାର ବ୍ରେକ୍ ଫେଲ୍, ଉପସ୍ଥିତି ବୁଦ୍ଧି ଖଟାଇଲେ ଡ୍ରାଇଭର
ଦାରିଙ୍ଗବାଡ଼ି,୩୦ା୧୨(ଅରୁଣ ସାହୁ): ବାଲି ବୋଝେଇ ଏକ ହାଇଓ୍ବା ରାଜପଥ ଉପରେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି। ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବଡ଼ ଧରଣର ବିପଦ ଟଳି ଯାଇଛି। ପ୍ରକାଶ ଯେ, ୫୯ ନଂ ଜାତୀୟ ରାଜପଥରେ ବାଲିଗୁଡ଼ାରୁ ହାଇଓ୍ବା ନଂ…
ଫୁଡ ବ୍ଲଗରଙ୍କ ସନ୍ଦେହ ଜନକ ମୃତ୍ୟୁ
ଭୁବନେଶ୍ବର ପଟିଆ ଅଞ୍ଚଳର ଗୋଟିଏ ଲେଡିଜ ହଷ୍ଟେଲରୁ ମିଳିଲା ଫୁଡ୍ ବ୍ଲଗରଙ୍କ ମୃତଦେହ। କେଉଁ କାରଣରୁ ମୃତ୍ୟୁ ହୋଇଛି ତାହାକୁ ନେଇ ତଦନ୍ତ କରୁଛି ପୋଲିସ।
ପରିସ୍ରା କରିବାକୁ ଉଠିଥିଲେ ଯୁବକ, ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ
କେନ୍ଦୁଝର,୩୦ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ଲୋକେ ଭୟ ଓ ଆତଙ୍କିତ ହୋଇପଡ଼ିଛନ୍ତି। ରବିବାର ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନର ରେଭେନ୍ସାପୁର (ଖ) ନିକଟ ଚମକପୂର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ…
ଚାନ୍ଦିପୋଷ ସଡ଼କ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
ବଣାଇଁ,୩୦ା୧୨: ସୁନ୍ଦରଗଡ଼ ଜିଲା ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥର ଚାନ୍ଦିପୋଷ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ମୃତ୍ୟୁସଂଖ୍ୟା ଦୁଇ ଥିବାବେଳେ ଆଜି ପୁଣି ଜଣଙ୍କର ମୃତ୍ୟୁ…
୨୦୨୫ ପ୍ରଥମ ଦିନରେ ଏହି ୩ ରାଶିରେ ରହିଛି ରାଜଯୋଗ, ବଦଳିଯିବ ଭାଗ୍ୟ…
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆଗାମୀ ନୂତନ ବର୍ଷ ଅର୍ଥାତ୍ ୨୦୨୫ ଗ୍ରହ ନକ୍ଷତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି। ଅନେକ ବଡ ଗ୍ରହ ସେମାନଙ୍କର ରାଶି ଚିହ୍ନ ପରିବର୍ତ୍ତନ କରିବାକୁ ଯାଉଛନ୍ତି, ଯେଉଁଥିପାଇଁ ଅନେକ ଶୁଭ ଏବଂ ରାଜଯୋଗ ସୃଷ୍ଟି…
ଭାରତର ପରାଜୟ ପରେ କଟା ଘା’ରେ ଚୂନ ମାରିଲେ ଅଶ୍ୱିନ
ଚେନ୍ନାଇ,୩୦।୧୨: ମେଲବୋର୍ନରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚରେ ଭାରତୀୟ ଦଳ ପରାଜୟର ସମ୍ମୁଖୀନ ହୋଇଛି। ଅଷ୍ଟ୍ରେଲିଆ ମେଲବୋର୍ଣ୍ଣରେ ୧୮୪ ରନ୍ରେ ଟିମ ଇଣ୍ଡିଆକୁ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଟିମ ଇଣ୍ଡିଆର ମ୍ୟାଚ ଚାଲିଥିଲା ପୂର୍ବତନ…
୨୦୨୫ରେ ଏମିତି ଘଟଣା ଘଟିବ ଯାହା କେହି କେବେ ଦେଖି ନ ଥିଲେ, କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ?
ବ୍ରାସିଲିଆ: ଆଥୋସ ସାଲୋମ ଯିଏ ‘ଜୀବନ୍ତ ନୋଷ୍ଟ୍ରାଡାମସ’ ଭାବରେ ଜଣାଶୁଣା । ସେ ୨୦୨୫ ବର୍ଷ ପାଇଁ ଅନେକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ଏହି ଭବିଷ୍ୟବାଣୀଗୁଡିକ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି ଯେଉଁଠାରେ ଲୋକମାନେ ସେମାନଙ୍କର ଦାବିକୁ ବିଚାର…
ପ୍ରତିଶୋଧ ନେଉଛି ତାଲିବାନ, ପାକିସ୍ତାନ ସେନା ଶିବିରକୁ କଲା କବଜା!
କାବୁଲ,୩୦।୧୨: ପାକିସ୍ତାନ ସେନା ଏବଂ ତାଲିବାନ ମଧ୍ୟରେ ସୀମା ରେଖା ଥିବା ଡୁରାଣ୍ଡ ଲାଇନରେ ଯୁଦ୍ଧ ପରି ପରିସ୍ଥିତି ଉପୁଜିଛି। ଟିଟିପି ଆତଙ୍କବାଦୀଙ୍କ ଦ୍ୱାରା ୧୬ଜଣ ପାକିସ୍ତାନୀ ସେନାମାନଙ୍କୁ ହତ୍ୟା କରିବା ପରେ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପାକ୍ଟିକା ଏବଂ ଖୋଷ୍ଟ…
ଉତ୍ପାତ ମଚାଉଛି ନରହନ୍ତା ଦନ୍ତା
ବଣାଇଁ,୩୦।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ରାଉରକେଲା ବନଖଣ୍ଡ ବାଙ୍କୀ ରେଞ୍ଜ ଅଞ୍ଚଳରେ ଘୁରି ବୁଲୁଛି ରେଡିଓକଲାର ଲାଗିଥିବା ନରହନ୍ତା ଦନ୍ତା। ଦୁଇଦିନ ତଳେ ବଣାଇଁ ବନଖଣ୍ଡର ବରସୁଆଁ ରେଞ୍ଜରେ ଥିବା ଦନ୍ତା ରବିବାର କେ.ବଲାଙ୍ଗ ସେକ୍ସନର କରେଇଚୁଆଁ ଗାଁରେ ପଶି ତାଣ୍ଡବ…
Archives


