Home Left

ନବ ଦାସ ହତ୍ୟା ମାମଲା: ଗୋପାଳଙ୍କ ସ୍ତ୍ରୀଙ୍କ ବୟାନ ରେକର୍ଡ କଲା କ୍ରାଇମ୍‌ବ୍ରାଞ୍ଚ

ବ୍ରହ୍ମପୁର, ୨୬ା୪(ସୁବାସ ଚନ୍ଦ୍ର ପାଢ଼ୀ): ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ଜାରି ରଖିଛି କ୍ରାଇମ୍‌ବ୍ରାଞ୍ଚ। ଶନିବାର କ୍ରାଇମ୍‌ବ୍ରାଞ୍ଚ ଏଏସ୍‌ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ମନ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ପୋଲିସ ଏଏସ୍‌ଆଇ…

ବାଂଲାଦେଶରେ ପାକିସ୍ତାନ ମୁତୟନ କଲା Fighter Jet? ପାକ୍‌ ଖବରଦାତା ଦାବି କଲେ…

ଇସଲାମାବାଦ,୨୬।୪: ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିବା ସମେତ ଅନେକ ବଡ଼ ନିଷ୍ପତ୍ତି…

ଝେଲମରେ ପାଣି ଛାଡିଦେଲା ଭାରତ, ପାକିସ୍ତାନରେ ବନ୍ୟା, ଘୋଷଣା ହେଲା Emergency

ନୂଆଦିଲ୍ଲୀ,୨୬।୪: ଶନିବାର ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ମୁଜାଫରାବାଦରେ ବନ୍ୟା ସତର୍କତା ଜାରି କରାଯାଇଛି। ପ୍ରକୃତରେ, ଶନିବାର ଅପରାହ୍ନରେ ଝେଲମ ନଦୀର ଜଳସ୍ତର ହଠାତ ବୃଦ୍ଧି ପାଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଥିଲା ଯେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ କୌଣସି ସୂଚନା ନ…

ଦିବ୍ୟାଙ୍ଗ ଶିକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଦାରିଙ୍ଗବାଡ଼ି,୨୬ା୪ (ଅରୁଣ ସାହୁ): ୧୫ ଦିନ ଧରି ଚାଲିଥିବା ନିଷ୍ଠା ବା ସମାନ ଓ ଅନ୍ତର୍ଭୁକ୍ତ ଶିକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଛି। ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦ୍‌ଯାପନୀ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ…

Pope Francisଙ୍କ ଅନ୍ତିମ ସଂସ୍କାରରେ ଅସମ୍ଭାଳ ଭିଡ, ଟ୍ରମ୍ପ ବି କଲେ ଶେଷ ଦର୍ଶନ

ଭାଟିକାନ ସିଟି,୨୬।୪: ଭାରତୀୟ ସମୟ ଅନୁସାରେ ଶନିବାର ଅପରାହ୍ନରେ ପୋପ ଫ୍ରାନ୍ସିସଙ୍କ ଅନ୍ତିମ ସଂସ୍କାର ଆରମ୍ଭ ହୋଇଥିଲା। ତାଙ୍କର ଅନ୍ତିମ ସଂସ୍କାର ସେଣ୍ଟ ପିଟର୍ସ ବାସିଲିକା ସମ୍ମୁଖରେ ଥିବା ପ୍ରତୀକାତ୍ମକ ବାରୋକ ପ୍ଲାଜାରେ କରାଯିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ…

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ

ମୋହନା,୨୬ା(ମନ୍ମଥ ମିଶ୍ର): ମୋହନାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୪ତମ ଜୟନ୍ତୀ ପାଳିତ ହୋଇଛି। ମୋହନାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘ ପକ୍ଷରୁ ହୋଇଥିବା ଏହି ଉତ୍ସବରେ ସଂଘ ସଭାପତି ଅଜିତ ପାତ୍ର ଓ ବାର୍‌ ଆସୋସିଏଶନ ଉପସଭାପତି ସୀମାଞ୍ଚଳ କାର୍ଜି,…

ବାଇକ୍‌ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

କେନ୍ଦୁଝର,୨୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥର ବୋନାଯୋଡି ବୁଲାଣି ନିକଟରେ ଏକ ବାଇକ୍‌ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବରଦାପାଳ ପଞ୍ଚାୟତ ବରଦାପାଳ ଡୁମୁରିବାଳି ସାହିର ରଘୁନାଥ…

ଉପାନ୍ତ ଅଞ୍ଚଳରେ ଓଡ଼ିଶା-ଆନ୍ଧ୍ର ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ

ପାରଳାଖେମୁଣ୍ଡି,୨୬ା୪(ଗିରିଧାରୀ ପରିଛା): ଗଜପତି ଓ ଶ୍ରୀକାକୁଲମ୍‌ ଜିଲାର ଉପାନ୍ତ ଅଞ୍ଚଳରେ ଦିନକୁ ଦିନ ଦେଶୀ ଚୋରାମଦ କାରବାର ବଢ଼ି ଚାଲିଥିବାରୁ ଏଥିରେ ରୋକ ଲଗାଇବାକୁ ଓଡ଼ିଶା ଓ ଆନ୍ଧ୍ର ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ପ୍ରଥମେ ଓଡ଼ିଶାର କାଶୀନଗର…

ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ: ଭଉଣୀ ଘରକୁ ଯାଇ ରାତିରେ …

ଦିଗପହଣ୍ଡି,୨୬।୪(ଅଶେଷନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁଣ୍ଠପଡ଼ା ଗ୍ରାମର ଇଂ. ଏ ଏଣ୍ଡୁପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ଦିଗପହଣ୍ଡି ପୋଲିସ ବ୍ରହ୍ମପୁର ବଡ ଡାକ୍ତରଖାନାରେ ପହଞ୍ଚି ଥିଲା। ଅପମୃତ୍ୟୁ ମାମଲା ନଂ. ୧୫/୨୫ ଅନୁଯାୟୀ ତାଙ୍କ ମୃତଦେହ…

ଭାରତ ଛାଡ଼ି କାହିଁକି ଲଣ୍ଡନ ଗଲେ ବିରାଟ-ଅନୁଷ୍କା? ମାଧୁରୀଙ୍କ ସ୍ବାମୀ ଖୋଲିଦେଲେ ଗୁମର

ନୂଆଦିଲ୍ଲୀ,୨୬।୪: ଲଣ୍ଡନ ଚାଲିଯିବେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି। ଗତ ବର୍ଷେ ମଧ୍ୟରେ ଅନେକ ଥର ଦୁହିଁଙ୍କୁ ଲଣ୍ଡନରେ ଦେଖାଯିବା ପରେ କିଛି ଏଭଳି କଳ୍ପନାଜଳ୍ପନା ଲାଗି ରହିଛି। ଏବେ ସେମାନେ ବାସ୍ତବରେ ସେଠାକୁ ଚାଲିଯିବେ ବୋଲି ସ୍ପଷ୍ଟ…

କାଳବୈଶାଖୀ ପ୍ରଭାବ: ଘରଉପରେ ପଡ଼ିଲା ଗଛ

ରାଇକିଆ,୨୪।୪:(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ଅପରାହ୍ନରେ କାଳବୈଶାଖୀ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଛି । ପ୍ରବଳ ବେଗରେ ପବନ ବହିବା ସହ କୁଆପଥର ମାଡ ହୋଇଥିଲା। ଏହାର ପ୍ରଭାବରେ ଗଛ ଭାଙ୍ଗି ଘର ଉପରେ ପଡ଼ିଥିବା…

ଜୁନିୟର ବକ୍ସିଂ ଚାମ୍ପିୟନଶିପ୍‌: ୪୩ ପଦକ ପକ୍କା କଲା ଭାରତ

ଅମାନ(ଜୋର୍ଡାନ),୨୬ା୪: ଜୋର୍ଡାନରେ ଚାଲିଥିବା ୧୫ ବର୍ଷରୁ କମ୍‌ ଏବଂ ୧୭ ବର୍ଷରୁ କମ୍‌ ଉଦ୍‌ଘାଟନୀ ଏସିଆନ ଜୁନିୟମର ବକ୍ସିଂ ଚାମ୍ପୟନଶିପ୍‌ରେ ଭାରତର ଆଉ ୪ଜଣ ବକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଭାରତୀୟ ପ୍ରତିଯୋଗୀମାନେ ୪୩ ପଦକ ପକ୍କା କରିଛନ୍ତି। ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?