ଚାଷ ପାଇଁ ଖୋଳାଯାଇଥିବା କୂଅରେ ରାତିଅଧରେ ପଡ଼ିଲା ବଡ଼ ଭାଲୁ, ସକାଳକୁ …
କେସିଙ୍ଗା,୧୮।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ଅନ୍ତର୍ଗତ ପଥର୍ଲା ଗ୍ରାମର ବିରାଜ ପଟେଲଙ୍କ ପନିପରିବା ଚାଷ ପାଇଁ ଖୋଳାଯାଇଥିବା କୂଅରେ ଏକ ଜଙ୍ଗଲି ଭାଲୁ ଶନିବାର ରାତିରେ ପଡି ମୃତ୍ୟୁ ଘଟିଛି। ବିରାଜ ସକାଳେ ଜମିକୁ ଯାଇଥିବା ବେଳେ ଭାଲୁଟି…
ରାତିଅଧରେ ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରିଥିଲା ଭାରତ, ଶୋଇ ପାରି ନ ଥିଲେ ପ୍ରଧାନମନ୍ତ୍ରୀ, ଏବେ ମାନିଲେ…
ଇସ୍ଲାମାବାଦ,୧୮ା୫: ଅପରେଶନ ସିନ୍ଦୂର ବେଳେ ପାକିସ୍ତାନର ରାଓ୍ବଲପିଣ୍ଡିସ୍ଥିତ ନୁର୍ ଖାନ୍ ଏୟାରବେସ୍ ଓ ଅନ୍ୟ କେତେକ ସ୍ଥାନରେ ଭାରତ ଆକ୍ରମଣ କରିଥିବା ଏହାର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ସ୍ବୀକାର କରିଛନ୍ତି। ଭାରତର ଏହି ଆକ୍ରମଣ ସମ୍ପର୍କରେ ପାକ୍ ସେନାମୁଖ୍ୟ ଜେନେରାଲ ଅସିମ…
ରେଲୱେ ଷ୍ଟେଶନରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ : ରତିରେ ନେଇଥିଲେ ଆଶ୍ରୟ ସକାଳେ…
ନୂଆପଡା,୧୮ା୫ (ମକାରୁ ବେମାଲ): ନୂଆପଡ଼ା ଜିଲା ଜୋଙ୍କ୍ ଥାନା ଖଡ଼ିଆଳ ରୋଡ୍ ରେଲୱେ ଷ୍ଟେଶନ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ କଣ୍ଟାବାଞ୍ଜି ରେଲୱେ ପୋଲିସ ଶନିବାର ଜବତ କରିଛି। ଖବର ଲେଖା ହେବା ସୁଦ୍ଧା ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ସୂଚନା…
ସରପଞ୍ଚଙ୍କୁ ହତ୍ୟା ଧମକ: ପଡ଼ିଲା ମହଙ୍ଗା
ବଡ଼ଗାଁ,୧୮ା୫(ଅଶୋକ ଷଡ଼ଙ୍ଗୀ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ପଞ୍ଚାୟତର ସରପଞ୍ଚ ସାଇବାନୀ ଲାକ୍ରାଙ୍କୁ ଗାଳିଗୁଲଜ କରିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେବା ଘଟଣାରେ ସେହି ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ପୁଅଙ୍କୁ ଶନିବାର ଗିରଫ କରାଯାଇଛି। ଅଭିଯୁକ୍ତମାନେ…
ଜଣେ କି ଦୁଇ ଜଣ ନୁହେଁ ଏକା ବେଳକେ ୧୦ ଆର୍ପିଏଫ୍ କନଷ୍ଟେବଳ ନିଲମ୍ବିତ
ରାଉରକେଲା,୧୮।୫(ସଙ୍ଗୀତା ଜେନା): ଝାଡ଼ଖଣ୍ଡର ହଜାରିବାଗ ଏବଂ ହରିୟାଣାର ମାନେସରଠାରେ ହୋଇଥିବା ନ୍ୟାଶନାଲ୍ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି/ବିଏସ୍ଏଫ୍) କମାଣ୍ଡୋ କୋର୍ସ ଟ୍ରେନିଂ ସମୟରେ ଉଚ୍ଚପଦାଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଅଭିଯୋଗରେ ୧୦ ଆର୍ପିଏଫ୍ କନଷ୍ଟେବଳ ନିଲମ୍ବିତ ହେଇଛନ୍ତି। ସେମାନେ ହେଲେ ରାଉରକେଲାରେ କାର୍ଯ୍ୟରତ…
ପାକ୍ ପରେ ବାଂଲାଦେଶକୁ ମୋଦି ଦେଲେ ଜୋରଦାର ଝଟ୍କା, ଲାଗିଲା ବ୍ୟାନ୍…
ନୂଆଦିଲ୍ଲୀ,୧୮।୫: ଭାରତ ପୁଣି ଥରେ ବାଂଲାଦେଶର ୟୁନୁସ ସରକାରଙ୍କୁ କଡ଼ା ଜବାବ ଦେଇଛି। ୟୁନୁସ ସରକାର ନିରନ୍ତର ଭାରତ ବିରୋଧରେ ପଦକ୍ଷେପ ନେଉଛନ୍ତି ଏବଂ ଭାରତକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ବିଦ୍ୟମାନ କୂଟନୈତିକ ବିବାଦକୁ ଆହୁରି ଘନିଷ୍ଠ କରୁଥିବା ଏକ…
କଶ୍ମୀରକୁ ନେଇ ବଡ଼ ବୟାନ ଦେଲା ତୁର୍କୀ, ଲାଗିଯିବ କି ଯୁଦ୍ଧ?
ନୂଆଦିଲ୍ଲୀ,୧୮।୫: ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ ଏର୍ଡୋଗାନ ପୁଣିଥରେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିଛନ୍ତି ଏବଂ ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ମେ ୧୭ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଏକ ଆଲୋଚନା ସମୟରେ ଏହି…
ଆସୁଛି ବଡ଼ ଲଘୁଚାପ, ଶକ୍ତିଶାଳୀ ହୋଇ ୨୧ରେ…
ଭୁବନେଶ୍ୱର,୧୮।୫: ସାରା ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । କାଳବୈଶାଖୀ ବର୍ଷା ନେଇ ରାଜ୍ୟର ସମସ୍ତ ୩୦ ଜିଲାକୁ ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବିଶେଷକରି ପଶ୍ଚିମ, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ସହ ବଜ୍ରପାତ…
ପ୍ରଶାସନିକ ଅବହେଳା: ଉଜୁଡ଼ିଲାଣି ପନିପରିବା ଚାଷ, ଦୁର୍ଦ୍ଦଶା ଭୋଗୁଛନ୍ତି ଟୁପାପଡ଼ାର ମିଶ୍ରିତ ଚାଷୀ
ଅତାବିରା, ୧୮।୫(ଯୁଧିଷ୍ଠିର ମହାପାତ୍ର): ଚାଷୀ କେତେ କଷ୍ଟକରି ଫସଲ ଉତ୍ପାଦନ କରୁଛି। ହେଲେ କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ କେତେବେଳେ ଅଦିନିଆ ଝଡବତାସ ଏବଂ ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ଫସଲ ଉଜୁଡି ଯାଉଛି। ଏପରି ଏକ ଘଟଣା ଶନିବାର ଦେଖିବାକୁ ମିଳିଛି…
ଦୁଇ ପ୍ରତିଦ୍ୱନ୍ଦ୍ୱୀ
ଐତିହାସିକ ମ୍ୟାକ୍ସ ହାଷ୍ଟିଙ୍ଗସ ମୁଖ୍ୟତଃ ଦୁଇ ବିଶାଳ ନିଷ୍ଠୁର ଗୋଷ୍ଠୀ(ଆଡ୍ଲଫ ହିଟଲରଙ୍କ ନାଜି ସେନା ଓ ସୋଭିଏଟ୍ର ଜୋଶେଫ ଷ୍ଟାଲିନଙ୍କ ସେନା)ଙ୍କ ମଧ୍ୟରେ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ମୃତ୍ୟୁଯୁଦ୍ଧ ଭାବେ ବର୍ଣ୍ଣନା କରିଥିଲେ। ଏହାବାଦ୍ ଓ୍ବିନ୍ଷ୍ଟନ ଚର୍ଚ୍ଚିଲଙ୍କ ବକ୍ତବ୍ୟ ଏବଂ ପାସିଫିକ…
୧୦ ଦିନ ହେଲା ପାନୀୟ ଜଳ ପ୍ରକଳ୍ପ ଅଚଳ: ଗ୍ରାମବାସୀ ହନ୍ତସନ୍ତ
ଲୋଇସିଂହା,୧୭।୫(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡା ଗ୍ରାମର ପାନୀୟ ଜଳ ପ୍ରକଳ୍ପ ଗତ ୧୦ ଦିନ ହେଲା ବନ୍ଦ ରହିଛି। ଏହା ମରାମତି ହେଉ ନ ଥିବାରୁ ପିଇବା ପାଣି ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି । ଫାସଡସ୍ଥିତ…
ଭକୁଆ ହେଲା ପାକିସ୍ତାନ! ବୋକା ବନାଇଲା ଭାରତ
ନୂଆଦିଲ୍ଲୀ,୧୭।୫: ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଦେଶ। ପାକିସ୍ତାନର ଏହି ହୀନ କାର୍ଯ୍ୟ ପାଇଁ ସାରା ବିଶ୍ୱ ପାକିସ୍ତାନକୁ ନିନ୍ଦା କରୁଥିବା ବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ବି ହେଉଛି। କୁହାଯାଉଛି ଭାରତ କୁଆଡେ ନକଲି ଲଢୁଆ ବିମାନ…

