Home Left

ଆମେରିକାରୁ ଆସିଲା ବଡ଼ ଖବର, ଶପଥ ପରେ ମୋଦିଙ୍କୁ ଭେଟିବାକୁ ଆସିବେ ଟ୍ରମ୍ପ, ହେବ ବଡ଼ ପ୍ଲାନ

ନୂଆଦିଲ୍ଲୀ,୨୦।୧:ଆଜି ଶପଥ ନେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ତାଙ୍କର ଦ୍ୱିତୀୟ ଇନିସଂ ଆରମ୍ଭ ହେବାକୁ ଯାଉଛି। ଅନେକ ଦେଶର ବଡ଼ ବଡ଼ ଦାୟିତ୍ୱରେ ଥିବା ବ୍ୟକ୍ତି ଟ୍ରମ୍ପଙ୍କ ଶପଥ ସମାରୋହରେ ଯୋଗ ଦେବାକୁ ଯାଉଛନ୍ତି। କିନ୍ତୁ ଏହାରି ଭିତରେ ସବୁଠାରୁ ବଡ଼…

ଆଜି ବି ନବଙ୍କ ଭାଇ ବ୍ରଜଙ୍କ ଘରେ ରେଡ : କ’ଣ ଖୋଜୁଛି ଆଇଟି ଟିମ୍‌

ଭୁବନେଶ୍ୱର,୨୦।୧: ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆଇଟି  ରେଡ   ଜାରି ରହିଛି । ଚତୁର୍ଥ ଦିନରେ ଏହି ଚଢ଼ାଉ ଚାଲିଛି। ସମ୍ବଲପୁର ଧନକଉଡ଼ା ସ୍ଥିତ ଘର ଓ ଅଫିସରେ ଆୟକର ଟିମ୍‌ର ରେଡ୍‌ ଚାଲିଛି। ବ୍ରଜଙ୍କ ଘରେ…

ଚିଲିକାରେ ଆରମ୍ଭ ହେଲା ଡଲଫିନ୍‌ ଗଣନା

ଖୋର୍ଦ୍ଧା,୨୦ା୧(ଖୋର୍ଦ୍ଧା ପାଣିଗ୍ରାହୀ): ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ (ବାଲୁଗାଁ) ପକ୍ଷରୁ ସମଗ୍ର ଚିଲିକାରେ ଡଲ୍‌ଫିନ୍‌ ଗଣନା ଆରମ୍ଭ ହୋଇଛି। ଚିଲିକାରେ ଦେଖା ଯାଉଥିବା ଇରାଓ୍ବ।ଡି ( Irrawaddy ) ଡଲ୍‌ଫିନ୍‌ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ-ନୋଚ ଡଲଫିନ୍‌ର ଗଣନା…

ଶପଥ ପୂର୍ବରୁ ବଡ଼ ଝଟ୍‌କା! ଟ୍ରମ୍ପଙ୍କ ପ୍ରଶାସନରେ ଥିବା ଏହି ଭାରତୀୟ ଛାଡିବେ ହାତ

ଓ୍ବାଶିଂଟନ୍‌,୨୦।୧: ଆମେରିକାର ନବର୍ନିବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି। ଟ୍ରମ୍ପ ଶପଥ ନେବା ପରେ, ତାଙ୍କ ନୂଆ ପ୍ରଶାସନ ସହିତ ଜଡିତ ଲୋକମାନେ ମଧ୍ୟ ସେମାନଙ୍କର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ,…

କିଏ ସେହି ହିମାନୀ ମୋର;ଯାହାଙ୍କ ହାତ ଧରିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୨୦।୧: ଭାରତର ଷ୍ଟାର ଜାଭେଲିନ ଥ୍ରୋଅର୍‌ ନୀରଜ ଚୋପ୍ରା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନୀରଜ ସୋସିଆଲ ମିଡିଆ ମାଧ୍ୟମରେ ବିବାହ ଉତ୍ସବର କିଛି ଫଟୋ ଶେୟାର କରିଛନ୍ତି। ସେ ହିମାନୀ ମୋରଙ୍କୁ ବିବାହ କରିଛନ୍ତି। ଏବେ ପ୍ରଶ୍ନ ଉଠିଛି ହିମାନୀ…

ଶପଥ ନେବା ପୂର୍ବରୁ ଟ୍ରମ୍ପଙ୍କ ବଡ଼ ଘୋଷଣା, ସାରା ବିଶ୍ୱ ଛାନିଆ!

ଓ୍ବାଶିଂଟନ୍‌,୨୦।୧:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଅର୍ଥାତ ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି। ଟ୍ରମ୍ପ ଆମେରିକାର ୪୮ତମ ରାଷ୍ଟ୍ରପତି ହେବେ। ଭାରତୀୟ ସମୟ ଅନୁସାରେ ରାତି ୧୦:୩୦ ରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ।…

ଧରାପଡ଼ିନାହାନ୍ତି ସୈଫ୍‌ଙ୍କ ପ୍ରକୃତ ଆକ୍ରମଣକାରୀ: ଅନ୍ଧାରରେ ମୁମ୍ବାଇ ପୋଲିସର ୩୫ ଟିମ୍‌

ବଲିଉଡ୍‌ ଷ୍ଟାର ସୈଫ୍‌ ଅଲୀ ଖାନ୍‌ଙ୍କ ବାନ୍ଦ୍ରା ଓ୍ବେଷ୍ଟ୍‌ସ୍ଥିତ ‘ସତ୍‌ଗୁରୁ ଶରଣ’ ବିଲ୍ଡିଂରେ ବୁଧବାର ରାତି ୨ଟା ୩୦ରେ ଜଣେ ବ୍ୟକ୍ତି ଅନୁପ୍ରବେଶକରି ତାଙ୍କୁ ୬ ଥର ଛୁରାମାଡ଼ କରିଥିଲେ। ଅନୁପ୍ରବେଶକାରୀ ଚୋରି ଉଦ୍ଦେଶ୍ୟରେ ସୈଫ୍‌ଙ୍କ ଘରକୁ ଯାଇଥିବା ତାଙ୍କ ସାନପୁଅ…

ମାରୁତି ସେଲେରିଓ ଜିତିଲେ ରୋନକ ଅଗ୍ରୱାଲ

ଭୁବନେଶ୍ୱର,୨୦।୧(ଅଭୟ ଦାଶ): କିସ୍ନା ଜୁଏଲେରିର ବହୁ ପ୍ରତୀକ୍ଷିତ ‘ଲକି ଡ୍ର’ ବିଜେତାଙ୍କ ନାମ ନିକଟରେ ଘୋଷଣା କରାଯାଇଛି। ଏପରିକି କିସ୍ନା ଜୁଏଲେରିର ଗ୍ରାହକ ତଥା ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳର ବାସିନ୍ଦା ରୋନକ ଅଗ୍ରୱାଲ ଏହି ଲକି ଡ୍ର’ ଜରିଆରେ ଏକ ମାରୁତି…

ଗଞ୍ଜେଇ ଚୋରା ଚାଲାଣ ବେଳେ କଳିଙ୍ଗାରେ ମାଡ଼ି ବସିଲା ଅବକାରୀ ବିଭାଗ

ଜି. ଉଦୟଗିରି,୨୦।୧(ଚିନ୍ମୟ କୁମାର ସେଠୀ): କନ୍ଧମାଳରୁ ପୁରୀ ଗଞ୍ଜେଇ ଚୋରା ଚାଳନା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଜିଲା ମୋବାଇଲ ଟିମ ଏବଂ ରାଇକିଆ ଅବକାରୀ ବିଭାଗ କର୍ମଚାରୀ ମିଳିତ ଭାବେ…

ଭୋଜି ଖାଇବାକୁ ଡାକି ହାଣିଲେ

ହାଟଡିହୀ,୨୦ା୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନ ମନୋହରପୁର ଗ୍ରାମର ପ୍ରସନ୍ନ ଲେଙ୍କାଙ୍କୁ ଭୋଜି ଖାଇବାକୁ ଡାକି ୪ ଯୁବକ ମରଣାନ୍ତକ ଆକ୍ରମଣ କରିଛନ୍ତି। ଉଦ୍ଧାର କରିବାକୁ ଆସିଥିବା ଗ୍ରାମର ଅନ୍ୟ ୩ ଜଣ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି।…

ବଡ଼ ଘୋଷଣା, ନିଯୁକ୍ତ ହେବେ ୨ ହଜାର ଟ୍ରାଫିକ୍‌ ପୋଲିସ

ଭୁବନେଶ୍ୱର,୨୦ା୧(ସତ୍ୟଜିତ୍‌ ରାଉତ): ସଡ଼କ ସୁରକ୍ଷା କ୍ଷେତ୍ରରେ ଟ୍ରାଫିକ୍‌ ବ୍ୟବସ୍ଥାର ପ୍ରମୁଖ ଭୂମିକା ରହିଛି। ଏହାର ପରିଚାଳନା ପାଇଁ ରାଜ୍ୟରେ ଏବେ ୨୧୯୮ ଜଣ ଟ୍ରାଫିକ ପୋଲିସ କାର୍ଯ୍ୟ କରୁଛନ୍ତି। ଚଳିତବର୍ଷ ଆଉ ୨ ହଜାର ନୂଆ ପଦବୀ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ…

ବିଜେଡି ନେତାଙ୍କୁ ଜୋରଦାର ବିରୋଧ

ବଲାଙ୍ଗୀର/ ଖପ୍ରାଖୋଲ,୨୦।୧(ବୀରେନ୍ଦ୍ରକୁମାର ଝାଙ୍କର/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗନ୍ଧମାର୍ଦ୍ଦନର ସ୍ଥାୟୀ ସୁରକ୍ଷା ପାଇଁ ଖପ୍ରାଖୋଲ ଆଦର୍ଶ ବିଦ୍ୟାଳୟ ସମ୍ମୁଖ ପଡିଆରେ ରବିବାର ପଶ୍ଚିମ ଓଡିଶା ମହାସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେବା ପାଇଁ ଆସିଥିବା ବିଜେଡି ନେତ୍ରୀନେତାଙ୍କୁ ଜୋରଦାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri