Home Left

ପୁଣି ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୪ ବଗି

ଟେନ୍‌ସା,୧୮ା୫(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଳକ ବିମିଳାଗଡ଼ ରେଲଓ୍ବେ ସାଇଡିଂରେ ରବିବାର ସକାଳୁ ରକ୍ସିରୁ ଲୁହା ପଥରଗୁଣ୍ଡ ନେଇ ଆସୁଥିବା ଏକ ମାଲ୍‌ବାହୀ ଟ୍ରେନ ବିମିଳାଗଡ଼ ରେଲଓ୍ବେ ସାଇଡିଂ ୪ଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ କାହାରି କିଛି…

ସ୍ପାଏ କରିବାକୁ ଜ୍ୟୋତିଙ୍କୁ ପାକିସ୍ତାନ ଦେଉଥିଲା… ବିଶ୍ୱାସ କରିବେନି

ନୂଆଦିଲ୍ଲୀ,୧୮।୫: ହରିୟାଣାର ହିସାରର ବାସିନ୍ଦା ଜ୍ୟୋତି ମାଲହୋତ୍ରା ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଉପରେ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରିବାର ଅଭିଯୋଗ ଅଛି। ଏହି ଗିରଫଦାରୀ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଜ୍ୟୋତିଙ୍କ ଗିରଫଦାରୀ ପରେ, ତାଙ୍କ ବାପା…

ବୌଦ୍ଧରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବୈଠକରେ ଯୋଗ ଦେଇ…

ବୌଦ୍ଧ,୧୮ା୫(ଅଜିତ କୁମାର ବାରିକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବୌଦ୍ଧ ଜିଲା ଗସ୍ତ କରି ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟାରେ ବୌଦ୍ଧରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଏହି…

Youtubeରୁ ଏତେ ଟଙ୍କା ରୋଜଗାର କରନ୍ତି ପାକ୍‌ ସ୍ପାଏ ଜ୍ୟୋତି ମାଲହୋତ୍ରା, ମୋଟ ସମ୍ପତ୍ତି ଜାଣିଲେ ଚମକି ପଡିବେ

ନୂଆଦିଲ୍ଲୀ,୧୮।୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣାର ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ଜ୍ୟୋତି, ଯିଏ ତାଙ୍କର YouTube ଚ୍ୟାନେଲ ‘ଟ୍ରାଭେଲ ୱିଥ ଜୋ’ ମାଧ୍ୟମରେ ପ୍ରତି ମାସରେ ଭଲ ଟଙ୍କା ରୋଜଗାର କରୁଥିଲେ, ଏବେ ସାଂଘାତିକ ଅଭିଯୋଗରେ…

ଡୁଲୁରୀ ପାଇନ୍‌ ବଣରେ ଭୋଜି କରି ଗ୍ରୀଷ୍ମଛୁଟିର ମଜା ନେଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): ପରିବାର ହୁଅନ୍ତୁ ବା ସାଙ୍ଗସାଥୀ ବନ୍ଧୁ ପରିଜନ ସେମାନଙ୍କ ସହ ସମୟ ବିତାଇବା ପାଇଁ ପ୍ରକୃଷ୍ଟ ସମୟ ହେଉଛି ବଣଭୋଜିର ଆସର। ଆଉ ଏହା କରିବା ପାଇଁ କେଉଁ ଭଲ ସ୍ଥାନ ଠିକ୍‌ ତାକୁ ଚୟନ କରବା ମଧ୍ୟ…

ଆଜି ଠୁ ଯୁଦ୍ଧ?ଭାରତୀୟ ସେନାର ବଡ଼ ଘୋଷଣା…

ନୂଆଦିଲ୍ଲୀ, ୧୮।୫: ଭାରତ ଓ ପାକିସ୍ତାନ ମଧ୍ୟରେ ମେ ୧୦ରେ ହୋଇଥିବା ଯୁଦ୍ଧବିରତି ଚୁକ୍ତି ଜାରି ରହିବ ବୋଲି ଭାରତୀୟ ସେନା ସ୍ପଷ୍ଟ କରିଛି। ଏହି ଯୁଦ୍ଧବିରତିର କୌଣସି ର୍ନିଦ୍ଦିଷ୍ଟ ସମୟସୀମା ନାହିଁ ଏବଂ ଏହା ଅର୍ନିଦ୍ଦିଷ୍ଟ କାଳ ପାଇଁ ବଳବତ୍ତର…

ପୁରୀର ୟୁଟ୍ୟୁବରଙ୍କ ସହ କ’ଣ ଥିଲା ଜ୍ୟୋତିଙ୍କ ସମ୍ପର୍କ: ଅଜ୍ଞାତ ସ୍ଥାନରେ ରଖି ….

ପୁରୀ, ୧୮।୫: ଗିରଫ ୟୁଟ୍ୟୁବର ଜ୍ୟୋତି ଲିଙ୍କ୍‌ ନେଇ ଖୋଳତାଡ଼ ଜାରି ରହିଛି। ପୁରୀର ଜଣେ ୟୁଟ୍ୟୁବରଙ୍କୁ IBର ପଚରାଉଚରା ଜାରି ରହିଛି। ଜ୍ୟୋତିଙ୍କ ସହ ସଂପର୍କ କଣ ଥିଲା ସେ ନେଇ ଜେରା ମଧ୍ୟ ଚାଲିଛି। ଗତକାଲିଠାରୁ ଅଜ୍ଞାତ ସ୍ଥାନରେ…

ଭାରତକୁ ଆଖି ଦେଖାଇଲେ ୟୁନୁସ, ମୋଦିଙ୍କୁ କହିଲେ…

ଢାକା,୧୮।୫:ବାଂଲାଦେଶ ଗୃହ ବ୍ୟାପାର ପରାମର୍ଶଦାତା ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ମହମ୍ମଦ ଜାହାଙ୍ଗୀର ଆଲମ ଚୌଧୁରୀ ଶନିବାର ଏକ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦେଶରେ ଅବୈଧ ଭାବରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ଉପଯୁକ୍ତ କୂଟନୈତିକ ପ୍ରକ୍ରିୟା…

ଅପରଶେନ ସିନ୍ଦୂରର ସଫଳତା: ତ୍ରିରଙ୍ଗା ପଦଯାତ୍ରାରେ ବିଧାୟକ

ଧର୍ମଶାଳା,୧୮।୫ (ଶିବ ପ୍ରାସାଦ ମହାନ୍ତି): କାଶ୍ମୀର ପହଲଗାମଠାରେ ଆତଙ୍କି ଗୁଳିରେ ପ୍ରାଣ ହରାଇ ଥିବା ନିରୀହ ପର୍ଯ୍ୟଟକ ମାନଙ୍କ ଉଦ୍ଦେଶ୍ୟରେ ଅପରଶେନ ସିନ୍ଦୂର ମାଧ୍ୟମରେ ଭାରତୀୟ ଯବାନ ମାନେ ଖୋଜି ଖୋଜି ଆତଙ୍କବାଦୀ ମାନଙ୍କୁ ମାରିଥିଲେ। ଅପରଶେନ ସିନ୍ଦୂରର ସଫଳତାକୁ ନେଇ…

କପଡା ବିକ୍ରି କରିବାକୁ ଯାଇଥିବା ବେଳେ ଛୁରି ଦେଖାଇ ଛଡାଇନେଇଥିଲେ ଗାଡି, କପଡ଼ା

ଖଡ଼ିଆଳ/ନୂଆପଡା, ୧୮।୫ (ସୁଜିତ କୁମାର ପ୍ରଧାନ / ମକାରୁ ବେମାଲ ): ନୂଆପଡା ଜିଲା ଖଡ଼ିଆଳ ଜେଏମଏଫସି କୋର୍ଟ ଦୋଷୀ ସାବ୍ୟସ୍ତ କରି ତିନି ଜଣ ବ୍ୟକ୍ତିଙ୍କୁ ତିନି ବର୍ଷକାଳ ସଶ୍ରମ କାରାଦଣ୍ଡ ଓ ଏକ ହଜାର ଟଙ୍କା ଲେଖାଏ ଜରିମାନା…

ସାଙ୍ଗର ଜୀବନ ବଞ୍ଚାଇବାକୁ ଯାଇ ଚାଲିଗଲା ସାଙ୍ଗର ଜୀବନ

ଆନନ୍ଦପୁର,୧୮ା୫(ସୁଶାନ୍ତ କୁମାର ସାହୁ): ସାଙ୍ଗର ଜବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ହରାଇବାକୁ ପଡ଼ିଛି ଜଣେ ସାଙ୍ଗକୁ। ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ସ୍ତବ୍ଧ ହୋଇପଡ଼ିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବଡପଦନା ଗାଁ। ଶନିବାର ସନ୍ଧ୍ୟାରେ ଗାଁର ୩ସାଙ୍ଗ…

କାନ୍ଥକଣା କରି ଦୋକାନରୁ ନେଇଗଲେ…

ପାଟଣା,୧୮।୫(ବୀର କିଶୋରଦାଶ ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନିହ୍ନୁଆଁ ଛକରେ ଥିବା ଏକ ହାର୍ଡଓୟାର ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କାନ୍ଥକଣା କରି ଦୋକାନ ଭିତରୁ ନଗଦ ୧୫ ହଜାର ଟଙ୍କା ସହ ଏକ ରିଏଲମି ମୋବାଇଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?