Home Left

ଖାନ୍‌ ସାରଙ୍କର ରିସେପଶନ ଫଟୋ ଭାଇରାଲ, ଏହି ମହିଳାଙ୍କୁ କରିଛନ୍ତି ବିବାହ

ପାଟଣା, ୩।୬: ବିହାରର ଜଣାଶୁଣା ଶିକ୍ଷକ ତଥା ଲୋକପ୍ରିୟ ୟୁଟ୍ୟୁବର ଖାନ ସାର (ଫୈଜଲ ଖାନ) ନିକଟରେ ନିଜର ବିବାହ ରିସେପଶନ ପାର୍ଟି ପାଟଣାରେ ଆୟୋଜନ କରିଥିଲେ। ଏହି ରିସେପଶନରେ ତାଙ୍କ ପତ୍ନୀ ଏ.ଏସ. ଖାନଙ୍କ ସହ ତାଙ୍କର ଫଟୋ ଏବଂ…

ଫାଇନାଲ ମ୍ୟାଚ ପୂର୍ବରୁ ଅହମ୍ମଦବାଦରେ ପ୍ରବଳ ବର୍ଷା, ମ୍ୟାଚ୍‌ ଉପରେ ପଡିବ କି ପ୍ରଭାବ?

ନୂଆଦିଲ୍ଲୀ,୩।୬: ଦୁଇ ମାସ ପ୍ରାୟ ୧୧ ଦିନର ଲମ୍ବା ଅପେକ୍ଷା ପରେ, IPLର ୧୮ତମ ସିଜିନ ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚିଛି। IPL ୨୦୨୫ର ଫାଇନାଲ ଜୁନ ୩, ମଙ୍ଗଳବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହା ଏପରି ଏକ ଫାଇନାଲ…

ଆୟକର ରିଟର୍ଣ୍ଣ ଫାଇଲ୍ କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ସରଳ ଉପାୟ

ନୂଆଦିଲ୍ଲୀ,୩।୬: ଆୟକର ରିଟର୍ଣ୍ଣ (ITR) ଦାଖଲ କରିବା ଆଗରୁ ବହୁ ଜଟିଳ ଲାଗୁଥିଲା, କିନ୍ତୁ ସରକାରଙ୍କ ସଠିକ ପଦକ୍ଷେପଗୁଡ଼ିକ ଏହାକୁ ଅନଲାଇନରେ କରିବା ବେଶ ସରଳ କରିଛି। କୋଟି କୋଟି କରଦାତାଙ୍କ ପାଇଁ ଏକ ଆଶ୍ୱାସନା ଖବର ହେଲା, ଆୟକର ବିଭାଗ…

IPL 2025 Final: ପାଗଳ ପ୍ରଶଂସକ, ଫାଇନାଲ ମ୍ୟାଚ ପୂର୍ବରୁ ଦଳର ବିଜୟ ପାଇଁ ଦେଖନ୍ତୁ କ’ଣ କରୁଛନ୍ତି ଏମାନେ

ନୂଆଦିଲ୍ଲୀ,୩।୬: ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ପଞ୍ଜାବ କିଙ୍ଗ୍ସ (PBKS) ମଧ୍ୟରେ IPL 2025ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ କେବଳ RCB ପାଇଁ…

ଆଇପିଏଲ ଚାମ୍ପିୟନ ଟିମକୁ ମିଳିବ ଏତେ କୋଟି ଟଙ୍କା, ରନର-ଅପ ବି ହେବେ ମାଲାମାଲ, ଜାଣନ୍ତୁ କାହାକୁ ମିଳିବ କେତେ

ନୂଆଦିଲ୍ଲୀ,୩।୬: IPL 2025 ର ଫାଇନାଲ ମ୍ୟାଚ ମଙ୍ଗଳବାର ୩ଜୁନରେ ପଞ୍ଜାବ କିଙ୍ଗସ ଏବଂ RCB ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଯାଉଛି। ଉଭୟ ଦଳ ସେମାନଙ୍କର ପ୍ରଥମ IPL ଟ୍ରଫି…

ଫାଇନାଲ୍‌ ପୂର୍ବରୁ କୋହଲିଙ୍କୁ ହାତ ଯୋଡ଼ିଲେ ଏହି କ୍ରିକେଟର୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩।୬: ଆଜି IPL 2025ର ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯିବ। ଟାଇଟଲ ମୁକାବିଲା ପୂର୍ବରୁ ଉଭୟ ଦଳର ଖେଳାଳିମାନେ ଅଭ୍ୟାସରେ ବ୍ୟସ୍ତ ଅଛନ୍ତି। କିନ୍ତୁ, ଏହି ସମୟ ମଧ୍ୟରେ ଏକ ଭିଡିଓ ଭାଇରାଲ…

ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଅସନ୍ତୋଷ

ଦାରିଙ୍ଗବାଡି,୩।୬(ଅରୁଣ ସାହୁ):ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ତଃବିଭାଗରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ମୃତଦେହ ବ୍ୟବଛେଦ କରାଇବାରେ ବିଳମ୍ବକୁ ନେଇ ଅସନ୍ତୋଷ ଦେଖାଯାଇଛି। ମୃତକଙ୍କ ପରିବାର ଲୋକ ଅସନ୍ତୋଷ ବ୍ୟକ୍ତ କରି ମୃତଦେହ ଧରି ସିଧା ଘରକୁ ପଳାଇଥିଲେ।…

ବ୍ରାଉନସୁଗାର ଡିଲ୍‌ବେଳେ ଦମ୍ପତିଙ୍କୁ ମାଡିବସିଲା ଅବକାରୀ ବିଭାଗ: ୧୪୫ ଗ୍ରାମ ଧଳା ଜହର ଜବତ

ଭୋଗରାଇ,୩l୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଜଳେଶ୍ୱର- ଚନ୍ଦନେଶ୍ୱର ୫୭ ନଂ ଜାତୀୟ ରାଜପଥ ଜଗନ୍ନାଥପୁର ଛକଠାରେ ବ୍ରାଉନସୁଗାର ବିକ୍ରି ଡିଲ ବେଳେ ଗୋପନୀୟ ସୂତ୍ରରୁ ଖବରପାଇ ବାଲେଶ୍ୱର ଅବକାରୀ ମୋବାଇଲଟିମ ଓ ଭୋଗରାଇ ଅବକାରୀ ବିଭାଗ ମିଳିତ ଭାବେ…

କିଛିଦିନର ଆଶ୍ୱସ୍ତି ପରେ ପୁଣି ଫେରିଲା ତାତି: ୧୦ ପରେ ଲଘୁଚାପ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର,୩ା୬: କିଛିଦିନର ଆଶ୍ୱସ୍ତି ପରେ ପୁଣି ଫେରିଛି ତାତି। ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ବାୟୁମଣ୍ଡଳରେ ଆର୍ଦ୍ରତା ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ସେପଟେ ଏବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗୁଆ ଓଡ଼ିଶା ଛୁଇଁଥିଲେ ମଧ୍ୟ ରାଜ୍ୟକୁ…

ଗାଡ଼ି ଯାଞ୍ଚ ପୋଲିସ କାମ ନୁହେଁ: ବସ-ଟ୍ରକ ମାଲିକ ସଂଘ

ଭୁବନେଶ୍ୱର,୩।୬: ପରିବହନ ବିଭାଗ ପକ୍ଷରୁ ଗାଡ଼ି ଯାଞ୍ଚ ନେଇ ପୋଲିସକୁ ଅଧିକ କ୍ଷମତା ଦେବା ପ୍ରସ୍ତାବକୁ ଘରୋଇ ବସ୍‌ ଏବଂ ଟ୍ରକ ମାଲିକ ସଂଘ ପକ୍ଷରୁ ମଙ୍ଗଳବାର ବିରୋଧ କରାଯାଇଛି। ଏହାଦ୍ବାରା ଗାଡ଼ି ଚାଳକ ଅସୁବିଧାରେ ପଡ଼ିବେ, ପୋଲିସ ଜୁଲମ ବଢ଼ିବ…

ବାଇକ୍‌ରେ ଯାଉଥିଲେ, ହଠାତ୍‌ ପଶିଆସିଲା ମାଙ୍କଡ଼: ଆଉ ତା’ପରେ ଘଟିଲା…

ଦାରିଙ୍ଗବାଡି, ୩।୬(ଅରୁଣ ସାହୁ ): ୫୯ନଂ ଜାତୀୟ ରାଜପଥ ଉପରେ ମାଙ୍କଡ଼ ଏବଂ ଗୋରୁଗାଇଙ୍କ ଉପଦ୍ରବ ବୃଦ୍ଧି ପାଇଛି। ଫଳରେ ବାଇକ ଦୁର୍ଘଟଣା ଦିନକୁ ଦିନ ବଢୁଛି। ପ୍ରକାଶ ଯେ, ସୋମବାର ଏକ ବୈଠକରେ ଯୋଗଦେବା ପାଇଁ ଦାରିଙ୍ଗବାଡି ଅନ୍ତରଙ୍ଗ ଯୁବ…

ପାଇଖାନା ଟାଙ୍କି ସଫା ବେଳେ ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ଚାଲିଗଲା ଜୀବନ

ନବରଙ୍ଗପୁର,୩।୬: ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ପଡ଼ାଲଗୁଡ଼ା ଗାଁରେ ମଙ୍ଗଳବାର ଏକ ବଡ଼ ଅଘଟଣ ଘଟିଛି। ପାଇଖାନା ଟାଙ୍କି ସଫା କରିବା ବେଳେ ଶ୍ବାସରୁଦ୍ଧ ହୋଇ ୪ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ୪ଜଣ ଶ୍ରମିକ ପାଇଖାନା ଟାଙ୍କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?