କାର୍ଯ୍ୟରେ ଯୋଗଦେଲେ କେନ୍ଦୁଝର ଅତିରିକ୍ତ ଜିଲାପାଳ
କେନ୍ଦୁଝର,୩।୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ ସୋମବାର ପୂର୍ବାହ୍ନରେ କେନ୍ଦୁଝରର ଅତିରିକ୍ତ ଜଲାପାଳ (ରାଜସ୍ବ) ଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ପ୍ରଧାନ କେନ୍ଦ୍ରାପଡ଼ା ଉପଜିଲାପାଳ ଭାବେ ଦକ୍ଷତାର ସହ…
ଭଡ଼ା ଘରୁ ମିଳିଲା ଛାତ୍ରୀଙ୍କ ମୃତଦେହ
ଭଞ୍ଜନଗର,୩ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସିଟି ସ୍କୁଲର ଜଣେ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ମୃତଦେହ ସୋମବାର ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ସେ ହେଲେ ସୋରଡ଼ା ଥାନା ଅନ୍ତର୍ଗତ କେଶରା ଗ୍ରାମର ଜ୍ୟୋତିରାଣୀ ସେଠୀ। ଜ୍ୟୋତି ବେକରେ ରଶି…
ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କଲା ବିସିସିଆଇ
ନୂଆଦିଲ୍ଲୀ,୩।୧: ଭାରତ ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ଉଇକେଟରେ ପରାସ୍ତ କରି ଟିମ ଇଣ୍ଡିଆ ଇତିହାସ ରଚିଛି। ପ୍ରାୟ ୭ ମାସ ପୂର୍ବେ, ଭାରତର ପୁରୁଷ ସିନିୟର ଦଳ ୨୦୨୪…
ରେଳ ବଜେଟ୍ରେ ଓଡ଼ିଶାକୁ ନେଇ ଆସିଲା ବଡ଼ ଖବର ଅଶ୍ବିନୀ ବୈଷ୍ଣବ କହିଲେ..
ନୂଆଦିଲ୍ଲୀ,୩।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର (ଫେବୃଆରୀ୧) ତାଙ୍କର ଲଗାତାର ଅଷ୍ଟମ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ୍ ଆଗତ ହେବା ପରେପରେ ରେଳ ବଜେଟ୍ ଘୋଷଣା କରାଯାଇଥିଲା। ଏପରିକି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ବଜେଟ ଉପସ୍ଥାପନର କରବା ପରେ…
ପ୍ରଶଂସକଙ୍କୁ ନିଜ ଘରକୁ ଡାକିଲେ କୋହଲି: ଆଉ ତା’ପରେ ଯାହା ଘଟିଲା ସମସ୍ତେ କରିବେ ପ୍ରଶଂସା
ନୂଆଦିଲ୍ଲୀ,୩।୧: ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଅଛନ୍ତି। ପ୍ରଶଂସକମାନେ ପ୍ରାୟତଃ କିଙ୍ଗ କୋହଲିଙ୍କ ଗୋଟିଏ ଝଲକ ପାଇବାକୁ ବ୍ୟାକୁଳ ଥାନ୍ତି। ଆଉ ଯଦି ବିରାଟ କୋହଲି ନିଜେ ପ୍ରଶଂସକଙ୍କୁ ତାଙ୍କ ଘର ଭିତରକୁ…
ଭୟରେ ରାସନ କାର୍ଡ ଫେରାଉଛନ୍ତି ଚାକିରିଆ
ରାଇକିଆ,୩।୨(ପ୍ରଦୀପ ବେହେରା):କ୍ଷୁଧା ଦୂର କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାଗଣା ଚାଉଳ ଯୋଗାଇ ଦେଉଛନ୍ତି। ଏହି ଯୋଜନାରେ ରାଇକିଆ ବ୍ଲକରେ ଅନେକ ସରକାରୀ କର୍ମଚାରୀ ଖାଦ୍ୟ ସୁରକ୍ଷାରେ ସାମିଲ ହେବା ସହ ସରକାରଙ୍କ ବିଭିନ୍ନ ସୁବିଧା ନେଉଛନ୍ତି ।…
କିଡନୀ ବିକି ଟଙ୍କା ରଖିଥିଲେ ସ୍ବାମୀ, ବୟଫ୍ରେଣ୍ଡ୍ଙ୍କ ସହ ଟଙ୍କା ନେଇ ଛୁ’ ସ୍ତ୍ରୀ
ଜଣେ ବ୍ୟକ୍ତି ନିଜ ପରିବାର ପ୍ରତିପୋଷଣ ପାଇଁ ଦିନରାତି କଠିନ ପରିଶ୍ରମ କରେ। ଯଦି ଏହି କଠିନ ପରିଶ୍ରମ ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ନୁହେଁ, ତେବେ ଅନେକ ସମୟରେ ଲୋକମାନେ ଏପରି ପଦକ୍ଷେପ ନିଅନ୍ତି ଯାହା ବିଷୟରେ ଜାଣି ସମସ୍ତେ…
ସକାଳ ଜଳଖିଆରେ କ’ଣ ଖାଇବେ କ’ଣ ମନା ଜାଣିରଖନ୍ତୁ…
ବ୍ରେକ୍ଫାଷ୍ଟ ବା ସକାଳ ଜଳଖିଆରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହା ଆମ ଶରୀର ପାଇଁ ବେଶ୍ ଉପକାରୀ। ପ୍ରତିଦିନ କେତେବେଳେ ବ୍ରେକ୍ଫାଷ୍ଟ କରିବେ ତାହା ନିର୍ଦ୍ଧାରଣ କରନ୍ତୁ। ସବୁବେଳେ ଯେମିତି ସେହି ସମୟରେ ହିଁ ବ୍ରେକ୍ଫାଷ୍ଟ କରିବେ, ସେଥିପ୍ରତି…
ସଂସଦରେ ହଙ୍ଗାମା: ବିସ୍ଫୋରକ ବୟାନ ଦେଲେ ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ କହିଦେଲେ ଏତେ ବଡ଼ କଥା…
ନୂଆଦିଲ୍ଲୀ,୩।୨: ସୋମବାର ସଂସଦର ବଜେଟ ଅଧିବେଶନର ତୃତୀୟ ଦିନ। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ଦେଇଥିଲେ, ଏହା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦର ଉଭୟ ଗୃହରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିଥିଲେ। ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ…
ଚାଷୀ ହୋଇ ମଣ୍ଡି ବୁଲିଲେ ଜିଲାପାଳ, ଯେଉଁଠି କଟ୍ନି ଛଟ୍ନି ଧରାପଡ଼ିଲା ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ
ଭଦ୍ରକ,୩ା୨(ସନାତନ ରାଉତ): ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାୟ ଜଣେ ଚାଷୀ ଭାବରେ ଅଚାନକ ଅଞ୍ଚଳରେ ଥିବା ମଣ୍ଡିରେ ପହଞ୍ଚିଥିଲେ। ଧାମନଗର ବ୍ଲକ ଅଧୀନ କଟସାହି ମଣ୍ଡିରେ ପହଞ୍ଚିଥିଲେ। ବଜାରଠାରୁ ଦୂରରେ ଗାଡ଼ି ରଖି ଡ୍ରାଇଭର ଓ ସୁରକଷାକର୍ମୀଙ୍କୁ ସାଙ୍ଗରେ ନେଇଥିଲେ। ଦୀର୍ଘ…
Video Viral: ଦ୍ୱିତୀୟ ବିବାହ କରୁଥିବା ସମୟରେ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ, ଆଉ ତା’ପରେ ଯାହା ହେଲା…
ଉତ୍ତର ପ୍ରଦେଶର ଝାନ୍ସୀର ସଦର ବଜାର ଥାନା ଅଞ୍ଚଳର ଭଟ୍ଟାଗାଓଁରେ ଏକ ବିବାହକୁ ନେଇ ବହୁତ ଆଲୋଚନା ହେଉଛି। ଯେଉଁଠାରେ ଜଣେ ସ୍ବାମୀ ଦ୍ୱିତୀୟ ବିବାହ କରୁଥିବା ସମୟରେ ତାଙ୍କ ପ୍ରଥମ ସ୍ତ୍ରୀ ଆସି ପହଞ୍ଚିଗଲେ। ଆଉ ତାଙ୍କୁ ପ୍ରବଳ ପିଟିଥିଲେ।…
ଜନ୍ମଭୂମି-କର୍ମଭୂମି ଭିତରେ ଫରକ ରହିଛି, ସ୍ବୀକୃତି ପରେ ବିବାଦ କାହିଁକି ବୋଲି ପ୍ରଶ୍ନ କଲେ ବିଧାୟକ
ଦିଗପହଣ୍ଡି,୩ା୨(ଅଶେଷ ନାଥ ମିଶ୍ର): ଜନ୍ମଭୂମି ଓ କର୍ମଭୂମି ମଧ୍ୟରେ ବହୁତ ଫରକ ରହିଛି। ଏହି ଫରକକୁ ସମସ୍ତେ ହୃଦୟଙ୍ଗମ କରିବା ସହ କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମସ୍ଥାନ ସମ୍ପର୍କରେ ଅଯଥା ଦ୍ବନ୍ଦ୍ୱ ସୃଷ୍ଟି କରୁଥିବା ବ୍ୟକ୍ତି ଏଥିରୁ କ୍ଷାନ୍ତ ରୁହନ୍ତୁ। ସରକାରଙ୍କ…
Archives


