ଗାଡ଼ିଆରେ ବୁଡି ଚାଲିଗଲା ନାବାଳିକାଙ୍କ ଜୀବନ

ପାରଳାଖେମୁଣ୍ଡି,୫।୬(ଗିରିଧାରୀ ପରିଛା): ଗାଡ଼ିଆରେ ବୁଡି ୧୦ ବର୍ଷ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ତବାରସିଂ ଗ୍ରାମରେ।

ମିଳିଥିବା ସୂଚନା ମୁତାବକ, ଗ୍ରାମର ଈଶ୍ବର ବଡ଼ରଇତଙ୍କ ଝିଅ ଆରତି ବଡରଇତ(୧୦)। ଆରତି ସାଙ୍ଗମାନଙ୍କ ସହ ଗାଁ ନିକଟସ୍ଥ ଆମ୍ବ ତୋଟାକୁ ଯାଇ ଥିଲେ। ପରେ ନିକଟରେ ଥିବା ଏକ ଗାଡିଆରେ ଗାଧେଇବାକୁ ଯାଇଥିଲେ। ଗାଧୋଇବା ବେଳେ ଆରତିଙ୍କ ଗୋଡ ଖସି ମଝି ଗାଡ଼ିଆକୁ ଚାଲିଯାଇଥିଲେ। ସେଠାରୁ ସେ ବାହାରକୁ ଆସିପାରି ନ ଥିଲେ।

ଏନେଇ ସାଙ୍ଗମାନେ ଗାଁକୁ ଯାଇ ଖବର ଦେଲେ। ଗାଁ ଲୋକେ ଆସି ଆରତିଙ୍କୁ ଉଦ୍ଧାର କରି ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ରାମଗିରି ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଥିଲା। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୪/୨୫) ରୁଜୁ କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ନିରାଶ କଲା ରୁଷିଆ, ଖାମେନେଇ ଆମେରିକା ବିରୁଦ୍ଧରେ ଅଧିକ ସମର୍ଥନ ପାଇଁ ପୁଟିନଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୨୩।୬: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଆମେରିକାର ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅଧିକ ସମର୍ଥନ ପାଇଁ...

ମାଡ଼ି ଆସୁଛି କି ଭୟଙ୍କର ବିପଦ! ଭାଙ୍ଗିଲା ମହିମା ଗାଦିର ଦଧିନଉତି,ରାତି ଅଧରେ ଶୁଭିଲା…

ଢେଙ୍କାନାଳ,୨୩।୬(ରତନ ନାୟାର): ଢେଙ୍କାନାଳ ଜିଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମରପୀଠ ମହିମାଗାଦି ଯୋରନ୍ଦାରେ ରବିବାର ବିଳମ୍ବିତ ରାତିରେ ଭାଙ୍ଗିଯାଇଛି। ବଜ୍ରପାତରେ ଗାଦି ମନ୍ଦିର ପୂର୍ବ ମୁଖଶାଳା...

ଦାରିଙ୍ଗବାଡି ଅଞ୍ଚଳରେ ପ୍ରବଳ ବର୍ଷା, ଫୁଲିଲାଣି ଗୁମାଡ଼ି , ଯୋଗାଯୋଗ ବିଚ୍ଛିନ୍ନ

ଦାରିଙ୍ଗବାଡି,୨୩।୬(ଅରୁଣ ସାହୁ):  କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ସୋମବାର ଭୋର ସମୟରୁ ପ୍ରବଳ ବର୍ଷା ଜାରିରହିଛି। ଫଳରେ ଅଞ୍ଚଳରେ ବୋହିଯାଉଥିବା ଏକାଧିକ ନଦୀରେ ଜଳସ୍ତର...

ଯୁବପିଢ଼ିଙ୍କୁ ପଛରେ ପକାଇଦେବେ ୮୦ ବର୍ଷୀୟା ବୃଦ୍ଧା, ଶାଢ଼ି ପିନ୍ଧି ଚଲାଇଲେ ଟ୍ରାକ୍ଟର, ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ପୁଣିଥରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ୮୦ ବର୍ଷୀୟା ବୃଦ୍ଧା ତାଙ୍କ ବୟସକୁ ପଛରେ ପକାଇବା ସହ ଆଜିର...

ଯୁଦ୍ଧ ମଧ୍ୟରେ ତେଲ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ବଡ଼ ନିଷ୍ପତି ନେଲା ମଧ୍ୟପ୍ରାଚ୍ୟର ଏହି ଦେଶ…

ନୂଆଦିଲ୍ଲୀ,୨୩ା୬: ଓମାନ ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପ୍ରଥମ ଦେଶ ଭାବେ ଆୟକର ଲାଗୁ କରିବାକୁ ଯାଉଛି, ଯାହା ତେଲ ଉପରେ ନିର୍ଭରଶୀଳତା ହ୍ରାସ କରି ସରକାରୀ...

ପୁରାତନ କଳା-ସଂସ୍କୃତି-ପରମ୍ପରାରେ ହେବ ରଥଯାତ୍ରା, ୨୭ରେ ରଥଟଣା

ଧର୍ମଶାଳା,୨୩ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ଆସନ୍ତା ୨୭ ତାରିଖରେ ଏକାଦଶ ବାର୍ଷିକ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ମହାଆଡ଼ମ୍ବର ସହକାରେ ପାଳିତ...

ପୂର୍ବ ସରକାରଙ୍କୁ ସିଧା ସିଧା ଏମିତି ଶୁଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ୨୪ ବର୍ଷ ଶାସନ ଭିତରେ…

ଆସିକା,୨୩ା୬(ସୁରେନ୍ଦ୍ର ନାଥ ସାହୁ): ଭାଜପା ସରକାର ଶାସନର ଏକ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ସୋମବାର ଗଞ୍ଜାମ ଜିଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ପଡ଼ିଆରେ ରାଜ୍ୟ...

ଚିକିତ୍ସା ଅବହେଳାରୁ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଅଭିଯୋଗ

କଟକ,୨୩।୬: ଚିକିତ୍ସାରେ ଅବହେଳାରୁ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଥିବା ସୋମବାର ଅଭିଯୋଗ ହୋଇଛି। ମୃତ ବିଚାରାଧୀନ ବନ୍ଦୀ ହରିୟାଣାର। ସେ ବ୍ରହ୍ମପୁର ଜେଲରେ ବିଚାରାଧୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri