Home Left

ଆଇଏଏସ୍‌ ଦେଲେ ବିବାହ ପ୍ରସ୍ତାବ, ୨ ମହିଳା ଅଧିକାରୀ କରିଦେଲେ ହଁ: ତା’ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୫।୨: ୟୁପିର ହରଦୋଇରେ ପୋଲିସ ଜଣେ ଠକକୁ ଗିରଫ କରିଛି। ସେ ଏକ ମ୍ୟାଟ୍ରିମୋନିଆଲ ସାଇଟରେ ନିଜକୁ ଜଣେ ଆଇଏଏସ୍‌ ଅଧିକାରୀ ବୋଲି ପରିଚୟ ଦେଇ ଦୁଇ ଜଣ ମହିଳା ଅଧିକାରୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ। ଅଭିଯୁକ୍ତଙ୍କ ନାମ…

ଥାନାରେ ଉତ୍ତେଜନା ହୋହଲ୍ଲା କରି ଭିତରକୁ ପଶିଗଲେ ଲୋକେ, ପରେ…

ବାସୁଦେବପୁର,୫।୨(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କରଞ୍ଜଆଡ଼ିଆ ଗ୍ରାମରେ ଏକ ଗଣ୍ଡଗୋଳ ବେଳେ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ନବଘନ ମଳିକ(୪୫)ଙ୍କ ମୃତ୍ୟୁ ପରେ ମଙ୍ଗଳବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଦେଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମୃତକଙ୍କ…

ଭାରତୀୟଙ୍କ ପାଇଁ ଆଉ ଏକ ସମସ୍ୟା ଛିଡା କରିଦେଲେ ଟ୍ରମ୍ପ, ବଦଳିଯିବ ଏହି ନିୟମ! ପ୍ରଭାବିତ ହେବେ…

ଓ୍ବାଶିଂଟନ୍‌,୫।୨: ଆମେରିକାର ରିପବ୍ଲିକାନ ସେନେଟର ରିକ ସ୍କଟ ଏବଂ ଜନ କେନେଡି ଏକ ପ୍ରସ୍ତାବ ଆଗତ କରିଛନ୍ତି । ଯାହାର ଉଦ୍ଦେଶ୍ୟ ହେଉଛି ବାଇଡେନ ପ୍ରଶାସନର ନିୟମକୁ ପ୍ରତ୍ୟାହାର କରିବା, ଯେଉଁଥିରେ ଓ୍ବର୍କ ପରମିଟର ସ୍ବୟଂଚାଳିତ ନବୀକରଣ ଅବଧିକୁ ୧୮୦ ଦିନରୁ…

ଆଜି ୫ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ,୫ା୨(ଅଜିତ୍‌ କୁମାର ମହାନ୍ତି):ମାଘ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ବୁଧବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଗୁପ୍ତ ନୀତି ସମ୍ପାଦନ ପାଇଁ ବୁଧବାର ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫ଘଣ୍ଟା ସର୍ବସାଧାରଣ…

ଅହଂକାର ଅନୁଚିନ୍ତା

ବୁଝିଲ ବନ୍ଧୁ, ଆମ ଅହଂକାର ଯୋଗୁ ଆମେ ନିଜେ ବହୁ ଅଶାନ୍ତି ଭୋଗିବା ସହ ଅନ୍ୟମାନଙ୍କ ଭିତରେ ମଧ୍ୟ ଅପ୍ରୀତିକର ବାତାବରଣ ସୃଷ୍ଟିକରି ଜୀବନଟାକୁ କଳୁଷିତ କରିଦେଉଛେ। ଆମେ ସମସ୍ତେ ସବୁ କାମର ଶ୍ରେୟ ନେବା ପାଇଁ ବ୍ୟାକୁଳ, ଏବଂ ‘ମୋ…

ଆକବରଙ୍କ ଘଣ୍ଟା

ଶାସନର ସଂଜ୍ଞା ଏବେ ବଦଳିଗଲାଣି। ଆଗେ ବ୍ରିଟିଶ୍‌ ଶାସନ ସମୟରେ କିମ୍ବା ଭାରତ ସ୍ବାଧୀନତା ପାଇଲା ପରେ ପରେ ସଂଜ୍ଞା ମୁଖ୍ୟତଃ ରାଜସ୍ବ ଆଦାୟ, ଆଇନଶୃଙ୍ଖଳା ରକ୍ଷାରେ ସୀମିତ ଥିଲା। ଭାରତ ଏକ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ ହେବା ପରେ ଉନ୍ନୟନ…

ଗଗନ ଗୋ ଫର୍‌ ଫ୍ରିଡମ୍‌ ଗୋଲ୍ଡ ଅଫରର ବିଜେତା

ଭୁବନେଶ୍ୱର୫।୨(ଅଭୟ ଦାଶ): ଫ୍ରିଡମ ହେଲ୍‌ଦି କୁକିଂ ଅଏଲ୍ସର ବହୁ ପ୍ରତୀକ୍ଷିତ ବମ୍ପର ଡ୍ର ‘ଗୋ ଫର୍‌ ଫ୍ରିଡମ ଗୋଲ୍ଡ ଅଫର-୨୦୨୪’ର ବିଜେତାଙ୍କ ନାମ ନିକଟରେ ଘୋଷଣା କରାଯାଇଥିଲା। ଓଡ଼ିଶା ସମେତ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ପାଇଁ ଏହି ବମ୍ପର ଡ୍ର’ର ଭାଗ୍ୟଶାଳୀ…

ଶେୟାର ବଜାରରେ ଉତ୍ସାହ

ମୁମ୍ବାଇ,୫।୨: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ଦ୍ୱିତୀୟ କାର୍ଯ୍ୟ ଦିବସ ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ବିଶେଷକରି ମଙ୍ଗଳବାର ବମ୍ବେ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ବର୍ତ୍ତିଲେ ଗାଡ଼ି ଚାଳକ: ଦୋଷ ଲଦାଲଦି ହେଉଛନ୍ତି ରାସ୍ତା ନିର୍ମାଣ ସଂସ୍ଥା-ବିଦ୍ୟୁତ ବିଭାଗ

ଥୁଆମୂଳ ରାମପୁର,୫।୨(ଦୁର୍ଗା କୀର୍ତ୍ତି):ପୂର୍ତ୍ତି ବିଭାଗ ପକ୍ଷରୁ ଥୁଆମୂଳ ରାମପୁର ମୁଖ୍ୟରାସ୍ତା ଉନ୍ନତୀକରଣ କରାଯାଉଛି। ଏଥିରେ କମ୍ପାନୀର ହାଇୱା, ମିକ୍ସଚର ମେଶିନ, ଜେସିବି ଆଦି ନିୟୋଜିତ ହୋଇଛି। ହେଲେ ମୁଖ୍ୟ ରାସ୍ତା ଉପରେ ୩୩କେଭି ବିଦ୍ୟୁତ୍‌ ତାର ସଂଯୋଗ ହୋଇଥିବାରୁ ଦୁର୍ଘଟଣାର କାରଣ…

ଆପୋଲୋରେ ବିଶ୍ୱ କର୍କଟ ଦିବସ

ଭୁବନେଶ୍ୱର,୫।୨: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ବିଶ୍ୱ କକର୍ଟ ଦିବସ ପାଳିତ ହୋଇଯାଇଛି। ଏପରିକି ଆପୋଲୋ କ୍ୟାନ୍‌ସର ସେଣ୍ଟର,ଆଇସିଏମ୍‌ଆର, ଆଇଏମ୍‌ଏ ଏବଂ ଏସ୍‌ଓଏର ମିଳିତ ସହଭାଗିତାରେ ଏକ ସ୍ବତନ୍ତ୍ର କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ…

ଭାରତ ବିଶ୍ୱର ୨ୟ ସର୍ବବୃହତ୍‌ ମୋବାଇଲ ଉତ୍ପାଦନକାରୀ

ନୂଆଦିଲ୍ଲୀ,୫।୨: ବର୍ତ୍ତମାନ ସମୟରେ ସବୁବର୍ଗର ଲୋକ ଭିନ୍ନ ଭିନ୍ନ ମୋବାଇଲ ଫୋନ ବ୍ୟବହାର କରୁଥିବା ବେଳେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ମୋବାଇଲ ଉତ୍ପାଦନକାରୀ ଦେଶ ଭାବେ ପରିଗଣିତ ହେଉଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆମଦାନୀରୁ ଆତ୍ମନିର୍ଭରଶୀଳତା…

ଭାରତୀୟ ଦିନିକିଆ ଦଳରେ ବରୁଣ ଚକ୍ରବର୍ତ୍ତୀ

ନାଗପୁର, ୫ା୨ : ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜରେ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଫର୍ମରେ ଥିବା ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଭାରତୀୟ ଅନ୍ତର୍ଜାତୀୟ ଦିନିକିଆ ଦଳରେ ସାମିଲ କରାଯାଇଛି। କୋଲକାତା ନାଇଟ ରାଇଡର୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri