ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଭାରତର ସର୍ବଶ୍ରେଷ୍ଠ କମ୍ପାନୀ
ମୁମ୍ବାଇ,୨।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ (ଆରଆଇଏଲ) କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ବା ସ୍ବୀକୃତି ମିଳିଛି। ଏପରିକି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଭାରତର ସର୍ବଶ୍ରେଷ୍ଠ କମ୍ପାନୀ ଭାବେ ୱିଜିକିର ଭିଜିବିଲିଟି…
ରେକର୍ଡ ପରିମାଣର ଟିକସ ଆଦାୟ
ନୂଆଦିଲ୍ଲୀ,୨।୧୨: ପ୍ରତି ମାସ ଭଳି ଚଳିତ ମାସ ମଧ୍ୟ ରେକର୍ଡ ପରିମାଣର ଟିକସ ଆଦାୟ ହୋଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ଅଷ୍ଟମ ମାସରେ ୧.୮୨ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍ସ ଆଣ୍ଡ ସର୍ଭିସ ଟ୍ୟାକ୍ସ…
ତୈଳଭଣ୍ଡାର ବନାମ କଳାପଥର ଖାଦାନ
ଯାଜପୁର,୨।୧୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଡଙ୍କାରୀ ପାହାଡ଼ ପାଦଦେଶରେ ଦେଶର ୪ର୍ଥ ବୃହତ୍ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଥିଲା। ହେଲେ ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ପ୍ରାୟ ୧୬ଟି…
ବୋଫର୍ସ ତଥ୍ୟ ପାଇଁ ଆମେରିକାକୁ ନ୍ୟାୟିକ ଅନୁରୋଧ ପଠାଇବ ସିବିଆଇ
ନୂଆଦିଲ୍ଲୀ,୨ା୧୨(ପି.ଟି.): ଅଶୀ ଦଶକରେ ସ୍ବିଡେନ୍ରୁ ବୋଫର୍ସ ତୋପ କ୍ରୟ ଚୁକ୍ତିନାମା ନିମନ୍ତେ ୬୪ କୋଟି ଟଙ୍କା ଲାଞ୍ଚ କାରବାର ହୋଇଥିଲା। ଏହି ଦୁର୍ନୀତି ସମ୍ପର୍କରେ ଭାରତୀୟ ତଦନ୍ତକାରୀ ସଂସ୍ଥାକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଶେୟାର କରିବାକୁ ଆଗ୍ରହୀ ଥିବା ଘରୋଇ ତଦନ୍ତକାରୀ ମିଚେଲ ହେର୍ଶମାନ୍ଙ୍କଠାରୁ…
ସମ୍ଭଲରେ ନ୍ୟାୟିକ କମିଶନ
ସମ୍ଭଲ,୨ା୧୨(ପି.ଟି.): ଉତ୍ତରପ୍ରଦେଶର ସମ୍ଭଲରେ ଶାହି ଜାମା ମସ୍ଜିଦର ସର୍ଭେ ବେଳେ ନଭେମ୍ବର ୨୪ରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ପାଇଁ ନ୍ୟାୟିକ କମିଶନ୍ର ସଦସ୍ୟମାନେ ରବିବାର ସେଠାରେ ପହଞ୍ଚତ୍ଛନ୍ତି। ୩ ଜଣିଆ କମିଶନରେ ଆଲ୍ଲାହାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଦେବେନ୍ଦ୍ର କୁମାର ଆରୋରା, ଅବସରପ୍ରାପ୍ତ…
ସୁସ୍ଥ ଜୀବନ ପାଇଁ ପ୍ରଦୂଷଣ ମୁକ୍ତ ପରିବେଶ ଜରୁରୀ
୧୯୮୪ ଡିସେମ୍ବର ୨ ତାରିଖ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରର ଏକ ଶୀତୁଆ ବିଲମ୍ବିତ ରାତ୍ରି। ଲୋକମାନେ ଶୋଇଥିଲେ ନିଘୋଡ଼ ନିଦରେ। କିଏ ଜାଣିଥିଲା ଏହା ଭୋପାଳବାସୀଙ୍କ ପାଇଁ ଏକ କାଳରାତ୍ରି ହେବ ବୋଲି! ଏହିଦିନ ମଧ୍ୟରାତ୍ରରେ ସହରରେ ଏକ ରାସାୟନିକ…
ଫେଙ୍ଗାଲ ପ୍ରଭାବ: ପଣ୍ଡିଚେରୀରେ ଅଭୂତପୂର୍ବ ବର୍ଷା
ପଣ୍ଡିଚେରୀ,୧ା୧୨: ବାତ୍ୟା ଫେଙ୍ଗାଲ ଶନିବାର ରାତିରେ ପଣ୍ଡିଚେରୀରେ ସ୍ଥଳଭାଗ ଛୁଇଁବା ପରେ ଅଭୂତପୂର୍ବ ବର୍ଷା ସାଙ୍ଗକୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଫଳରେ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ୩ ଦଶନ୍ଧି ମଧ୍ୟରେ ପଣ୍ଡିଚେରୀରେ ଏଭଳି ବର୍ଷା ହୋଇ ନ ଥିଲା…
ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀ ମୃତ, ୨ ଗୁରୁତର
ବଲାଙ୍ଗୀର, ୧ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ଢୋଲମାନ୍ଦଲ ସେକ୍ସନର ବାନ୍ଧନପାଲି ଗାଁ ନିକଟରେ ରବିବାର ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ବନ କର୍ମଚାରୀ ଗୁରୁତର ଆହତ…
ଖାଦ୍ୟ-ପାଣି ବିନା ୧୩ ଘଣ୍ଟା କୁଏଟ ଏୟାରପୋର୍ଟରେ ଫସିଲେ ଭାରତୀୟ
ନୂଆଦିଲ୍ଲୀ,୧।୧୨: ମୁମ୍ବାଇରୁ ମଞ୍ଚେଷ୍ଟରକୁ ଯାଉଥିବା ଭାରତୀୟ ଯାତ୍ରୀମାନେ କୁଏଟ ବିମାନବନ୍ଦରରେ ପ୍ରାୟ ୧୩ ଘଣ୍ଟା ଧରି ଅଟକି ରହିଛନ୍ତି। ଯାତ୍ରୀମାନେ ଖାଦ୍ୟ କିମ୍ବା ସହାୟତା ନ ପାଇଥିବା ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଗଲ୍ଫ ଏୟାର…
ଝାଡ଼ଖଣ୍ଡ ପରାଜୟ ପରେ ଭାଜପାର ସମୀକ୍ଷା
ରାଞ୍ଚି,୧ା୧୨: ଝାଡ଼ଖଣ୍ଡ ନିର୍ବାଚନରେ ଭାଜପାର ପରାଜୟ ନେଇ ସମୀକ୍ଷା ବୈଠକ ବସିଥିବାବେଳେ ଏଥିରେ ଦଳର ଡୁମ୍କା ପ୍ରାର୍ଥୀ ସୀତା ସୋରେନ୍ ଯୋଗଦେଇ ନାହାନ୍ତି। ନିର୍ବାଚନ ପୂର୍ବରୁ ଜଳ ଛାଡ଼ିଥିବା ଅସନ୍ତୁଷ୍ଟ ନେତାଙ୍କୁ ଫେରାଇ ଆଣିବା ପାଇଁ ଜେଏମ୍ଏମ୍ ଉଦ୍ୟମ ଚଳାଇଥିବା ବେଳେ…
ଆତ୍ମହତ୍ୟା କଲେ ଚର୍ଚ୍ଚିତ ଅଭିନେତ୍ରୀ: ବାସଭବନରୁ ମିଳିଲା ମୃତଦେହ
ହାଇଦ୍ରାବାଦ,୧।୧୨: ଟେଲିଭିଜନ ଏବଂ ସିନେମା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଶୋବିଥା ଶୋଭାନ୍ନାଙ୍କ ମୃତଦେହ ହାଇଦ୍ରାବାଦସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ୩୦ ବର୍ଷୀୟ ଶୋବିଥା ଗତ ରାତିରେ ନିଜର ଜୀବନ ହାରିଥିବା…
ଓ୍ବକ୍ଫ ବୋର୍ଡ ଭାଙ୍ଗିବାକୁ ନିର୍ଦ୍ଦେଶ ଜାରିକଲେ ଆନ୍ଧ୍ର ସରକାର
ବିଜୟଓ୍ବାଡ଼ା,୧ା୧୨: ରାଜ୍ୟ ଓ୍ବକଫ୍ ବୋର୍ଡ ଗଠନ ପାଇଁ ପୂର୍ବ ସରକାର ସମୟରେ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିନେବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବୋର୍ଡ ଅଧ୍ୟକ୍ଷ ନିର୍ବାଚନ ଉପରେ ସ୍ଥଗିତାଦେଶ ଯୋଗୁ ଦୀର୍ଘଦିନ ହେବ ଏହା ଅଚଳ ହୋଇ ରହିଛି।…
Archives


