Home Left

ହସ୍ପିଟାଲରେ ୬ ରୋଗୀ ମୃତ୍ୟୁ ଘଟଣା: କଲେଜ ଅଧୀକ୍ଷକଙ୍କୁ ଭେଟିଲା ବିଜେଡି ଟିମ୍‌

କୋରାପୁଟ,୭ା୬(ଅମିତାଭ ବେହେରା): ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଇସିୟୁ ବେଡ୍‌ରେ ମଙ୍ଗଳବାର ୬ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଶନିବାର ଜିଲା ବିଜେଡି ଟିମ୍‌ ଜିଲା ସଭପତି ଝିନ ହିକ୍‌କାଙ୍କ ନେତୃତ୍ୱରେ ଜିଲା ପରିଷଦ ଅଧ୍ୟକ୍ଷା ସସ୍ମିତା…

ଅପରେଶନ ସିନ୍ଦୂରକୁ ପୂରଣ ହେଲା ଏକ ମାସ, ଏହାକୁ ନେଇ ବଡ଼ କଥା କହିଲେ ରାଜନାଥ

ନୂଆଦିଲ୍ଲୀ,୭।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତଙ୍କବାଦ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିଛନ୍ତି। ସେ ଏହା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଏକ ଲେଖାରେ ଲେଖିଛନ୍ତି ଯେ…

ବିହାରର ଆଗାମୀ ‘ନୀତୀଶ କୁମାର’ ହେବାକୁ ଚାହୁଁଛନ୍ତି ଚିରାଗ ପାସଓ୍ବାନ? ଭାଜପା ଶିବିରରେ ଛନକା!

ପାଟନା,୭।୬: ଗତ କିଛି ଦିନ ଧରି କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସଓ୍ବାନ ବିଧାନସଭା ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଆସୁଛନ୍ତି। ଏଣୁ ସେ ରାଜ୍ୟ ରାଜନୀତିରେ କିଙ୍ଗ୍‌ ନ ହେଲେ ବି ‘କିଙ୍ଗ ମେକର୍‌’ ସାବ୍ୟସ୍ତ…

Video: ରାସ୍ତା ଉପରେ ଲ୍ୟାଣ୍ଡିଂ ସମୟରେ କାରରେ ପିଟି ହେଲା ହେଲିକପ୍ଟର, ଲୋକେ ଭୟଭୀତ

ରୁଦ୍ରପ୍ରୟାଗ,୭।୬: ସେରସି ବଡାସୁରୁ ଚାରିଧାମ ତୀର୍ଥଯାତ୍ରୀଙ୍କୁ ନେଇ କେଦାରନାଥ ଧାମ ଯାଉଥିବା କ୍ରିଷ୍ଟାଲ ଆଭିଏସନ କମ୍ପାନୀର ଏକ ହେଲିକପ୍ଟରକୁ ରାସ୍ତାରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଏହି ସମୟରେ ଏହା ଏକ କାର ସହିତ ଧକ୍କା ହୋଇଥିଲା। ବିଶ୍ୱାସ କରାଯାଉଛି ଯେ…

ସିମ୍‌ଲା ରାଜିନାମାକୁ ନେଇ ଦୋହଲିଲା ପାକିସ୍ତାନ: ସରକାରରେ ମତଭେଦ

ଇସ୍‌ଲାମାବାଦ,୭ା୬:ସିମ୍‌ଲା ରାଜିନାମାକୁ ନେଇ ପାକିସ୍ତାନର ଶେହବାଜ ଶରିଫ୍‌ ସରକାରରେ ମତଭେଦ ଦେଖାଦେଇଛି। ୧୯୭୨ର ସିମ୍‌ଲା ରାଜିନାମା ଏକ ମୃତ ଦସ୍ତାବିଜ୍‌ ବୋଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ବଜା ଅସିଫ୍‌ ଘୋଷଣା କରିବାର କିଛି ଘଣ୍ଟା ପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ଏହାକୁ ଖଣ୍ଡନ…

ଶୋଇବା ସମୟରେ ଶରୀରରେ ଦେଖାଯାଉଛି କି ଏହି ୬ ଲକ୍ଷଣ: ଖରାପ ହୋଇପାରେ କିଡ଼ନୀ, ହୋଇଯାନ୍ତୁ ସତର୍କ

ପ୍ରତ୍ୟେକ ବ୍ୟକ୍ତି ଦିନସାରା କ୍ଳାନ୍ତ ହେବା ପରେ ରାତିରେ ଶାନ୍ତିରେ ଶୋଇବାକୁ ଆଶା କରିଥାନ୍ତି। କିନ୍ତୁ ଯଦି ନିଦ ଆମକୁ ଆମର ସବୁଠାରୁ ବଡ଼ ରୋଗ ବିଷୟରେ ସୂଚନା ଦେଉଛି ତେବେ ଏହା ନିଶ୍ଚିନ୍ତ ଭାବେ ଚିନ୍ତାଜନକ ବିଷୟ। ଆପଣଙ୍କର କିଡନୀ,…

ମଣ୍ଡିରୁ ଉଠୁନି ଧାନ, ତାଲା ପକାଇଲେ ଚାଷୀ

ଅତାବିରା,୭ା୬(ଯୁଧିଷ୍ଠିର ମହାମାତ୍ର): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ସେଠାରେ ସେହି ଧାନକୁ କ୍ରୟ ସଂସ୍ଥା କିଣୁ ନାହିଁ। ଫଳରେ ମଣ୍ଡିରେ ଧାନ ପକାଇ…

୮ଟଙ୍କାରେ ମିଳୁଛି କେଜିଏ ଆଳୁ, ବସ୍ତାକୁ ୪୦୦ ଟଙ୍କା: ଯିଏ ଶୁଣିଲେ ସିଏ ଦୌଡ଼ିଲେ, ଯେତେ ପାରିଲେ…

ବୈଶିଙ୍ଗା,୭।୬(ରତନ ଦାଶ): ୮ଟଙ୍କାରେ ମିଳୁଛି କେଜିଏ ଆଳୁ । ଯିଏ ଶୁଣିଲେ ସିଏ ଦୌଡ଼ିଲେ, ଯିଏ ଯେତେ ପାରିଲେ ସେତେ ବୋହିନେଲେ । ଆଳୁ ବସ୍ତା ପ୍ରତି ଚାରି ଶହ ଟଙ୍କା ଶୁଣି ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଲା। ଭିଡ଼…

ଏବେ ତାତିରେ ସିଝୁଛି ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି, ରାସ୍ତାଘାଟ ଜନଶୂନ୍ୟ

ଦାରିଙ୍ଗବାଡ଼ି,୭ା୬(ଅରୁଣ ସାହୁ): ଓଡ଼ିଶାର ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ି ଓଡ଼ିଶାର କଶ୍ମୀର ଭାବେ ଜଣାଶୁଣା କିନ୍ତୁ ଗ୍ରୀଷ୍ମ ପ୍ରବାହରେ ଏବେ ଅସମ୍ଭାଳ ହୋଇପଡ଼ିଛି ଏହି ଥଣ୍ଡା ଅଞ୍ଚଳ। ସକାଳ ୮ଟାରୁ ଖରାର ପ୍ରଭାବ ଯୋଗୁ ଜରୁରୀକାର୍ଯ୍ୟ ନ ଥିଲେ ଲୋକମାନେ ଘରୁ ପଦାକୁ ଗୋଡ଼…

ସାମ୍ନାକୁ ଆସିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକର ଅସଲ କାରଣ, ଅଭିଯୁକ୍ତ କହିଲେ ମୋ’ ସ୍ତ୍ରୀ…

ନୂଆଦିଲ୍ଲୀ,୭ା୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଉତ୍ତର ପଶ୍ଚିମ ଜିଲାର ସ୍ବତନ୍ତ୍ର କର୍ମଚାରୀଙ୍କ ଦଳ ଗାଜିଆବାଦରୁ ଗିରଫ କରିଛି। ଅଭିଯୁକ୍ତ କହିଛନ୍ତି ଯେ, ସେ ମଦ୍ୟପାନ କରି କଲ୍‌ କରିଥିଲେ। ପୋଲିସ ସନ୍ଦେହ…

ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ଏହି ଭାରତୀୟ କ୍ରିକେଟର୍‌ଙ୍କ ଜୀବନ

ରାୟପୁର,୭।୬: ଛତିଶଗଡ଼ ଏକ୍ସପ୍ରେସରେ ଏକ ଭୟଙ୍କର ଘଟଣା ଘଟିଛି। ପଞ୍ଜାବର ୩୮ ବର୍ଷୀୟ ଦିବ୍ୟାଙ୍ଗ କ୍ରିକେଟର ବିକ୍ରମ ସିଂହ ହ୍ବିଲଚେୟାର କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଦିଲ୍ଲୀରୁ ଗ୍ବାଲିୟର ଯାଉଥିବା ସମୟରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଯାତ୍ରା ସମୟରେ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌…

ଫୁଲବାଣୀ ମେଡିକାଲ କଲେଜ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ,୭ା୬(ରାକେଶ କୁମାର ରାଉତ): କନ୍ଧମାଳବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହୋଇଛି। ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବହୁ ପ୍ରତୀକ୍ଷିତ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ଉଦଘାଟନ କରିଛନ୍ତି। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ମାଦିକୁନ୍ଦା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?