ପ୍ରୟାଗରାଜରେ ବାବାଙ୍କ କ୍ରିକେଟ ଖେଳ
ପ୍ରୟାଗରାଜ: ମହାକୁମ୍ଭ ୨୦୨୫ରେ ଅନେକ ବାବା ନିଜର ନିଆରା ଅନ୍ଦାଜ କାରଣରୁ ଚର୍ଚ୍ଚାକୁ ଆସି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେମାନଙ୍କର ବ୍ୟକ୍ତିତ୍ୱ ଏବଂ ଜୀବନଶୈଳୀ ଲୋକଙ୍କୁ ପ୍ରଭାବିତ କରିପାରିଛି। ତେବେ ମହାକୁମ୍ଭ ମେଳାରେ ଯୋଗ ଦେଇଥିବା ସାଧୁ, ସନ୍ଥ ଏବଂ ବାବାମାନେ କ୍ରିକେଟ…
ପ୍ରିନ୍ସ ହ୍ୟାରିଙ୍କୁ ନିର୍ବାସିତ କରିବାର ଯୋଜନା ନାହିଁ: ଟ୍ରମ୍ପ୍
ଓ୍ବାଶିଂଟନ, ୧୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ଦ୍ୱିତୀୟ ପାଳିରେ ଦେଶରେ ବେଆଇନ ଭାବେ ରହୁଥିବା ପ୍ରବାସୀଙ୍କୁ ନିର୍ବାସିତ କରିବାରେ ସକ୍ରିୟ ଅଛନ୍ତି। ତେବେ ଶନିବାର ଟ୍ରମ୍ପ୍ ନ୍ୟୁୟର୍କ ପୋଷ୍ଟକୁ ଏକ ସାକ୍ଷାତ୍କାର ଦେଇ ବ୍ରିଟେନ୍ସ୍ଥିତ ଓ୍ବେଲ୍ସ ରାଜପରିବାରର ପ୍ରିନ୍ସ ହ୍ୟାରିଙ୍କୁ…
ପଣବନ୍ଦୀ ମୁକ୍ତି ଖୁସି ରହିଲାନି
ଜେରୁଜେଲମ, ୧୦।୨: ଗାଜାର ସଶସ୍ତ୍ର ଶାସକ ହମାସ୍ ପକ୍ଷରୁ ଶନିବାର ୩ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିଲା। ସେଥିରେ ୫୨ ବର୍ଷୀୟ ଏଲି ଶାରାବୀ ମଧ୍ୟ ସାମିଲ ଥିଲେ। ହମାସ୍ କବଳରେ ୪୯୧ ଦିନ ଧରି ପଣବନ୍ଦୀ ଭାବେ ରହିବା ପରେ…
ନିୟମିତ ଧୂମପାନ କରୁଥିଲେ ମାଡ଼ିବସିବ ଏସବୁ ମାରାତ୍ମକ ରୋଗ
ନିୟମିତ ଧୂମପାନ କଲେ ହୃଦ୍ରୋଗ, ଫୁସ୍ଫୁସ୍ଜନିତ ରୋଗ ସହିତ ଅନ୍ଧତ୍ୱ, ଟାଇପ-୨ ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଯୌନ ଅକ୍ଷମତା, ଅସ୍ଥିର ଦୁର୍ବଳତା ଏପରି କି ଜନ୍ମିତ ଶିଶୁର ବିକଳାଙ୍ଗତା ଇତ୍ୟାଦି ହୋଇଥାଏ। ଧୂମପାନ ଫୁସଫୁସକୁ କ୍ଷତି ପହଞ୍ଚାଇବା ସହିତ ସ୍ବାସ୍ଥ୍ୟାବସ୍ଥାକୁ ଅଧିକ…
ଏଇ ଭାରତରେ
ପରିବେଶ ଭଲ ରହିଲେ ଆମେ ଭଲ ରହିବା। ଏକଥା ସମସ୍ତେ ଜାଣନ୍ତି, କିନ୍ତୁ ବ୍ୟକ୍ତିଗତ ସ୍ତରରେ କିଛି କରିବା ପାଇଁ କଷ୍ଟକର ମନେକରନ୍ତି। ହେଲେ ଏଭଳି ଆହ୍ବାନକୁ କେତେକ ଜୀବନର ଲକ୍ଷ୍ୟଭାବେ ଗ୍ରହଣ କରି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥାନ୍ତି। ଦରକାର…
ଶିକ୍ଷାନୁଷ୍ଠାନର ମାନ ଓ ଦୁର୍ନୀତି
ବିଶ୍ୱର ସୁନାମଧନ୍ୟ ଓ ପ୍ରତିଷ୍ଠିତ ଅନୁଷ୍ଠାନ ଭୁବନେଶ୍ୱରସ୍ଥିତ ନାଇଜର(ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ)ର ବିଶ୍ୱପ୍ରସିଦ୍ଧ ଗବେଷକ ଓ ଜନପ୍ରିୟ ଶିକ୍ଷକ ପ୍ରଫେସର ବେଦାଙ୍ଗ ମହାନ୍ତି ଥରେ କଥା ପ୍ରସଙ୍ଗରେ କହିଥିଲେ, ଯଦି ରେଭେନ୍ଶାରେ ସେ ମୋଚିରାମ ସାର୍ ଓ…
ଆମ ସଂସ୍କୃତି ହିଁ ଆମ ପରିଚୟ
ନ୍ଧିଜୀ ନିଜକୁ ଜଣେ ସ୍ବାଭିମାନୀ ଓ ସନାତନୀ ହିନ୍ଦୁ ବୋଲି ଭାବୁଥିଲେ। ହିନ୍ଦୁଧର୍ମର ଏପରି ବହୁସଂଖ୍ୟକ ଦୁର୍ଲଭ ଗୁଣମାନ ଥିଲା, ଯାହା ସେ ପସନ୍ଦ କରୁଥିଲେ। ଏଣୁ ସତ୍ୟ, ଅହିଂସା ପାଳନ କରିବା, ଅସ୍ପୃଶ୍ୟତାର ବିରୋଧ, ସମସ୍ତ ଧର୍ମକୁ ନିଜ ଧର୍ମ…
ଆଜି ବରଗଡ଼ରୁ ଅଯୋଧ୍ୟାକୁ ଗଡ଼ିବ ବସ୍, ଜାଣି ରଖନ୍ତୁ ରୁଟ୍ ଚାର୍ଟ…
ବରଗଡ଼,୧୦ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ରୁ ଅଯୋଧ୍ୟାକୁ ଏଣିକି ସରକାରୀ ଯାତ୍ରୀବାହୀ ବସ୍ ସେବା ମିଳିବ। ସୋମବାର ଏହାର ଶୁଭାରମ୍ଭ ହେବ। ସୋମବାର ସକାଳ ୭ଟା ୩୦ମିନିଟ୍ରେ ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମ ରହିଛି। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଏହାର ଶୁଭାରମ୍ଭ କରିବେ।…
ଆଜି ଓଡ଼ିଶା ଆସିବେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା
ଭୁବନେଶ୍ୱର,୧୦ା୨ (ବନ୍ଦନା ସେଠୀ): ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର ସୋମବାରଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ରାହତକର ଓଡ଼ିଶା ରାଜ୍ୟ ମହିଳା ଆୟୋଗର ପ୍ରତିଷ୍ଠା ଦିବସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ମାନବ ଚାଲାଣର…
ସିଲ୍ ହେଲା ନକଲି ଗୁଟ୍ଖା କମ୍ପାନୀ: ୨ କର୍ମଚାରୀଙ୍କୁ ଉଠାଇ ନେଲା ଜିଏସ୍ଟି ବିଭାଗ
କୁନ୍ଦୁରା,୯ା୨(ସନ୍ତୋଷ ପ୍ରହରାଜ)- କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍ ମସିଗାଁ ପଞ୍ଚାୟତର ବରଗୁଡା, ତରାପୁଟ ଗାଁ ଓ ଦିଗାପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଚାଲିଥିବା ନକଲି ଗୁଟ୍ଖା କମ୍ପାନୀ ଉପରେ କେନ୍ଦ୍ର ଏବଂ ଆନ୍ଧ୍ର ଜିଏସ୍ଟି ବିଭାଗ ପକ୍ଷରୁ ଶନିବାର ଚଢ଼ାଉ କରି…
ପେପର୍ କାର୍ଟୁନ କାରଖାନାରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ
ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା) – ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଭାକୁରଗୁଡାଠାରେ ଥିବା ପେପର୍ କାର୍ଟୁନ କାରଖାନାରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଛି। ଖବରପାଇ ରାୟଗଡ଼ା ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଦୀର୍ଘ ୩…
ଗାଜାରୁ ଇସ୍ରାଏଲୀ ସେନା ପ୍ରତ୍ୟାହାର ଆରମ୍ଭ
ମୁଗ୍ରାକା (ଗାଜା ଷ୍ଟ୍ରିପ୍),୯।୨: ହମାସ୍ ସହ ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ, ଇସ୍ରାଏଲ୍ ଏହାର ପ୍ରତିଶ୍ରୁତିର ଅଂଶ ସ୍ବରୂପ ରବିବାର ଗାଜାର ଏକ ମୁଖ୍ୟ କରିଡରରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛି। ତେବେ ଯୁଦ୍ଧବିରତିର ପରବର୍ତ୍ତୀ ଯୋଜନା କାର୍ଯ୍ୟକାରୀ କରିବାରେ ଉଭୟ ପକ୍ଷ…
Archives


