Home Left

IND vs ENG: ବିରାଟଙ୍କ ରିଟର୍ନରେ ରୋହିତ ପଡିବେ ବାଦ୍‌! ବଦଳିବ ଭାରତର Playing 11

ନୂଆଦିଲ୍ଲୀ,୯।୨: ଟିମ ଇଣ୍ଡିଆରେ ୩ଟି ବଡ଼ ପରିବର୍ତ୍ତନ ସହିତ ଇଂଲଣ୍ଡ ବିପକ୍ଷରେ IND Vs ENG 2nd ODI ମ୍ୟାଚ ଖେଳିବାକୁ ଯାଉଛି। ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ସମ୍ପୂର୍ଣ୍ଣ ଫିଟ ହୋଇଯାଇଛନ୍ତି। ଏପରି ପରିସ୍ଥିତିରେ, ତାଙ୍କର ପ୍ଲେଇଂ ଇଲେଭେନକୁ ଫେରିବା…

Champions Trophy ରୁ ନାମ ଫେରାଇନେବେ ରୋହିତ ଶର୍ମା, Hardik Pandya ହେବେ ଅଧିନାୟକ! ଚମକାଇଲା…

ନୂଆଦିଲ୍ଲୀ,୯।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫେବୃଆରୀ ୧୯ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହି ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ, ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମ ଏକ ବଡ଼ ଟେନଶନ ହୋଇ ରହିଛି। ୨୦୨୪ ଟି-୨୦ ବିଶ୍ୱକପ ପରଠାରୁ ସେ…

ଷ୍ଟୁଡିଓ ମାଲିକଙ୍କୁ ହତ୍ୟା: ବୀଭତ୍ସ ଭାବେ ହାଣିହାଣି…

ଯାଜପୁର,୨।୯: ଷ୍ଟୁଡିଓ ମାଲିକଙ୍କୁ ବୀଭତ୍ସ ହତ୍ୟା। ତାଙ୍କୁ ଅତି ନର୍ମମ ଭାବେ ହଣେି ହତ୍ୟା ହତ୍ୟା କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟଛି ଯାଜପୁର ରୋଡ ଥାନା ସୋବରାରେ। ଷ୍ଟୁଡିଓ ଭିତରୁ ପୋଲିସ କ୍ଷତାକ୍ତ ମୃତଦେହ ଜବତ କରିଛି। ଯାଜପୁର ରୋଡ…

Virat Kohli: ଆଜି କଟକରେ ଖେଳିବେ କି ନାହିଁ କୋହଲି, ଆସିଲା ବଡ଼ ଅପଡେଟ୍‌

ଭୁବନେଶ୍ୱର,୯।୨: ବାରବାଟୀ ମହାମୁକାବିଲା ପାଇଁ ଆଉ କେଇ ମିନିଟ ବାକି ରହିଛି । ହୁଲସ୍ତୁଲ ହେବ ଷ୍ଟାଡିୟମ ଆଉ ମତୁଆଲା ହେବେ କ୍ରିକେଟ ପ୍ରେମୀ । ସବୁ ପ୍ରକାର ପ୍ରସ୍ତୁତି ବି ଶେଷ ହୋଇସାରିଛି । କେବଳ ଅପେକ୍ଷା ଟସ ପଡିବାକୁ…

ବୀଣାପାଣି ନର୍ସରୀ ସ୍କୁଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ: କୁନି ପ୍ରତିଭାଙ୍କୁ ସମ୍ମାନିତ

ଦିଗପହଣ୍ଡି,୯ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ବୀଣାପାଣି ନର୍ସରୀ ସ୍କୁଲର ୩୮ ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପରିଚାଳନା କମିଟି ସଭାପତି ରସାନନ୍ଦ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ମୁଖ୍ୟଅତିଥି, ପାଟପୁର ବିଶ୍ୱାସରାୟ ବିଜ୍ଞାନ…

କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବ ଆୟବ୍ୟୟ ସମୀକ୍ଷା: ଜାଣନ୍ତୁ କେତେ ଖର୍ଚ୍ଚ ହେଲା

ଦିଗପହଣ୍ଡି,୯ା୨(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି କମିଟି ପକ୍ଷରୁ ଶନିବାର ସ୍ଥାନୀୟ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆବାହକ କୁରେଶୁ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ସଭାରେ କମିଟିର ବରିଷ୍ଠ ସଦସ୍ୟ ପ୍ରକାଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା…

ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ନିଷେଧ ଅଧିନିୟମ

ଦିଗପହଣ୍ଡି,୮ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ମିଶନ ଶକ୍ତି ଭବନ ଠାରେ ଶନିବାର ସେକ୍ଟରସ୍ତରୀୟ କିଶୋରୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନୱାଡ଼ି ସୁପରଭାଇଜର ବିଳାସିନୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସିଡିପିଓ ପୁଷ୍ପାଞ୍ଜଳି ଶତପଥି ଅଧ୍ୟକ୍ଷତା କରିଥିଲେ। ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି…

ଚମ୍ପଟମାରିଲେ ଚାଲାଣକାରୀ: ମିନିଟ୍ରକ୍‌ରୁ ବାହାରିଲା ୮ ବସ୍ତାରେଥିବା ପୁଳାପୁଳା ଗଞ୍ଜେଇ

ଦାରିଙ୍ଗବାଡ଼ି,୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ୨୮୦ କିଲୋ ଗଞ୍ଜେଇ ଜବତ ହୋଇଛି। ଏହାସହ ଗୋଟିଏ ମିନିଟ୍ରକକୁ ଜବତ କରିଛି । ସୂଚନାନୁଯାୟୀ, ଶନିବାର ସାରେ ପୋଲିସ ଖବର ପାଇ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଉଲିପଦର ଗାଁ ଶେଷ…

ଭାଜପାର ଦିଲ୍ଲୀ ଦଖଲ: ଷ୍ଟ୍ରାଟେଜି ପ୍ଲାନର ଓଡ଼ିଶାର ଏହି ନେତା

ନୂଆଦିଲ୍ଲୀ,୯।୨: କୌଣସି ମୁଖ୍ୟମନ୍ତ୍ରୀ ମୁହଁ ବିନା, ଭାରତୀୟ ଜନତା ପାର୍ଟି ୨୭ ବର୍ଷ ପରେ ଦିଲ୍ଲୀ ଜିତିଛି। ଦିଲ୍ଲୀରେ ଭାଜପା କ୍ଷମତାକୁ ଫେରିବା ଘଟଣାକୁ ‘ବ୍ରାଣ୍ଡ ମୋଦି’ ପ୍ରଭାବ ଭାବରେ ବିବେଚନା କରାଯାଉଛି। କିନ୍ତୁ ଏହା ବ୍ୟତୀତ ୫ ଜଣ ଏପରି…

ଗର୍ଭାବସ୍ଥାରେ ମାଛ ଖାଇଲେ କେମିତିକା ଶିଶୁ ଜନ୍ମ ହୋଇଥାଏ? ଜାଣି ରଖନ୍ତୁ ଏହି ସତ କଥା…

ଗର୍ଭାବସ୍ଥା ସମୟରେ ମହିଳାମାନେ ସି’ ଫୁଡ୍‌ ବା ସମୁଦ୍ର ମାଛ ଖାଇବା ଉଚିତ କି ଅନୁଚିତ ଅଧିକାଂଶ ଲୋକ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ଏପରିକି ଅନେକ ମହିଳା ସମ୍ପୂର୍ଣ୍ଣ ଭାବେ ସି’ ଫୁଡ୍‌କୁ ଆଭଏଡ୍‌ କରିଥାନ୍ତି। ମାତ୍ର ଏହି ସି’ ଫୁଡ୍‌ରେ ପ୍ରୋଟିନ,…

ଖଣ୍ଡଗିରି ମେଳାରେ ରାଣୀଙ୍କୁ ଘେରିଗଲେ ଯୁବକ, ତା’ ପରେ ଯାହା ହେଲା… ଦେଖନ୍ତୁ ଭିଡିଓ

ଭୁବନେଶ୍ୱର,୯।୨: ରାଣୀଙ୍କୁ ଘେରିଗଲେ ଯୁବକ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖଣ୍ଡଗିରି ମେଳାରେ। ଖଣ୍ଡଗିରି ମେଲୋଡି ଦେଖିବା ପରେ ରାଣୀଙ୍କୁ ଘେରିଗଲେ ଯୁବକ। ଯାତ୍ରାରେ ଅଶ୍ଳୀଳ ନାଚ ହେଉଛି କି ନାହିଁ ଦେଖିବାକୁ ରାଣୀ ଯାଇଥିଲେ। ଏହି ସମୟରେ ଏପରି ସ୍ଥିତି…

ପାନ ଦୋକାନରେ ମହିଳା ଜୀବନ୍ତ ଦଗ୍ଧ: ହୁହୁ ହୋଇ ଜଳିଲେ…

ପଟାମୁଣ୍ଡାଇ,୯।୨: ପାନ ଦୋକାନରେ ହୁହୁ ହୋଇ ଜଳିଗଲେ ମହିଳା।ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବକ୍ତାରପୁର ଛକରେ ଥିବା ପାନ ଦୋକାନରେ। ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଧୂପରୁ ନିଆଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri